2024 ମସିହାର ଭଲ ଗପ
ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି ।
ସରଳ କୁମାର ଦାସ
୯୪୩୭୦ ୩୮୦୧୫
saral_das@yahoo.co.in
(କ) ଜାନୁଆରୀ ୧, ୧୯୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ
କ୍ରମିକ ସଂଖ୍ୟା | ଲେଖକ | ଗଳ୍ପର ନାମ | କେଉଁଠି(ପତ୍ରିକା ଇତ୍ୟାଦି) | ପ୍ରକାଶନ ସଂଖ୍ୟା/ ତାରିଖ |
1 | ଆନନ୍ଦ କୁମାର ମାଇତି | ଦାମ୍ପତ୍ୟ | ଝଙ୍କାର | ସେପ୍ଟେମ୍ୱର |
2 | ଗିରିଜା ଶଙ୍କର ମିଶ୍ର | ପ୍ୟାଟରସନରେ ସନ୍ଧ୍ୟା | କଥା | ଡିସେମ୍ୱର |
3 | ଘନଶ୍ୟାମ ପଲେଇ | ସମ୍ୱର୍ଦ୍ଧନା | ପ୍ରଗତିବାଦୀ-ସୃଜନୀ | 19 ମେ |
4 | ଜିନତମାମ ଦର୍ଜୀ | ଅନ୍ଧ କୂପରେ ଆତ୍ମହତ୍ୟା | ଅର୍ପିତା | ଜୁଲାଇ-ସେପ୍ଟେମ୍ୱର |
5 | ତନ୍ମୟଜ୍ୟୋତି ନାୟକ | ସ୍ୱପ୍ନ ଦେଖୁଥିବ ପିଲାଟିଏ | ଘାସଫୁଲ | ପୂଜା ସଂଖ୍ୟା |
6 | ତନ୍ମୟୀ ପଣ୍ଡା | ଶେଷ ଦୃଶ୍ୟ | ଶବ୍ଦ ଓ ସ୍ୱର | ବାର୍ଷିକ |
7 | ତେଜସ୍ୱିନୀ ପଣ୍ଡା | ଶେଷଦେଖା | ନିିର୍ଭୟ | 20 ଅକ୍ଟୋବର |
8 | ଦିଲୀପ ବେହେରା | ସଉଦା | ରେବତୀ | ଡିସେମ୍ୱର |
9 | ଧର୍ମରାଜ ମାଝୀ | ସାଇକେଲ | ଚନ୍ଦନଧାରା | ପୂଜା ସଂଖ୍ୟା |
10 | ଭାଗ୍ୟଲକ୍ଷ୍ମୀ ସେଠୀ | କଇଁ ବୁଢ଼ୀ | କଥା | ଅକ୍ଟୋବର |
11 | ମହାଶ୍ୱେତା ସାହୁ | ଚଣ୍ଡାଶୋକ | କାଦମ୍ୱିନୀ | ଅକ୍ଟୋବର |
12 | ମିୟୋଗ ରଞ୍ଜନ ପାତ୍ର | ଉଡ଼ାଣ | କଥା | ଅଗଷ୍ଟ |
13 | ଯୋଗେଶ୍ୱର ପଣ୍ଡା | ଚୋର | ସତ୍ୟବାଦୀ | ଅକ୍ଟୋବର |
14 | ରଶ୍ମି ରଞ୍ଜନ ରାଉତ | ଶୂଳିଆଣୀ | କଥା | ଅକ୍ଟୋବର |
15 | ରଶ୍ମି ରଞ୍ଜନ ସାହୁ | ନୂୂଆ ଛତା | ନିତିଦିନ | 14 ଜୁଲାଇ |
16 | ରୋଜାଲିନି ମହାନ୍ତି | ସରଜୁରେ ସୂର୍ଯ୍ୟାସ୍ତ | କାଦମ୍ୱିନୀ | ମାର୍ଚ୍ଚ |
17 | ରୋଜାଲିନି ମିଶ୍ର | ନୂଆ'ଉ | ଶୋଭନା | ମାର୍ଚ୍ଚ |
18 | ଶଶାଙ୍କ ପ୍ରିୟସଖା | ପୁନରପି ଜନନମ୍ | କଥା | ଅପ୍ରେଲ |
