ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ
ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍ୟଥା ହୋଇଥାଏ ତେବେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ପରବର୍ତ୍ତୀ ସମୟରେ ଜଣା ପଡିଲେ ସେହି ଭଳି ଗପକୁ ପ୍ରକ୍ରିୟାରୁ ବାଦ ଦିଆଯିବ ।
ସରଳ କୁମାର ଦାସ
କ୍ରମିକ ସଂଖ୍ୟା | ଲେଖକ | ଗଳ୍ପର ନାମ | କେଉଁଠି(ପତ୍ରିକା ଇତ୍ୟାଦି) | ପ୍ରକାଶନ ସଂଖ୍ୟା/ ତାରିଖ |
1 | ଅଜୟ ମହାପାତ୍ର | କୋଟା | କଥା କଳିକା | ନଭେମ୍ୱର |
2 | ଅଜୟ ମହାଲା | କାଳୀ | ସାହିତ୍ୟ ଚର୍ଚ୍ଚା | ଅଗଷ୍ଟ |
3 | ଅଜୟ ସ୍ୱାଇଁ | ମଧୁୁମାଳତୀର ଲୁହ | କଥା | ଜୁନ |
4 | ଅଧ୍ୟାପକ ବିଶ୍ୱରଂଜନ | ଶୁଆ କହେ ଶାରୀ ଲୋ | ଝଙ୍କାର | ଏପ୍ରିଲ |
5 | ଅନୀଲ କୁମାର ପାଢୀ | ମୁଖା | ନନ୍ଦିକା | ଏପ୍ରିଲ |
6 | ଅନୁକମ୍ପା ପହି | ଉପହାର | ନନ୍ଦିକା | ମାର୍ଚ୍ଚ |
7 | ଅନ୍ନପୂର୍ଣ୍ଣା ମହାନ୍ତି | ଅଭିମନ୍ୟୁ | ନବଲିପି | ପୂଜା ସଂଖ୍ୟା |
8 | ଅନ୍ତର୍ଯ୍ୟାମୀ ମିଶ୍ର | ବାପା ଓ ଦେଶ | କଥା | ଅକ୍ଟୋବର |
9 | ଅବନ୍ତୀ ବେହେରା | ଅରକ୍ଷଣୀୟା | ପ୍ରାଚୀତାରା | ବିଷୁବ ସଂଖ୍ୟା |
10 | ଅମରେଶ ବିଶ୍ୱାଳ | ଦୁଇ ବର୍ଷ ଅଠର ଦିନ | ସମ୍ୱାଦ | ବାର୍ଷିକ ସଂଖ୍ୟା |
11 | ଅମିୟ ବେଜ୍ | ଚିତ୍ରକର | କାଦମ୍ୱିନୀ | ଏପ୍ରିଲ |
12 | ଅମୂଲ୍ୟମଣି ମିଶ୍ର | କର୍ଣ୍ଣର ସିଟ | କଥା | ଡିସେମ୍ୱର |
13 | ଅରବିନ୍ଦ ଦାସ | ଆଫଗାନି କବାବ | ଅଗ୍ନିରୂପା | ଅକ୍ଟୋବର |
14 | ଅରବିନ୍ଦ ପଟ୍ଟନାୟକ | କେମିତି ଅଛ ବାସବଦତ୍ତା | ଝଙ୍କାର | ଜୁନ |
15 | ଅରବିନ୍ଦ ରାୟ | ମଦାଳସାର ଗୀତ | କଥା | ଜୁନ |
16 | ଅର୍ଚ୍ଚନା ନାୟକ | ରାଜପୁରୁଷ | ଅମୃତାୟନ | ଫେବୃଆରୀ-ମାର୍ଚ୍ଚ |
17 | ଅର୍ଜୁନ ପୃଷ୍ଟି | ଯଶୋଦା | ସତ୍ୟବାଦୀ | ଅକ୍ଟୋବର |
18 | ଅଳକା ଚାନ୍ଦ | ପ୍ରକାଶ ଉତ୍ସବ | ଝଙ୍କାର | ଜାନୁଆରୀ |
19 | ଅଶୋକ କୁମାର ପଟ୍ଟନାୟକ | ‘ନୁ’ ଏକ ଆହତ ପ୍ରଜାପତି | ଚନ୍ଦନଧାରା | ପୂଜା ସଂଖ୍ୟା |
20 | ଅଶ୍ୱିନୀ କୁମାର ମହାନ୍ତି | ନର୍କପୁରୀ | ଘାସଫୁଲ | ପୂଜା ସଂଖ୍ୟା |
21 | ଆଦିକନ୍ଦ ସାହୁ | ବୃକ୍ଷଦେବତା | ଅକ୍ଷାଂଶ | ପୂଜା ସଂଖ୍ୟା |
22 | ଆଦିତେଶ୍ୱର ମିଶ୍ର | ଭୁର୍କୁଣ୍ଡୁ ... ଏ ଭୁର୍କୁଣ୍ଡୁ | କାଦମ୍ୱିନୀ | ଏପ୍ରିଲ |
23 | ଆନନ୍ଦ ଚନ୍ଦ୍ର ପହି | ଅନ୍ତରଙ୍ଗ ଅଙ୍ଗନ | ଅପୂର୍ବା | ପୂଜା ସଂଖ୍ୟା |
24 | ଆରତି କର | ଅନାହୂତ | ସତ୍ୟବାଦୀ | ଅକ୍ଟୋବର |
25 | ଆର୍ଯ୍ୟ ଯଜ୍ଞଦତ୍ତ | ଅଶନି | ଶୋଭନା | ଅକ୍ଟୋବର |
26 | ଇନ୍ଦିରା ଦାଶ | ୟୁସୁଫ ମହମଦ | ସମାରୋହ | ପୂଜା ସଂଖ୍ୟା |
27 | ଇନ୍ଦୁଲତା ମହାନ୍ତି | ଜାନକୀର ଦୁଃଖ-ସୁଖ | କଥା | ମାର୍ଚ୍ଚ |
28 | ଉଦୟ ନାରାୟଣ ଦାସ | ପ୍ରାପ୍ତି | ରେବତୀ | ନଭେମ୍ୱର |
29 | ଏକତା ପଣ୍ଡା | ଅବାସ୍ତବ | କଥା | ଅକ୍ଟୋବର |
30 | କଇଳାଶ ପଟ୍ଟନାୟକ | କାଉ ଓ କୋକି କଥା | ଶୋଭନା | ଅକ୍ଟୋବର |
