Skip to main content

7ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ

ଓଡ଼ିଶାର ସର୍ବବୃହତ୍ ପୁସ୍ତକ ମେଳା ଭୁବନେଶ୍ୱରରେ 06ରୁ 17 ଡିସେମ୍ୱର ପର୍ଯ୍ୟନ୍ତ ଚାଲୁଛି ଯେଉଁଥିରେ ଶତାଧିକ ସଂଖ୍ୟାରେ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଉଛନ୍ତି। ତେବେ କେଉଁ ଷ୍ଟଲରେ କି ବହି ଉପଲବ୍ଧ ସେ ସମ୍ପର୍କରେ ବିସ୍ତୃତ ସୂଚନାର ଅଭାବରୁ ଆଗ୍ରହୀ ପାଠକ ଓ ପରିଦର୍ଶକମାନେ ସେ ସମ୍ପର୍କରେ ସୂଚନା ପାଇପାରୁ ନାହାନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପୁସ୍ତକ ମେଳାରେ ଭାଗ ନେଉଥିବା ପ୍ରକାଶକ ଓ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ ବହିଗୁଡ଼ିକର ଏକ ସମ୍ମିଳିତ ପୁସ୍ତକ ସୂଚୀ (Combined Catalogue) ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି। ଏ ପର୍ଯ୍ୟନ୍ତ ମିଳିଥିବା 719ଟି ବହିର ସୂଚନା ଓ ତାହା କେଉଁଠାରେ ଉପଲବ୍ଧ ତାହା ନିମ୍ନରେ ପ୍ରଦତ୍ତ ହେଲା। ପ୍ରକାଶକ, ପୁସ୍ତକ ବିକ୍ରେତା ଓ ଲେଖକମାନଙ୍କଠାରୁ ଅନ୍ୟ ବହି ସମ୍ପର୍କରେ ସୂଚନା ମିଳିଲେ ତାହା ସୂଚୀରେ ଯୋଗ କରାଯାଇପାରିବ।

ସମସ୍ତଙ୍କ ସହଯୋଗ କାମନା କରୁଛି।
ସରଳ ଦାସ
9437038015

ଷ୍କ୍ଟଲ ସଂଖ୍ୟାଗ୍ରନ୍ଥ ମନ୍ଦିର
LS-1/1,2,3ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ମନୋଜ ପଞ୍ଚବିଂଶତିମନୋଜ ଦାସଗଳ୍ପ150
2ଦୃଶ୍ୟ ଅଦୃଶ୍ୟଶାନ୍ତନୁ କୁମାର ଆଚାର୍ଯ୍ୟଗଳ୍ପ200
3ରଥ ସପ୍ତକଚନ୍ଦ୍ରଶେଖର ରଥଗଳ୍ପ90
4ଶ୍ରମଣାର ପୃଥିବୀଅର୍ଚ୍ଚନା ନାୟକଗଳ୍ପ140
5ଆକାଶ ଯେଉଁଠି କଥା କହେସୁୁସ୍ମିତା ବାଗଚିଗଳ୍ପ200
6ପଲ୍ଲୀଶ୍ରୀସଚ୍ଚିଦାନନ୍ଦ ରାଉତରାୟକବିତା120
7ଶ୍ରୀରାଧାରମାକାନ୍ତ ରଥକବିତା200
8ସତଠୁ ସତ ଭାଗବତସୌରୀନ୍ଦ୍ର ବାରିକକବିତା150
9ଖରାରେ ବାଙ୍ଗରା ଲୋକପ୍ରସନ୍ନ କୁମାର ମିଶ୍ରକବିତା100
10ଅସୂର୍ଯ୍ୟ ଉପନିବେଶଚନ୍ଦ୍ରଶେଖର ରଥଉପନ୍ୟାସ200
11ଆକାଶ ଯେଉଁଠି କଥା କହେସୁୁସ୍ମିତା ବାଗଚିଗଳ୍ପ200
12ହିଡ଼ମାଟିନିତ୍ୟାନନ୍ଦ ମହାପାତ୍ରଉପନ୍ୟାସ80
13କନକଲତାନିନ୍ଦ କିଶୋର ବଳଉପନ୍ୟାସ120
14ଅସୂର୍ଯ ଉପନିବେଶଚନ୍ଦ୍ରଶେଖର ରଥଉପନ୍ୟାସ200
15ଯନ୍ତ୍ରାରୁଢ଼ଚନ୍ଦ୍ରଶେଖର ରଥଉପନ୍ୟାସ250
16ଅଶ୍ୱମେଧର ଘୋଡ଼ାବିଭୂତି ପଟ୍ଟନାୟକଉପନ୍ୟାସ150
17ଶକୁନ୍ତଳାଶାନ୍ତନୁ କୁମାର ଆଚାର୍ଯ୍ୟଉପନ୍ୟାସ300
18ନରକିନ୍ନରଶାନ୍ତନୁ କୁମାର ଆଚାର୍ଯ୍ୟଉପନ୍ୟାସ350
19ହଂସଗୀତିସୁରେନ୍ଦ୍ର ମହାନ୍ତିଉପନ୍ୟାସ120
20ଚନ୍ଦ୍ରର ମୃତ୍ୟୁଗୋକୁଳାନନ୍ଦ ମହାପାତ୍ରଉପନ୍ୟାସ250
21ସୁନାପୁଟର ଲୋକେହୃଷୀକେଶ ପଣ୍ଡାଉପନ୍ୟାସ90
22ଡି.ଏଫ.ଓ. କ୍ୟାମ୍ପବେଲ ବେଅଶୋକ ବିଶ୍ୱାଳଭ୍ରମଣ ଉପନ୍ୟାସ500
23ଓଡ଼ିଆ ସାହିତ୍ୟର ଇତିହାସମାୟାଧର ମାନସିଂହପ୍ରବନ୍ଧ/ଆଲୋଚନା450
24ଓଡ଼ିଆ ସାହିତ୍ୟର ଇତିହାସ (4 ଖଣ୍ଡ)ସୂର୍ଯ୍ୟ ନାରାୟଣ ଦାଶପ୍ରବନ୍ଧ/ଆଲୋଚନା2600
25ଓଡ଼ିଆ ଗଳ୍ପ ଉପନ୍ୟାସର ନବଦିଗନ୍ତ (2 ଖଣ୍ଡ)ଆଦିକନ୍ଦ ସାହୁପ୍ରବନ୍ଧ/ଆଲୋଚନା500
26ସାମ୍ପ୍ରତିକ କାଳ ଓ ଚିରନ୍ତନ କବି (2 ଖଣ୍ଡ)ସୌରୀନ୍ଦ୍ର ବାରିକପ୍ରବନ୍ଧ/ଆଲୋଚନା300
27ସବୁଜରୁ ସାମ୍ପ୍ରତିକନିତ୍ୟାନନ୍ଦ ଶତପଥୀପ୍ରବନ୍ଧ/ଆଲୋଚନା800
28ନାଟ୍ୟଧାରାହେମନ୍ତ କୁମାର ଦାସପ୍ରବନ୍ଧ/ଆଲୋଚନା350
29ସମାଲୋଚନା ପରିଧିରେ ଓଡ଼ିଆ ନାଟକସଂଘମିତ୍ରା ମିଶ୍ରପ୍ରବନ୍ଧ/ଆଲୋଚନା400
30ସାହିତ୍ୟରେ ଅଭିବ୍ୟକ୍ତିବାଦ (2 ଖଣ୍ଡ)ଦୀନବନ୍ଧୁ ମିଶ୍ରପ୍ରବନ୍ଧ/ଆଲୋଚନା400
31ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସଅସିତ କବିପ୍ରବନ୍ଧ/ଆଲୋଚନା300
32କରଞ୍ଜିଆ ଡାଏରିଶାନ୍ତନୁ କୁମାର ଆଚାର୍ଯ୍ୟପ୍ରବନ୍ଧ/ଆଲୋଚନା250
33ପ୍ରାଚୀନ ଓଡ଼ିଆ ଲିପି, ଭାଷା ଓ ସାହିତ୍ୟନୀଳମଣି ମିଶ୍ରଭାଷା250
34ଓଡ଼ିଆ ଭାଷା ଓ ଭାଷାବିଜ୍ଞାନଦେବୀପ୍ରସନ୍ନ ପଟ୍ଟନାୟକଭାଷା250
35ଭାଷା ବିଜ୍ଞାନ ଓ ଭାଷାବିଜ୍ଞାନୀବାସୁଦେବ ସାହୁଭାଷା150
36ଓଡ଼ିଶାର ଇତିହାସସତ୍ୟନାରାୟଣ ରାଜଗୁରୁଇତିହାସ700
37ଓଡ଼ିଶାାର ବୌଦ୍ଧଧର୍ମ ଓ ସଂସ୍କୃତିଭଗବାନ ପଣ୍ଡାଇତିହାସ275
38ଖୁରୁଧା ଇତିହାସକେଦାରନାଥ ମହାପାତ୍ରଇତିହାସ700
39ଭାାରତର ସଶସ୍ତ୍ର ମୁକ୍ତିସଂଗ୍ରାମପ୍ରଫୁଲ୍ଲ ଦାସଇତିହାସ550
40ଆଣ୍ଟାର୍କଟିକା ଭ୍ରମଣଅରୁଣ କୁମାର ରଥଭ୍ରମଣ300
41ଅନ୍ତରଙ୍ଗ ଭାରତ (2 ଖଣ୍ଡ)ମନୋଜ ଦାସଭ୍ରମଣ300
42ଅଜଣା ମଣିଷର ସନ୍ଧାନେଅଶୋକ ବିଶ୍ୱାଳଭ୍ରମଣ400
43ସ୍ମୃତି ଓ ଅନୁଭୂତିନୀଳମଣିି ରାଉତରାୟଆତ୍ମଜୀବନୀ1200
44ଉତ୍ତର କକ୍ଷ (2ଖଣ୍ଡ)ସଚ୍ଚିଦାନନ୍ଦ ରାଉତରାୟଆତ୍ମଜୀବନୀ800
45ଗାନ୍ଧୀ କାହାଣୀଦାଶ ବେନହୁରଜୀବନ ଚରିତ160
46ଗୋପାଳ ଛୋଟରାୟ ଗ୍ରନ୍ଥାବଳୀ (3 ଖଣ୍ଡ)ଗୋପାଳ ଛୋଟରାୟନାଟକ1135
4750 ବର୍ଷର ଗଳ୍ପ ଫସଲ (2 ଖଣ୍ଡ)ଶାାନ୍ତନୁ କୁମାର ଆଚାର୍ଯ୍ୟଗଳ୍ପ1000
48ମନୋଜ ସୃଜନୀ ସମଗ୍ର (4 ଖଣ୍ଡ)ମନୋଜ ଦାସନାଟକ2550
49ବିଶ୍ୱ ସାହିତ୍ୟ ଗ୍ରନ୍ଥମାଳା
50ତରୁଣ ଶବ୍ଦକୋଷକୃଷ୍ଣଚନ୍ଦ୍ର କରଶବ୍ଦକୋଷ700
ଷ୍କ୍ଟଲ ସଂଖ୍ୟାଫ୍ରେଣ୍ଡସ୍ ପବ୍ଲିଶର୍ସ
LS-2/4,5,6ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଛ' ମାଣ ଆଠଗୁଣ୍ଠଫକୀରମୋହନ ସେନାପତିଉପନ୍ୟାସ140
2ମଲାଜହ୍ନଉପେନ୍ଦ୍ର କିଶୋର ଦାସଉପନ୍ୟାସ100
3ଶାସ୍ତିକାହ୍ନୁଚରଣ ମହାନ୍ତିଉପନ୍ୟାସ200
4ନାୟିକାର ନାମ ଶ୍ରାବଣୀବିଭୂତି ପଟ୍ଟନାୟକଉପନ୍ୟାସ450
5ଚେତନାର ଦିଗବଳୟମନୋଜ ଦାସଉପନ୍ୟାସ300
6ଦେଶ କାଳ ପାତ୍ରଜଗନ୍ନାଥ ପ୍ରସାଦ ଦାସଉପନ୍ୟାସ450
7ଗର୍ବ କରିବାର କଥାହୃଷୀକେଶ ପଣ୍ଡାଉପନ୍ୟାସ450
8ପଞ୍ଚପର୍ବସଂ-ଗୌରହରି ଦାସଉପନ୍ୟାସ550
5ଟି ସାହିତ୍ୟ ଏକାଡେମୀ ପୁରସ୍କୃତ ଉପନ୍ୟାସ
9ବଂଶୀବାଦକଶଶାଙ୍କ ପ୍ରିସଖାଉପନ୍ୟାସ100
10ଓଡ଼ିଆ କ୍ଲାସିକ ଉପନ୍ୟାସସଂ ବିଜୟାନନ୍ଦ ସିଂହଉପନ୍ୟାସ6506ଟି ଉପନ୍ୟାସ
11ଗଳ୍ପ ସ୍ୱଳ୍ପ ( 2 ଖଣ୍ଡ)ଫକୀରମୋହନ ସୋନାପତିଗଳ୍ପ240
12ଉତ୍କଳ କାହାଣୀଗୋପାଳ ଚନ୍ଦ୍ର ପ୍ରହରାଜଗଳ୍ପ250
13ମନୋଜ ଦାସଙ୍କ କଥା ଓ କାହାଣୀମନୋଜ ଦାସଗଳ୍ପ300
14କନହେଇ କଥାଘରସଂ- ଅସିତ ମହାନ୍ତି ଓ ପ୍ରଦୀପ୍ତ ଶ୍ରୀଚନ୍ଦନଗଳ୍ପ450
15ବାଟ ବସାଘରଅରବିନ୍ଦ ରାୟଗଳ୍ପ150
16କଥା କାଳଜୟୀସଂ- ଅରବିନ୍ଦ ରାୟଗଳ୍ପ350
17ବୋଲେ ହୁଁଟିକ୍ଷୀରୋଦ ଦାସଗଳ୍ପ175
18ଦର୍ପଣଦୀପ୍ତିରଞ୍ଜନ ପଟ୍ଟନାୟକଗଳ୍ପ125
19ଜହ୍ନର ଡେଣା ନାହିଁଗିରୀଶ ଚନ୍ଦ୍ର ସାହୁଗଳ୍ପ175
20ଉଲ୍ଲଂଘନଅଜୟ ମହାପାତ୍ରଗଳ୍ପ175
21ଚିଲିକାରାଧାନାଥ ରାୟକବିତା100
22ନିର୍ବାଚିତ କବିତାସୀତାକାନ୍ତ ମହାପାତ୍ରକବିତା110
23ଚାହଁ ବା ନଚାହଁଅମରେଶ ପଟ୍ଟନାୟକକବିତା200
24ସ୍ମରଣୀୟ ଶତକଶତୃଘ୍ନ ପାଣ୍ଡବକବିତା275
25ଅରଣ୍ୟ ଫସଲମନୋରଞ୍ଜନ ଦାସନାଟକ150
26ତଟ ନିରଞ୍ଜନାବିିଜୟ ମିଶ୍ରନାଟକ120
27ଓଡ଼ିଆ ଭାଷାର ଉନ୍ମେଷ ଓ ବିକାଶବାସୁଦେବ ସାହୁପ୍ରବନ୍ଧ, ଆଲୋଚନା225
28ସମାଲୋଚନାର ଦିଗଦିଗନ୍ତଖଗେଶ୍ୱର ମହାପାତ୍ରପ୍ରବନ୍ଧ, ଆଲୋଚନା400
29ଓଡ଼ିଆ ସାହିତ୍ୟର ଇତିହାସ (3 ଭାଗ)ବଂଶୀଧର ମହାନ୍ତିପ୍ରବନ୍ଧ, ଆଲୋଚନା1000
30ଓଡ଼଼ିଆ ଢଗଢମାଳି ଓ ଲୋକଗୀତକୃପାସିନ୍ଧୁ ବିଶ୍ୱାଳ375
31ଓଡ଼ିଆ ଧ୍ୱନିତତ୍ତ୍ୱ ଓ ଶବ୍ଦସମ୍ଭାରଧନେଶ୍ୱର ମହାପାତ୍ରଭାଷା170
32ମୋ ଫୁଟା ଡଙ୍ଗାର କାହାଣୀଫତୁରାନନ୍ଦଆତ୍ମଜୀବନୀ375