19 | ଶାନ୍ତନୁ କୁମାର ନାୟକ | ଉଚ୍ଛରଣ | ଆଭା | 12 ଜୁନ |
20 | ଶ୍ରୁତକୀର୍ତ୍ତି ତ୍ରିପାଠୀ | ପୋତାଧନ | ରେବତୀ | ସେପ୍ଟେମ୍ୱର |
21 | ସଞ୍ଜୟ ପଣ୍ଡା | ଧୂଆଁ | କଥା | ସେପ୍ଟେମ୍ୱର |
22 | ସନ୍ତୋଷୀ ସ୍ୱାଇଁ | ଭାଉଜ | କାଦମ୍ୱିନୀ | ମଇ |
23 | ସୀତାରାମ ଦାଶ | ବୋଉର କାନ ନୋଳି | ଆଭା | ପୂଜା ସଂଖ୍ୟା |
24 | ସୁରୋଜ ରୋଶନ ମିଶ୍ର | ହନିଟ୍ରାପ୍ | ଅଗ୍ନିରୂପା | ପୂଜା ସଂଖ୍ୟା |
25 | ହେମନ୍ତ ବିଶ୍ୱାଳ | ରେବତୀର ବାଣୀବିହାର | ସାହିତ୍ୟ ଚର୍ଚ୍ଚା | ଫେବୃଆରୀ |
26 | କ୍ଷୀରୋଦ ବିଶ୍ୱାଳ | ଭୋଗ | କଥା | ଅପ୍ରେଲ |
27 | ଲୋପାମୁଦ୍ରା ମିଶ୍ର | ସୁନ୍ଦରୀ ନାନୀ | ସତ୍ୟବାଦୀ | ଅପ୍ରେଲ |
(ଖ) ଅନ୍ୟ କଥାକାରଙ୍କ ଗଳ୍ପ
କ୍ରମିକ ସଂଖ୍ୟା | ଲେଖକ | ଗଳ୍ପର ନାମ | କେଉଁଠି(ପତ୍ରିକା ଇତ୍ୟାଦି) | ପ୍ରକାଶନ ସଂଖ୍ୟା/ ତାରିଖ |
1 | ଅଜୟ ମହାପାତ୍ର | ଭଲ ମଣିଷ | ଶାଶ୍ୱତ ପାହାଚ | ଅକ୍ଟୋବର |
2 | ଅନୀଲ ପାଢ଼ୀ | ଅଶୁଭ | ଚନ୍ଦନଧାରା | ପୂଜା ସଂଖ୍ୟା |
3 | ଅନୁକଂପା ପହି | ଖୁସିର ଲୁହ | ସତ୍ୟବାଦୀ | ମେ |
4 | ଅନୁପମା ପଟ୍ଟନାୟକ | ଅନନ୍ୟା ଅର୍ଦ୍ଧାଙ୍ଗିନୀ | କାଦମ୍ୱିନୀ | ମାର୍ଚ୍ଚ |
5 | ଅର୍ଜୁନ ପୃଷ୍ଟି | କଣ ଘର | ଶୋଭନା | ପୂଜା ସଂଖ୍ୟା |
6 | ଅରବିନ୍ଦ ରାୟ | ସତ-ମିଛ | ଘାସଫୁଲ | ପୂଜା ସଂଖ୍ୟା |
7 | ଅଳକା ଚାନ୍ଦ | ମଣିଷର ରଙ୍ଗ | ଗୌରବ | ପୂଜା ସଂଖ୍ୟା |
8 | ଅଶୋକ ମିଶ୍ର | ବଜ୍ରବହ୍ନି | କଥା କଳିକା | ଏପ୍ରିଲ |
9 | ଆଦିତେଶ୍ୱର ମିଶ୍ର | ବଧଦଣ୍ଡ | କଥା | ମାର୍ଚ୍ଚ |
10 | ଆରତୀ କର | ଘରଛଡ଼ା | ସତ୍ୟବାଦୀ | ଜୁନ |
11 | ଇନ୍ଦିରା ଦତ୍ତ | କହି ତ ନୋହିଲା | ତୀରତରଙ୍ଗ | ପାର୍ବଣ ସଂଖ୍ୟା |
12 | ଇନ୍ଦୁଲତା ମହାନ୍ତି | ମଣିିଷର ମଣିଷପଣିଆ | ଶୋଭନା | ପୂଜା ସଂଖ୍ୟା |
13 | କବିିତା କୁମୁଦ ମେହେର | ପ୍ରେମ: ଏକ ଅନାକାଂକ୍ଷିତ ଝଡ଼ | ଅର୍ପିତା | ଅକ୍ଟୋବର-ଡିିସେମ୍ୱର |