31 | କବିତା ବାରିକ | ବଇଁଶୀବାଲା | କାଦମ୍ୱିନୀ | ଅକ୍ଟୋବର |
32 | କମଳା ଶତପଥୀ | ମାଟିବାହୁଡା | ଝଙ୍କାର | ଜାନୁଆରୀ |
33 | କମଳିନୀ ମଲ୍ଲିକ | ସବୁଜିମା ତଳର ନିଆଁ | ସାହିତ୍ୟ ଗୋଧୂଳି | ପୂଜା ସଂଖ୍ୟା |
34 | କାର୍ତ୍ତିକ ଚନ୍ଦ୍ର ବାରିକ | ସତ୍ୟମ୍ ବଦ | ବର୍ତ୍ତିକା | ପୂଜା ସଂଖ୍ୟା |
35 | କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ | ଦୁଇଟି ଛେଳିଙ୍କ କାହାଣୀ | ଅର୍ପିତା | ଜାନୁଆରୀ-ମାର୍ଚ୍ଚ |
36 | କାଳନ୍ଦୀ ଚରଣ ଭଞ୍ଜ | ଜୀଅନ୍ତା ଭୂତ | ଅକ୍ଷାଂଶ | ପୂଜା ସଂଖ୍ୟା |
37 | କାଳିକିଙ୍କର | ନଷ୍ଟ ନୀଡର ପକ୍ଷୀ | ଯୁଗଶ୍ରୀ ଯୁଗନାରୀ | ନଭେମ୍ୱର |
38 | କାଳିନ୍ଦୀ ଚରଣ ଜେନା | ଭୂମିକା | ପଲକ | ପୂଜା ସଂଖ୍ୟା |
39 | କିଶୋର ଆକାଶ | ବଦଳି ଯାଉଥିବା ଦୃଶ୍ୟର ଦଲିଲ | ଝଙ୍କାର | ଫେବୃଆରୀ |
40 | କୁସୁମ ପଟେଲ | କ୍ରୋଧ | ଅମୃତାୟନ | ପୂଜା ସଂଖ୍ୟା |
41 | କୃପାସାଗର ସାହୁ | ଦମଦମର ଦିଦି ଗୋ | କଥା | ଜୁଲାଇ |
42 | କେଶବ ଚନ୍ଦ୍ର ରାଉତରାୟ | ରମା ଅପା | ଗୋକର୍ଣ୍ଣିକା | ଜାନୁଆରୀ |
43 | କୈଳାସ ଚନ୍ଦ୍ର ପାତ୍ର | ଅନୁତ୍ତରିତ ବୋଝ | ସତ୍ୟବାଦୀ | ଜୁଲାଇ |
44 | ଗଂଗାଧର ବିଶ୍ୱାଳ | ସ୍ତନ୍ୟପାୟୀ | ନନ୍ଦିକା | ଜାନୁଆରୀ |
45 | ଗଣେଶ୍ୱର ଜେନା | ମହକ ଗୋଲାପର | କଥାକଳିକା | ମାର୍ଚ୍ଚ |
46 | ଗାୟତ୍ରୀ ଆର୍ଯ୍ୟ | ମଦନାସୁନ୍ଦରୀ କଥା | କଥା | ମେ |
47 | ଗାୟତ୍ରୀ ଦାସ | ଅଳକାନନ୍ଦାର ମାଛ | କାଦମ୍ୱିନୀ | ଏପ୍ରିଲ |
48 | ଗାୟତ୍ରୀ ସରାଫ | ନିରବତାର ସ୍ୱର | ସମ୍ୱାଦ | ବାର୍ଷିକ ସଂଖ୍ୟା |
49 | ଗିରିଜା ଶଙ୍କର ମିଶ୍ର | ବଇନି | କଥା | ଡିିସେମ୍ୱର |
50 | ଗିରୀଶ ସାହୁ | ଗ୍ରାହକ ଈଶ୍ୱର | ଶୋଭନା | ଅକ୍ଟୋବର |
51 | ଗୀତା ଦାସ | ମନର ମଣିଷ | ଯୁଗଶ୍ରୀ ଯୁଗନାରୀ | ମାର୍ଚ୍ଚ |
52 | ଗୁରୁଚରଣ ବେହେରା | ତଦନ୍ତ ଚାଲିଛି | ଝଙ୍କାର | ମେ |
53 | ଗୋଲାପ ମଞ୍ଜରୀ କର | ମୁକ୍ତି | କଥା | ନଭେମ୍ୱର |
54 | ଗୌରହରି ଦାସ | ମୁଁ ତ ଯାଉଛି | କାହାଣୀ | ପୂଜା ସଂଖ୍ୟା |
55 | ଘନବିହାରୀ ମହାରଣା | ଅମ୍ଳଜାନ | କଥା | ନଭେମ୍ୱର |
56 | ଚନ୍ଦ୍ରମୋହନ ମହାପାତ୍ର | ଶବ୍ଦବ୍ରହ୍ମ | ଝଙ୍କାର | ଡିସେମ୍ୱର |
57 | ଚିତ୍ତରଂଜନ ଚିରଞ୍ଜିତ | ସତୀଚଉରା | କଥା | ଏପ୍ରିଲ |
58 | ଚିତ୍ତରଞ୍ଜନ ତ୍ରିପାଠୀ | ଯିଏ ଯାହା ବାଟରେ | ପଞ୍ଚବଟୀ | ପୂଜା ସଂଖ୍ୟା |
59 | ଚିିନ୍ମୟୀ ବାରିକ | ବାପାଙ୍କ ତିନୋଟି ସ୍କେଚ | ନିତିଦିନ | 1 ଅଗଷ୍ଟ |
60 | ଚିରଶ୍ରୀ ଇନ୍ଦ୍ରସିଂ | ଚିତ୍ରପୋଥି | ଆକାଂକ୍ଷା | ପୂଜା ସଂଖ୍ୟା |
61 | ଛନ୍ଦା ମିଶ୍ର | ଘାଆ | କଥା | ମାର୍ଚ୍ଚ |
62 | ଜନ୍ମେଜୟ ବାବୁ | ଭିନ୍ନ ଏକ ଏକଲବ୍ୟ | ସୃଜନ ସ୍ୱପ୍ନ | ଜୁଲାଇ-ସେପ୍ଟେମ୍ୱର |
63 | ଜୟନ୍ତୀ ରଥ | ନୀଳ ଜହ୍ନ | କଥା | ସେପ୍ଟେମ୍ୱର |
64 | ଜାନକୀ ବଲ୍ଲଭ ମହାପାତ୍ର | ତିଖ | ନନ୍ଦିକା | ମାର୍ଚ୍ଚ |