33ପଥ ଓ ପୃଥିବୀସୁରେନ୍ଦ୍ର ମହାନ୍ତିଆତ୍ମଜୀବନୀ475
34ଶତାବ୍ଦୀର ଆହ୍ୱାନଦେବକାନ୍ତ ମିଶ୍ରବିଜ୍ଞାନ200
35100 ବିଜ୍ଞାନୀ ଓ ସେମୋନଙ୍କ ଅବଦାନନିତ୍ୟାନନ୍ଦ ସ୍ୱାଇଁବିଜ୍ଞାନ250
36ଭାରତର ଆରୋଗ୍ୟକାରୀ ବୃକ୍ଷଲତାରଘୁନାଥ ରାଉତସ୍ୱାସ୍ଥ୍ୟ650
37ଆୟୁର୍ବେଦ ଘରୋଇ ଚିକିତ୍ସାବୀରେନ୍ଦ୍ର ଶତପଥୀସ୍ୱାସ୍ଥ୍ୟ160
38ଶ୍ରୀକ୍ଷେତ୍ରର ମଠ ଇତିହାସଭାସ୍କର ମିଶ୍ରସଂସ୍କୃତି600
39କଳାହାଣ୍ଡିର ଲୋକସଂସ୍କୃତିମହେନ୍ଦ୍ର କୁମାର ମିଶ୍ରସଂସ୍କୃତି450
40ମୁକ୍ତି ସଂଗ୍ରାମ, ମୁକ୍ତି ସଂଗ୍ରାମୀ, ମୁକ୍ତି ସଂଗୀତଗୋବିନ୍ଦ ଚନ୍ଦ୍ର ଚାନ୍ଦଇତିହାସ950
41ଲଣ୍ଡନ ଚିଠିଗୋଲକ ବିହାରୀ ଧଳଇତିହାସ150
42ମୁଁଁ ସୁଭାଷ କହୁଛି ( 3 ଭାଗ)ଅନୁ- ବ୍ରଜରାଣୀ ବୋଷଅନୁବାଦ500
43ଗୀତାଞ୍ଜଳିଅନୁ- ହରପ୍ରସାଦ ଦାସଅନୁବାଦ200
44ଯାତ୍ରୀ କାମନୀତଅନୁୁ- ଚିତ୍ତରଞ୍ଜନ ଦାସଅନୁବାଦ300
45ଗୁଡ ଆର୍ଥଅନୁ- ପ୍ରଫୁଲ୍ଲ ଚନ୍ଦ୍ର ଦାସଅନୁବାଦ300
46ଭଲଗାରୁ ଗଙ୍ଗାଅନୁ- କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ମହାନ୍ତିଅନୁବାଦ300
47ଦେବଦାସଅନୁ- ଦୀପ୍ତି ପଟ୍ଟନାୟକଅନୁବାଦ100
48ଲେଡି ଚାଟାର୍ଲିର ପ୍ରେମିକଅନୁ- ଉମାଶଙ୍କର ପଣ୍ଡାଅନୁବାଦ175
49ଭୀମଭୋଇ ଗ୍ରନ୍ଥାବଳୀ (2 ଭାଗ)ପବିତ୍ର ମୋହନ ନାୟକଗ୍ରନ୍ଥାବଳୀ1600
50ଶବ୍ଦତତ୍ତ୍ୱବୋଧ ଅଭିଧାନଗୋୋପୀନାଥ ନନ୍ଦଶର୍ମାଅଭିଧାନ650
ଷ୍କ୍ଟଲ ସଂଖ୍ୟାବିଦ୍ୟାପୁରୀ
LS-3/7,8,9ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ମାଟି ମଟାଳଗୋପୀନାଥ ମହାନ୍ତିଉପନ୍ୟାସ650
2ଅମୃୃତର ସନ୍ତାନଗୋପୀନାଥ ମହାନ୍ତିଉପନ୍ୟାସ410
3ଅମୃତ ଫଳମନୋଜ ଦାସଉପନ୍ୟାସ200
4କୁନ୍ତୀସୁରେନ୍ଦ୍ରନାଥ ଶତପଥୀଉପନ୍ୟାସ500
5ଅଭିନୟର ପରିଧିରାମଚନ୍ଦ୍ର ବେହେରାଉପନ୍ୟାସ130
6ଧର୍ମଯୁଦ୍ଧସାତକଡ଼ି ହୋତାଉପନ୍ୟାସ150
7ବହ୍ନିସ୍ନାତାଇନ୍ଦିରା ଦାଶଉପନ୍ୟାସ250
8ଶରଦଃ ଶତମ୍ତରୁୁଣକାନ୍ତି ମିଶ୍ରଉପନ୍ୟାସ120
9ଛାୟାଲୋକତରୁୁଣକାନ୍ତି ମିଶ୍ରଉପନ୍ୟାସ200
10ଭୋରବେଳାର ସନ୍ନ୍ୟାସୀସୁୁଲୋଚନା ଦାସଉପନ୍ୟାସ300
11ଯଶଧାରିଣୀ ଯଶୋଧାରାଶଶିକାନ୍ତ ମିଶ୍ରଉପନ୍ୟାସ220
12ପୃଥିବୀ ବାହାରେ ମଣିଷଗୋକୁଳାନନ୍ଦ ମହାପାତ୍ରଉପନ୍ୟାସ200
13ପାଟଦେଈବୀଣାପାଣି ମହାନ୍ତିଗଳ୍ପ140
14ଆକାଶ ସେତୁତରୁଣକାନ୍ତି ମିଶ୍ରଗଳ୍ପ150
15ଗାନ୍ଧିଜୀଙ୍କ ଚତୁର୍ଥ ମାଙ୍କଡ଼ ଓ ଅନ୍ୟାନ୍ୟ କାହାଣୀମୃତ୍ୟୁଞ୍ଜୟ ଷଡ଼ଙ୍ଗୀଗଳ୍ପ140
16ମୋକ୍ଷପଥଦେବବ୍ରତ ମଦନରାୟଗଳ୍ପ125
17ଯଶୋଦାର କୋଳରାମଚନ୍ଦ୍ର ବେହେରାଗଳ୍ପ350
18ଅବଧାରିତ ଓ ଅନ୍ୟାନ୍ୟ ଗଳ୍ପଦାଶ ବେନହୁରଗଳ୍ପ150
19ଶ୍ରେଷ୍ଠ ଷାଠିଏବିଜୟ ନାୟକଗଳ୍ପ340
20ବିରଳ ରୂପକପାରମିତା ଶତପଥୀଗଳ୍ପ150
21ଅମୃତ ପ୍ରତୀକ୍ଷାରେସରୋଜିନୀ ସାହୁଗଳ୍ପ90
22କାହାଣୀ ଓ କାଠଚମ୍ପାବିଷ୍ଣୁ ସାହୁଗଳ୍ପ130
23ସ୍ଥାୟୀ ଠିକଣାରାାଜ୍ୟବର୍ଦ୍ଧନ ଧଳମହାପାତ୍ରଗଳ୍ପ150
24ପୁନଶ୍ଚ ପୃଥିବୀରବି ପଣ୍ଡାଗଳ୍ପ160
25ଉଜାଗର ରାତିର କାହାଣୀଶର୍ମିଷ୍ଠା ମହାପାତ୍ରଗଳ୍ପ130
26ସୀତାକାନ୍ତ ମହାପାତ୍ରଙ୍କ ଶ୍ରେଷ୍ଠ କବିତାସଂ. ହରପ୍ରସାଦ ଦାସକବିତା150
27ମାୟାଧର ମାନସିଂହଙ୍କ ଶ୍ରେଷ୍ଠ କବିତାସଂ. ହରପ୍ରସାଦ ଦାସକବିତା170
28ନୀଳାଦ୍ରିଭୁଷଣ କବିତା ବର୍ଣ୍ଣାଳୀସଂ. ଦିଲୀପ କୁମାର ସ୍ୱାଇଁକବିତା500
29ସ୍ଳଳ ପୁରାଣହରପ୍ରସାଦ ଦାସକବିତା150
30ଥରକୁ ଥର ଫେରି ଆସୁଥିବିଅପର୍ଣ୍ଣା ମହାନ୍ତିକବିତା100
31ଓଡ଼ିଆ କବିତାରେ ଗାନ୍ଧୀସଂ-ଚନ୍ଦ୍ରଶେଖର ହୋତାକବିତା420
32ନୀଳ ସରସ୍ୱତୀଦେବଦାସ ଛୋଟରାୟକବିତା115
33ନିମିଷେ ଅନ୍ଧାରପ୍ରତିଭା ଶତପଥୀକବିତା100
34ସାହିତ୍ୟ ବିବେକଦାଶରଥି ଦାସପ୍ରବନ୍ଧ, ସମାଲୋଚନା300
35ଗଦ୍ୟ ସମଗ୍ରମନୋରମା ବିଶ୍ୱାଳ ମହାପାତ୍ରପ୍ରବନ୍ଧ, ସମାଲୋଚନା400
36ଜିଜ୍ଞାସାର ସ୍ୱରଗିରୀଶ ସାହୁପ୍ରବନ୍ଧ, ସମାଲୋଚନା180
37ତୁଳନାତ୍ମକ ସାହିତ୍ୟ ଦେଶ ଓ ବିଶ୍ୱବସନ୍ତ କୁମାର ପଣ୍ଡାପ୍ରବନ୍ଧ, ସମାଲୋଚନା210
38ଶହେ ପଚିଶ ବର୍ଷର ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ଏକ ତାତ୍ତ୍ୱିକ ବିଶ୍ଳେଷଣକବିତା ବାରିକପ୍ରବନ୍ଧ, ସମାଲୋଚନା
39ଓଡ଼ିଆ ବ୍ୟାକରଣବିଜୟ ପ୍ରସାଦ ମହାପାତ୍ରଭାଷା170
40ରାଇରଙ୍ଗପୁରରୁ ରାଇସେନାକବିତା ବାରିକଜୀବନୀ200ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଚରିତ
41ଗଜପତି କୃଷ୍ଣଚନ୍ଦ୍ର ଦେବସତ୍ୟନାରାୟଣ ମହାପାତ୍ରଜୀବନୀ360
42ଧୂଳି ମାଟିର ସନ୍ଥଗୋପୀନାଥ ମହାନ୍ତିଜୀବନୀ420ଗୋପବନ୍ଧୁ ଚୌଧୁରୀଙ୍କ ଜୀବନୀ
43ମାଟିରୁ ଆକାଶସୁଲୋଚନା ଦାସଜୀବନୀ300ରବି ରାୟଙ୍କ ଜୀବନୀ
44ସାର୍ଥକ ସାରଥି ଜାନକୀବଲ୍ଲଭଗୋବିନ୍ଦ ଭୂୟାଁଜୀବନୀ350
45ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟମନ୍ମଥ ନାଥ ଦାସଆତ୍ମଜୀବନୀ650
46ବିଂଶ ଶତାବ୍ଦୀର ଓଡ଼ିଶା: ମୋ ଅନୁଭୂତିବିଦ୍ୟାଧର ମିଶ୍ରଆତ୍ମଜୀବନୀ280
47ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି (1ମ ଓ 2ୟ)ପ୍ରବୋଧକୁମାର ମିଶ୍ରଇତିହାସ950
48ଓଡ଼ି଼ିଆ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପ୍ରବୋଧକୁମାର ମିଶ୍ରଇତିହାସ160
49ଜୀବନର ପଥପ୍ରାନ୍ତେଶରତ ଚନ୍ଦ୍ର ମିଶ୍ରଭ୍ରମଣ320
50ବିଶ୍ୱ ବିଖ୍ୟାତ ବୈଜ୍ଞାନିକକୁଳମଣି ସାମଲବିିଜ୍ଞାନ350
ଷ୍କ୍ଟଲ ସଂଖ୍ୟାଓଡ଼ିଶା ବୁକ ଷ୍ଟୋର
ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଅମାବାସ୍ୟାର ଚନ୍ଦ୍ରବାରିଷ୍ଟର ଗୋବିନ୍ଦ ଦାସଉପନ୍ୟାସ72
2କ୍ଷଣଭଙ୍ଗୁରଅନାଦି ସାହୁଉପନ୍ୟାସ100
3ବଧୂ ନିରୁପମାବିଭୂତି ପଟ୍ଟନାୟକଉପନ୍ୟାସ100
4ଅନ୍ଧ ମୁହାଁଣୀଦେବ୍ରାଜ ଲେଙ୍କାଉପନ୍ୟାସ140
5ଗାଁ ଗାଁ ଆହା ଆହାଦେବ୍ରାଜ ଲେଙ୍କାଉପନ୍ୟାସ250
6ଅଶାନ୍ତ ଅରଣ୍ୟସାତକଡ଼ି ହୋତାଉପନ୍ୟାସ200
7ଆକାଶ ପାତାଳମହାପାତ୍ର ନୀଳମଣି ସାହୁଗଳ୍ପ300
8ତଥାପି ଅପେକ୍ଷା କରାଯାଉବିଜୟାନନ୍ଦ ସିଂହଗଳ୍ପ110
9ଗୋଟିଏ ବାକ୍ସ ଗପଦେବ୍ରାଜ ଲେଙ୍କାଗଳ୍ପ200
10ଝଡ଼ର ଈଗଲ ଧରଣୀର କୃଷ୍ଣସାରଅଖିଳ ମୋହନ ପଟ୍ଟନାୟକଗଳ୍ପ150
11ନୀଡ଼ ନିର୍ଜନଅନୀଲ କୁମାର ପାଢ଼ୀଗଳ୍ପ125
12କାଠ କଣ୍ଢେଇକ୍ଷୀରୋଦ ଦାସଗଳ୍ପ150
13ନଚିକେତାର ହାତଉତ୍ତମ ପ୍ରଧାନଗଳ୍ପ100
14ସ୍ନାୟୁ ଓ ସନ୍ନ୍ୟାସୀଅଚ୍ୟୁତାନନ୍ଦ ପତିଗଳ୍ପ150
15ଭିନ୍ନ ପାଉଁଶକିଶୋରୀ ଚରଣ ଦାସଗଳ୍ପ100
16ଆକାଶ ପରି ନିବିଡ଼ସୌରୀନ୍ଦ୍ର ବାରିକକବିତା50
17ଟ୍ରକ ଡାଲାରେ ସନାତନପ୍ରସନ୍ କୁମାର ମିଶ୍ରକବିତା40
18ଏକତ୍ର ଚନ୍ଦ୍ର ସୂର୍ଯ୍ୟମମତା ଦାଶକବିତା40
19ଝିଅ ପାଇଁ ଝର୍କାଟିଏଅପର୍ଣ୍ଣା ମହାନ୍ତିକବିତା140
20ସାଗର ମନ୍ଥନମନୋରଞ୍ଜନ ଦାସନାଟକ150
21ତ୍ରିପର୍ଣ୍ଣାରମେଶ ପ୍ରସାଦ ପାଣିଗ୍ରାହୀନାଟକ150
22ପ୍ରାଗୈତିହାସିକପ୍ରସନ୍ନ କୁମାର ଦାସନାଟକ20
23ମାଂସର ଫୁଲକାର୍ତ୍ତିକ ଚନ୍ଦ୍ର ରଥନାଟକ30
24ଦେଖ ବର୍ଷା ଆସୁଛିରତି ମିଶ୍ରନାଟକ20
25ବନ୍ଦ ଘଣ୍ଟାର ସମୟପଞ୍ଚାନନ ପାତ୍ରନାଟକ40
26ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ ( 2 ଖଣ୍ଡ)
ପଠାଣି ପଟ୍ଟନାୟକ, ଭୋଳାନାଥ ରାଉତ
1800
27ଓଡ଼ି଼ିଆ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟର ପରିଚୟପଠାଣି ପଟ୍ଟନାୟକ900