14 | କବିତା ବାରିକ | ଜୀବନର ଚିତ୍ରପଟ | ସତ୍ୟବାଦୀ | ଅକ୍ଟୋବର |
15 | କମଳ କୁମାରୀ ଦାଶ | ଉଦୟରାଗ | ରତ୍ନଚିରା | ଡିିସେମ୍ୱର |
16 | କମଳା ଶତପଥୀ | କଖାରୁ ଭଜା | ଶୋଭନା | ପୂଜା ସଂଖ୍ୟା |
17 | କାର୍ତ୍ତିକ ଚନ୍ଦ୍ର ବାରିକ | ଅନାକାଂକ୍ଷିତ | ଗୋକର୍ଣ୍ଣିକା | ପୂଜା ସଂଖ୍ୟା |
18 | କାଶୀନାଥ ନନ୍ଦୀ | ମୋହ ମୁହୂର୍ତ୍ତ | ଝଙ୍କାର | ନଭେମ୍ୱର |
19 | କୃପାସାଗର ସାହୁ | ସପ୍ତପଦୀର ସ୍ୱର | ସମ୍ୱାଦ | ବାର୍ଷିକ ବିଶେଷାଙ୍କ |
20 | ଗଂଗାଧର ବିଶ୍ୱାଳ | ଏକ ଡାଇନୋସର ଦମ୍ପତିଙ୍କ ପ୍ରେମକଥା | ଅପୂୂର୍ବା | ଶାରଦୀୟ ବିିଶେଷାଙ୍କ |
21 | ଗାୟତ୍ରୀ ଦାସ | ଯାତ୍ରା | କାଦମ୍ୱିନୀ | ଅପ୍ରେଲ |
22 | ଗାୟତ୍ରୀ ସରାଫ | ସଂପର୍କର ମହୋଦଧି | କଥା | ଫେବୃଆରୀ |
23 | ଗିରୀଶ ଚନ୍ଦ୍ର ସାହୁ | ଦ୍ୱିତୀୟ ଈଶ୍ୱର | ସମ୍ୱାଦ | ବାର୍ଷିକ ବିଶେଷାଙ୍କ |
24 | ଘନବିହାରୀ ମହାରଣା | ଗୁପତ ଗଙ୍ଗାର ଢେଉ | ଅର୍ପିତା | ଅକ୍ଟୋବର-ଡିିସେମ୍ୱର |
25 | ଚନ୍ଦ୍ରମୋହନ ମହାପାତ୍ର | ବାଣୁଆ | ପକ୍ଷୀଘର | ପୂଜା ସଂଖ୍ୟା |
26 | ଚିନ୍ମୟୀ ମହାପାତ୍ର | ମାଷ୍ଟର | କାଦମ୍ୱିନୀ | ମଇ |
27 | ଚିରଶ୍ରୀ ଇନ୍ଦ୍ରସିଂ | ବଗ ବଗୁଲି | କାଦମ୍ୱିନୀ | ଅକ୍ଟୋବର |
28 | ଛନ୍ଦା ମିଶ୍ର | କୁକୁର... | ସମ୍ୱାଦ, ସାହିତ୍ୟ ପୃଷ୍ଠା | 14 ଜାନୁଆରୀ |
29 | ଜନ୍ମେଜୟ ବାବୁ | ସ୍ୱୀକାରୋକ୍ତି | ଅମ଼ୃତାୟନ | ଅଗଷ୍ଟ |
30 | ଜୟନ୍ତୀ ରଥ | ଫୁଲ ତୁ ଝଡ଼ନା ରେ | କଥା | ଫେବୃଆରୀ |
31 | ଜାକିର ଖାନ୍ | ଅବିରାମ ଭାବୁଥିବା ସେ ଲୋକଟି | ସାହିତ୍ୟ ଚର୍ଚ୍ଚା | ନଭେମ୍ୱର |
32 | ତପସ୍ୱିନୀ କର | ଦେବୀ ସଦା ବନ୍ଦିତା | କଥା | ମାର୍ଚ୍ଚ |
33 | ତରଙ୍ଗିଣୀ ମିଶ୍ର | ଅଭିନବ ଅବସର ବିନୋଦନ | ସତ୍ୟବାଦୀ | ସେପ୍ଟେମ୍ୱର |
34 | ତରୁଣକାନ୍ତି ମିଶ୍ର | ସିତ-ପକ୍ଷ | ସମ୍ୱାଦ | ବାର୍ଷିକ ବିଶେଷାଙ୍କ |
35 | ତରୁଣ କୁମାର ସାହୁ | ଅନ୍ତଃସ୍ଥ | ନବଲିିପି | ପୂଜା ସଂଖ୍ୟା |
