ଓଡିଆ କ୍ଷୁଦ୍ରଗଳ୍ପ 2021
ଓଡିଆ ଭାଷାରେ 2021(ଜାନୁଆରୀରୁ ଡିସେମ୍ୱର) ମଧ୍ୟରେ ପ୍ରକାଶିତ 1600ରୁ ଊର୍ଦ୍ଧ୍ୱ ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ କ୍ଷୁଦ୍ରଗଳ୍ପର ସୂଚନା ଏଠାରେ ସ୍ଥାନିତ ହୋଇଛି । ଏଥିରେ ପତ୍ରପତ୍ରିକାରେ ପ୍ରକାଶ ପାଇଥିବା 3061ଟି, ବିଭିନ୍ନ ସମ୍ୱାଦପତ୍ରରେ ପ୍ରକାଶିତ 820ଟି, ମୁଖପତ୍ର, ସଂକଳନ ଆଦିରେ ପ୍ରକାଶିତ 145ଟି ଓ ଡିଜିଟାଲ ମଞ୍ଚରେ ପ୍ରକାଶିତ 2114ଟି ଗପର ସୂଚନା ସ୍ଥାନ ପାଇଛି । ହ୍ୱାଟସଆପ ଓ ଫେସବୁକରେ ପ୍ରକାଶିତ ଗପଗୁଡିକୁ ନିଆ ଯାଇ ନ ଥିବା ବେଳେ ନିୟମିତ ଭାବେ ପ୍ରକାଶ ପାଉଥିବା ୱେବ ପତ୍ରିକାର ଗପଗୁଡିକୁ ନିଆଯାଇଛି । ତେବେ ‘ପ୍ରତିଲିପି’ ଡିଜିଟାଲ ମଞ୍ଚରେ ଶତାଧିକ ଲେଖକଙ୍କର ଗପ ଓ କିଛି ଲେଖକଙ୍କର ଉପନ୍ୟାସିକା, କବିତା, ଫିଚର ସହ ଶହ ଶହ ଗପ ଏକତ୍ର ପ୍ରକାଶ ପାଇଥିବାରୁ ସବୁ ଲେଖକଙ୍କ ସବୁ ଲେଖା ସମ୍ପର୍କରେ ସୂଚନା ଦିଆଯାଇ ପାରିନାହିଁ । ସେହି ମଞ୍ଚର କିଛି ଲେଖକଙ୍କର ଗପର ସୂଚନା ଦିଆଯାଇଥିବା ବେଳେ ଅନ୍ୟ କିଛି ଲେଖକଙ୍କର ଲେଖାର ଲିଙ୍କର ସୂଚନା ଦିଆଯାଇଛି । ପାଠକମାନେ ଚାହିଁଲେ ସମ୍ପୃକ୍ତ ଲେଖକଙ୍କ ଲିଙ୍କକୁ ଯାଇ ତାଙ୍କ ଗପଗୁଡିକର ସୂଚନା ପାଇପାରିବେ । ‘ଷ୍ଟୋରି ମିରର’ ଡିଜିଟାଲ ମଞ୍ଚରେ ପ୍ରକାଶିତ ଗପଗୁଡିକର ପ୍ରକାଶନ ତାରିଖ ଜାଣି ହେଉ ନଥିବାରୁ ସେଗୁଡିକର ସୂଚନା ସ୍ଥାନିତ କରି ହୋଇନାହିଁ । କିଛି ପତ୍ରିକା ବିଭିନ୍ନ ଲେଖକଙ୍କ ପୂର୍ବ ପ୍ରକାଶିତ ଗପଗୁଡିକୁ ମଧ୍ୟ ପ୍ରକାଶ କରିଛନ୍ତି । ସେଗୁଡିକୁ ଯଥାସମ୍ଭବ ବାଦ ଦିଆଯାଇଛି । ଏହା ସତ୍ତ୍ୱେ କିଛି ପୂର୍ବ ପ୍ରକାଶିତ ଗପ ଏହି ତାଲିକାରେ ରହି ଯାଇଥାଇପାରେ । ସେହିପରି ସୂଚନା ଅଭାବରୁ 2021ରେ ପ୍ରକାଶିତ କିଛି ଗପ ତାଲିକାରେ ସ୍ଥାନ ପାଇ ନ ଥାଇପାରେ । ଲେଖକ ଓ ପାଠକମାନେ ସେ ସମ୍ପର୍କରେ ଅବଗତ କରାଇ ହ୍ୱାଟସଆପ (9437038015) ବା ଇମେଲ (saral_das@yahoo.co.in ) ରେ ଜଣାଇଲେ ତ୍ରୁଟି ସଂଶୋଧନ କରା