28କୁଞ୍ଜବିହାରୀ ଗ୍ରନ୍ଥାବଳୀ (12 ଖଣ୍ଡ)କୁଞ୍ଜବିହାରୀ ଦାଶଗ୍ରନ୍ଥାବଳୀ5600
29ବିନୋଦ ନାୟକ କବିତା କବିତା ସଂଚୟନବିନୋଦ ନାୟକକବିତା ସମଗ୍ର400
30ଓଡ଼ିଆ ସୁଭାଷିତ ସଂକଳନଜାନକୀବଲ୍ଲଭ ମହାନ୍ତିସୂକ୍ତି160
ଷ୍କ୍ଟଲ ସଂଖ୍ୟାଜଗନ୍ନାଥ ରଥ
ଏଲଏସ-6ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1କେହି ଜଣେ ଏକା ଏକା ଓ ଅନ୍ୟାନ୍ୟ ଗଳ୍ପତରୁଣକାନ୍ତି ମିଶ୍ରକ୍ଷୁଦ୍ରଗଳ୍ପ200
2ଶତାୟୁ କଥାକାରଅରବିନ୍ଦ ରାୟକ୍ଷୁଦ୍ରଗଳ୍ପ350
3ମନୋଜ ଦାସଙ୍କ ଶ୍ରେଷ୍ଠ ଗଳ୍ପମଣୀନ୍ଦ୍ରକୁମାର ମେହେରକ୍ଷୁଦ୍ରଗଳ୍ପ500
4ମନୋଜ କିଶୋର ସାହିତ୍ୟଅନୁପ କିଶୋର ଦାସ, ଦେବାଶିଷ ସାହୁକ୍ଷୁଦ୍ରଗଳ୍ପ800
5ଅଜଣାର ଅନ୍ୱେଷଣେମନୋଜ ଦାସକ୍ଷୁଦ୍ରଗଳ୍ପ150
6ରାକ୍ଷସର ସଂଧାନରେମନୋଜ ଦାସକ୍ଷୁଦ୍ରଗଳ୍ପ100
7ସୁବର୍ଣ୍ଣ କଳସ ଓ ..ମନୋଜ ଦାସକ୍ଷୁଦ୍ରଗଳ୍ପ250
8ଗୋଧୂଳିର ବାଘମନୋଜ ଦାସଉପନ୍ୟାସ200
9ଶେଷତାନ୍ତ୍ରିକର ସନ୍ଧାନରେମନୋଜ ଦାସଉପନ୍ୟାସ470
10ଅଘୋରୀପ୍ରଜ୍ଞାପ୍ରବର୍ତ୍ତିକା ଦାସଉପନ୍ୟାସ125
11ଉପନ୍ୟାସ ସମଗ୍ର (ପ୍ରଥମ ଭାଗ)ଭାନୁମତି ସାହୁଉପନ୍ୟାସ980
12ମନୋଜ ଦାସଙ୍କ ଶ୍ରେଷ୍ଠ ପ୍ରବନ୍ଧସଂ- ମଣୀନ୍ଦ୍ର କୁମାର ମେହେରପ୍ରବନ୍ଧ ଆଲୋଚନା500
13ମୁଁ କିପରି ଗବେଷଣା କଲିନଟବର ସାମନ୍ତରାୟପ୍ରବନ୍ଧ ଆଲୋଚନା260
14ଓଡ଼ିଆ ସାହିତ୍ୟର ପରିଚୟସୂର୍ଯ୍ୟ ନାରାୟଣ ଦାଶପ୍ରବନ୍ଧ ଆଲୋଚନା300
15ଓଡ଼ିଆ ସାହିତ୍ୟ ତତ୍ତ୍ୱ ଓ ତଥ୍ୟଭୋଳାନାଥ ରାଉତପ୍ରବନ୍ଧ ଆଲୋଚନା550
16କାବ୍ୟ ଓ କଳାକାରଚିନ୍ତାମଣି ବେହେରାପ୍ରବନ୍ଧ ଆଲୋଚନା340
17ଓଡ଼ିଆ ଲୋକସଂସ୍କୃତି ଓ ଲୋକସାହିତ୍ୟର ପଞ୍ଚକଥାଚିତ୍ତରଂଜନ ପଣ୍ଡାପ୍ରବନ୍ଧ ଆଲୋଚନା425
18ଓଡ଼ିଆ ସାହିତ୍ୟର ଇତିହାସନଟବର ସାମନ୍ତରାୟପ୍ରବନ୍ଧ ଆଲୋଚନା750
19ଓଡ଼ିଆ ସାହିତ୍ୟର ଇତିହାସସ୍ମରଣ କୁମାର ନାୟକପ୍ରବନ୍ଧ ଆଲୋଚନା600
20ନିରବଧି କାଳଗିରିବାଳା ମହାନ୍ତିପ୍ରବନ୍ଧ ଆଲୋଚନା230
21ଉତ୍ତୀର୍ଣ୍ଣ ଚେତନାରେ ଶ୍ରୀଜଗନ୍ନାଥପ୍ରଫେସର ରାଜକିଶୋର ମିଶ୍ରପ୍ରବନ୍ଧ ଆଲୋଚନା180
22ସର୍ଜନା ସନ୍ଧାନବାବାଜୀ ଚରଣ ପଟ୍ଟନାୟକପ୍ରବନ୍ଧ ଆଲୋଚନା350
23ବ୍ୟାସକବି ଫକୀରମୋହନନଟବର ସାମନ୍ତରାୟପ୍ରବନ୍ଧ ଆଲୋଚନା200
24ସାରଳା ସାହିତ୍ୟ ପରିକ୍ରମାମହେଶ୍ୱର ମହାନ୍ତିପ୍ରବନ୍ଧ ଆଲୋଚନା300
25ସମକାଳୀନ କଥା ସାହିତ୍ୟରେ ନାରୀର ସ୍ୱରପ୍ରଜ୍ଞା ପ୍ରବର୍ତ୍ତିକା ଦାଶପ୍ରବନ୍ଧ ଆଲୋଚନା200
26ଚର୍ଯ୍ୟାଗୀତିସୁରେନ୍ଦ୍ର କୁମାର ମହାରଣାପ୍ରବନ୍ଧ ଆଲୋଚନା200
27ବିଚିତ୍ର ମନ୍ତ୍ରଦ୍ୱିତୀଚନ୍ଦ୍ର ସାହୁସ୍ତମ୍ଭ
28ପଶ୍ଚିମ ଓଡ଼ିଶାର ଢଗଢମାଳିଗଣେଶରାମ ନାହାକଭାଷା200
29ଋଢ଼ି,ଢଗଢ଼ମାଳି ଓ ତାର ପ୍ରୟୋଗଦାମୋଦର ଲେଙ୍କାଭାଷା200
30ଡାଇନୋସର୍‍ର ନାଚତୁଳସୀ ସ୍ୱାଇଁବିଜ୍ଞାନ120
31କୋଷର କାହାଣୀଅଭୟ କୁମାର ଦଳାଇବିଜ୍ଞାନ240
32ମହାଶୂନ୍ୟରେ ଜୀବନଜ୍ୟୋର୍ତିମୟୀ ମହାନ୍ତିବିଜ୍ଞାନ150
33ଅଙ୍କୁର ବୈଦିକ ଗଣିତଶରତଚନ୍ଦ୍ର ମିଶ୍ରଗଣିତ220
34ତେନାଲୀ ବତିଶାପ୍ରିୟମ୍ବଦା ସାହୁଶିଶୁ ସାହିତ୍ୟ85
35ଚରିତ୍ର ନଥିଲେ ସବୁ ଅସାରଅଭିମନ୍ୟୁ ଦଳେଇଶିଶୁ ସାହିତ୍ୟ125
36ଏକା ଏକା ଏକଲବ୍ୟକିଶୋର ଆକାଶଶିଶୁ ସାହିତ୍ୟ60
37ଗୀତରେ ବର୍ଣ୍ଣବୋଧବିଜୟ କୁମାର ମହାନ୍ତିଶିଶୁ ସାହିତ୍ୟ160
38ଶହୀଦ ଭଗତ ସିଂହଅକ୍ଷୟ କୁମାର ସିଂହଜୀବନୀ110
39ଓଡ଼ିଶାର ଯଶସ୍ୱୀ ମଣିଷଯଦୁନାଥ ଜେନାଜୀବନୀ315
40ଓଡ଼ିଶା ଇତିହାସର ନୂତନ ତଥ୍ୟଯଦୁନାଥ ଜେନାଇତିହାସ600
41କଥାରେ ଗାଥାରେ ଶ୍ରୀଜଗନ୍ନାଥପୀତବାସ ରାଉତରାୟଧର୍ମ, ଆଧ୍ୟାତ୍ମିକ300
42ଶ୍ରୀମନ୍ଦିର ସଂପର୍କରେ ଅନେକ ଜାଣିବା କଥାସାରଦା ପ୍ରସନ୍ନ ମିଶ୍ରଧର୍ମ, ଆଧ୍ୟାତ୍ମିକ220
43ରାମାୟଣ କଥା (1ମ ଓ 2ୟ)ଅଜିତ କୁମାର ତ୍ରିପାଠୀଧର୍ମ, ଆଧ୍ୟାତ୍ମିକ500
44ଋଷିମୁନିଙ୍କ କାହାଣୀଅଭିମନ୍ୟୁ ଦଳେଇଧର୍ମ, ଆଧ୍ୟାତ୍ମିକ220ପ୍ରତିଖଣ୍ଡ
45ଦକ୍ଷିଣାବହବଙ୍ଗାଳୀ ନନ୍ଦଅନୁବାଦ300
46ଦୁଇଟି ଆକାଶ ମଝିରେବଙ୍ଗାଳୀ ନନ୍ଦଅନୁୁବାଦ300
47ରାୟ ରଚନାବଳୀ (1-7 ଖଣ୍ଡ)ରାଜକିଶୋର ରାୟଗ୍ରନ୍ଥାବଳୀ700
48ପଣ୍ଡିତ ଗୋପବନ୍ଧୁ ଗ୍ରନ୍ଥାବଳୀସଂ. ସ୍ମରଣ କୁମାର ନାୟକଗ୍ରନ୍ଥାବଳୀ250ପ୍ରତିଖଣ୍ଡ
49ମନୋଜ ଦାସଙ୍କ ସହ ପ୍ରଶ୍ନୋତ୍ତରମନୋଜ ଦାସ200
50ସୁଖବୋଧ ଅଭିଧାନଭକ୍ତକବି ମଧୁସୂଦନ ରାଓଅଭିଧାନ360
ଷ୍କ୍ଟଲ ସଂଖ୍ୟାଲେଖାଲେଖି
ଏଲଏସ-7ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1କରୋନା କାଳପରେଶ ପଟ୍ଟନାୟକଗଳ୍ପ250
2ଆଧୁନିକ ସାହିତ୍ୟ ଚାଷପରେଶ ପଟ୍ଟନାୟକଗଳ୍ପ300
3ପରେଶ ପଚାଶପରେଶ ପଟ୍ଟନାୟକଗଳ୍ପ
4ଦୁଷ୍ଟ ଯାଦୁକରସତ୍ୟ ମିଶ୍ରଗଳ୍ପ250
5ଯୁଗଳ ବନ୍ଦୀପ୍ରସନ୍ନ କୁମାର ହୋତାଗଳ୍ପ300
6ନନ୍ଦିନୀ ନିରବଧିହୃଷୀକେଷ ମଲ୍ଲିକଜୀବନୀ399ନନ୍ଦିନୀ ଶତପଥୀଙ୍କ ଜୀବନୀ
7ଅନିଚ୍ଛୁକ ପ୍ରଶାସକସହଦେବ ସାହୁସ୍ମୃତି ଲିପି350
8ପରମବୀର ଗାଥାମନମୋହନ ପ୍ରଧାନଜୀବନ ଚରିତ200
9ହୃଦୟ ପ୍ରଦୀପମୂ- ବାନୁ ମୁସ୍ତାକ, ଅନୁ- ପରେଶ ପଟ୍ଟନାୟକଅନୁବାଦ395
10କଳିଯୁଗର ବାଲ୍ମୀକିଅନୁ- ମନମୋହନ ପ୍ରଧାନଅନୁୁବାଦ360ରାମାନନ୍ଦ ସାଗରଙ୍କ ଜୀବନଗାଥା
11ଚୁମ୍ୱକ ଚୋରିର ରହସ୍ୟପରେଶ ପଟ୍ଟନାୟକଶିଶୁ ସାହିତ୍ୟ100
12ନୀଳ ସାର୍ଟର ରହସ୍ୟପରେଶ ପଟ୍ଟନାୟକଶିଶୁ ସାହିତ୍ୟ100
ଷ୍କ୍ଟଲ ସଂଖ୍ୟାପକ୍ଷୀଘର ପ୍ରକାଶନୀ
ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଧୂଳି ଧୂସରିତପଦ୍ମଜ ପାଳଗପ
2ଦୟାନଦୀଗାୟତ୍ରୀବାଳା ପଣ୍ଡାକବିତା
3ଦୃଶ୍ୟ ଆରପଟେ ମୃତ୍ୟୁଚିନ୍ମୟ ବାରିକକବିତା
3ଅମନ ମନ୍ଦିରେ ବାସକ୍ଷୀରୋଦ ପରିଡ଼ାଉପନ୍ୟାସ
4ନେପଥ୍ୟ ନାୟିକାପୁଷ୍ପାଞ୍ଜଳି କରଉପନ୍ୟାସ
5ଆତ୍ମୀୟ ଅନାତ୍ମୀୟସହଦେବ ସାହୁସ୍ମୃତିଲିପି
6ମନେପଡ଼େସଂ- ସୁମନ୍ୟୁ ଶତପଥୀଆତ୍ମଜୀବନୀବସନ୍ତ ଶତପଥୀଙ୍କ ଆତ୍ମଜୀବନୀ
ଷ୍କ୍ଟଲ ସଂଖ୍ୟାଟାଇମ ପାସ୍
ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଶ୍ରେଷ୍ଠ ଗଳ୍ପ- ଚନ୍ଦ୍ରଶେଖର ରଥଚନ୍ଦ୍ରଶେଖର ରଥଗପ245
2ମ୍ୟାଟିନି ସୋଦେବଦାସ ଛୋଟରାୟଗଳ୍ପ295
3ଜୀବନ୍ୟାସ ଓ ଅନ୍ୟାନ୍ୟ ଗଳ୍ପସୀତେଶ ତ୍ରିପାଠୀଗଳ୍ପ
4ମିରର ଇମେଜସରୋଜ ବଳଗଳ୍ପ
5ସରୁ ନଥିବା ରାସ୍ତାମୌସୁମୀ ଦାସଗଳ୍ପ225
6ସାଦାପୃଷ୍ଠାର ଜାଗାସବୁଜାକିର ଖାନ୍ଗଳ୍ପ195
7ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପଦେବବ୍ରତ ଦାସଗଳ୍ପ125
8ଅଦେଖା ଦାଗମାନସ ପଢ଼ିଆରୀଗଳ୍ପ195
9ଇତ୍ୟାଦିଯୋଗେଶ୍ୱର ପଣ୍ଡାଗଳ୍ପ195
10ଅରୂପାଶୁଭଶ୍ରୀ ଶୁଭସ୍ମିତା ମିଶ୍ରଗଳ୍ପ225
11ପଳାତକପ୍ରଜ୍ଞା ପ୍ରବର୍ତ୍ତିକା ଦାଶଗଳ୍ପ225
12ଜନ୍ମେଜୟ ପଣ୍ଡାର ମୃତ୍ୟୁ ପରେଜନ୍ମେଜୟ ପଣ୍ଡାଗଳ୍ପ195
13ଦେହ ଦେଉଳସୁନୀଲ ପୃଷ୍ଟିକବିତା145
14ମାଟି ଖୋଜେ ପକ୍ଷୀସୁମିତ ପଣ୍ଡାକବିତା195
15ରୁବି ରାଏକୃଷ୍ଣ କୁମାର ମହାନ୍ତିକବିତା195
16ପ୍ରାକୃତ ପ୍ରେମପ୍ରଦୀପ କୁମାର ପଣ୍ଡାକବିତା195
17ଫେରିଥିବା ନଈବୀଣାପାଣିି ପ୍ରଧାନକବିତା195
18ଆସମାନତାରାସଂଘମିତ୍ରା ଭୂତିଆକବିତା245
19ପ୍ରିୟ ପୁରୁଷପ୍ରୀତିପଦ୍ମାକବିତା195
20ମେଘକୁ ଦର୍ପଣ କରିସ୍ୱାଗତିକା ମିଶ୍ରକବିତା195
21ଦେବୀ ଉବାଚଐଶୂର୍ଯ୍ୟା ରାଉତକବିତା195
22ଚିହ୍ନା ଚାଳିଶସଂ. କୃଷ୍ଣ କୁମାର ମହାନ୍ତିକବିତା195
23ସନ୍ଦୀପନପୂରବୀ ଶତପଥୀକବିତା195
24ଆସୁ ଯେତେ ରାତିସ୍ୱାଗତିକା ସ୍ୱାଇଁଉପନ୍ୟାସ245