36 | ତାପସ କୁମାର ସାହା | ଖଡ଼ଗପୁର ଫାଷ୍ଟ ପାସେଞ୍ଜର | ଅମୃୃତାୟନ | ଅପ୍ରେଲ |
37 | ଦାଶ ବେନହୁର | ବାସ୍ନା | ସମ୍ୱାଦ | ବାର୍ଷିକ ବିଶେଷାଙ୍କ |
38 | ଦେବବ୍ରତ ମଦନରାୟ | ନିଜ ନିଜର ଆକାଶ | ସମ୍ୱାଦ | ବାର୍ଷିକ ବିଶେଷାଙ୍କ |
39 | ନାରାୟଣ ଚନ୍ଦ୍ର ଶତପଥୀ | ରକ୍ତ ସମ୍ପର୍କ | ସୃଜନ | ତୃତୀୟ ସଂଖ୍ୟା |
40 | ନିତ୍ୟାନନ୍ଦ ପଣ୍ଡା | ସିନ୍ଦୂରମୁଣ୍ଡୀ ବରଗଛ | ଅମୃତାୟନ | ପୂଜା ସଂଖ୍ୟା |
41 | ପଦ୍ମାଳୟା ପାଢ଼ୀ | ହାଉସ୍ ହଜବ୍ୟାଣ୍ଡ୍ | ସାହିତ୍ୟ ମାଧୁର୍ଯ୍ୟ | 24 ଅଗଷ୍ଟ |
42 | ପରେଶ ପଟ୍ଟନାୟକ | ପାଚେରୀ | ଶୋଭନା | ପୂଜା ସଂଖ୍ୟା |
43 | ପୁଷ୍ପାରାଣୀ ପଟେଲ | ପ୍ରିୟତମେଷୁ | କାଦମ୍ୱିନୀ | ମାର୍ଚ୍ଚ |
44 | ପ୍ରକାଶ ମହାପାତ୍ର | ମୋକ୍ଷମୁଦ୍ରା | ଅର୍ପିତା | ଅକ୍ଟୋବର-ଡିସେମ୍ୱର |
45 | ପ୍ରତାପ ବିଶ୍ୱାଳ | ଉଇ | ନବଲିପିି | ରଥ ବିଶେଷାଙ୍କ |
46 | ପ୍ରତିଭା ରାୟ | ସ୍ୱପ୍ନଦଗ୍ଧ | ସମ୍ୱାଦ | ବାର୍ଷିକ ବିଶେଷାଙ୍କ |
47 | ପ୍ରଦୀପ୍ତ କୁମାର ମିଶ୍ର | ହେମର ଦରମା | କଥା | ସେପ୍ଟେମ୍ୱର |
48 | ପ୍ରଦୋଷ ମିଶ୍ର | ପ୍ରହସନ | ସତ୍ୟବାଦୀ | ପୂଜା ସଂଖ୍ୟା |
49 | ପ୍ରଦ୍ୟୁମ୍ନ ପଟ୍ଟନାୟକ | ପାପ | ନବଲିପି | ରଥ ସଂଖ୍ୟା |
50 | ବନଜ ଦେବୀ | ଜାଲ | ସତ୍ୟବାଦୀ | ପୂଜା ସଂଖ୍ୟା |
51 | ବିଜୟ କୁମାର ପଣ୍ଡା | ମୁକ୍ତ ବିହଙ୍ଗ | ଧ୍ୱନି ପ୍ରତିଧ୍ୱନି | 1 ଜାନୁଆରୀ |
52 | ବିଜୟ ନାୟକ | ଛତା | ଝଙ୍କାର | ବିଷୁବ ସଂଖ୍ୟା |
53 | ବିଜୟ ପ୍ରଧାନ | ବାଉଁଶ ଫୁଲର ବାସ୍ନା | ନବରାଗ | ପୂଜା ସଂଖ୍ୟା |
54 | ବିଜୟା ପାତ୍ର ସ୍ୱାଇଁ | ଦଲକାଏ ଘୂର୍ଣ୍ଣିଝଡ଼ | ଗୋଧୂଳି | ପାର୍ବଣ ସଂଖ୍ୟା |
55 | ବିଦ୍ୟାଧର ଗୁରୁ | ପୃଷ୍ଠଭଙ୍ଗ | ସତ୍ୟବାଦୀ | ନଭେମ୍ୱର |
56 | ବିବୁ ଦାସ | ସିଲଭର୍ ଗିନା | କଥା | ମାର୍ଚ୍ଚ |
57 | ବିଭୁଦତ୍ତ ନାୟକ | ନଷ୍ଟ ପ୍ରଜାପତି | ଆଭା | ଜୁନ୍ |