ଯାଇପାରିବ । ଏହି ତଥ୍ୟ ସଂଗ୍ରହରେ ସାହାଯ୍ୟ କରିଥିବା ସମସ୍ତ ଲେଖକ, ସମ୍ପାଦକ ଓ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଆଶା କରେ, ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷ ଓଡିଆରେ ପ୍ରକାଶିତ ଗପଗୁଡିକର ସୂଚନା ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଥିବାରୁ ତାହା ପାଠକ, ଲେଖକ, ସମ୍ପାଦକ, ସମୀକ୍ଷକ ଓ ଗବେଷକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।
ଏଥିମଧ୍ୟରୁ
ପାଠକଙ୍କ ପସନ୍ଦର ଶ୍ରେଷ୍ଠ ଗପ ବାଛିବାର ଏକ ପ୍ରୟାସ ଆରମ୍ଭ ହୋଇଛି । ପାଠକ, ଲେଖକ ଓ ସମ୍ପାଦକମାନଙ୍କୁ
ଅନୁରୋଧ ସେମାନଙ୍କୁ ଭଲ ଲାଗିଥିବା ଗପ ସମ୍ପର୍କରେ ହ୍ୱାଟସଆପ (9437038015) ବା ଇମେଲ (saral_das@yahoo.co.in ) ମାଧ୍ୟମରେ ଜଣାଇଲେ ଏ
ବର୍ଷର ଭଲ ଗପଗୁଡିକୁ ବାଛିବାରେ ସାହାଯ୍ୟ ହେବ ।
ଧନ୍ୟବାଦ ।
ସରଳ କୁମାର ଦାସ
କ୍ରମିକ ସଂଖ୍ୟା | ଲେଖକ | ଗଳ୍ପର ନାମ | କେଉଁଠି(ପତ୍ରିକା ଇତ୍ୟାଦି) | ପ୍ରକାଶନ ସଂଖ୍ୟା/ ତାରିଖ |
1 | ଅଜୟ କୁମାର ପଟ୍ଟନାୟକ | ଲକଡାଉନ୍, ଗଣେଶ ମିସ୍ତ୍ରୀ ଓ କରୋନା ସମ୍ମାନ | ଜନସୁଧା | ଜାନୁଆରୀ-ମାର୍ଚ୍ଚ |
2 | ଅଜୟ କୁମାର ପଟ୍ଟନାୟକ | ଶବ କହୁଛି କଥା | ପ୍ରମେୟ | 19 ଡିିସେମ୍ୱର |
3 | ଅଜୟ କୁମାର ପାଳ | ଚାରା ଓ ବାଡ | ମକର ମଣ୍ଡା | ଜାନୁଆରୀ |
4 | ଅଜୟ କୁମାର ମହାନ୍ତି | ଅସମାହିତ ପ୍ରଶ୍ନ | କଥାକଳିକା | ଫେବୃଆରୀ |
5 | ଅଜୟ ମହାପାତ୍ର | ଆଚ୍ଛେଦିନ୍ | କଥାକଳିକା | ମେ |
ଦୁର୍ଘଟଣା | ଅକ୍ଷ | ଶିିଶିର ସଂଖ୍ୟା | ||
ଗାନ୍ଧୀ | ପକ୍ଷୀଘର | ପୂୂଜା ସଂଖ୍ୟା | ||
ଟେଲିଗ୍ରାମ | ସାୌରଭ | ପୂୂଜା ସଂଖ୍ୟା | ||
ଈଶ୍ୱର | ପାହାଚ | ପାର୍ବଣ ସଂଖ୍ୟା | ||
କୋଟା | କଥାକଳିକା | ନଭେମ୍ୱର | ||
6 | ଅଜୟ ମହାଲା | ସୈନିକ କବିର ଡାଏରିରୁ ପୃଷ୍ଠାଏ | ପ୍ରତିଲିପି | 09 ଜାନୁଆରୀ |
କଙ୍କିର ନୀଡ | ନନ୍ଦିକା | ଏପ୍ରିଲ | ||