25ଦୁଇ ଫର୍ଦ୍ଦ ଆକାଶତ୍ରିନାଥ ସିଂହଉପନ୍ୟାସ325
26ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁତେଜସ୍ୱିନୀ ପଣ୍ଡାଜୀବନୀ
27ବ୍ଲକବଷ୍ଟରରୁ ବାଲେଟ୍ ବକ୍ସ: ଅନୁଭବ ମହାନ୍ତିଅନୁ- ମାନସ ପଢ଼ିଆରୀଜୀବନ ଚରିତ545
ଷ୍କ୍ଟଲ ସଂଖ୍ୟାପେନ୍ ଇନ୍ ବୁକ୍ସ
ଏଲଏସ-10/26,27,28ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଆଧୁନିକ ଓଡ଼ିଆ ଗଳ୍ପଓମ ପ୍ରିୟଦର୍ଶୀ ଛୋଟରାୟଗଳ୍ପ1499100 ଲେଖକଙ୍କ ହାହାଣୀର ସଂକଳନ
2ନିର୍ବାଚିତ ଗଳ୍ପ- ଫକୀରମୋହନ ସେନାପତିଗଳ୍ପ299
3ନିର୍ବାଚିତ ଗଳ୍ପ- ଗୋଦାବରୀଶ ମହାପାତ୍ରଗଳ୍ପ199
4ନିର୍ବାଚିତ ଗଳ୍ପ- ଲକ୍ଷ୍ମୀକାନ୍ତ ମହାପାତ୍ରଗଳ୍ପ219
5ନିର୍ବାଚିତ ଗଳ୍ପ- ଭଗବତୀ ଚରଣ ପାଣିଗ୍ରାହୀଗଳ୍ପ199
6ନିର୍ବାଚିତ ଗଳ୍ପ- କାଳିନ୍ଦୀ ଚରଣ ପାଣିଗ୍ରାହୀଗଳ୍ପ299
7ନିର୍ବାଚିତ ଗଳ୍ପ- ଗୋଦାବରୀଶ ମିଶ୍ରଗଳ୍ପ339
8ନିର୍ବାଚିତ ଗଳ୍ପ- ଗୋପୀନାଥ ମହାନ୍ତିଗଳ୍ପ399
9ନିର୍ବାଚିତ ଗଳ୍ପ- ବାମାଚରଣ ମିତ୍ରଗଳ୍ପ319
10ନିର୍ବାଚିତ ଗଳ୍ପ- ଫତୁରାନନ୍ଦଗଳ୍ପ319
11ନିର୍ବାଚିତ ଗଳ୍ପ- ସଚ୍ଚିଦାନନ୍ଦ ରାଉତରାୟଗଳ୍ପ249
12ନିର୍ବାଚିତ ଗଳ୍ପ- ସୁରେନ୍ଦ୍ର ମହାନ୍ତିଗଳ୍ପ349
13ନିର୍ବାଚିତ ଗଳ୍ପ- ଅଖିଳ ମୋହନ ପଟ୍ଟନାୟକଗଳ୍ପ399
14ନିର୍ବାଚିତ ଗଳ୍ପ- କିଶୋରୀ ଚରଣ ଦାସଗଳ୍ପ399
15ନିର୍ବାଚିତ ଗଳ୍ପ- କୃଷ୍ଣ ପ୍ରସାଦ ମିଶ୍ରଗଳ୍ପ399
16ନିର୍ବାଚିତ ଗଳ୍ପ- ଅକ୍ଷୟ ମହାନ୍ତିଗଳ୍ପ399
17ନିର୍ବାଚିତ ଗଳ୍ପ- ଚନ୍ଦ୍ରଶେଖର ରଥଗଳ୍ପ399
18ନିର୍ବାଚିତ ଗଳ୍ପ- ମନୋଜ ଦାସଗଳ୍ପ349
19ନିର୍ବାଚିତ ଗଳ୍ପ- ମହାପାତ୍ର ନୀଳମଣି ସାହୁଗଳ୍ପ399
20ନିର୍ବାଚିତ ଗଳ୍ପ- ବାୀଣାପାଣି ମହାନ୍ତିଗଳ୍ପ319
21ନିର୍ବାଚିତ ଗଳ୍ପ- ଅଚ୍ୟୁତାନନ୍ଦ ପତିଗଳ୍ପ329
22ନିର୍ବାଚିତ ଗଳ୍ପ- ଜଗନ୍ନାଥ ପ୍ରସାଦ ଦାସଗଳ୍ପ369
23ନିର୍ବାଚିତ ଗଳ୍ପ- ଶାନ୍ତନୁ କୁମାର ଆଚାର୍ଯ୍ୟଗଳ୍ପ399
24ନିର୍ବାଚିତ ଗଳ୍ପ- ବିଭୂତି ଭୂଷଣ ପଟ୍ଟନାୟକଗଳ୍ପ329
25ନିର୍ବାଚିତ ଗଳ୍ପ- ପ୍ରତିଭା ରାୟଗଳ୍ପ499
26ନିର୍ବାଚିତ ଗଳ୍ପ- ଦେବ୍ରାଜ ଲେଙ୍କାଗଳ୍ପ499
27ଚିରକୁଟ୍ଘନଶ୍ୟାମ ପାଣିଗ୍ରାହୀଗଳ୍ପ249
28ବାପା ଓ ଅନ୍ୟାନ୍ୟ ଗଳ୍ପଗୌରହରି ଦାସଗଳ୍ପ289
29କଦମ୍ୱ ବନସୁବ୍ରତ କୁମାର ସେନାପତିଗଳ୍ପ219
30ସାରସର ଶେଷ ସ୍ୱରଅରୁଣ କୁମାର ସାହୁଗଳ୍ପ239
31ମିଛ ଝରଣାର ପାଣିଅଶୋକ କୁମାର ମିଶ୍ରଗଳ୍ପ299
32ଟାକୁଆବିିଭୁ ହୋତାଗଳ୍ପ
33ସେଇ ଦିନ ଭୁଲିଯିବିତୃପ୍ତିରଞ୍ଜନ ଦାସକବିତା239
34ଇତରଶୁଭ୍ରାଂଶୁ ପଣ୍ଡାଉପନ୍ୟାସ249
35ସ୍ୱୟଂ ସୂର୍ଯ୍ୟବିଭୁ ହୋତାଉପନ୍ୟାସ279
36ଖାକି ମଉଜମୂଳ- ପ୍ରକାଶ ମିଶ୍ର, ଅନୁ-ଚିନ୍ମୟ ହୋତାଅନୁବାଦ-ଜୀବନାନୁଭୂତି299
37ଆରଏସଏସ 360ଂମୂୂଳ-ରତନ ସାରଦା, ଅନୁ-ନବଜ୍ୟୋତି ରାୟଅନୁବାଦ599
38ଜଗନ୍ନାଥ ଦେଶର କଥାଦେବଦତ୍ତ ପଟ୍ଟନାୟକଧର୍ମ299
39ଲକ୍ଷ୍ମୀ ନାରାୟଣ ବଚନିକାପ୍ରତୀକ ପଟ୍ଟନାୟକଧର୍ମ349
40ଶ୍ରୀ ଜଗନ୍ନାଥଙ୍କ କଥାଭାରତ ଭୂଷଣ ରଥଧର୍ମ249
41ଅପ୍ରମେୟ ଠାକୁରଜୀବନ କୃଷ୍ଣ ମହାପାତ୍ରଧର୍ମ339
42କାହାଣୀ ଜଗନ୍ନାଥଆଶିଷ ପଟ୍ଟନାୟକଧର୍ମ369
43Biju Pattnaik: India's last BucaneerAnil DhirBiography499
44The Glass CeilingMunmun Mahanandia399
45Essential Odisha
Bhaskar Parichha, Charudutta Panigrahi
999
ଷ୍କ୍ଟଲ ସଂଖ୍ୟାଆଦିତ୍ୟ ଭାରତ
LS-12/ 32,33,34ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ପ୍ରଜାକୋର୍ଟସୁଜାତା ମହାପାତ୍ରଉପନ୍ୟାସ
2ପାଞ୍ଚାଳିର ପତ୍ରଭାନୁମତି ସାହୁଉପନ୍ୟାସ150
3ପ୍ରାଟଳୀପୁତ୍ରର ସାମ୍ରାଜ୍ଞୀଅନୁ- କନକ ମଞ୍ଜରି ସାହୁଅନୁବାଦ
4ଗଳ୍ପ ସମଗ୍ରଗାବ୍ରିୟେଲ ଗାର୍ସିଆ ମାର୍କ୍ୱେଜ, ଅନୁ- ପ୍ରଦୀପ ରାୟଅନୁବାଦ
ଷ୍କ୍ଟଲ ସଂଖ୍ୟାବ୍ଲାକ୍ ଈଗଲ ବୁକ୍ସ
LS-13/ 35,36,37ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1କାଳଜୟୀ ଓଡ଼ିଆ କ୍ଷୁଦ୍ରଗଳ୍ପସଂ- ଅତୁଲ ବଳଗଳ୍ପ330
2ଗୋପପୁର ଓ ଅନ୍ୟାନ୍ୟ ଗଳ୍ପରାମଚନ୍ଦ୍ର ବେହେରାଗଳ୍ପ300
3ପଣତ କାନିରେ ଘରଗାୟତ୍ରୀ ସରାଫଗଳ୍ପ200
4ଜହ୍ନରାତିଯଶୋଧାରା ମିଶ୍ରଗଳ୍ପ300
5ପ୍ରିୟ ବିଦୂଷକଜଗନ୍ନାଥ ପ୍ରସାଦ ଦାସଗଳ୍ପ220
6ମାୟା ବଗିଚାମନୋଜ ପଣ୍ଡାଗଳ୍ପ180
7ସବୁଜ ଗପଅଜୟ ସ୍ୱାଇଁଗଳ୍ପ180
8ପ୍ରଜାପତିର ଘରବିଭୂତି ଭୂଷଣ ପ୍ରଧାନଗଳ୍ପ280
9କେମିତି ବଦଳିଯାଏ ମଣିଷରବି ପଣ୍ଡାଗଳ୍ପ250
10ଗାଁ ଘରର ନକ୍ସାପ୍ରଦୋଷ ମିଶ୍ରଗଳ୍ପ240
11ଏଇ ଧାପେ ଆକାଶବିିରଜା ରାଉତରାୟଗଳ୍ପ
12ସବୁୁ ମୋଡ଼ରେ ଜୀବନବିିରଜା ରାଉତରାୟଗଳ୍ପ
13ମଡ଼ାଚଣ୍ଡିଆରୋଜାଲିନି ମିଶ୍ରଗଳ୍ପ
14ସହସ୍ର ଜହ୍ନର ରାତିଅରୁଣ ଚନ୍ଦ୍ର ସାହୁକବିତା200
15ଶ୍ରୀକୃଷ୍ଣ କୃଷ୍ଣଭାନୁମତି ସାହୁକବିତା200
16ହଜିଲା ଗୀତର ସୁରଗୌରହରି ଦାସଉପନ୍ୟାସ240
17ଇଚ୍ଛାପତ୍ରରୋଜାଲିନି ମିଶ୍ରଉପନ୍ୟାସ200
1824ଟି ଭାରତୀୟ ଭାଷାର ଗଳ୍ପ ସଂକଳନଅନୁ- କନକ ମଞ୍ଜରି ସାହୁଅନୁବାଦ
19ନାଦନ ପ୍ରେମମଅନୁ- କନକ ମଞ୍ଜରି ସାହୁଅନୁବାଦ
20ନିସ୍ତବ୍ଧ ପୃଥିବୀଅନୁ- କନକ ମଞ୍ଜରି ସାହୁଅନୁବାଦ200
ଷ୍କ୍ଟଲ ସଂଖ୍ୟାପଶ୍ଚିମା ପବ୍ଲିକେଶନ୍
ଆରଏସ, 1,2,3ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଅନ୍ଧାରରେ ଆଖିପାରମିତା ଶତପଥୀଗଳ୍ପ179
2ପୁନର୍ନବାମଞ୍ଜୁବାଳା ପଣ୍ଡାଗଳ୍ପ189
3ଲୁଚକାଳିଗିରିଜା ଶଙ୍କର ମିଶ୍ରଗଳ୍ପ169
4ଗୋଟେ ଅସଫଳ ପ୍ରେମକଥାମନୋଜ ମହାନ୍ତିଗଳ୍ପ179
5ଗାଭାସ୍କରଅମିୟ ବେଜ୍ଗଳ୍ପ179
6ଭାଓଲେଟଚିନ୍ମୟୀ ବାରିକଗଳ୍ପ189
7ମିସ୍ ୟୁ ଠୁବିିଜୟଲକ୍ଷ୍ମୀ ପାଣିଗ୍ରାହୀଗଳ୍ପ149
8ଜୀବନ ଜିଇଁବାର କଳାଅଜୟ ମହାପାତ୍ରଗଳ୍ପ149
9ଧାରେ ଆଲୁଅସିପ୍ରା ମହାନ୍ତିଗଳ୍ପ199
10ଭଲ ଲୋକପଦ୍ମାଳୟା ସାମଲଗଳ୍ପ169
11ତ୍ରିଭୁଜର କର୍ଣ୍ଣଚିିନ୍ତାମଣି ବୈଦ୍ୟଗଳ୍ପ199
12ବାପାଙ୍କ ଓଡ଼ିଶାଅନିଲ କୁମାର ଦାସଗଳ୍ପ199
13ପକ୍ଷୀମନସାଇଜ୍ୟୋତି ପ୍ରଧାନଗଳ୍ପ209
14ବ୍ଲୁଲୋପାମୁଦ୍ରା ମୈକାପଗଳ୍ପ179
15ବଳକା ଅନ୍ଧାରଶ୍ୱେତପଦ୍ମା ପାଢ଼ୀ ତ୍ରିପାଠୀଗଳ୍ପ139
16କମ୍ୱିଂ ଅପରେସନରଞ୍ଜନ ପ୍ରଧାନଗଳ୍ପ239
17ମୁଁ ନଥିବା ବେଳେବିପ୍ଳବଗଳ୍ପ139
18କ୍ୟାଲେଣ୍ଡରତନ୍ମୟୀ ପଣ୍ଡାଗଳ୍ପ169
17ତ୍ରିିଭୁଜର ତିନୋଟି ବାହୁସରୋଜ ରଞ୍ଜନ ମିଶ୍ରଗଳ୍ପ149
18ଝଞ୍ଜାବର୍ତ୍ତସୁନନ୍ଦା ବି ମହାପାତ୍ରଗଳ୍ପ189
19ପୁନଶ୍ଚ ଫଗୁଣ ଓ ବିରସ ଭାବନାନୀଳକଣ୍ଠ ମିଶ୍ରକବିତା149
20ପକ୍ଷୀଏ ଯାହାର ବ୍ୟାକରଣପ୍ରଣୟ ସୁଧାକବିତା149
21ନୀରବ ଚିଠିର ବାସ୍ନାବିଶ୍ୱ ପ୍ରତାପ ସିଂହ ସାହୁକବିତା139
22ମେଘା ଦାସର କବିତାପ୍ରିୟଙ୍କା ଦର୍ଶିନୀ ଦାସକବିତା149
23ଅଦୃଶ୍ୟ ଏକ ପିଣ୍ଡ ଭିତରୁଚିନ୍ମୟ ବାରିକକବିତା159
24ବତିଘରସ୍ନିଗ୍ଧା ତ୍ରିପାଠୀକବିତା179
25ଅଲଭ୍ୟାବିଭୁଦତ୍ତ ନାୟକକବିତା189
26କୃଷ୍ଣଚୂଡ଼ାର ହସମନସ୍ନିନୀ ଦାଶକବିତା149
27ଅଛୁଆଁ ଝିଅଜ୍ୟୋତ୍ସ୍ନାରାଣୀ ଭୋଇକବିତା129
28ଛାୟାମୂଳରାଜଲକ୍ଷ୍ମୀ ତ୍ରିପାଠୀକବିତା149
29ପିଦର ଘରପ୍ରମୋଦ ଚନ୍ଦ୍ର ଛତ୍ରିଆକବିତା149
30କବିତାର କଥାଉମାକାନ୍ତ ରାଉତ (ଅରୂପ)କବିତା169
31ପର୍ଶୁରାମସୀତେଶ ତ୍ରିପାଠୀଉପନ୍ୟାସ319
32ରାସ୍ତା ଓ ରାସ୍ତାପ୍ରତୀକ୍ଷା ଜେନାଉପନ୍ୟାସ279
33ସବୁୁଜ ବନାଗ୍ନିଜାନକୀ ବଲ୍ଲଭ ମହାପାତ୍ରଉପନ୍ୟାସ279