58 | ବିରଜା ରାଉତରାୟ | ମଲାମେଘ | ରେବତୀ | ଜୁୁଲାଇ |
59 | ବିିଶ୍ୱ ଭାରତୀ ଦାଶ | କୈବଲ୍ୟ | ଆଦ୍ୟା | କାଳୀମନ୍ଦିର ଦୁର୍ଗାପୂଜା କମିଟି ମୁଖପତ୍ର |
60 | ଭବାନୀ ଶଙ୍କର ପଟ୍ଟନାୟକ | ପୁରୁଣା ଘର | ନିଶିଗନ୍ଧା | ବାର୍ଷିକ ବିଶେଷାଙ୍କ |
61 | ଭାନୁମତି ସାହୁ | କଥା ଦେଇଛି ମୃତ୍ୟୁକୁ | ଅପୂର୍ବା | ଶାରଦୀୟ ବିଶେଷାଙ୍କ |
62 | ଭୀମ ପୃଷ୍ଟି | ଫେମିନିଜିମ୍ | ଶୋଭନା | ପୂଜା ସଂଖ୍ୟା |
63 | ମଞ୍ଜୁବାଳା ପଣ୍ଡା | ପୋଷ୍ଟମର୍ଟମ୍ | ଚତୁରଙ୍ଗ | ତୃତୀୟ-ଚତୁର୍ଥ ସଂଖ୍ୟା |
64 | ମଧୁମିତା ମିଶ୍ର | କସ୍ତୁରୀ | ନିର୍ଭୟ | 18 ଫେବୃଆରୀ |
65 | ମନୋଜ ମହାନ୍ତି | ତରୁଲତା | ଶୋଭନା | ପୂଜା ସଂଖ୍ୟା |
66 | ମନୋରଞ୍ଜନ ବେହୁରା | ସ୍ୱର୍ଗାଦପି | ଝଙ୍କାର | ଅଗଷ୍ଟ |
67 | ମୈତ୍ରେୟୀ କମିଳା | ମିଛେଇ ମା | ଧରିତ୍ରୀ- ସାହିତ୍ୟାୟନ | 25 ମେ |
68 | ମୋନାଲିସା ମିଶ୍ର | ସେଇ ଲାଲ କଢ଼ି | କଥା | ସେପ୍ଟେମ୍ୱର |
69 | ଯଶୋଧାରା ମିଶ୍ର | ଆଜିକ ଫସଲ | କଥା | ମାର୍ଚ୍ଚ |
70 | ଯଶୋବନ୍ତ ସାମଲ | ଅନ୍ତିମ ସଂସ୍କାର | ତୀରତରଙ୍ଗ | ପୂଜା ସଂଖ୍ୟା |
71 | ଯାଜ୍ଞସେନୀ ହୋତା | ରୌପ୍ୟସିନ୍ଦୁକ | ରତ୍ନଚିରା | ଏପ୍ରିଲ |
72 | ରଂଜନ କୁମାର ଦାସ | କିଏ କହେ ଈଶ୍ୱର ନାହାନ୍ତି | ରେବତୀ | ଜୁଲାଇ |
73 | ରଜନୀକାନ୍ତ ମହାନ୍ତି | ମ୍ୟାଜିକ୍ ଷ୍ଟ୍ରୀଟ୍ କଥା | ଶୋଭନା | ଅକ୍ଟୋବର |
74 | ରବି ପଣ୍ଡା | ଉଧାର ଜୀବନ | ଝଙ୍କାର | ଅକ୍ଟୋବର |
75 | ରବିି ସ୍ୱାଇଁ | ପ୍ରତ୍ନତତ୍ତ୍ୱ | ସମ୍ୱାଦ | ବାର୍ଷିକ ବିଶେଷାଙ୍କ |
76 | ରାମଚନ୍ଦ୍ର ଦାଶ | ନପୁଂସକ | ମହୁୁରୀ | ପୂଜା ସଂଖ୍ୟା |
77 | ରୋହିତ ଦାଶ | ଦେବୀ | ଅର୍ପିତା | ଅକ୍ଟୋବର-ଡିସେମ୍ୱର |
78 | ଶରତ ଚନ୍ଦ୍ର ଶତପଥୀ | ନିଷିଦ୍ଧ ନିରାଜନା | ସତ୍ୟବାଦୀ | ଅକ୍ଟୋବର |
79 | ଶୈଳେନ୍ଦ୍ର କୁମାର ଜେନା | ଶାପାନ୍ତ | ସତ୍ୟବାଦୀ | ଡିସେମ୍ୱର |