ଅଫେରା ରାଇଜ | ଆଇନା | ଏପ୍ରିଲ-ଜୁନ | ||
କାଳୀ | ସାହିତ୍ୟ ଚର୍ଚ୍ଚା | ଅଗଷ୍ଟ | ||
ଶେଷ ଚିହ୍ନ | ଅଗ୍ନିରୂୂପା | ଅଗଷ୍ଟ | ||
ବୁଢୀ | ପ୍ରତିଲିପି | 19 ସେପ୍ଟେମ୍ୱର | ||
ଝର କଲମ | ଆଇନା | ପୂଜା ସଂଖ୍ୟା | ||
ଆଉ ଏକ ଶରତ | ସାହିତ୍ୟଚର୍ଚ୍ଚା | ଅକ୍ଟୋବର | ||
ଡାଲି ଆନ୍ଦୋଳନ | ପ୍ରତିଲିପି | 11 ଡିସେମ୍ୱର | ||
ଖାଲିଦ ମିଆଁର ମେହଫିଲ | ପ୍ରତିଲିପି | 11 ଡିସେମ୍ୱର | ||
7 | ଅଜୟ ସ୍ୱାଇଁ | ମଧୁମାଳତୀର ଲୁହ | କଥା | ଜୁନ |
ଠାକୁରାଣୀ | ସମ୍ୱାଦ | ବାର୍ଷିକ ବିଶେଷାଙ୍କ | ||
ଶେଷ ପ୍ରଶ୍ନ | ଆକାଂକ୍ଷା | ପୂଜା ସଂଖ୍ୟା | ||
8 | ଅଜାମ୍ୱର ମଲ୍ଲ | ମଲ୍ଲ ସାର ଚାଲିଗଲେ | ଚତୁରଙ୍ଗ | ପୂଜା ସଂଖ୍ୟା |
9 | ଅଜିତ କୁମାର ତ୍ରିପାଠୀ | ଭିନ୍ନ ମଣିଷ | ବର୍ତ୍ତିକା | ପୂଜା ସଂଖ୍ୟା |
10 | ଅଜିତ ପାଢୀ | ମାଫିଆ | ବେଦାନ୍ତୀ | ଏପ୍ରିଲ |
11 | ଅଜିତ କୁମାର ବିଶ୍ୱାଳ | ପିଆଜ | ସୁଚିତ୍ରା | ପୂଜା ସଂଖ୍ୟା |
ଶେଷ ପ୍ରଶ୍ନ | ଆକାଂକ୍ଷା | ପୂଜା ସଂଖ୍ୟା | ||
12 | ଅଜ୍ଞାନ କୁମାର ଚାନ୍ଦ | ସଂଖ୍ୟାରେଖା | ଗଳ୍ପଗଞ୍ଜାମ | ପୂଜା ସଂଖ୍ୟା |
13 | ଅଞ୍ଜନ ଚାନ୍ଦ | ରାତି ପାହି ଆସୁଛି | ନିତିଦିନ | ମାର୍ଚ୍ଚ |
ଦିନେ ଜଣେ ରାଜାଙ୍କୁ ଭେଟିଲି | କଥା | ମାର୍ଚ୍ଚ | ||
ପାନ୍ଥଶାଳାର ପଥିକମାନେ | ନନ୍ଦିକା | ମେ-ଜୁନ | ||
ଗୋଟିଏ ବଢି ଯାଉଥିବା ଦେଉଳର କଥା | ନିତିଦିନ | 20 ଜୁନ | ||
ଗୋଟିଏ ଚୋର ଗପ | ପକ୍ଷୀଘର | ପୂଜା ସଂଖ୍ୟା | ||
ଝଡରାତି, ଭଙ୍ଗାଘର ଓ ପାଞ୍ଚ ଜଣ ସହରୀ ଲୋକ | କାହାଣୀ | ପୂଜା ସଂଖ୍ୟା | ||
ସ୍ୱପ୍ନ ଶେଷରେ | ଗୌରବ | ପୂଜା ସଂଖ୍ୟା | ||
ପୁଣ୍ୟ ନଦୀର ତୀରେ | ରାଷ୍ଟ୍ରଦୀପ | ପୂଜା ସଂଖ୍ୟା | ||
ବିଚରା ଚୋର | ଶିବାନୀ | ପୂଜା ସଂଖ୍ୟା | ||
ରଜନୀ ଏଣ୍ଡ କୋମ୍ପାନୀ | ରଜନୀଗନ୍ଧା | ପୂଜା ସଂଖ୍ୟା | ||
ଭୂତବଙ୍ଗଳା ... ଏକ ରହସ୍ୟ | କଥାକଳିକା | ନଭେମ୍ୱର | ||