65 | ଜାହ୍ନବୀ ମିଶ୍ର | ସଂସାର | ଅମୃୃତାୟନ | ଜୁଲାଇ-ଅଗଷ୍ଟ |
66 | ଜ୍ୟୋତ୍ସ୍ନା ମହାନ୍ତି | ସରଳତା | ଅଗ୍ନିରୂପାା | ପୂଜା ସଂଖ୍ୟା |
67 | ଜ୍ଞାନରଞ୍ଜନ ନାୟକ | ଫୁଲଚୁଇଁ | କଥା | ନଭେମ୍ୱର |
68 | ଝରଣା ପଟ୍ଟନାୟକ | ଅତିମୁହୂର୍ତ୍ତ | କାହାଣୀ | ପୂଜା ସଂଖ୍ୟା |
69 | ତପନ ମହାପାତ୍ର | ଅଭେଦ୍ୟ ଅନ୍ଧାର | ପକ୍ଷୀଘର | ପୂଜା ସଂଖ୍ୟା |
70 | ତରୁୁଣ କୁମାର ସାହୁ | ମକର | ନବଲିିପି | ପୂଜା ସଂଖ୍ୟା |
71 | ତରୁଣକାନ୍ତି ମିଶ୍ର | ସକାଳର ଛାଇ | ସମ୍ୱାଦ | ବାର୍ଷିକ ସଂଖ୍ୟା |
72 | ତ୍ରିନାଥ ପଟ୍ଟନାୟକ | ଶାରୀ ଖୁଡି | ସତ୍ୟବାଦୀ | ମେ |
73 | ଦାଶ ବେନହୁର | ପିମ୍ପୁଡି | ସମ୍ୱାଦ | ବାର୍ଷିକ ସଂଖ୍ୟା |
74 | ଦାଶରଥୀ ଭୂୟାଁ | ସୁରତ ଏକ୍ସପ୍ରେସ | ସତ୍ୟବାଦୀ | ଅକ୍ଟୋବର |
75 | ଦିଲ୍ଲୀପ ବେହେରା | ଛାଇ | ନନ୍ଦିକା | ମେ-ଜୁନ |
76 | ଦୀପ୍ତି ପଟ୍ଟନାୟକ | ମିଛ-ସତର ବୃତ୍ତାନ୍ତ | କଥା | ନଭେମ୍ୱର |
77 | ଦୀପ୍ତିରଞ୍ଜନ ପଟ୍ଟନାୟକ | ନୀରବତାର ଦିଗବଳୟ | ଝଙ୍କାର | ବିଷୁବ ସଂଖ୍ୟା |
78 | ଦୁର୍ଯୋଧନ ଦାସ | ଶବ୍ଦର ସବ୍ୟସାଚୀ | ଝଙ୍କାର | ଫେବୃଆରୀ |
79 | ଦେବପ୍ରସାଦ ଦାଶ | ନିଃଶବ୍ଦ | ଅମୃତାୟନ | ପୂଜା ସଂଖ୍ୟା |
80 | ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର | ବଂଶିକା | କଥା | ଏପ୍ରିଲ |
81 | ଦେବବ୍ରତ ମଦନରାୟ | ମେଘଗୀତ | ସମ୍ୱାଦ | ବାର୍ଷିକ ସଂଖ୍ୟା |
82 | ଦେବାଶିଷ ସାମନ୍ତରାୟ | ପ୍ରିୟଶତ୍ରୁ | ସକାଳ | 23 ମେ |
83 | ଦେଶବନ୍ଧୁ ସ୍ୱାଇଁ | ଲଳିତା ବିଶାଖା ସମ୍ୱାଦ | କାହାଣୀ | ପୂଜା ସଂଖ୍ୟା |
84 | ଦ୍ୱିତୀ ଚନ୍ଦ୍ର ସାହୁ | ବାଘ ଡୁମାର ମନ୍ତ୍ର | କଥା | ନଭେମ୍ୱର |
85 | ନାରୁ ମହାନ୍ତି | ଧୂମଯାତ୍ରା-ଜୟଯାତ୍ରା | ଅପୂୂର୍ବା | ପୂଜା ସଂଖ୍ୟା |
86 | ନିତ୍ୟାନନ୍ଦ ପଣ୍ଡା | ପିତୃଲୋକ | ନନ୍ଦିକା | ଏପ୍ରିଲ |
87 | ନିବାରଣ ଜେନା | ଫାନ୍ଦ | ପକ୍ଷୀଘର | ପୂଜା ସଂଖ୍ୟା |
88 | ପଞ୍ଚାନନ ଦାଶ | କିଣା କନିଆ | ସତ୍ୟବାଦୀ | ମେ |
89 | ପଦ୍ମନାଭ ସାହୁ | କାହାଣୀ ହେଲେ ବି ସତ | ଆଇନା | ନବ ବର୍ଷ ସଂଖ୍ୟା |
90 | ପବିତ୍ର ପାଣିଗ୍ରାହୀ | ମର୍ଣ୍ଣିଂ ଗ୍ଲୋ | ନବଲିପି | ପୂଜା ସଂଖ୍ୟା |
91 | ପରେଶ କୁମାର ପଟ୍ଟନାୟକ | ଠାକୁରାଣୀ | ଅପୂୂର୍ବା | ପୂଜା ସଂଖ୍ୟା |
92 | ପଲ୍ଲବୀ ବାରିକ | ନିଃଶବ୍ଦ ସ୍ୱର | କଥା | ମେ |
93 | ପାରମିିତା ଶତପଥୀ | ଲକଡାଉନ ଡାଏରୀ | କଥା | ଫେବୃଆରୀ |
94 | ପାରମିତା ଷଡଙ୍ଗୀ | ଚାବି | ଝଙ୍କାର | ଫେବୃଆରୀ |
95 | ପୀତବାସ ରାଉତରାୟ | କାର୍ଯ୍ୟାଳୟ ବନାମ ଭାର୍ଯ୍ୟାଳୟ | କାହାଣୀ | ପୂଜା ସଂଖ୍ୟା |
96 | ପୁଷ୍ପାଞ୍ଜଳି କର | ସଖୀନାନୀର କାଗଜଡଙ୍ଗା | ସତ୍ୟବାଦୀ | ମାର୍ଚ୍ଚ |
97 | ପୁଷ୍ପାଞ୍ଜଳି ନାୟକ | ପରକୀୟା | ସମ୍ୱାଦ | ବାର୍ଷିକ ସଂଖ୍ୟା |
98 | ପ୍ରକାଶ ପରିଡା | ସମ୍ପାଦକ ସମୀପେଷୁ | କଥା | ଏପ୍ରିଲ |