34କେହି ଜଣେ ପ୍ରେମିକାମଞ୍ଜୁବାଳା ପଣ୍ଡାଉପନ୍ୟାସ189
35ମୁରୁଡ଼ି ନାସାର ମହକରୋଜାଲିନ ମହାରଣାଉପନ୍ୟାସ219
36ସବୁଜ ମଣିଷ ଓ ଅନ୍ୟାନ୍ୟ ବିଜ୍ଞାନ ନାଟକଦିଲ୍ଲୀପ ବେହେରାନାଟକ139
37ସମୟ ପୃଷ୍ଠାରେ ଆମ ନୟାଗଡ଼ଗୋଦାବରିଶ ମିଶ୍ର, ଲଳିତ ମୋହନ ମିଶ୍ରଇତିହାସ489
38ସୁରେଶ ଛୋଟରାୟଙ୍କ ଗଳ୍ପ ବିମର୍ଶବିରଂଚି କୁମାର ସାହୁଆଲୋଚନା329
39ପ୍ରାକୃତ ଭାଷା ବିଜ୍ଞାନପରମେଶ୍ୱର ମୁଣ୍ଡଭାଷା189
40ଚିଠି: କେତେ ଦିନରମମତା ଦାଶଚିଠି289କବି ରମାକାନ୍ତ ରଥଙ୍କର ନିର୍ବାଚିତ ଚିଠି
ଷ୍କ୍ଟଲ ସଂଖ୍ୟାବି.କେ.ପବ୍ଲିକେଶନ୍ସ
ଆରଏସ-2, 4,5,6ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଶତାୟୁ ସାଧକ ଅଚ୍ୟୁତାନନ୍ଦ ପତିଙ୍କ କଥା ସନ୍ଦର୍ଭରବି ପଣ୍ଡାଆଲୋଚନା199
2ଶରଶଯ୍ୟାହରିପଦ ଶତପଥୀଉପନ୍ୟାସ499
3ଅପରେସନ ସିନ୍ଦୂରକର୍ନେଲ ଶରତ ମହାପାତ୍ର399
ଷ୍କ୍ଟଲ ସଂଖ୍ୟାଇଙ୍କ ଡିୟୁ
ଆରଏସବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଅଲୋଡ଼ା ଆକାଶସ୍ଥିତ ପଟ୍ଟନାୟକଉପନ୍ୟାସ
ଷ୍କ୍ଟଲ ସଂଖ୍ୟାସାହିତ୍ୟ ଅକାଦେମୀ
ଆରଏସବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ସ୍ୱାଧୀନୋତ୍ତର ଓଡ଼ିଆ କ୍ଷୁଦ୍ରଗଳ୍ପ (4 ଖଣ୍ଡ)ସଂ.- ଗୌରହରି ଦାସଗଳ୍ପ
2ରାଗ ପୂର୍ବୀପୂରବୀ ଶତପଥୀକବିତା
3ଓଡ଼ିଆ ଗାନ୍ଧିକଥାସଂ- ସଂଘମିତ୍ରା ଭଞ୍ଜ
4ପାବଲୋ ନେରୁଦା କବିତା ସଞ୍ଚୟନଅନୁ- ଅରବିନ୍ଦ ବେହେରାଅନୁବାଦ
5କବୀର ରଚନାବଳୀଅନୁ- ବନମାଳୀ ମିଶ୍ରଅନୁବାଦ
6ରାମଶଙ୍କର ରାୟ ସଞ୍ଚୟନସଂ- ବିଜୟାନନ୍ଦ ସିଂହଗ୍ରନ୍ଥାବଳୀ
7ଶୂନ୍ୟରେ ହସ୍ତାକ୍ଷରମୂ- କୈଳାଶ ବାଜପେୟୀ, ଅନୁ- ସବିତା ମିଶ୍ରଅନୁବାଦ
8ନାଗଫେଣୀ ବଣର ଇତିହାସଅନୁୁ-ଅଜୟ କୁମାର ପଟ୍ଟନାୟକଅନୁବାଦ
ଷ୍କ୍ଟଲ ସଂଖ୍ୟାବିଶ୍ୱମୁକ୍ତି
ଏ/ 12ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଛତାଶୈଳେନ୍ଦ୍ର ଜେନାଗଳ୍ପ
ଷ୍କ୍ଟଲ ସଂଖ୍ୟାଓଡ଼ିଶା ବୁକ ଏମ୍ପୋରିୟମ୍
ଏ/ 18,19ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଓଡ଼ି଼ିଆ ଭାଷା ବ୍ୟାକରଣ ସୌରଭପଣ୍ଡିତ ଚନ୍ଦ୍ରଶେଖର ପତିଭାଷା900
2ଅଭିନବ ସରଳ ଉତ୍କଳ ଅଭିଧାନଭାାଷା-ଅଭିଧାନ350
3କାନ୍ତ ସାହିତ୍ୟମାଳା - 1ମ, 2ୟଲକ୍ଷ୍ମୀକାନ୍ତ ମହାପାତ୍ରରଚନା ସମଗ୍ର1400
4ଶିଶୁ ଅନନ୍ତ ଦାସ ଗ୍ରନ୍ଥାବଳୀନିରଞ୍ଜନ ସାହୁଗ୍ରନ୍ଥାବଳୀ590
5ମହାପୁରୁଷ ଅଚ୍ୟୁତାନନ୍ଦ ଗ୍ରନ୍ଥାବଳୀ, ଗୀତା ଖଣ୍ଡପ୍ରଦୀପ୍ତ କୁମାର ପଣ୍ଡା, ବିଜୟାନନ୍ଦ ସିଂହ, ନିଗମାନନ୍ଦ ଦାସଗ୍ରନ୍ଥାବଳୀ500
6ମହାପୁରୁଷ ଅଚ୍ୟୁତାନନ୍ଦ ଗ୍ରନ୍ଥାବଳୀ, ସାହିତ୍ୟ ଖଣ୍ଡପ୍ରଦୀପ୍ତ କୁମାର ପଣ୍ଡାଗ୍ରନ୍ଥାବଳୀ550
7ଭକ୍ତକବି ବଳରାମ ଦାସ ଗ୍ରନ୍ଥାବଳୀ, 1ମ ଭାଗନିିରଞ୍ଜନ ସାହୁଗ୍ରନ୍ଥାବଳୀ650
8ଭକ୍ତକବି ବଳରାମ ଦାସ ଗ୍ରନ୍ଥାବଳୀ, 2ୟ ଭାଗନିିରଞ୍ଜନ ସାହୁଗ୍ରନ୍ଥାବଳୀ600
9ସାହିତ୍ୟଗୁରୁ ବାଗ୍ମୀ ବିଶ୍ୱନାଥ କରବିଜୟାନନ୍ଦ ସିଂହ, ଗୋବିନ୍ଦ ଚନ୍ଦ୍ର ଚାନ୍ଦପ୍ରବନ୍ଧ300
10ସାାରସ୍ୱତ ଚିତ୍ରଲିପିବିିଜୟାନନ୍ଦ ସିଂହ, ଶିଶିର ବେହେରାପ୍ରବନ୍ଧ1200
11ଚିତ୍ରଧ୍ୱନିଅଶୋକ ମହାନ୍ତିପ୍ରବନ୍ଧ400
12ଓଡ଼ିଶାାର କଳା, କୃତି ଓ କୀର୍ତ୍ତିଅଶୋକ ମହାନ୍ତିପ୍ରବନ୍ଧ280
13ଓଡ଼ିଶାର ବିକାଶ ଓ ଓଡ଼ିଆ ସମ୍ୱାଦପତ୍ରଜଗନ୍ନାଥ ଖଟୁଆପ୍ରବନ୍ଧ500
14ସମ୍ୱିଧାନ ସନ୍ଦର୍ଶନବିଭୂତି ଭୂଷଣ ପ୍ରଧାନପ୍ରବନ୍ଧ520
15ମୁକ୍ତି ମନ୍ତ୍ରଦୁର୍ଯ୍ୟୋଧନ ଦାସପ୍ରବନ୍ଧ140
16ଓଡ଼ିଶାର ରାଜତନ୍ତ୍ର ଓ ଜମିଦାରୀ ପ୍ରସଙ୍ଗରବୀନ୍ଦ୍ର କୁମାର ବିହାରୀପ୍ରବନ୍ଧ200
17ହୃଦୟର ଆହ୍ୱାନଅନୁପମା ଦାଶ230
18ଶୟନକକ୍ଷରେ ଉଜାଗରନିଖିଳାନନ୍ଦ ପାଣିଗ୍ରାହୀ330
19ଶ୍ରୀମଦ୍ ଭଗବଦ୍ ଗୀତାଅନୁିରୁଦ୍ଧ ମହାନ୍ତିଧର୍ମ340
20ଭାରତୀୟ ପରମ୍ପରାଶମ୍ଭୂ ମହାପାତ୍ରସଂସ୍କୃତି160
21ପିଲାଙ୍କ କେମେଷ୍ଟ୍ରିନିତ୍ୟାନନ୍ଦ ପଣ୍ଡା80
22ସକଳ ତୀର୍ଥ ସରିତଆର୍ତ୍ତତ୍ରାଣ ସାହୁ101
ଷ୍କ୍ଟଲ ସଂଖ୍ୟାରତ୍ନଚିରା ପବ୍ଲିକେଶନ୍ସ
ଏ-1/2, 16,17ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ସଂଗ୍ରାମୀ ବଂଶୀଧର: ଇତିହାସର ହଜିଲା ଖିଅସଂଘମିତ୍ରା ମିଶ୍ରଜୀବନୀ600
2ଝିଅଟେ ପଥୁରିଆ ସାହିରୁଚନ୍ଦ୍ରା ମିଶ୍ରଆତ୍ମଜୀବନୀ399
3ମାଟି ମଣିଷର କଥାବଳଭଦ୍ର ଦାଶଆତ୍ମଜୀବନୀ500
4ଏଇ ମାଟିର ରତ୍ନମାଳାସ୍ୱାମୀ ନିର୍ମଳାନନ୍ଦ ଗିରିଜୀବନୀ800
5ଓଢ଼ଣିତାଗାୟତ୍ରୀ ଦାସଉପନ୍ୟାସ600
6ବୋଉକୁ ଚିଠିସ୍ନେହଲତା ପୃଷ୍ଟିଉପନ୍ୟାସ
7ପିଣ୍ଡଦାନସ୍ନିଗ୍ଧା ନାୟକଉପନ୍ୟାସ
8ପାଳଭୂତଉଲ୍ଲାସ ବେହେରାଉପନ୍ୟାସ
9ଲବଙ୍ଗଲତାପଦ୍ମାଳୟା ପାଢ଼ୀଉପନ୍ୟାସ
10ରାଧାନାନୀଦେବବ୍ରତ ଦାଶଗଳ୍ପ
11ଛାଇ ଆଲୁଅମନୋଜ କୁମାର ଜେନାଗଳ୍ପ
12ରାଜସିଂହ ଓ ଅନ୍ୟାନ୍ୟ ଗଳ୍ପଗଣେଶ ପ୍ରସାଦ କରଶର୍ମାଗଳ୍ପ
13ମଧ୍ୟ ରାତ୍ରିର ପାପନାରାୟଣ ମହାଳିକଗଳ୍ପ
14ଚେତନା ସଫାରୀ ଓ ଅନ୍ୟାନ୍ୟ ଗଳ୍ପଚିନ୍ମୟ ହୋତାଗଳ୍ପ150
15ଗାଁ ଡାଇରିର ଗପପ୍ରତାପ ବିଶ୍ୱାଳଗଳ୍ପ
16ମୁକ୍ତ ଯାଯାବରଦେବପ୍ରସାଦ ଦାଶପ୍ରବନ୍ଧ
17ଚେନାଏ ପୃଥିବୀ ଚିରୁଡ଼ାଏ ଆକାଶବିରଞ୍ଚି କୁମାର ସାହୁପ୍ରବନ୍ଧ
18ଭାଷାର କେତେ କଥାସନ୍ତୋଷ ତ୍ରିପାଠୀପ୍ରବନ୍ଧ
19ଯାହା ଯେମିତିଚିନ୍ମୟ ହୋତାଲଳିତ ନିବନ୍ଧ299
20କେବେ କେମିତିଚିନ୍ମୟ ହୋତାଲଳିତ ନିବନ୍ଧ150
21ଏମିତି ଏମିତିଚିନ୍ମୟ ହୋତାଲଳିତ ନିବନ୍ଧ299
22ସନେଟ ଶତଦଳନିରୁପମା କରକବିତା
23ପେନ୍ଥାଏ ଫୁଲର ମହକମନୋରଞ୍ଜନ ଷଡ଼ଙ୍ଗୀକବିତା
24ମର୍ତ୍ତ୍ୟରେ ଦିନଟିଏବୈଜୟନ୍ତୀ ମିଶ୍ରନାଟକ
25ମନସ୍ୱିନୀଅର୍ଚ୍ଚନା ନାୟକନାଟକ
26ଅଧା ଛାଇ ଅଧା ଆଲୁଅମୋହନ କୁମାର ସ୍ୱାଇଁଶିଶୁ ଗଳ୍ପ
27ଭାରତୀୟ ନୋବେଲ ପୁରସ୍କାର ବିଜେତାସ୍ନିଗ୍ଧା ନାୟକଶିଶୁ ଗଳ୍ପ
28ଭାରତର ମୁନିଋଷିଜଗଦୀଶ ପ୍ରସାଦ ପତିଆଧ୍ୟାତ୍ମିକ
ଷ୍କ୍ଟଲ ସଂଖ୍ୟାଜ୍ଞାନଯୁଗ ପବ୍ଲିକେଶନ୍
ଏ-2/ 14,15ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଭଲ ପାଇବାର ରଙ୍ଗଭାନୁମତି ସାହୁଗଳ୍ପ200
2ବିଶ୍ୱପ୍ରେମିକା ରାଧାପ୍ରଫୁଲ୍ଲ କୁମାର ମହାନ୍ତିକାବ୍ୟ400
3ସଦାନନ୍ଦର ପୃଥିବୀଭାନୁମତି ସାହୁଉପନ୍ୟାସ180
4ସାହିତ୍ୟ କେମିତି ପଢ଼ିବାପ୍ରଫୁଲ୍ଲ କୁମାର ମହାନ୍ତିଆଲୋଚନା360
5ସ୍ୱରଶ୍ରୁତିସନ୍ତୋଷ କୁମାର ପଣ୍ଡାସହାୟକ200
6ସାାରଳା ସୂକ୍ତି ବିଚାରସୂର୍ଯ୍ୟମଣି ନାୟକସହାୟକ432
7ଭାଷାନୁଶୀଳନବିଜୟଲକ୍ଷ୍ମୀ ମହାନ୍ତିଭାଷା405
8ଭର୍ତ୍ତୃହରି ଶତକତ୍ରୟହରେକୃଷ୍ଣ ମେହେର400
9ପିଲାଙ୍କ ରାମାୟଣ (3 ଖଣ୍ଡ)ନିତ୍ୟାନନ୍ଦ ପଣ୍ଡାଧର୍ମ243ପ୍ରତି ଖଣ୍ଡ
10କୃୃଷ୍ଣକଥାସ୍ୱାମୀ ଅରୁପାନନ୍ଦଧର୍ମ360
11କୃଷ୍ଣସିଂହ ମହାଭାରତଶିବରାମ ଶତପଥୀଧର୍ମ300
12ଆଦିବାସୀ ମହକଦମୟନ୍ତୀ ବେଶ୍ରାସଂସ୍କୃତି234
13ଭାବର ଆବେଶେଆଦିକନ୍ଦ ସାହୁଆତ୍ମଜୀବନୀ425
14ସାଧାରଣ ଓଡ଼ିଶା ଇତିହାସପ୍ରସନ୍ନ କୁମାର ଜେନାଇତିହାସ300
15ବିଶ୍ୱକପ ଫୁଟବଲଆଶିଷ କୁମାର ରାୟକ୍ରୀଡ଼ା360
ଷ୍କ୍ଟଲ ସଂଖ୍ୟାବନଫୁଲ
ଏ-3/ 9,10,11ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
131ଟି କାଳଜୟୀ କାହାଣୀସଂ.- ରତ୍ନାକର ନାୟକଗଳ୍ପ
2ଗପ ସହ ଗପସପପ୍ରତାପ ବିଶ୍ୱାଳଗଳ୍ପ
3ଟୁକୁ ସାହୁର ଟଙ୍କା ଓ ଅନ୍ୟାନ୍ୟ ଗଳ୍ପମୃଣାଳଗଳ୍ପ
4ଅଗ୍ନିପଥରୀନାରାଣୀ ରାଉତରାୟଗଳ୍ପ