ଦୁର୍ଲଭର ସନ୍ଧାନରେ | ଝଙ୍କାର | ଡିିସେମ୍ୱର | ||
14 | ଅଂଜନ କୁମାର ଦାସ | ପାଗଳାର କରୋନା | ଅର୍ପଣ | ବାର୍ଷିକ ସଂଖ୍ୟା |
15 | ଅଞ୍ଜନା ବେହେରା | ପ୍ରଥମ ପ୍ରେମ | ସାହିତ୍ୟ ସୁମିତ୍ର | ମାର୍ଚ୍ଚ |
ଶଙ୍ଖା ସିନ୍ଦୁର | ସୀମାନ୍ତ | ପୂଜା ସଂଖ୍ୟା | ||
ଫୁଲମାଳ | ଗଳ୍ପଗଞ୍ଜାମ | ପୂଜା ସଂଖ୍ୟା | ||
16 | ଅଞ୍ଜଳି ଆଚାର୍ଯ୍ୟ | ବାପା | ସ୍ମୃତି ସାନ୍ତ୍ୱନା | ବିଷୁବ ସଂଖ୍ୟା |
17 | ଅଞ୍ଜଳି ଗିରି | ଆଞ୍ଜୁଳାଏ ମଲ୍ଲୀ ... | ପ୍ରତିଲିପି | 5 ମେ |
ହେମାଙ୍ଗିନୀ | ପ୍ରତିଲିପି | 7 ମେ | ||
ହନିମୁନ ... | ପ୍ରତିଲିପି | 8 ମେ | ||
ସନ୍ଦେହ .. | ପ୍ରତିଲିପି | 10 ମେ | ||
ସାତଫେରା ସାତ ବଚନ | ପ୍ରତିଲିପି | 14 ମେ | ||
ମୋନାଲିସା ... | ପ୍ରତିଲିପି | 15 ମେ | ||
ପାଷାଣୀ କନ୍ୟା | ପ୍ରତିଲିପି | 19 ମେ | ||
ଅଭିଶପ୍ତ ଘୁଙ୍ଗୁର | ପ୍ରତିଲିପି | 4 ଜୁନ | ||
ମିଳନ ଯାମିନୀରେ ... | ପ୍ରତିଲିପି | 9 ଜୁନ | ||
ଉଦଣ୍ଡୀ ସୀତା | ପ୍ରତିଲିପି | 10 ଜୁନ | ||
ମୋ ପ୍ରଥମ କବିତାର ଦୁଃଖଦ ଅନ୍ତ | ପ୍ରତିଲିପି | 25 ନଭେମ୍ୱର | ||
ସେଇ ଝିଅଟି | ପ୍ରତିଲିପି | 24 ଡିସେମ୍ୱର | ||
18 | ଅଞ୍ଜଳି ଦାସ | ଘର ବାହୁଡା | ମକର ମଣ୍ଡା | ଜାନୁଆରୀ |
19 | ଅଞ୍ଜଳିବାଳା ଦାସ | ପରିବାବାଲି | ଚାହାଣି | ପୂଜା ସଂଖ୍ୟା |
20 | ଅଞ୍ଜଳି ପଣ୍ଡା | ଏକଲା ଚାଲିବା ଝିଅ | ସାଗରିକା | ବିଷୁବ ସଂଖ୍ୟା |
ଜେମାଦେଈ | ଅକ୍ଷାଂଶ | ପୂଜା ସଂଖ୍ୟା | ||
ଦହନ | ସାଗରିକା | ପୂଜା ସଂଖ୍ୟା | ||
21 | ଅଞ୍ଜଳି ମୁଖାର୍ଜୀ | ଦୀପାଲୋକ | ସ୍ମୃତି ସାନ୍ତ୍ୱନା | ପୂଜା ସଂଖ୍ୟା |
22 | ଅଞ୍ଜୁହଂସୀ | ଫେସବୁକ ପ୍ରେମ | ପ୍ରତିଲିପି | 3 ଜାନୁଆରୀ |
ସମଲିଙ୍ଗୀ ପ୍ରେମ | ପ୍ରତିଲିପି | 9 ଜାନୁଆରୀ | ||
କାଳିଆ ବର | ପ୍ରତିଲିପି | 29 ଜାନୁଆରୀ | ||
ଅଭିଆଡି ମା | ପ୍ରତିଲିପି | 31 ଜାନୁଆରୀ | ||
ତ୍ରୁଟି କାହାର | ପ୍ରତିଲିପି | 6 ଫେବୃଆରୀ | ||