80 | ଶ୍ରୀନିବାସ ପଣ୍ଡା | ମଲ୍ଲୀକାଶପୁର ଝିଅ | ନବରାଗ | ପୂଜା ସଂଖ୍ୟା |
81 | ଶ୍ରୀପ୍ରସାଦ ମହାନ୍ତି | ନାର୍ସିସିଷ୍ଟର ମନ | ଅର୍ପିତା | ଏପ୍ରିଲ-ଜୁନ |
82 | ସଂଯୁକ୍ତା ତ୍ରିପାଠୀ | ଶୂନ୍ୟ ଶୃଙ୍ଗାର | ଅର୍ପିତା | ଜୁଲାଇ-ସେପ୍ଟେମ୍ୱର |
83 | ସତ୍ୟ ମିଶ୍ର | ମଲା ଚିଠିର ମାୟା | କଥା | ପ୍ରେମକଥା ବିଶେଷାଙ୍କ |
84 | ସଦାନନ୍ଦ ତ୍ରିପାଠୀ | ପ୍ରତିକାର | ରତ୍ନଚିରା | ପୂଜା ସଂଖ୍ୟା |
85 | ସରୋଜ ଦାସ | ଘୋ ଘୋ ରାଣୀ | କଥା | ନଭେମ୍ୱର |
86 | ସାଇଜ୍ୟୋତି ପ୍ରଧାନ | ଦିଗବଳୟର ଆରପାରେ | ଶୋଭନା | ଡିସେମ୍ୱର |
87 | ସାଗରିକା ପାଣିଗ୍ରାହୀ | ପୁନଶ୍ଚ ରେବତୀ | ଅର୍ପିତା | ଜାନୁଆରୀ-ମାର୍ଚ୍ଚ |
88 | ସାର୍ଥକ ରାୟ | ଗୁଣିଆ | ଶୋଭନା | ପୂଜା ସଂଖ୍ୟା |
89 | ସୀତେଶ ତ୍ରିପାଠୀ | ଆଲେକଜାଣ୍ଡାର | ସମ୍ୱାଦ | ବାର୍ଷିକ ବିଶେଷାଙ୍କ |
90 | ସୁକାନ୍ତ ସାହୁ | ଘର ଜ୍ୱାଇଁ | ଧରିିତ୍ରୀ-ଛୁଟିଦିନ | 8 ଡିସେମ୍ୱର |
91 | ସୁଜାତା ମହାପାତ୍ର | ଶାରୀ ଆଉ ନାଲି ମାଛ | ନବଲିପି | ନବବର୍ଷ |
92 | ସୁନନ୍ଦା ମିଶ୍ର ପଣ୍ଡା | ଦର୍ପଣ | କଥା | ନଭେମ୍ୱର |
93 | ସୁନୀଲ ମିଶ୍ର 'ମୈତ୍ରେୟ' | ମଲାନଈର ଢେଉ | ଶୋଭନା | ପୂଜା ସଂଖ୍ୟା |
94 | ସୁପ୍ରିୟା ପଣ୍ଡା | ଫେରି ଘାଟ | ଶୋଭନା | ପୂଜା ସଂଖ୍ୟା |
95 | ସୁରେନ୍ଦ୍ର ମିଶ୍ର | ଠାକୁରାଣୀ | ଶୋଭନା | ପୂଜା ସଂଖ୍ୟା |
96 | ସୁୁଶୀଳ ପ୍ରଧାନ | ମରୁଭୂମିରେ ମୌସୁମୀ | କାଦମ୍ୱିନୀ | ସେପ୍ଟେମ୍ୱର |
97 | ସୁଷମା ଚୌଧୁରୀ | ସମ୍ୱେଦନା | କାଦମ୍ୱିନୀ | ମାର୍ଚ୍ଚ |
98 | ସ୍ୱୟଂପ୍ରଭା ସାହୁ | କୁହୁଡ଼ି | ଗୌରବ | ପୂଜା ସଂଖ୍ୟା |
99 | ସ୍ମୃତି ପଟ୍ଟନାୟକ | ଯେ ପକ୍ଷୀ ଉଡ଼େ... | ମହୁରୀ | ଶାରଦୀୟ ବିଶେଷାଙ୍କ |
100 | ହିରଣ୍ମୟୀ ମିଶ୍ର | ଜୀବନ ବର୍ଣ୍ଣାଳୀ | ସମ୍ୱାଦ | ବାର୍ଷିକ ବିଶେଷାଙ୍କ |
101 | ହୃଷୀକେଶ ପଣ୍ଡା | ନୀଳ ଅନ୍ଧକାରେ ତିଳୋତ୍ତମା | ନିଃଶବ୍ଦ | ପୂଜା ସଂଖ୍ୟା |