99 | ପ୍ରକାଶ ମହାପାତ୍ର | ପୋଚ | ଶୋଭନା | ଅକ୍ଟୋବର |
100 | ପ୍ରଜ୍ଞା ମହାନ୍ତି | ଅନିର୍ବଚନୀୟ ସମ୍ପର୍କ | ଶୋଭନା | ଡିସେମ୍ୱର |
101 | ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ | ଗୋଟେ କପ କଫି | ଅମୃତାୟନ | ଜାନୁଆରୀ |
102 | ପ୍ରତାପ ବିଶ୍ୱାଳ | ବଂଶୀ | ସତ୍ୟବାଦୀ | ଜୁଲାଇ |
103 | ପ୍ରତିଭା ରାୟ | କାନ୍ଧ ଫେରାଇ ଦିଅ | ସତ୍ୟବାଦୀ | ବାର୍ଷିକ ସଂଖ୍ୟା |
104 | ପ୍ରଦୀପ ନାୟକ | ଅଚିହ୍ନା ଭାରତ | ବରୀଶ୍ରୀ | ଜାନୁଆରୀ-ଜୁନ |
105 | ପ୍ରଦୀପ ମିଶ୍ର | ଉଡାଣ ଆତୁରତା | କଥା | ମେ |
106 | ପ୍ରଦୋଷ ମିଶ୍ର | ପରିଚୟ | ନନ୍ଦିକା | ଏପ୍ରିଲ |
107 | ପ୍ରଦ୍ୟୁମ୍ନ ପଟ୍ଟନାୟକ | ବାଙ୍ମୟ | ସମାରୋହ | ଏପ୍ରିଲ |
108 | ପ୍ରବୀଣା ମହାନ୍ତି | ବିଶ୍ୱାସର ଡାଳପତ୍ର | ନୂଆ ସକାଳ | ପୂଜା ସଂଖ୍ୟା |
109 | ପ୍ରବୋଧ ରାଉତ | ଭୋ...ଓ | କାହାଣୀ | ପୂଜା ସଂଖ୍ୟା |
110 | ପ୍ରମିଉମିତା ଜାନା | ଅଫେରା ପଥ | କଥା | ଅକ୍ଟୋବର |
111 | ବନଜ ଦେବୀ | ତିନିଗାର | କଥା | ମେ |
112 | ବନମାଳୀ ସେନାପତି | ଅକଥିତ ପ୍ରେମ କାହାଣୀ | ପଞ୍ଚବଟୀ | ପୂଜା ସଂଖ୍ୟା |
113 | ବାସନ୍ତୀ ମହାନ୍ତି | ସେଇ ଲାଜକୁଳା ପିଲା ଓ ତିନୋଟି ପ୍ରଶ୍ନ | ଝଙ୍କାର | ମେ |
114 | ବିକାଶ କୁମାର ଜେନା | ହନିଟ୍ରାପ | କଥା | ଅକ୍ଟୋବର |
115 | ବିଚିତ୍ର ବିଶ୍ୱାଳ | ପ୍ରେମର ଜ୍ୟାମିତି | କଥା | ଜୁଲାଇ |
116 | ବିଜୟ କୁମାର ସାହୁ | କନ୍ୟାଦାନ | ପଲକ | ପୂଜା ସଂଖ୍ୟା |
117 | ବିଜୟ ନାୟକ | ରୂପାନ୍ତର | ଝଙ୍କାର | ପୂଜା ସଂଖ୍ୟା |
118 | ବିଜୟଲକ୍ଷ୍ମୀ ବଳୀୟାରସିଂହ | ଦୂର ସହରରେ ସଂଜବତି | ଶୋଭନା | ଜାନୁଆରୀ |
119 | ବିଜୟାନନ୍ଦ ସିଂହ | ଅସମାପ୍ତ ମୋହ | ନବଲିପି | ପୂଜା ସଂଖ୍ୟା |
120 | ବିଜୟିନୀ ତ୍ରିପାଠୀ | ମାନବିକତା | ଅମୃତାୟନ | ପୂଜା ସଂଖ୍ୟା |
121 | ବିଦ୍ୟାଧର ଗୁରୁ | ଫୁଲପାଖୁଡାର ନିଆଁ | ସମାରୋହ | ଡିସେମ୍ୱର |
122 | ବିନୋଦ | ଅକ୍ଷରର ଆଶା | ମହୁରୀ | ପୂଜା ସଂଖ୍ୟା |
123 | ବିନୋଦିନୀ ପାତ୍ର | ନୀଡ ବାହୁଡା | ଚିରସମର୍ଥା | ପୂଜା ସଂଖ୍ୟା |
124 | ବିପ୍ଳବ | ବାପା | ପ୍ରମେୟ | 6 ଜୁନ |
125 | ବିବିଧ ବିଶ୍ୱ | ଝଣ୍ଡୁବାମ | ପକ୍ଷୀଘର | ପୂଜା ସଂଖ୍ୟା |
126 | ବିଭୂତି ପଟ୍ଟନାୟକ | ଉଡାଜାହାଜ | ସମ୍ୱାଦ | ବାର୍ଷିକ ସଂଖ୍ୟା |
127 | ବିରଜା ମହାପାତ୍ର | ଗାମୁଛା | ପଲ୍ଲୀବାଣୀ | ସ୍ୱତନ୍ତ୍ର ସଂଖ୍ୟା |
128 | ବିରଜା ରାଉତରାୟ | କଭରଷ୍ଟୋରି | ତୀରତରଙ୍ଗ | ପାର୍ବଣ ବିଶେଷାଙ୍କ |
129 | ବୈଜୟନ୍ତୀ ମିଶ୍ର | ନୀଳପରୀ | ବୈଜୟନ୍ତୀ | ପୂଜା ସଂଖ୍ୟା |
130 | ଭାନୁମତି ସାହୁ | ବେଳାଭୂମି | ଅକ୍ଷାଂଶ | ପୂଜା ସଂଖ୍ୟା |
131 | ଭାସ୍କର ଜେନା | କୌଣସି ଏକ ଜହ୍ନରାତି ପାଇଁ | ଦିଗବଳୟ | ପୂଜା ସଂଖ୍ୟା |
132 | ଭୀମ ପୃଷ୍ଟି | କାଗଜ ମଣିଷ | ପାହାଚ | ପୂଜା ସଂଖ୍ୟା |