ଅଧିକାର | ପ୍ରତିଲିପି | 16 ଫେବୃଆରୀ | ||
ପକ୍ଷପାତ | ପ୍ରତିଲିପି | 17 ଫେବୃଆରୀ | ||
ଲାଷ୍ଟ ଡେଟ | ପ୍ରତିଲିପି | 29 ମାର୍ଚ୍ଚ | ||
ଶ୍ୱଶୁରଙ୍କ ଜନ୍ମଦିନ | ପ୍ରତିଲିପି | 15 ଏପ୍ରିଲ | ||
ଝିଅ ଦେଖା ଟଙ୍କା | ପ୍ରତିଲିପି | 22 ଏପ୍ରିଲ | ||
ନୂଆ ବୋହୂ | ପ୍ରତିଲିପି | 16 ଜୁଲାଇ | ||
ପଡୋଶୀ ଘରର ଝିଅ ନିକି | ପ୍ରତିଲିପି | 12 ଅଗଷ୍ଟ | ||
23 | ଅଧର ବିଶ୍ୱାଳ | ଚିଠି | ବେଦାନ୍ତୀ | ଡିସେମ୍ୱର |
24 | ଅଧ୍ୟାପକ ବିଶ୍ୱରଞ୍ଜନ | ଶୁଆ କହେ ଶାରୀଲୋ | ଝଙ୍କାର | ଏପ୍ରିଲ |
ମୁହ୍ୟମାନ ଇନ୍ଦ୍ରପ୍ରସ୍ଥ ଓ ଅବିନାଶ | ଶୋଭନା | ଏପ୍ରିଲ | ||
ମୁଁ ଓ ସେ | ରେବତୀ | ସେପ୍ଟେମ୍ୱର | ||
କାଳ | ଅମୃତାୟନ | ପୂଜା ସଂଖ୍ୟା | ||
ବିକ୍ରମ ବେତାଳ କାହାଣୀ | ଶୋଭନା | ଅକ୍ଟୋବର | ||
କବିର ସଂସାର | ପ୍ରେମ ପୃଥିବୀ | ପୂଜା ସଂଖ୍ୟା | ||
ଜହ୍ନରାତିର ମାୟା | ଭିଜାମାଟି | ପୂଜା ସଂଖ୍ୟା | ||
25 | ଅନନ୍ତ କୁମାର | ହୋଲି | ଆହ୍ୱାନ ଇ-ପତ୍ରିକା | ଏପ୍ରିଲ |
26 | ଅନନ୍ତ ଚରଣ ନାୟକ | ଋତୁମଣୀ | ଶାନ୍ତିଧାରା | ବାର୍ଷିକ ସଂଖ୍ୟା |
27 | ଅନନ୍ତ ମହାରଣା | https://odia.pratilipi.com/user/ananta-moharana-9479hr3t8u | ପ୍ରତିଲିପି - 11 ଗପ | |
28 | ଅନସୂୟା ପଣ୍ଡା | ମୋର ସେ ଏକୁଟିଆ ଦିନର ସାଥୀ | ଅଭିନନ୍ଦନ | 31 ଜାନୁଆରୀ |
ତା’ ପ୍ରେମରେ | ନିର୍ଭୟ | 7 ଫେବୃଆରୀ | ||
କଳା ବାଦଲ | ଆହ୍ୱାନ ଇ-ପତ୍ରିକା | ମାର୍ଚ୍ଚ | ||
ଏତେ ସହଜ ବି ତ ନୁହେଁ | ଆହ୍ୱାନ ଇ-ପତ୍ରିକା | ମେ | ||
ସପ୍ଟ ପୁରୀ | ଅଭିନନ୍ଦନ | 1 ଅଗଷ୍ଟ | ||
29 | ଅନସୂୟା ପଣ୍ଡା | ପ୍ରେମଠାରୁ ଅଧିକ | ଚିହ୍ନ | ମାର୍ଚ୍ଚ |
ଉଜୁଡା ପରିବାର | ଓଡିଶା ଭାସ୍କର | 18 ଜୁଲାଇ | ||
ଅପାତ୍ରରେ ଦାନ | ଓଡିଶା ଭାସ୍କର | 29 ଅଗଷ୍ଟ | ||
ଅସ୍ତମିତ ପରମେଶ୍ୱର | ପ୍ରଜାତନ୍ତ୍ର | 12 ସେପ୍ଟେମ୍ୱର | ||