5ଅନ୍ଧାର ଯେତିକି ଆଲୁଅ ସେତିକିବୈଜୟନ୍ତୀମାଳା ଦାସଗଳ୍ପ
6କଥୋପକଥନଶ୍ରୀହରି ଧଳକବିତା
7ନାୟକର ନାମ ଋତୁରାଜତେଜସ୍ୱିନୀ ପଣ୍ଡାକବିତା
8ଓଁକାରବୈଜୟନ୍ତୀମାଳା ଦାସକବିତା
9ରୁଣୁ ଝୁଣୁ ଚୁଡ଼ି ଓ ନାଲି ସିନ୍ଦୂରଜ୍ୟୋତ୍ସ୍ନାମଞ୍ଜରୀ ତ୍ରିପାଠୀଉପନ୍ୟାସ
10ଚକ୍ରବ୍ୟୂହଭାଗୀରଥି ବେହେରାଉପନ୍ୟାସ
11ସୁଭାଷିତ ଶତଦଳସୁଷମା ପରିଜାପ୍ରବନ୍ଧ
12ଇତିହାସର ପଟ୍ଟଭୂମିରେ କିମ୍ୱଦନ୍ତୀର କୋରାପୁଟଜଳଧର ସ୍ୱାଇଁଇତିହାସ
13ମୋ ସାଙ୍ଗ ନେସୋ ଓ ଅନ୍ୟାନ୍ୟ ଗଳ୍ପଅନୁ- ସ୍ୱାଗତିକା ସ୍ୱାଇଁଅନୁବାଦ
14ସବୁ ରାତିର ସକାଳ ଅଛିଗୌରହରି ଦାସନିର୍ବାଚିତ ବକ୍ତୃତା
ଷ୍କ୍ଟଲ ସଂଖ୍ୟାବର୍ଷା ପବ୍ଲିକେଶନ୍, ଭୁବନେଶ୍ୱର
ଏ-3, 14-15ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ଖେଳଦେବ୍ରାଜ ଲେଙ୍କାଉପନ୍ୟାସ200
2ମାଇଚିଆବାଦଲ ମହାନ୍ତିଉପନ୍ୟାସ150
3ଫୁଲ ରସିଆରେବାଦଲ ମହାନ୍ତିଉପନ୍ୟାସ150
4ନଟବିଭୂତି ଭୂଷଣ ପ୍ରଧାନଉପନ୍ୟାସ300
5ଘଟବିଭୂତି ଭୂଷଣ ପ୍ରଧାନଉପନ୍ୟାସ150
6ଦୀନାଭାଇ ଶୁଣୁଛଅଲେଖ ବେହେରାଗପ125
7ଠିଆପୁଚି ନାରଙ୍ଗସୂର୍ଯ୍ୟସ୍ନାତ ତ୍ରିପାଠୀଗପ250
8ଦେଖି ନଥିବା ଘରପୋଡ଼ିର ଦୃଶ୍ୟଭାନୁଶଙ୍କର ମହାନ୍ତିଗପ200
9ଛଦ୍ମଘଟପ୍ରଦୀପ୍ତ ମିଶ୍ରଗପ100
10ବିଜୟ ପ୍ରସାଦ ମହାପାତ୍ରବିଜୟ ପ୍ରସାଦ ମହାପାତ୍ରଗପ100
11ନାଲିଚୁଡ଼ାସୂୁଲଗ୍ନା ମହାନ୍ତିଗପ200
12ପଞ୍ଜୁରି ଓ ଅନ୍ୟାନ୍ୟ ଗପସୁରେନ୍ଦ୍ର ମିଶ୍ରଗପ200
13ପାଞ୍ଚଟି ପୃଥିବୀସୁନୀଲ ପୃଷ୍ଟିକବିତା200
14ନଈରେ ନଈଏ ପାଣିସତ୍ୟବାଦୀ ରାଉତକବିିତା150
15ବିଲୁପ୍ତ ସାମ୍ରାଜ୍ୟଦିଲୀପ ଦାସକବିତା85
16ଦେବୀ ଓ କବିବାଦଲ ମହାାନ୍ତିକବିତା100
17ଯେସନେ କୀଟ ଉର୍ଣ୍ଣନାଭସୁଭାସ ମହାନ୍ତିକବିତା80
18କେଇ ଫର୍ଦ୍ଦ ଜହ୍ନରାତିତପନ ବାରିକକବିତା105
19ଆଦିମ ଦିଗନ୍ତରମେଶ ପ୍ରସାଦ ପାଣିଗ୍ରାହୀନାଟକ500
ଷ୍କ୍ଟଲ ସଂଖ୍ୟାତୀରତରଙ୍ଗ ପବ୍ଲିକେଶନ୍, ଭୁବନେଶ୍ୱର
ଏ-3, 18-19ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟ(ଟଙ୍କା)ମନ୍ତବ୍ୟ
1ପାଠକଙ୍କ ଦ୍ୱାରା ନିର୍ବାଚିତ ଶ୍ରେଷ୍ଠ ଓଡ଼ିଆ ଗଳ୍ପ-ତୃତୀୟ ଅଙ୍କସରଳ କୁମାର ଦାସଗଳ୍ପ6502023 ମସିହାର ଶ୍ରେଷ୍ଠ ଗଳ୍ପ
2କଥା ଉଚ୍ଛ୍ୱାସ-ପ୍ରଥମ ଅଙ୍କସରଳ କୁମାର ଦାସଗଳ୍ପ3002023 ମସିହାର ଯୁବ କଥାକାରଙ୍କ ଗଳ୍ପ
3ହାସିନାର ହସବନ୍ଦନା ମିଶ୍ରଗଳ୍ପ200
4କଥାା ଓ କଥାକାରସଂ-ବନ୍ଦନା ମିଶ୍ରଗଳ୍ପ
5ଭ୍ରମଲକ୍ଷ୍ମୀ ଚାନ୍ଦଗଳ୍ପ150
6ହୃଦ କପାଟଇନ୍ଦିରା ଦତ୍ତଗଳ୍ପ200
7ଭ୍ରୂମି ଭୂମାଚିିତ୍ତରଞ୍ଜନ ଚିରଂଜିତଉପନ୍ୟାସ200ଦୁଇଟି ଉପନ୍ୟାସ
8ଆଦି ପୁରୁଷମନୋଜ କୁମାର ମହାପାତ୍ରଉପନ୍ୟାସ300
9ନିଜ ନିଜର ଆକାଶଚିନ୍ମୟୀ ପଣ୍ଡାକବିତା199
10ବତୁରା କାନିଲଳିତ କୁମାର ସ୍ୱାଇଁକବିତା
11ମୋ ଜୀବନ ଓ ଜଞ୍ଜାଳ କାହାଣୀନନ୍ଦ କିଶୋର ଦାସଆତ୍ମଜୀବନୀ300
12ଲେଖି ନ ଜାଣି ଅକ୍ଷର ଦୋଷବୈଷ୍ଣବ ଚରଣ ମହାନ୍ତିପ୍ରବନ୍ଧ
13ଅଭୁଲା ସେ ପାଠ ଅଭୁଲା ସେ କବିତା
ସଂ.- ବୈଷ୍ଣବ ଚରଣ ମହାନ୍ତି, ମଞ୍ଜୁବାଳା ଦାସ
500
ସ୍କୁଲ ପାଠ୍ୟକ୍ରମରେ ରହିଥିବା କାଳଜୟୀ କବିତାଗୁଡ଼ିକର ସମାହାର
14ପାନ ଓ ପ୍ରିୟତମାବୈଷ୍ଣବ ଚରଣ ମହାନ୍ତିପ୍ରବନ୍ଧ
15ମନ ଦର୍ପଣଅଜିତ ମହାନ୍ତିପ୍ରବନ୍ଧ
16ସମୟର ସ୍ୱରମଞ୍ଜୁବାଳା ଦାସ
17ବୈଦିକ ବନ୍ଦନାବ୍ରଜବନ୍ଧୁ ପଣ୍ଡାଧର୍ମ5004 ବେଦର ପ୍ରର୍ଥନା ପର ମନ୍ତ୍ରର ଭାଷ୍ୟ
ଷ୍କ୍ଟଲ ସଂଖ୍ୟାବିଦ୍ୟା ପବ୍ଲିଶିଙ୍ଗ ଇଙ୍କ, ଟରୋଣ୍ଟୋ
ଏ-3, 22-23ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ବୈକୁଣ୍ଠ ସମାନ ସେହି ଘରକୃଷ୍ଣଚନ୍ଦ୍ର ପ୍ରଧାନ, ଗିରୀଶ ଚନ୍ଦ୍ର ସାହୁଗଳ୍ପ550
2କଥା ଦେଇଛି ମୃତ୍ୟୁକୁଭାନୁମତି ସାହୁଉପନ୍ୟାସ250
3ମାୟାଦର୍ପଣଭାନୁମତି ସାହୁଉପନ୍ୟାସ200
4ବାକିଥିବା ଆତ୍ମକଥାମାନସ ରଂଜନ ମହାପାତ୍ର150
ଷ୍କ୍ଟଲ ସଂଖ୍ୟାଆମ ଓଡ଼ିଶା
ଏ-3, 47-48ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ସୁରେନ୍ଦ୍ର ରଚନା ସମଗ୍ର: ଚରିତୋପନ୍ୟାସସୁରେନ୍ଦ୍ର ମହାନ୍ତିଉପନ୍ୟାସ1100
2ସୁରେନ୍ଦ୍ର ରଚନା ସମଗ୍ର: ଗଳ୍ପ-1ସୁରେନ୍ଦ୍ର ମହାନ୍ତିଗଳ୍ପ720
3ସୁରେନ୍ଦ୍ର ରଚନା ସମଗ୍ର: ଗଳ୍ପ-2ସୁରେନ୍ଦ୍ର ମହାନ୍ତିଗଳ୍ପ760
4ସୁରେନ୍ଦ୍ର ରଚନା ସମଗ୍ର: ଉପନ୍ୟାସ-1ସୁରେନ୍ଦ୍ର ମହାନ୍ତିଉପନ୍ୟାସ900
5ସୁରେନ୍ଦ୍ର ରଚନା ସମଗ୍ର: ଉପନ୍ୟାସ-2ସୁରେନ୍ଦ୍ର ମହାନ୍ତିଉପନ୍ୟାସ670
6ସୁରେନ୍ଦ୍ର ରଚନା ସମଗ୍ର: ଉପନ୍ୟାସ-3ସୁରେନ୍ଦ୍ର ମହାନ୍ତିଉପନ୍ୟାସ850
7ଓଡ଼ିଆ ସାହିତ୍ୟର ଆଦିପର୍ବସୁରେନ୍ଦ୍ର ମହାନ୍ତିଆଲୋଚନା260
8ଓଡ଼ିଆ ସାହିତ୍ୟର ମଧ୍ୟ-ପର୍ବ ଓ ଉତ୍ତର-ମଧ୍ୟପର୍ବସୁରେନ୍ଦ୍ର ମହାନ୍ତିଆଲୋଚନା500
9ସଂକଳ୍ପର ସ୍ୱାକ୍ଷରଅରବିନ୍ଦ ବେହେରାପ୍ରବନ୍ଧ300
10ଆମ ଭାରତବର୍ଷର ଡାଇନୋସରରବୀନ୍ଦ୍ର କୁମାର ମାଝିଗଳ୍ପ175
11ଆ ମୋ ରାଣୀ ଆଗୋବିନ୍ଦ ଚନ୍ଦ୍ର ଚାନ୍ଦଉପନ୍ୟାସ175
12ମେଘନାପ୍ରିିୟବ୍ରତ ପାତ୍ରଉପନ୍ୟାସ390
13ଉଷାର ଆଲୋକସନ୍ତୋଷ ମହାନ୍ତିଆତ୍ମଜୀବନୀ510
14ଓଡ଼ିଶା ଓ ଓଡ଼ିଆଚିତ୍ତରଞ୍ଜନ ଦାସପ୍ରବନ୍ଧ160
15ରାଜନୀତି ଓ ଅର୍ଥନୀତିଚିରଶ୍ରୀ ଇନ୍ଦ୍ରସିଂପ୍ରବନ୍ଧ125
16ଚିଠି ସମ୍ପର୍କଚନ୍ଦନ କୁମାର ସିଂହପ୍ରବନ୍ଧ125
17ଶିକ୍ଷାରବୀନ୍ଦ୍ରନାଥ ଦାସପ୍ରବନ୍ଧ125
18ଜୀବନୀ, ଆତ୍ମଜୀବନୀ ଓ ଡାଏରୀମନୋଜ କୁମାର ପରିଡ଼ା, ଅସିତ ମହାନ୍ତିପ୍ରବନ୍ଧ125
19ଧର୍ମ ଓ ଆଧ୍ୟାତ୍ମିକତାଗୌରାଙ୍ଗ ଚରଣ ଦାଶପ୍ରବନ୍ଧ125
20ମନସ୍ତତ୍ତ୍ୱଫକୀର ମୋହନ ସାହୁପ୍ରବନ୍ଧ125
21ଶିିଶୁ ସାହିତ୍ୟରାଜକିଶୋର ପାଢ଼ୀପ୍ରବନ୍ଧ125
22ସମାଜ, ସଂସ୍କୃତି, ଦର୍ଶନଅନନ୍ତ କୁମାର ଗିରିପ୍ରବନ୍ଧ125
23ସାହିତ୍ୟ ଭାବନା ଓ ଅନୁବାଦପବିତ୍ର ମୋହନ ଦାଶ, ଶୈଳଜ ରବିପ୍ରବନ୍ଧ125
24ପୁନଶ୍ଚ ଅବୋଲକରାସ୍ୱରାଜ ମିଶ୍ରପ୍ରବନ୍ଧ220
25ଆମ ରାଧାନାଥରବୀନ୍ଦ୍ର କୁୁମାର ପ୍ରହରାଜଜୀବନୀ130
26ଆମ ଫକୀରମୋହନରବୀନ୍ଦ୍ର କୁୁମାର ପ୍ରହରାଜଜୀବନୀ150
27ଶିକ୍ଷାଜୀବୀ କଥାଗଗନେନ୍ଦ୍ରନାଥ ଦାଶଆତ୍ମଜୀବନୀ1400
28ପିଲାଦିନର କଥାଗଗନେନ୍ଦ୍ରନାଥ ଦାଶଜୀବନୀ100
29ଲକ୍ଷ୍ମୀପୁରାଣ କଥାଅସିତ ମହାନ୍ତିଧର୍ମ210
30ସାହିିତ୍ୟକୋଷସଂପାଦନା1800
ଷ୍କ୍ଟଲ ସଂଖ୍ୟାଏଥେନା ବୁକ୍ସ
ବି-1, 7,8ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଇନ୍ଦ୍ରନାଥର ଘୋଡ଼ାସୁନୀଲ ନିଶ୍ରଗଳ୍ପ350
2ସୂର୍ଯ୍ୟନାଥସୁୁରେନ୍ଦ୍ର ନାଥ ଜେନାଗଳ୍ପ200
3ଅବଶିଷ୍ଟ ସ୍ୱପ୍ନମାନେମାାନସ ରଂଜନ ମହାପାତ୍ରକବିତା
4ମାୟାବିନୀଭାନୁମତୀ ସାହୁଉପନ୍ୟାସ250
5ଅଚିହ୍ନା ରାଇଜରେ ମଣିଷପ୍ରଦୀପ ବିଶ୍ୱାଳନାଟକ100
6ଗଙ୍ଗାଧରଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟିରଘୁନାଥ ମେହେରପ୍ରବନ୍ଧ150
7କଥାଶିଳ୍ପୀ ବସନ୍ତ କୁମାର ଶତପଥୀବିଚିତ୍ର ନାଥ ସାହୁପ୍ରବନ୍ଧ200
8ଆଧୁନିକତାରୁ ଉତ୍ତର ଆଧୁନିକତା: ସମକାଳୀନ ଓଡ଼ିଆ କବିତାଶତୃଘ୍ନ ପାଣ୍ଡବପ୍ରବନ୍ଧ300
9ଓଡ଼ିଆ ସାହିତ୍ୟକୁ ଆଠମଲ୍ଲିକର ଦାନରୀନା ମେହେରପ୍ରବନ୍ଧ320
10ମାନବିକ ଅଧିକାର ଓ ଓଡ଼ିଆ ଉପନ୍ୟାସଇନ୍ଦ୍ରମଣି ସାହୁପ୍ରବନ୍ଧ110
11ଓଡ଼ିଆ ଉପନ୍ୟାସରେ ନାରୀନାୟକଶରତ କୁମାର ଜେନାପ୍ରବନ୍ଧ110
12ପ୍ରଦ୍ୟୁମ୍ନ କେଶରୀଙ୍କ କାବ୍ୟଦୃଷ୍ଟି: କୃତି ଓ କୀର୍ତ୍ତିସନ୍ତୋଷ ଦେବତାପ୍ରବନ୍ଧ260
13ସାମ୍ପ୍ରତିକ ଓଡ଼ିଆ କବିତା: ସୃଜନ ଦର୍ଶନସନ୍ତୋଷ ଦେବତାପ୍ରବନ୍ଧ400