133 | ଭୁପେନ ମହାପାତ୍ର | ହାଡି | ନାଗରା | ଫେବୃଆରୀ |
134 | ମଞ୍ଜୁବାଳା ପଣ୍ଡା | କୁନ୍ତୀ | ଶ୍ୱେତପଦ୍ମା ପରିବାର | ବାର୍ଷିକ ସଂଖ୍ୟା |
135 | ମଧୁମିତା ମହାନ୍ତି (ମିତୁ) | କେତେ ଦୂରେ ମୋହନବଂଶୀ | କଥା କଳିକା | ପୂଜା ସଂଖ୍ୟା |
136 | ମଧୁୁସ୍ମିତା ମିଶ୍ର | ଉଷା କିରଣ | ବେଦାନ୍ତି | ସେପ୍ଟେମ୍ୱର |
137 | ମନୋଜ ଜେନା | ସତ୍ୟର କ୍ଷତ | ସତ୍ୟବାଦୀ | ମେ |
138 | ମନୋଜ ଦଳବେହେରା | ଅଭିଶପ୍ତ ଜତୁଗୃହ | ଗଳ୍ପ ଗଞ୍ଜାମ | ପୂଜା ସଂଖ୍ୟା |
139 | ମନୋଜ ମହାନ୍ତି | ପଦ୍ମବଣର ନିଆଁ | ଶୋଭନା | ଅକ୍ଟୋବର |
140 | ମନୋଜ କୁମାର ମହାପାତ୍ର | କାଠବେଙ୍ଗ | ତୀରତରଙ୍ଗ | ପାର୍ବଣ ବିଶେଷାଙ୍କ |
141 | ମମତାମୟୀ ଚୌଧୁରୀ | ଚହଳ | ଶୋଭନା | ଅକ୍ଟୋବର |
142 | ମଳୟ ମିଶ୍ର | ଜାର ପୁରୁଷ ଓ ମାୟାଦର୍ପଣର ଚିତ୍ରଲେଖାମାନଙ୍କ କଥା | ଆକାଂକ୍ଷା | ପୂଜା ସଂଖ୍ୟା |
143 | ମହାଶ୍ୱେତା ସାହୁ | ଦ୍ୱିତୀୟ ଈଶ୍ୱର | କଥା କଳିକା | ପୂଜା ସଂଖ୍ୟା |
144 | ମାନସୀ ଦାସ | ପଦ୍ମ ପୋଖରୀ | କଥା | ଏପ୍ରିଲ |
145 | ମାୟାଧର ସାହୁ | ଗୋଧୂଳି | ଗୋକର୍ଣ୍ଣିକା | ଜୁଲାଇ |
146 | ମୃଣାଳ | କରୋନାକାଳରେ ନବଘନ | କାହାଣୀ | ପୂଜା ସଂଖ୍ୟା |
147 | ମୃତ୍ୟୁଞ୍ଜୟ ଷଢଙ୍ଗୀ | ବୋଉଙ୍କ ଗାଡିଚଢା | ସମ୍ୱାଦ | ବାର୍ଷିକ ସଂଖ୍ୟା |
148 | ମୋନାଲିସା ମିଶ୍ର | ମଧୁସିକ୍ତା | ଶୋଭନା | ଜାନୁଆରୀ |
149 | ମୌସୁମୀ ଦାସ | ତନୁଅପା | ନବନୀତା | ପୂଜା ସଂଖ୍ୟା |
150 | ମୌସୁମୀ ପରିଡା | ବଉଳ ଫୁଲର ବାସ ଓ ସାୟାହ୍ନର ସଂଗୀତ | ଝଙ୍କାର | ଜୁନ |
151 | ଯଶୋଧାରା ମିଶ୍ର | କୁଟାକାଠିର ବସା | ସମ୍ୱାଦ | ବାର୍ଷିକ ସଂଖ୍ୟା |
152 | ଯଶୋବନ୍ତ ସାମଲ | ଅମରପୋଇ | ଝଙ୍କାର | ଜୁଲାଇ |
153 | ଯଶୋବନ୍ତ ସେଠୀ | ମମତା ମେସ୍ | ଅଗ୍ନିରୂୂପା | ପୂଜା ସଂଖ୍ୟା |
154 | ରଞ୍ଜନ କୁମାର ଦାସ | ଈଶ୍ୱର ଆଲ୍ଲା ତେରୋ ନାମ | କଥା | ଡିସେମ୍ୱର |
155 | ରଞ୍ଜନ ପ୍ରଧାନ | କଲଗାର୍ଲ | କଥାକଳିକା | ମେ |
156 | ରଞ୍ଜନ ସାହୁ | ପଙ୍କ | ଝଙ୍କାର | ଫେବୃଆରୀ |
157 | ରଜନୀକାନ୍ତ ମହାନ୍ତି | ଆମ୍ୱୁଲାନ୍ସ | ଅର୍ପିତା | ବିଷୁବ ସଂଖ୍ୟା |
158 | ରବି ନାରାୟଣ ଦାଶ | ଦେଖିଥିବା ଗୋଟେ ନଈବଢିର ଦୃଶ୍ୟ | କଥା | ମାର୍ଚ୍ଚ |
159 | ରବି ପଣ୍ଡା | କସ୍ତୁରୀର ବାସ୍ନା | ଝଙ୍କାର | ଏପ୍ରିଲ |
160 | ରବି ସ୍ୱାଇଁ | ଭେଙ୍କଟ ରାଓ | ସମ୍ୱାଦ | ବାର୍ଷିକ ସଂଖ୍ୟା |
161 | ରମେଶ ପଟ୍ଟନାୟକ | ବୃକ୍ଷପତିଙ୍କ କାଶ | ରଜନୀଗନ୍ଧା | ପୂଜା ସଂଖ୍ୟା |
162 | ରାଜୀବ ଗୋପାଳ ସ୍ୱାଇଁ | ଅଣାୟତ୍ତ ସମୁଦ୍ର ଓ ଶବ୍ଦହୀନ ପୃଥିବୀ | ଅର୍ପିତା | ପୂଜା ସଂଖ୍ୟା |
163 | ରାଜେନ୍ଦ୍ର ରାଉଳ | ମହେନ୍ଦ୍ର କେଳା | କଥା | ଫେବୃଆରୀ |
164 | ରାଜେଶ ପୂଜାରୀ | କୁହୁ କୁହୁ | ନିଃଶବ୍ଦ | ପୂଜା ସଂଖ୍ୟା |
165 | ରାଜ୍ୟବର୍ଦ୍ଧନ ଧଳମହାପାତ୍ର | ସ୍ଥାୟୀ ଠିକଣା | ସମ୍ୱାଦ | ବାର୍ଷିକ ସଂଖ୍ୟା |