ଶୂନ୍ୟ ସୀମନ୍ତିନୀ | ଓଡିଶା ଭାସ୍କର | 26 ସେପ୍ଟେମ୍ୱର | ||
ଛଳନାର ବାଲିଘର | ଓଡିଶା ଭାସ୍କର | 3 ଅକ୍ଟୋବର | ||
ଚାତକ ପକ୍ଷୀ | ଓଡିଶା ଭାସ୍କର | 10 ଅକ୍ଟୋବର | ||
ଅନ୍ୟ ଗାଁ ମଶାଣି | ଯୁବପ୍ରଭା | ପୂଜା ସଂଖ୍ୟା | ||
ଶୁଭାଙ୍ଗୀ | ପରିଚୟ | ପୂଜା ସଂଖ୍ୟା | ||
ଏ କଣ ପୋଷାକ ହେଇଛି ଯେ | ସୀମାନ୍ତ | ପୂଜା ସଂଖ୍ୟା | ||
ଏ .. କି ଭୁଲ ନିଷ୍ପତ୍ତି ... | ମାତୃଭାଷା | 17 ଅକ୍ଟୋବର | ||
ଅପରିଣାମଦର୍ଶୀତାର ଫଳ | ଓଡିଶା ଭାସ୍କର | 17 ଅକ୍ଟୋବର | ||
ମତେ ଟିକେ ମୁକ୍ତି ଦିଅ | ଓଡିଶା ଭାସ୍କର | 24 ଅକ୍ଟୋବର | ||
ଅବେଳାରେ ସୂର୍ଯ୍ୟାସ୍ତ | ଓଡିଶା ଭାସ୍କର | 31 ଅକ୍ଟୋବର | ||
ଜହର ଆତଙ୍କ | ପ୍ରଜାତନ୍ତ୍ର | 7 ନଭେମ୍ୱର | ||
ଆମ ଟିକି ସଂସାର | ଓଡିଶା ଭାସ୍କର | 7 ନଭେମ୍ୱର | ||
ପରାହତ ଅସ୍ତିତ୍ୱର ଆତ୍ମଗ୍ଳାନି | ଓଡିଶା ଭାସ୍କର | 14 ନଭେମ୍ୱର | ||
ପାରସ୍ପରିକ ସଂପ୍ରୀତି | ଓଡିଶା ଭାସ୍କର | 21 ନଭେମ୍ୱର | ||
ଚକ୍ରବ୍ୟୁହ | ମାତୃଭାଷା | 28 ନଭେମ୍ୱର | ||
ଉନ୍ମନା ସ୍ୱୀକୃତି | ମାତୃଭାଷା | 19 ଡିସେମ୍ୱର | ||
ମହାନ ସମ୍ପର୍କର ସାରବତ୍ତା | ଓଡିଶା ଭାସ୍କର | 19 ଡିସେମ୍ୱର | ||
କୋଉଁଠି ତ୍ରୁଟି ରହିଲା | ପର୍ଯ୍ୟବେକ୍ଷକ | 26 ଡିସେମ୍ୱର | ||
30 | ଅନିରୁଦ୍ଧ ସାମନ୍ତରା | ଭାଇରାଲ ଭିଡିଓ | ପ୍ରାଚୀ | ନଭେମ୍ୱର |
31 | ଅନିଲ କୁମାର ଖୁଣ୍ଟିଆ | ସଂଜ ନଇଁ ଗଲା ପରେ | ପ୍ରୟାସୀ | ବାର୍ଷିକ ମୁଖପତ୍ର |
31(କ) | ଅନିଲ କୁମାର ଦାସ | ଆଇକାରସ୍ ର ସ୍ୱପ୍ନ | ଚନ୍ଦନା | ବାର୍ଷିକ ମୁଖପତ୍ର |
32 | ଅନିଲ କୁମାର ସାହୁ | ସିଟ ନମ୍ୱର 23 | ସାହିତ୍ୟ ଗୋଧୂଳି | ପୂଜା ସଂଖ୍ୟା |
33 | ଅନିଲ କୁମାର ଲେଙ୍କା | ପ୍ରେମର ଆହତ ଠିକଣା | ସାହିତ୍ୟ ସୁୁମିତ୍ର | ମାର୍ଚ୍ଚ |
34 | ଅନୀତା ଦାଶ | ନିର୍ବାଣର ସୂର୍ଯ୍ୟୋଦୟ | ଗଳ୍ପ ଗଞ୍ଜାମ | ପୂଜା ସଂଖ୍ୟା |
35 | ଅନୀତା ଦାସ | ଶନି | ବ୍ରତତୀ | ଏପ୍ରିଲ |
ସମୟର ଖେଳ | ଓଡିଶା ସମ୍ୱାଦ ୱେବ | 17 ମେ | ||