14ଗଞ୍ଜାମର କଥିତ ଭାଷାସନ୍ତୋଷିନୀ ପଣ୍ଡାଭାଷା220
15ପଥହୁଡ଼ାର ବାଟଦୁର୍ଗାଚରଣ ଷଡ଼ଙ୍ଗୀ300
16ବିସ୍ତୃତ ବେଳାଭୂମିର ଶାମୁକା ଗୋଟାଳିପ୍ରଭୁପ୍ରସାଦ ପାଣିଗ୍ରାହୀଜୀବନୀ750
17ଜୀବନ ଦର୍ଶନଅମ୍ୱିକା ପ୍ରସାଦ ମହାନ୍ତିଧର୍ମ100
18ଶ୍ରୀଲିଙ୍ଗରାଜ ଦେବସ୍ୟ ରୁଦ୍ରାଭିଷେକଃମାର୍କଣ୍ଡ ଦାସଧର୍ମ260
19ପଶ୍ଚିମ ଓଡ଼ିଶାର ଗଉଡ଼ ସଂପ୍ରଦାୟ ଓ ସଂସ୍କୃତିଅଜିତ କୁମାର ଭୋଇସଂସ୍କୃତି300
20କୋରାପୁଟର ପର୍ବପର୍ବାଣିପ୍ରକାଶ କୁମାର ସେନାପତିସଂସ୍କୃତି300
21ହେ ଅତୀତ କଥା କହଅରବିନ୍ଦ ପଟ୍ଟନାୟକ280
22ଯୁଗେ ଯୁଗେ ମହେନ୍ଦ୍ରଗିରିଭରତ ପଣ୍ଡାଇତିହାସ700
23ବୌଦ୍ଧ ଭୂଖଣ୍ଡର ଇତିହାସସଞ୍ଜୟ କୁମାର ପଣ୍ଡାଇତିହାସ400
ଷ୍କ୍ଟଲ ସଂଖ୍ୟାଲାବଣ୍ୟବତୀ ପ୍ରକାଶନୀ
ବି-1, 11,12ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ପ୍ରମୋଦ କୁମାର ଜେନାଙ୍କ ନିର୍ବାଚିତ ନାଟକ (ପ୍ରଥମ ଭାଗ)ପ୍ରମୋଦ କୁମାର ଜେନାନାଟକ600
2ପ୍ରମୋଦ କୁମାର ଜେନାଙ୍କ ନିର୍ବାଚିତ ନାଟକ (ଦ୍ୱିତୀୟ ଭାଗ)ପ୍ରମୋଦ କୁମାର ଜେନାନାଟକ700
3ମାଟ୍ରିମୋନି ଡଟ କମ୍ରଶ୍ମିରେଖା ତ୍ରିପାଠୀ150
4କହିବା କାହାକୁ ଶୁଣିବ କିଏ?ସଙ୍ଗୀତା ପଣ୍ଡା100
5ଚେତନାର ରୂପକାରବିଚିତ୍ରାନନ୍ଦ ଆଚାରୀ100
6ପାଉଁଜିରିତା ରଥଗଳ୍ପ150
ଷ୍କ୍ଟଲ ସଂଖ୍ୟାଅଗ୍ରଦୂତ
ବି1/15,16ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଅସ୍ତିତ୍ୱଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଗପ175
2ସାବରମତୀର ଗୀତଦେବବ୍ରତ ମଦନରାୟଗପ225
3ଭିନ୍ନ ପାଦବିକରାଜ୍ୟବର୍ଦ୍ଧନ ଧଳମହାପାତ୍ରଗପ200
4ବୋଉସଂ-କ୍ଷୀରୋଦ ଦାସଗପ400
5ସ୍ୱପ୍ନଦୋଷରାମାକାନ୍ତ ସାମନ୍ତରାୟଗପ150
6ଜଳଉଉଁରୀଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଉପନ୍ୟାସ280
7ଉପନ୍ୟାସ ସମଗ୍ର (3 ଖଣ୍ଡ)ସଂଂଯୁକ୍ତା ମହାନ୍ତିଉପନ୍ୟାସ1600
8ସୁଆଣ୍ଡୋରୁ ଦାଣ୍ଡିଶତୃଘ୍ନ ପାଣ୍ଡବକବିତା150
9କୃପାସିନ୍ଧୁ ନାଏକଙ୍କ କବିତା ସମଗ୍ର (1ମ)ସଂ.- ନଗେନ କୁମାର ଦାସକବିତା700
10ଭଙ୍ଗା ପୃଥିବୀସୁସଂଧ୍ୟା ପ୍ରିୟଦର୍ଶିନୀକବିତା150
11ଆକ୍ଷିରୁ ଅନ୍ତରୀକ୍ଷଭରତ ବେହେରାପ୍ରବନ୍ଧ200
12ଫକିରମୋହନ ଓ ଶରତଚନ୍ଦ୍ର ଉପନ୍ୟାସଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଆଲୋଚନା300
13ଆଧୁନିକ ଓଡ଼ିଆ କାବ୍ୟକଳନାନାରାୟଣ ପଣ୍ଡାଆଲୋଚନା300
14ଓଡ଼ିଆ ରୀତି କାବ୍ୟର ଐଶ୍ୱର୍ଯ୍ୟନୃସିଂହ ଷଡ଼ଙ୍ଗୀଆଲୋଚନା350
15ଓଡ଼ି଼ିଆ ଉପନ୍ୟାସରେ ରାମାୟଣ ପ୍ରସଙ୍ଗସ୍ନିଗ୍ଧା ପ୍ରିୟଦର୍ଶିନୀଆଲୋଚନା350
16ନାଟକ: ସୀମା ଓ ସଂଭାବନାସଂଘମିତ୍ରା ମିଶ୍ରଆଲୋଚନା500
17ମାଦଳାପାଞ୍ଜିସୁରେନ୍ଦ୍ର କୁମାର ମହାରଣାଆଲୋଚନା200
18କଳା ସ୍ଥାପତ୍ୟରେ ଭାରତ ଆବିଷ୍କାର (11 ଖଣ୍ଡ)କୃଷ୍ଣଚନ୍ଦ୍ର ମିଶ୍ରକଳା ସ୍ଥାପତ୍ୟ24000
ଷ୍କ୍ଟଲ ସଂଖ୍ୟାଘାସଫୁଲ9438214989
ବି-1/ 17ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ନିର୍ବାଚିତ ଫକୀରମୋହନସଂ-ଅଭୟ ଦାସରଚନାବଳୀ1100
ଷ୍କ୍ଟଲ ସଂଖ୍ୟାସାଧନା ଛପାଛପି, ଭୁବନେଶ୍ୱର
ବି-1, 18-19ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ବଉଳପାଟତେଜସ୍ୱିନୀ ପଣ୍ଡାଗଳ୍ପ129
2କଥା ପ୍ରଜାପତିସ୍ନିଗ୍ଧା ସାହୁଗଳ୍ପ185
3ପ୍ରେମ ସତ ଏକଅରବିନ୍ଦ ପରିଡ଼ାକବିତା
4ଈଶ୍ୱର ତମେ ଶୋଇପଡ଼ପଞ୍ଚାନନ ନାୟକକବିିତା
5ମାନସାଙ୍କର ଉପତ୍ୟକାସୁରଞ୍ଜନ ପାତ୍ରକବିିତା
6ଲେଡ଼ି ଟେଲରଚନ୍ଦ୍ରମୋହନ ମହାପାତ୍ରଉପନ୍ୟାସ
7ଚିନ୍ତା ଓ ଚେତନାବାସନ୍ତୀ ମହାନ୍ତିପ୍ରବନ୍ଧ
ଷ୍କ୍ଟଲ ସଂଖ୍ୟାପୂର୍ବୀ ପବ୍ଲିକେସନ9438214989
ବି-1/ 22,23ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଓଡ଼ିଶାର ଇତିହାସପ୍ୟାରୀମୋହନ ଆଚାର୍ଯ୍ୟ, ସଂ ଭାସ୍କର ପରିଚ୍ଛାଇତିହାସ200
2ମୋନାଲିସାର ହସଅରବିନ୍ଦ ଦାସଗଳ୍ପ200
3କଣ୍ଢେଇ ଘରଅରବିନ୍ଦ ଦାସଗଳ୍ପ200
4ଅସତ୍ୟ କଥାନିତ୍ୟାନନ୍ଦ ନନ୍ଦୀଗଳ୍ପ200
5ମୋ ବୋଉ ତାଙ୍କ ବୋଉନିତ୍ୟାନନ୍ଦ ନନ୍ଦୀଗଳ୍ପ200
6ଆକାଶ କଇଁଆବସନ୍ତ ମଞ୍ଜରୀ ମିଶ୍ରଗଳ୍ପ200
7ପୁନଶ୍ଚ ବଳୀଦତ୍ତମହାଶ୍ୱେତା ସାହୁଗଳ୍ପ195
8ମଣିଷକୁ ନେଇ ଯେତେ ସବୁ ପରମାଣୁ ଗପରଞ୍ଜନ ପ୍ରଧାନଗଳ୍ପ200
9ସ୍ମୃତିର ସ୍ପନ୍ଦନସୁନନ୍ଦା ମିଶ୍ରଗଳ୍ପ150
10ଗୋବିନ୍ଦଚନ୍ଦ୍ର ଓ ସୁରଦାସନିିତ୍ୟାନନ୍ଦ ପଣ୍ଡାଉପନ୍ୟାସ350
11ରେନକୋଟଅରବିନ୍ଦ ଦାସଉପନ୍ୟାସ150
12ଚମେଲିବିଷ୍ଣୁପ୍ରିୟା ଜେନାଉପନ୍ୟାସ150
13ଅନୁଚ୍ଚାରିତ ସ୍ୱପ୍ନସ୍ନେହଲତା ନାୟକକବିତା200
14ସ୍ୱପ୍ନସଖାବ୍ରଜସୁନ୍ଦର ମିଶ୍ରକବିତା100
15ଦିଗନ୍ତ ରେଖାଅନସୂୟା ମହାପାତ୍ରପ୍ରବନ୍ଧ250
16ଓଡ଼ି଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ଇତିହାସଗଦାଧର ମିଶ୍ରପ୍ରବନ୍ଧ495
17ପ୍ରତିଜ୍ଞାତରୁଚିର କୁମାର ପାଣିଗ୍ରାହୀପ୍ରବନ୍ଧ200
18ଦିଗନ୍ତ ରେଖାଅନସୂୟା ମହାପାତ୍ରପ୍ରବନ୍ଧ250
19ଶାନ୍ତିକୁଞ୍ଜ ଡାଏରୀଦୁର୍ଗା ସ୍ୱରୂପା ଲେଙ୍କାଭ୍ରମଣ200
20ଜ୍ଞାନବିଜ୍ଞାନର ନବଦିଗନ୍ତଚିତ୍ତରଞ୍ଜନ ମିଶ୍ରବିିଜ୍ଞାନ250
ଷ୍କ୍ଟଲ ସଂଖ୍ୟାଖୁସି ପ୍ରକାଶନୀ
ବି-1/ 24,25,26ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ପୁତ୍ତଳିକାଯଶୋବନ୍ତୀ ସାଗଳ୍ପ200
2ଶବ୍ଦଫୁଲପ୍ରହଲ୍ଲାଦ ପ୍ରଧାନକବିତା200
3ଜୀବନ ବଇଁଶୀ ସୁରସୁଧୀର ମେହେରକବିିତା225
4ସମୟର ସୃଜନସୁଶାନ୍ତ କୁମାର ମିଶ୍ର250
5ଉତ୍ତର ଅଶୀ ଗଳ୍ପ ବିଭବଚିନ୍ମୟ ସାହୁପ୍ରବନ୍ଧ ଓ ଆଲୋଚନା250
6ଲୋକ ସାହିତ୍ୟ ଜିଜ୍ଞାସାସ୍ୱାଧୀନ ଚନ୍ଦ୍ର ପ୍ରଧାନପ୍ରବନ୍ଧ ଓ ଆଲୋଚନା220
7ଫୁଲଟିଏ ହୋଇ ଫୁଟିବିକନ୍ଦର୍ପ ବେହେରାଶିଶୁ ସାହିତ୍ୟ170
8Parcel bomb in a courtroomAshish Kumar Chandan275
ଷ୍କ୍ଟଲ ସଂଖ୍ୟାଶ୍ରଦ୍ଧା ପବ୍ଲିକେଶନ୍
ବି-2/ 5,6ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ମଣିଷ ମଣିଷରାଜେନ୍ଦ୍ର କିଶୋର ପଣ୍ଡାକବିତା
2ଶ୍ୟାମଳୀ ଦାସକୃଷ୍ଣ କୁମାର ମହାନ୍ତିଗଳ୍ପ
ଷ୍କ୍ଟଲ ସଂଖ୍ୟାଶାନ୍ତିସେନା ପବ୍ଲିକେସନ୍
ବି-2/ 7,8ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଅନ୍ଧାରରେ ଦିନେସଦାନନ୍ଦ ତ୍ରିପାଠୀଗଳ୍ପ250
2ଅନୀଲ ପାଢ଼ୀଙ୍କ ପ୍ରେମଗଳ୍ପଅନୀଲ ପାଢ଼ୀଗଳ୍ପ250
3ଦୂର ନକ୍ଷତ୍ରରାଜ୍ୟବର୍ଦ୍ଧନ ଧଳମହାପାତ୍ର180
4ପ୍ରଥମ ପୁରୁଷ, ନିଷିଦ୍ଧ ଫଳ ଓ ପ୍ରେମପ୍ରତାପ ବିଶ୍ୱାଳଗଳ୍ପ
5ବୋଝ ଓ ଅନ୍ୟାନ୍ୟ ଗଳ୍ପରଶ୍ମି ସାମଲଗଳ୍ପ150
6ଅଣପୁରୁଷାଚିତ୍ତରଞ୍ଜନ ବେହେରାଗଳ୍ପ
7ପଂଜୁରୀଶୈଳେନ୍ଦ୍ର କୁମାର ଜେନାଗଳ୍ପ150
8କବିତା ଗୋଟିଏ ଧର୍ମସୂର୍ଯ୍ୟ ମିଶ୍ରକବିତା150
9ଶକ୍ତିମୟୀଶ୍ରୀମୟୀ ମିଶ୍ରକବିତା299
10ତନୁତୃଷ୍ଣାଧନଞ୍ଜୟ ସ୍ୱାଇଁକବିତା150
11ବହ୍ନିକାଶୁଭଶ୍ରୀ ଶୁଭସ୍ମିତା ମିଶ୍ରକବିତା150
12ଅଚ୍ଛେଦାଶୁଭଶ୍ରୀ ଶୁଭସ୍ମିତା ମିଶ୍ରକବିତା150
13ଖଣ୍ଡପଡ଼ା ଇତିହାସକୁଳମଣି ଷଡ଼ଙ୍ଗୀଇତିହାସ250
14ସ୍ମୃତି ବିସ୍ମୃତିର ଏରସମାକୈଳାସ ପ୍ରଧାନ150
ଷ୍କ୍ଟଲ ସଂଖ୍ୟାଡଟ୍ ବୁକ୍ସ
ବି-2/ 16ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1କହିବାକୁ ଚାହେଁ ଯାହା କହି ପାରେନାକିଶୋର ଆକାଶଗଳ୍ପ225
2ନାଳାଞ୍ଜନାରାଜେନ୍ଦ୍ର ରାଉଳଗଳ୍ପ250