166 | ରାଧାଶ୍ୟାମ ରାଉଳ | ଛଦ୍ମବେଶୀ | କଥା କଳିକା | ମାର୍ଚ୍ଚ |
167 | ରାମଚନ୍ଦ୍ର ବେହେରା | ଆମେ ଅପେକ୍ଷା କରିବା | ପକ୍ଷୀଘର | ପୂଜା ସଂଖ୍ୟା |
168 | ରୁମଝୁମ ନାୟକ | ଶେଷ ପୁଷ୍ପଗୁଚ୍ଛ | କଥା | ମେ |
169 | ରୋଜାଲିନି ମିଶ୍ର | ଗୌତମୀ ଆଉ କାପାଳିକ | ଶୋଭନା | ଡିସେମ୍ୱର |
170 | ଶକ୍ତିପ୍ରଭା ମିଶ୍ର | ନଟ ମଉସା | ସତ୍ୟବାଦୀ | ଜୁଲାଇ |
171 | ଶର୍ମିଷ୍ଠା ମହାପାତ୍ର | ରାତି ଅନିଦ୍ରାର କାହାଣୀ | ଝଙ୍କାର | ଜୁଲାଇ |
172 | ଶଶାଙ୍କ ପ୍ରିୟସଖା | ମୂଷା : ଏକ ପ୍ରେମ କାହାଣୀ | କଥା | ଏପ୍ରିଲ |
173 | ଶଶିକାନ୍ତ ରାଉତ | ଷ୍ଟୁଡିଓ ନମ୍ୱର ତିନ୍ | ପକ୍ଷୀଘର | ପୂଜା ସଂଖ୍ୟା |
174 | ଶାନ୍ତନୁ କୁମାର ଆଚାର୍ଯ୍ୟ | ଗଣତନ୍ତ୍ର ପାଇଁ ଶିଶୁ ବଳି | ପକ୍ଷୀଘର | ପୂଜା ସଂଖ୍ୟା |
175 | ଶାନ୍ତନୁ କୁମାର ମହାପାତ୍ର | ମାଣିକ | କଥା | ମାର୍ଚ୍ଚ |
176 | ଶିବ ମିଶ୍ର | ବିଭଙ୍ଗ ବସୁଧାର ଚିତ୍ର | କଥା | ମେ |
177 | ଶିବପଦ ସ୍ୱାଇଁ | ଅଜାଙ୍କ ଗୁମର | ଅମୃତାୟନ | ଡିସେମ୍ୱର |
178 | ଶିବାଶିଷ ପାଢୀ | ପଜିଟିବ | ସମ୍ୱାଦ କଳିକା | 18 ଜୁନ |
179 | ଶୁଭଶ୍ରୀ ତନିମା ନାୟକ | ଗୋଟେ ଲମ୍ୱା ଗ୍ରୀଷ୍ମ ଛୁଟି | କଥା | ଅକ୍ଟୋବର |
180 | ଶୁଭଶ୍ରୀ ମହାରଣା | ମାଉଜର | କଥା | ଫେବୃଆରୀ |
181 | ଶୁଭସ୍ମିତା ସାହୁ | ପ୍ରେମର ବୟସ | ପ୍ରତିଲିପି | 18 ଜୁନ |
182 | ଶୁଭ୍ରାଂଶୁ ପଣ୍ଡା | ବୁଢା ରଜା | କଥା | ଡିସେମ୍ୱର |
183 | ଶୈଳେନ୍ଦ୍ର କୁମାର ଜେନା | ଚନ୍ଦ୍ରଛାୟା | ସୌରଭ | ପୂଜା ସଂଖ୍ୟା |
184 | ଶ୍ରୀନିବାସ ପଣ୍ଡା | ଅସ୍ତାଚଳର ଅରୁଣିମା | ଶୋଭନା | ମେ |
185 | ଶ୍ରୀନିବାସ ସେଠୀ | ଆସ୍ଥା | ସତ୍ୟବାଦୀ | ଡିସେମ୍ୱର |
186 | ଶ୍ରୀପ୍ରସାଦ ମହାନ୍ତି | ବାଟ ଖୋଜୁଥିବା ଲୋକମାନେ | କଥା | ଫେବୃଆରୀ |
187 | ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ | ବୁଢାଟା ଚାଲିଗଲା ବୋଧେ | କଥା | ଅକ୍ଟୋବର |
188 | ସଂଘମିତ୍ରା ଭଞ୍ଜ | ବାମନର ଆତ୍ମା | କଥା | ଜୁଲାଇ |
189 | ସଂଜୟ ପଣ୍ଡା | ଜହ୍ଲାଦ | କାଦମ୍ୱିନୀ | ସେପ୍ଟେମ୍ୱର |
190 | ସଂଜୟ ଭଟ୍ଟ | ଧୂଳି | ପକ୍ଷୀଘର | ପୂଜା ସଂଖ୍ୟା |
191 | ସଂଜୀବ ଚନ୍ଦ୍ର ହୋତା | ନାଗ ମାୟା | କାହାଣୀ | ପୂଜା ସଂଖ୍ୟା |
192 | ସଂପ୍ରୀତି ଶତଭିଷା | ମନ ସେପାଖ ଅନ୍ଧକାର | ପଶ୍ଚିମା | ପୂଜା ସଂଖ୍ୟା |
193 | ସଂଯୁକ୍ତା ମହାନ୍ତି | ଏକ ବାସ୍ନାୟିତ ରାତିର ଅପେକ୍ଷାରେ | ସମାରୋହ | ପୂଜା ସଂଖ୍ୟା |
194 | ସଚ୍ଚିଦାନନ୍ଦ କର | ପାପ ସବୁ ଧୋଇଗଲା ପରେ | ପଞ୍ଚବଟୀ | ପୂଜା ସଂଖ୍ୟା |
195 | ସତ୍ୟ ମିଶ୍ର | ମରି ନଥିବା ମଣିଷ | ସମ୍ୱାଦ | ବାର୍ଷିକ ସଂଖ୍ୟା |
196 | ସତ୍ୟରଞ୍ଜନ ମିଶ୍ର | ଲେଉଟିଆ ଶାଗ | କଥା | ଅକ୍ଟୋବର |
197 | ସଦାନନ୍ଦ ତ୍ରିପାଠୀ | ନଟୁ | ଝଙ୍କାର | ପୂଜା ସଂଖ୍ୟା |
198 | ସମରେନ୍ଦ୍ର ବଳିଆରସିଂହ | ଅନ୍ତଃସ୍ୱର | ସାହିିତ୍ୟ ଦର୍ପଣ | ବିଷୁୁବ ସଂଖ୍ୟା |