102 | ହେମନ୍ତ ଘୋଷାଲ | ବେଳେ ବେଳେ ଆମ ଓଠରୁ ଖସୁଥିବା ଶବ୍ଦ, ଦେଇଥାଏ ଆମକୁ 'କୋଇଲାର ଖେତ' ଅବା 'ଫୁଲର ଫସଲ' | ସମୟର ଆକାଂକ୍ଷା | ପୂଜା ସଂଖ୍ୟା |
103 | ହେମାଙ୍ଗିନୀ ଦାଶ | ତୁ ମେଘ ହେଇଥା | ମୈତ୍ରେୟୀ | ବାର୍ଷିକ ସଂଖ୍ୟା |
104 | ଲତିକା ବିଳାସ | ଶୀତଳ ଭଣ୍ଡାର | ଚନ୍ଦନଧାରା | ନବବର୍ଷ ବିଶେଷାଙ୍କ |
105 | ଲକ୍ଷ୍ମୀ ଚାନ୍ଦ | ନାକଫୁଲ | ତୀରତରଙ୍ଗ | ପୂଜା ସଂଖ୍ୟା |
106 | ଲକ୍ଷ୍ମୀପ୍ରିୟା ଓଝା | ଦୀପ ତଳ ଅନ୍ଧାର | ଯୁବପ୍ରଭା | ଶାରଦୀୟ ବିଶେଷାଙ୍କ |
107 | ଲୋପାମୁଦ୍ରା ପରିଡ଼ା | ପାଗଳ | କଥା ଉତ୍କଳ | ବାର୍ଷିକ ସଂଖ୍ୟା |
- Get link
- X
- Other Apps
Mala Megha by Dr. Biraja Routray touches upon a pertinent issue of the society. By shedding light on the live-in relationship between Aman and Tanima, it exposes the frustration and agony of the youths of the current generation who hardly care for the repercussions of their acts. Further, this story mirrors a deeper sense of insecurity and social stigma associated with this live-in relationship. The unique narrative style holds the readers in a tight grip from the beginning to end.
ReplyDeleteଧନ୍ୟବାଦ । ଗପଗୁଡ଼ିକର ନାମ, ଲେଖକ ଓ ପତ୍ରିକାର ନାମ ବାଦ ଦେଇ କୋଡ ମାଧ୍ୟମରେ ପାଠକମାନଙ୍କ ନିକଟକୁ ସେମାନଙ୍କ ବିବେଚନା ପାଇଁ ପଠାଯାଇଥାଏ । ଆପଣ ଏହି Blind Reading ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ କି ? 9437038015 ରେ ଯୋଗାଯୋଗ କରିବାକୁ ଅନୁରୋଧ ।
Deleteସରଳ ସାର,
ReplyDeleteମୁଁ ଏଥିରେ ଅଂଶ ଗ୍ରହଣ କରିବାକୁ ଚାହେଁ ।
ଫୋନରେ ଯୋଗାଯୋଗ କରନ୍ତୁ
Delete