3ମୋ ଗାଁରେ ଥିଲା ଜଣେ ଷ୍ଟୋରି ଟେଲରସନ୍ତୋଷ କୁମାରଗଳ୍ପ125
4ମୁଠାଏ ସ୍ୱପ୍ନସ୍ୱର୍ଣ୍ଣଲତା ଲେଙ୍କାଗଳ୍ପ200
5ସାତ ଖୁଣ ମାଫ୍ସନ୍ତୋଷ କୁମାରଗଳ୍ପ88
6ଦୁଃଖ ଦୋଳିନର୍ମଦା ନୀଳୋତ୍ପଳାକବିତା175
7ପିପାସାର ତୀରେଭାନୁମତୀ ସାହୁକବିତା250
8ଅଙ୍କ ଓ ଦିଗଲିପସା ପଟେଲଉପନ୍ୟାସ170
9ଅପେକ୍ଷାର ଅନ୍ତର୍ଦାହସୁପ୍ରଭା ସାମଲଉପନ୍ୟାସ250
10ପ୍ରତିଦାନଦୀପ୍ତିମୟୀ ଦୁବେଉପନ୍ୟାସ149
11ଅନ୍ୱେଷଣ ସତ୍ୟର ସନ୍ଧାନସ୍ମୃତିରଞ୍ଜନ ଲେଙ୍କାପ୍ରବନ୍ଧ199
ଷ୍କ୍ଟଲ ସଂଖ୍ୟାଶିକ୍ଷା ସନ୍ଧାନ
ବି-2/ 18,19ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ପୂର୍ଣ୍ଣାଙ୍ଗ ଶିକ୍ଷାଚିତ୍ତରଞ୍ଜନ ଦାସଶିକ୍ଷା300
2ଆମ ଛାତ୍ରଛାତ୍ରୀ ବନାମ ଆମେ ଏବଂ ଆମ ସ୍କୁଲମନ୍ମଥ କୁଣ୍ଡୁଶିିକ୍ଷା125
3ମୋ କାହାଣୀସର୍ବେଶ୍ୱର ଦାସଆତ୍ମଜୀବନୀ300
4ଛାଇ ଆଲୁଅର କଥାନିରଞ୍ଜନ ଖୁଣ୍ଟିଆଆତ୍ମଜୀବନୀ380
5ରାଜଧାନୀ କଲେଜ ଦିନଗୁଡ଼ିକମନ୍ମଥ କୁଣ୍ଡୁସ୍ମୃତିଲିପି390
6ଜୀବନର ଅର୍ଥ ସନ୍ଧାନରେ ମଣିଷଅନୁ-ମୋହିତ ମୋହନ ମହାନ୍ତିଅନୁବାଦ180
7କୃଷି, ପରିବେଶ ଓ ଗ୍ରାମବିକାଶବିଦ୍ୟାଧର ମହାରଣାକୃଷି150
8ଦାସେ ଆପଣେଙ୍କ ଚିଠିପତ୍ରସଂ- ନୀଳକଂଠ ରଥଟିଠି250
9ବୈଦିକ ସଂସ୍କୃତିର ବିକାଶସଂ- ନୀଳକଂଠ ରଥଧର୍ମ800
10Contours of My LifePriyambada Mohanty HejmadiAutobiography499
ଷ୍କ୍ଟଲ ସଂଖ୍ୟାସାଇନାଥ
ବି-2/ 22,23ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ପଲିଟିକ୍ସର ମହିମାଗନ୍ତାୟତ ଶିବପ୍ରସାଦବ୍ୟଙ୍ଗ50
2ସାୌନ୍ଦର୍ଯ୍ୟର କିଣାବିକାଗନ୍ତାୟତ ଶିବପ୍ରସାଦବ୍ୟଙ୍ଗ40
3ଟେଷ୍ଟି କବିତାଡଃ କୁଳାଙ୍ଗାରବ୍ୟଙ୍ଗ40
4ମ୍ୟାଡାମ୍ ଘରଭଡ଼ା ଦେବେ କି?ଡଃ କୁଳାଙ୍ଗାରବ୍ୟଙ୍ଗ35
5ମିତଙ୍କ ଗୀତଦୁର୍ଗାଚରଣ ରାଉତ35
ଷ୍କ୍ଟଲ ସଂଖ୍ୟାଅବିକା ବୁକ୍ ହାଇଭ
ସି-1/ 16,17ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ପକ୍ଷୀଏ ଯାହାର ବ୍ୟାକରଣପ୍ରଣୟ ସୁଧାକବିତା
ଷ୍କ୍ଟଲ ସଂଖ୍ୟାଭାଷା ପ୍ରକାଶନ
ସି-2/ 6,7ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ହରିମାମୁମାୟାଧର ସାହୁଗଳ୍ପ
ଷ୍କ୍ଟଲ ସଂଖ୍ୟାକେତକୀ ବୁକ୍ସ
ସି-2/ 8,9ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଭୋର ମୋତିର କାନଫୁଲଜୟନ୍ତ ମହାପାତ୍ରକବିତା500
2ମଣାଣିର ନାଁ ସ୍ୱର୍ଗଦ୍ୱାରବାସୁଦେବ ସୁନାନୀକବିତା210
3ଅନ୍ତବୁଜୁଳାମନୁଆ ଦାସକବିତା294
4ଅନାବନାଜଗନ୍ନାଥ ପ୍ରସାଦ ଦାସମଜା କବିତା450
5ପର କଲମଗୋପାଳ ଛୋଟରାୟନାଟକ150
6ପଥିକବନ୍ଧୁଗୋପାଳ ଛୋଟରାୟନାଟକ210
7ପ୍ରତିଭାଗୋପାଳ ଛୋଟରାୟନାଟକ220
8ସ୍ୱାଗତମ୍ ରାଜତନ୍ତ୍ରଗୋପାଳ ଛୋଟରାୟନାଟକ210
9ଆମ ସମୟର ମଣିଷଦେବଦାସ ଛୋଟରାୟଲଳିତ ନିବନ୍ଧ500
10ସୁଭଦ୍ରାଙ୍କ ଆଖିଜଗନ୍ନାଥ ପ୍ରସାଦ ଦାସଉପନ୍ୟାସିକା180
11ସାୟନଜଗନ୍ନାଥ ପ୍ରସାଦ ଦାସଉପନ୍ୟାସ200
12ନବଗୁଞ୍ଜରଜଗନ୍ନାଥ ପ୍ରସାଦ ଦାସ120
13ସଚରାଚରଜଗନ୍ନାଥ ପ୍ରସାଦ ଦାସ750
14ହୃଦୟର ମଣିଷପ୍ରସନ୍ନ କୁମାର ବରାଳଜୀବନୀ550ଯଦୁନାଥ ପ୍ରସାଦ ଦାସଙ୍କ ଜୀବନୀ
15ପଥିକଗୋପାଳ ଛୋଟରାୟଆତ୍ମଜୀବନୀ210
16ସଖୀ ନାଟରୁ ଓଡ଼ିଶୀ ଏକ ଅନ୍ତହୀନ ଯାତ୍ରାଗଜେନ୍ଦ୍ର କୁମାର ପଣ୍ଡାଆତ୍ମଜୀବନୀ500
17ଗୀତାର ଅଷ୍ଟମ ଅଧ୍ୟାୟ ବ୍ରହ୍ମତତ୍ତ୍ୱ ଓ ମୁକ୍ତିର ମାର୍ଗସୁରେଶ ଚନ୍ଦ୍ର ମହାନ୍ତିଧର୍ମ300
18ଓଡ଼ିଆ ଜାତୀୟତାନିବେଦିତା ମହାନ୍ତି, ଅନୁ- ସୁଭାଷ ଶତପଥୀଅନୁବାଦ700
ଷ୍କ୍ଟଲ ସଂଖ୍ୟାରାମାଂଶୁ ପ୍ରକାଶନୀ
ସି-2/ 13ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ବେଶ୍ୟା ନର୍କରୁ ନିର୍ମାଲ୍ୟମନୋରମା ମିଶ୍ରଉପନ୍ୟାସ
ଷ୍କ୍ଟଲ ସଂଖ୍ୟାସମ୍ୟକ ଫାଉଣ୍ଡେସନ
ସି-3/ 10,11ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଗଣତାନ୍ତ୍ରିକ ଅଧିକାର: ଦିଶା ଓ ଦୃଷ୍ଟିଗୋଲକ ବିହାରୀ ନାଥତଥ୍ୟ ସାହିତ୍ୟ100
2ଭାରତୀୟ ଦମନ ଆଇନ: ଅତୀତ ଓ ବର୍ତ୍ତମାନଦେବରଞ୍ଜନ, ବିଶ୍ୱପ୍ରିୟ କାନୁନଗୋତଥ୍ୟ ସାହିତ୍ୟ180
3ଉଜାଣି ଝଞ୍ଜାବତୀନିଗମାନନ୍ଦ ଷଡ଼ଙ୍ଗୀତଥ୍ୟ ସାହିତ୍ୟ275
4ଗାଁ ଛାଡ଼ିବୁ ନାହିଁନିଗମାନନ୍ଦ ଷଡ଼ଙ୍ଗୀତଥ୍ୟ ସାହିତ୍ୟ295
5ଶୋଷଣର ଅର୍ଥନୀତି ଓ ଜନଜାଗୃତିଗୋାସ ସଂକଳନତଥ୍ୟ ସାହିତ୍ୟ200
ଷ୍କ୍ଟଲ ସଂଖ୍ୟାମାରୁତି ମିଡ଼ିଆ
ଡି-1/ 23ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1Ama Samayara ShilpaDillip MishraDirectory500
Industrial Directory of Odisha
2Vibes EternalMrutyunjay SarangiShort Stories and Poems300
3ହୃଦୟାବର୍ତ୍ତସାରଦା ପ୍ରସାଦ ମିଶ୍ରଗଳ୍ପ140
4ପଚିଶର ପଚାଶଶତ୍ରୁଜିତଲଳିତ ନିବନ୍ଧ100
5ଘର ଓ ଅନ୍ୟାନ୍ୟଶତ୍ରୁଜିତଗଳ୍ପ80
6ଓଡ଼ିଶା ରାଜନୀତିଦିଲ୍ଲୀପ ମିଶ୍ରତଥ୍ୟ ପଞ୍ଜିକା500ନିର୍ବାଚିତ ଲୋକପ୍ରତିନିଧିଙ୍କ ସମ୍ପର୍କରେ
ଷ୍କ୍ଟଲ ସଂଖ୍ୟାଅନୁବାଦ ସାହିତ୍ୟ ପରିଷଦ
ଡି-2/ 5ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଭୂକେନ୍ଦ୍ର ଅଭିଯାନମୂଳ-ଜୁଲ ଭର୍ନ, ଅନୁ- ବିଜୟ କୁମାର ପରିଡାଅନୁବାଦ399
2ଶୀର୍ଷେନ୍ଦୁ ମୁଖୋପାଧ୍ୟାୟଙ୍କ ନିର୍ବାଚିତ ଗଳ୍ପ,ଅନୁ- ମୃଣାଳ ଚାଟାର୍ଜିଅନୁବାଦ270
3ଶିବଗୀତାବଲ୍ହଭ ନାରାୟଣ ମହାପାତ୍ର, ଅନୁ-ଦାଶରଥୀ ଆଚାର୍ଯ୍ୟଅନୁବାଦ300
4ଗୁନିତାର ଗଳ୍ପସୁନିତା ଗିଲ, ଅନୁ-ବୀଣା ଚୋଟରାୟଅନୁବାଦ199
5ଲେଡି ଡ୍ରାଇଭରଜୟବତୀ ଶ୍ରୀବାସ୍ତବ, ଅନୁ- ରେବା ପଟ୍ଟନାୟକଅନୁବାଦ255
6ମରୀଚିକା ଓ ଅନ୍ୟାନ୍ୟ ଗଳ୍ପଦାମୋଦର ମାଜୋ. ଅନୁ- ସୁଭାଷ ଶତପଥୀଅନୁବାଦ350
7ମୀରାଙ୍କ ନିର୍ବାଚିତ କାହାଣୀଥୋପିଲ ମହମଦ ମୀରାନ, ଅନୁୃ ସୁକୋମଳ ଦାଶଅନୁବାଦ399
8ଗୁରୁ କେଳୁଚରଣ ଏକ ଉତ୍ତରଣ ଗାଥାଇଲିଆନା ଚିତା ରିସ୍ତି, ଅନୁ- ସୋମେଶ ମହାପାତ୍ରଅନୁବାଦ399
9ଜୀବନ ଯେଉଁଠି ଓଲଟି ଯାଏରାଜ ସୁପେ, ଅନୁ- ରବିନାରାୟଣ ପଟ୍ଟନାୟକଅନୁବାଦ495
10କୃଷ୍ଣାୟନ
କାଜଳ ଓଝା ବୈଦ, ଅନୁବାଦ, ପ୍ରଶାନ୍ତ କୁମାର ମହାନ୍ତି
399
11ବଡ ମଣିଷଙ୍କ ରସିକତା
ଶାନ୍ତା ଶ୍ରୀମାନୀ, ଅନୁ- ନିତ୍ୟାନନ୍ଦ ସ୍ୱାଇଁ
199
ଷ୍କ୍ଟଲ ସଂଖ୍ୟାଗାନ୍ଧୀ ବହି ଘର
ଡି-2, 9ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1କୁଟା ଖିଏର ବିପ୍ଳବସବ୍ୟସାଚୀ ପଣ୍ଡାଅନୁବାଦ-କୃଷି200
ମାସାନୋ ଫୁକୁଓକାଙ୍କ one straw revolution ବହିର ଅନୁବାଦ
2ସମ୍ପାଦକ ଓ ସାମ୍ୱାଦିକ ମହାତ୍ମା ଗାନ୍ଧୀମୃଣାଳଜୀବନ ଚରିତ
ଷ୍କ୍ଟଲ ସଂଖ୍ୟାକାଦମ୍ୱିନୀ
ଏଫ-2/ 4ବହିର ନାମଲେଖକ/ ସମ୍ପାଦକବିଭାଗମୂଲ୍ୟମନ୍ତବ୍ୟ
1ଓଡ଼ିଆ ଚଳଚ୍ଚିତ୍ର ବିସ୍ତାର ଓ ବିଶ୍ଳେଷଣ (1936-2019)ଇତି ସାମନ୍ତସିନେମା4000
2ଶାନ୍ତନୁ ସ୍ୱାକ୍ଷରଇତିି ସାମନ୍ତ650
ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟଙ୍କ ସୃଜନ ଗ୍ରନ୍ଥ
3ବିଭୂତି ବିଭବଇତିି ସାମନ୍ତ699ସାାହିତ୍ୟିକ ବିଭୂତି ପଟ୍ଟନାୟକଙ୍କ ସୃଜନ ଗ୍ରନ୍ଥ
4ଘଟଣା ପ୍ରବାହ: ଦେଶ ଓ ବିଶ୍ୱଇତିି ସାମନ୍ତପ୍ରବନ୍ଧ475ସାମ୍ପ୍ରତିକ ଘଟଣାବଳୀ
5ତେଜ୍ୟା ନୁହେଁ ତେଜସ୍ୱତୀଇତିି ସାମନ୍ତଉପନ୍ୟାସିକା ସଂକଳନ350


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...