199 | ସରସ୍ୱତୀ ବେହେରା | ଆଶା | କାଦମ୍ୱିନୀ | ମାର୍ଚ୍ଚ |
200 | ସରୋଜିନୀ ମିଶ୍ର | ପରିଚୟ | ଯୁଗଶ୍ରୀ ଯୁଗନାରୀ | ଜାନୁଆରୀ |
201 | ସରୋଜିନୀ ଷଡଙ୍ଗୀ | ଜୀବନପୃଷ୍ଠା | ସମାରୋହ | ପୂଜା ସଂଖ୍ୟା |
202 | ସରୋଜିନୀ ସାହୁ | ଗୋଟିଏ ନାଟକର ଶେଷ ଦୃଶ୍ୟ ଏମିତି ଥିଲା | କଥା | ଫେବୃଆରୀ |
203 | ସହଦେବ ସାହୁ | ଜିଗୋଲୋ | ଝଙ୍କାର | ବିଷୁବ ସଂଖ୍ୟା |
204 | ସାଇଜ୍ୟୋତି ପ୍ରଧାନ | ବଣଫୁଲ | କାଦମ୍ୱିନୀ | ଏପ୍ରିଲ |
205 | ସୀତେଶ ତ୍ରିପାଠୀ | ଜୀବନ୍ୟାସ | କଥା | ଫେବୃଆରୀ |
206 | ସୁକାନ୍ତ ସାହୁ | କଣ୍ଟାକ୍ଟଟ୍ରେସିଂ | ଧରିତ୍ରୀ | 2 ମେ |
207 | ସୁଜାତା ମହାପାତ୍ର | କୁନ୍ଦନାନୀ | ସାହିତ୍ୟ ଦର୍ପଣ | ପୂଜା ସଂଖ୍ୟା |
208 | ସୁନନ୍ଦା ପ୍ରଧାନ | ଦେବୀ | ସକାଳ | 10 ଅକ୍ଟୋବର |
209 | ସୁନୀତି ଦେବୀ | ଅନ୍ୟ ଏକ ସିଦ୍ଧାର୍ଥ | ଚନ୍ଦନଧାରା | ପୂଜା ସଂଖ୍ୟା |
210 | ସୁନୀଲ ବୋଷ | ଗାନ୍ଧୀଙ୍କ ଚଷମା | ଓଡିଶା ଏକ୍ସପ୍ରେସ | 25 ମାର୍ଚ୍ଚ |
211 | ସୁନୀଲ ମିଶ୍ର ‘ମୈତ୍ରେୟ’ | ଗଣିକା ବଧୂ | ଶୋଭନା | ଜାନୁୁଆରୀ |
212 | ସୁପ୍ରିୟା ପଣ୍ଡା | ଲାଇଟ କ୍ୟାମେରା, ଆକ୍ସନ | ଶୋଭନା | ଅକ୍ଟୋବର |
213 | ସୁପ୍ରିୟା ମଲ୍ଲିକ | ଅଦୃୂର | ନିତିିଦିନ | 10 ଜାନୁଆରୀ |
214 | ସୁବାସ ଚନ୍ଦ୍ର ଜେନା | ଅସ୍ତରାଗ | ଅକ୍ଷାଂଶ | ପୂଜା ସଂଖ୍ୟା |
215 | ସୁବାସିନୀ ଲେଙ୍କା | ସମର୍ପିତ ଜୀବନ | ଝଙ୍କାର | ଜୁଲାଇ |
216 | ସୁବିଦ୍ୟା ଦେବୀ | ଅପତ୍ୟ | ସୁଲେଖା | ପୂଜା ସଂଖ୍ୟା |
217 | ସୁବ୍ରତ କୁମାର ସେନାପତି | ଖୁଚୁରା | ପଶ୍ଚିମା | ପୂଜା ସଂଖ୍ୟା |
218 | ସୁମିତ୍ରା ମିଶ୍ର | ଚକ୍ଷୁଦାନ | କାହାଣୀ | ପୂଜା ସଂଖ୍ୟା |
219 | ସୁରେନ୍ଦ୍ର ମିଶ୍ର | କୁଆଁତାରା | ନନ୍ଦିକା | ଜାନୁଆରୀ |
220 | ସୁରେଶ ଛୋଟରାୟ | ମୁଠାଏ ପ୍ରଜାପତିର ଡେଣା | ଶୋଭନା | ଏପ୍ରିଲ |
221 | ସୁଶୀଳ କୁମାର ନନ୍ଦ | ରାଗବୈରାଗ୍ୟ | ଚିରସ୍ରୋତା ମହାନଦୀ | ଜାନୁଆରୀ |
222 | ସୁଶିଳ ପ୍ରଧାନ | ମାଛି | କଥା | ସେପ୍ଟେମ୍ୱର |
223 | ସୁଶୀଲ କୁମାର ପ୍ରଧାନ | ନିରବତାର ଝଙ୍କାର | ସତ୍ୟବାଦୀ | ଅକ୍ଟୋବର |
224 | ସୁଷମା ପରିଜା | ପ୍ରାୟଶ୍ଚିତ | ନନ୍ଦିକା | ଫେବୃଆରୀ |
225 | ସୁଲେଖା ସାମନ୍ତରାୟ | ମୃତ୍ୟୁ ଘେରରେ ଅପେକ୍ଷାରତ ମା | ଶ୍ୱେତ ସଙ୍କେତ | ପୂଜା ସଂଖ୍ୟା |
226 | ସୂର୍ଯ୍ୟସ୍ନାତ ତ୍ରିପାଠୀ | ପଞ୍ଜୁରି ଖୋଲି ଉଡିଯାଇଥିବା କିଛି ପକ୍ଷୀଙ୍କ ଗପ | କଥା | ଅଗଷ୍ଟ |
227 | ସୋମନାଥ ବିଷୋୟୀ | ପ୍ରତିବିମ୍ୱ | ଝଙ୍କାର | ଡିସେମ୍ୱର |
228 | ସୋମା ଚାନ୍ଦ | କୁହୁଡିର ଘର | କଥା କଳିକା | ପୂଜା ସଂଖ୍ୟା |
229 | ସୌମ୍ୟରଞ୍ଜନ କ୍ଷେତୀ | ବଏଲାରେ | କଥା | ଅକ୍ଟୋବର |
230 | ସ୍ଥିତପ୍ରଜ୍ଞା ପାଣିଗ୍ରାହୀ | ମୋ ବୋଉର ଶାଶୁ | କଥା | ଅକ୍ଟୋବର |
231 | ସ୍ନେହଲତା ନାୟକ | ବଦଳି ଯାଇଥିବା ପୃଥିବୀ | ପଲକ | ପୂଜା ସଂଖ୍ୟା |