ଗଳ୍ପ – ‘ମା’ | ଆହ୍ୱାନ ଆଜିର | ଜୁନ | ||
36 | ଅନୀତା ପଟ୍ଟନାୟକ | ଅନୁତାପ | ଓଡିଶା ଭାସ୍କର | 11 ଜୁଲାଇ |
ଅମୂଲ୍ୟ ରତ୍ନ : ଜୀବନ କଥା | ମାତୃଭାଷା | 7 ନଭେମ୍ୱର | ||
37 | ଅନୀତା ପଣ୍ଡା | ଲକ୍ଷ୍ନୌ ମେଲରେ ଗୋଟିଏ ରାତି | ଯୁଗଶ୍ରୀ ଯୁଗନାରୀ | ଫେବୃଆରୀ |
ତୁଣ୍ଡୀ | ଭୂମାଶ୍ରୀ | ପୂଜା ସଂଖ୍ୟା | ||
ବୁଝାମଣା | ସୃଜନ ସ୍ୱପ୍ନ | ପୂଜା ସଂଖ୍ୟା | ||
38 | ଅନୀତା ବିଶ୍ୱାଳ | ମାଆ | ବ୍ରତତୀ | ଫେବୃଆରୀ |
39 | ଅନୀଲ କୁମାର ଦାସ | ଛଦ୍ମବେଶ | ତୀରତରଙ୍ଗ | ପାର୍ବଣ ବିଶେଷାଙ୍କ |
40 | ଅନୀଲ କୁମାର ପଣ୍ଡା | ଚାଷ | ସମ୍ୱାଦ | 7 ମାର୍ଚ୍ଚ |
ପକ୍ଷୀ | ସାଗରିକା | ପୂଜା ସଂଖ୍ୟା | ||
ପ୍ରେମର କୁହୁଡିରେ | ସକାଳ | 21 ନଭେମ୍ୱର | ||
41 | ଅନୀଲ କୁମାର ପାଢୀ | ଉଠିବାର ବେଳା | ଚନ୍ଦନଧାରା | ନବ ବର୍ଷ ସଂଖ୍ୟା |
ଖସି ପଡୁଥିବା ସ୍ୱପ୍ନ | ସକାଳ | |||
ଅନ୍ତିମ | କ୍ରାନ୍ତିଧାରା | 15 ଫେବୃଆରୀ | ||
ମୁଖା | ନନ୍ଦିକା | ଏପ୍ରିଲ | ||
ମାଟି | କ୍ରାନ୍ତିଧାରା | 28 ମେ | ||
ଈଶ୍ୱରଙ୍କ ଆକାର, ତାଙ୍କ ପାଇଁ ପାଟବସ୍ତ୍ର ଓ ମୋର ମେଟାମୋର୍ଫସିସ | ସାହିତ୍ୟଭୂମି | ଫେବୃଆରୀ | ||
ହୃଦୟ ମଶାଣି | କ୍ରାନ୍ତିଧାରା | 5 ଜୁଲାଇ | ||
ଦସ୍ୟୁ | ମହାବାହୁ | ରଥ ସଂଖ୍ୟା | ||
ବୃକ୍ଷ ବୃତ୍ତାନ୍ତ | କ୍ରାନ୍ତିଧାରା | 23 ଅଗଷ୍ଟ | ||
ଜାଗା | ଶୋଭନା | ଅକ୍ଟୋବର | ||
ମାଟିକୁମ୍ପି | ପକ୍ଷୀୀଘର | ପୂଜା ସଂଖ୍ୟା | ||
ରାତିର ଦାଗ | ପଶ୍ଚିମା | ପୂଜା ସଂଖ୍ୟା | ||
ଖାଉଟି | ଆକାଂକ୍ଷା | ପୂଜା ସଂଖ୍ୟା | ||
ଅତୀନ୍ଦ୍ରିୟ | ପଞ୍ଚବଟୀ | ପୂଜା ସଂଖ୍ୟା | ||
ପରାସ୍ତ | ପରାଗ | ପୂଜା ସଂଖ୍ୟା | ||
ପଞ୍ଚମ କୋଠରୀ | ସମୟ ଚକ୍ର | ପୂଜା ସଂଖ୍ୟା | ||
ଗଣନ, ଭାଷଣ, ପ୍ରେମିକାପଣ ଓ ସଙ୍ଗରୋଧ କାରଣ | ପ୍ରେରଣା | ପୂଜା ସଂଖ୍ୟା | ||
ସହଯାତ୍ରୀ | ବାଟୋଇ | ପୂଜା ସଂଖ୍ୟା | ||