232 | ସ୍ନେହଲତା ପୃଷ୍ଟି | ଚୂଲିମୁଣ୍ଡରେ ଚଇତି | କଥା | ସେପ୍ଟେମ୍ୱର |
233 | ସ୍ୱର୍ଣ୍ଣଲତା ମହାପାତ୍ର | ଅର୍ଦ୍ଧସତ୍ୟ | କଥା | ଡିିସେମ୍ୱର |
234 | ସ୍ୱପ୍ନା ମିଶ୍ର | ଉଦବାସ୍ତୁ | ରେବତୀ | ଫେବୃଆରୀ |
235 | ସ୍ୱାଗତ କୁମାର ପଣ୍ଡା | ଚୁକ୍ତି | ଅର୍ପିତା | ପୂଜା ସଂଖ୍ୟା |
236 | ସ୍ୱାଗତିକା ମିଶ୍ର | ନିରୁଦ୍ଦିଷ୍ଟ ନାୟିକା | କଥା | ଅକ୍ଟୋବର |
237 | ସ୍ୱାଗତିକା ସେଠୀ | ଅପାସୋରା | ମହୁରୀ | ପୂଜା ସଂଖ୍ୟା |
238 | ସ୍ମୃତି ଦାସ | ମନପକ୍ଷୀ | ଯୁଗଶ୍ରୀ ଯୁଗନାରୀ | ପୂଜା ସଂଖ୍ୟା |
239 | ସ୍ମୃୃତି ପଟ୍ଟନାୟକ | କିଛି କିଛି ମୁହୂର୍ତ୍ତର ଅନ୍ତରାଳରେ | ଅମୃୃତାୟନ | ପୂଜା ସଂଖ୍ୟା |
240 | ହରିପ୍ରିୟା ପଟ୍ଟନାୟକ | ନିର୍ବାଣ | ଅର୍ପିତା | ବିଷୁବ ସଂଖ୍ୟା |
241 | ହଳଧର ପଣ୍ଡା | ଗାନ୍ଧିଟୋପି | ବୈଜୟନ୍ତୀ | ପୂଜା ସଂଖ୍ୟା |
242 | ହିରଣ୍ମୟୀ ମିଶ୍ର | ଦୂର ଅନ୍ଧାର | ଆଟବିକ | ଜାନୁଆରୀ |
243 | ହେମନ୍ତ କୁମାର ଘୋଷାଲ | ରାତ୍ରି ଯେତେ ଭୟଙ୍କର ହେଉନା କାହିଁକି, ସକାଳର କଥା ତା’ଠାରୁ ଭିନ୍ନ | ନନ୍ଦିକା | ମାର୍ଚ୍ଚ |
244 | କ୍ଷୀରାବ୍ଧି ତନୟା ବିଶ୍ୱାଳ | ଧୋକା | କଥା | ମାର୍ଚ୍ଚ |
245 | କ୍ଷୀରୋଦ ଦାସ | ଗୋଟିଏ ଭଲ ଦିନ | ସମ୍ୱାଦ | ବାର୍ଷିକ ସଂଖ୍ୟା |
246 | କ୍ଷୀରୋଦ ବିଶ୍ୱାଳ | ଅତଏବ | କଥା | ମେ |
247 | ଲକ୍ଷ୍ମଣ କୁମାର | କାଗଜଡଙ୍ଗାର ଦିନ ସବୁ | କଥା | ଅଗଷ୍ଟ |
248 | ଲକ୍ଷ୍ମୀ ଚାନ୍ଦ | ଅକଡ | ତୀରତରଙ୍ଗ | ପାର୍ବଣ ସଂଖ୍ୟା |
249 | ଲକ୍ଷ୍ମୀ ନାରାୟଣ ପଣ୍ଡା | ନଡିଆ | ସୃଜନସ୍ୱପ୍ନ | ନଭେମ୍ୱର |
250 | ଲକ୍ଷ୍ମୀପ୍ରିୟା ଓଝା | କିନୋରର କଳାଦାଗ | ଯୁୁବପ୍ରଭା | ଶରତ ସଂଖ୍ୟା |
251 | ଲିପସା ପଟେଲ | ଆଜନ୍ମ ପ୍ରେମରେ | ଅମୃତାୟନ | ଏପ୍ରିଲ |
252 | ଲୋପାମୁଦ୍ରା ପରିଡା | ଗୋଟେ ଭୋର | ପ୍ରଜାତନ୍ତ୍ର | 28 ଫେବୃଆରୀ |
- Get link
- Other Apps
Labels
ଓଡିଆ କ୍ଷୁଦ୍ରଗଳ୍ପ 2021
Labels:
ଓଡିଆ କ୍ଷୁଦ୍ରଗଳ୍ପ 2021
Location: Bhubaneswar
Odisha, India
- Get link
- Other Apps
ସୁନ୍ଦର ପ୍ରୟାସ..ଶୁଭକାମନା
ReplyDeleteଧନ୍ୟବାଦ
Deleteବହୁତ ସୁନ୍ଦର ପ୍ରୟାସ ସାର୍🙏
ReplyDeleteଧନ୍ୟବାଦ
Deleteଆପଣଙ୍କର ଏ ପ୍ରୟାସ ଅତ୍ଯନ୍ତ ପ୍ରଶଂସନୀୟ ଏବଂ ବେଶ୍ ଉପାଦେୟ । ଏହି ବିରଳ ତଥ୍ଯଭିତ୍ତିକ କାର୍ଯ୍ୟ ପାଇଁ ସରଳ ସାର୍ ଙ୍କୁ ପ୍ରଣାମ।
ReplyDeleteଧନ୍ୟବାଦ
Deleteସୁନ୍ଦର ପ୍ରୟାସ , ଅଭିନନ୍ଦନ
ReplyDeleteଧନ୍ୟବାଦ
Deleteଅତି ସୁନ୍ଦର ମହତ ଉଦ୍ୟମ।ସାଧୁବାଦ ସରଳ ସାର୍ ନମସ୍କାର
Deleteଧନ୍ୟବାଦ
Deleteବହୁତ ଭଲ। ପ୍ରବନ୍ଧ, ନିବନ୍ଧ ପ୍ରତି ମଧ୍ୟ ଶୁଭ ଦୃଷ୍ଟି ଦେବାକୁ ଅନୁରୋଧ ।
ReplyDeleteବହୁ ଦୃଷ୍ଟିରୁ ଏହା ଓଡିଆ କଥା ସାହିତ୍ୟର ଷ୍ଟାଟିଷ୍ଟିକସ ଓ ପ୍ରେରଣାଦାୟୀ ପ୍ରୋଜେକ୍ଟ... ଅଭିନନ୍ଦନ ଓ ଶୁଭେଚ୍ଛା ସରଳବାବୁ....!
ReplyDelete