ବାପା ! ତମେ ଅସୁନ୍ଦର | ସୌରଭ | ପୂଜା ସଂଖ୍ୟା | ||
ମୋକ୍ଷ | ପଲକ | ପୂଜା ସଂଖ୍ୟା | ||
ଇଭଲ୍ୟୁସନ ଏବଂ ଈଶ୍ୱର | ବିନ୍ଦୁ | ବାର୍ଷିକ ସଂଖ୍ୟା | ||
42 | ଅନୀଲ କୁମାର ମିଶ୍ର | ହାଏରେ କରୋନା | ସାରସ୍ୱତ | ବାର୍ଷିକ ସଂଖ୍ୟା |
43 | ଅନୁକମ୍ପା ପହି | ଖୋଲା ପଞ୍ଜୁରୀ | ସତ୍ୟବାଦୀ | ଫେବୃଆରୀ |
ଉପହାର | ନନ୍ଦିକା | ମାର୍ଚ୍ଚ | ||
44 | ଅନୁଜ କୁମାର ଦାସ | ବର୍ଷା, ଝରକା ଓ ସେ | ଅକ୍ଷ | ଶିଶିର ସଂଖ୍ୟା |
45 | ଅନୁଜ ମୋହନ ପ୍ରଧାନ | ଆହତ ବ୍ୟାଧ | ଚନ୍ଦନଧାରା | ନବ ବର୍ଷ ସଂଖ୍ୟା |
ମଲାଜହ୍ନର ସ୍ମିତହସ | ସାହିତ୍ୟ ସୁମିତ୍ର | ଏପ୍ରିଲ | ||
ଅବାଞ୍ଛିତ ପୁନର୍ଜନ୍ମ | ଚନ୍ଦନଧାରା | ପୂଜା ସଂଖ୍ୟା | ||
46 | ଅନୁପମା ଦାସ | ହେ ସୁନ୍ଦର ସକାଳ | ସୀମାନ୍ତ | ପୂଜା ସଂଖ୍ୟା |
47 | ଅନୁପମା ସାମନ୍ତରାୟ (ପଟ୍ଟନାୟକ) | ପୁନର୍ଜନ୍ମ | ଅର୍ପିତା | ଜାନୁଆରୀ-ମାର୍ଚ୍ଚ |
କକ୍ଷଚ୍ୟୁତ ଧୂମକେତୁ | ଅର୍ପିତା | ପୂଜା ସଂଖ୍ୟା | ||
48 | ଅନୁରାଧା ବେହେରା | ପ୍ରକୃତି ବନ୍ଧୁ | ପ୍ରତିଲିପି | 24 ଜୁଲାଇ |
https://odia.pratilipi.com/user/ଅନୁରାଧା-ବେହେରା-ubyj148130 | ପ୍ରତିଲିପି - ଆଉ 4 ଗପ | |||
49 | ଅନୁରୂପା ସିଂ | ନିରବତାର ସ୍ୱର | ଯୁଗଶ୍ରୀ ଯୁଗନାରୀ | ମାର୍ଚ୍ଚ |
ମୁକ୍ତ ବିହଙ୍ଗ | ଯୁଗଶ୍ରୀ ଯୁଗନାରୀ | ଜୁଲାଇ | ||
50 | ଅନୁଲିପ୍ତା ମିଶ୍ର | ଚୁଡି | ସମ୍ୱାାଦ କଳିକା | 26 ମାର୍ଚ୍ଚ |
ସେ ... ଆଉ ...ମୁଁ | ଚନ୍ଦନଧାରା | ବିଷୁବ ସଂଖ୍ୟା | ||
ସ୍କୁଟି | ନବକାକଳି | ରଥ ବିଶେଷାଙ୍କ | ||
ଝିଅବିଦା | ପ୍ରାଚୀଧାରା | ପୂଜା ସଂଖ୍ୟା | ||
ପ୍ରତିଯୋଗିତା | ସମ୍ୱାାଦ କଳିକା | 26 ନଭେମ୍ୱର | ||
ପ୍ରତିମୂର୍ତ୍ତି | ପ୍ରଜାତନ୍ତ୍ର | 12 ଡିସେମ୍ୱର | ||
51 | ଅନ୍ତର୍ଯ୍ୟାମୀ ମିଶ୍ର | ବାପା ଓ ଦେଶ | କଥା | ଅକ୍ଟୋବର |
52 | ଅନ୍ନପୂର୍ଣ୍ଣା ଦେବୀ | ଅଭୁଲା ଅନୁଭୂତି | ସୁଲେଖା | ପୂଜା ସଂଖ୍ୟା |
53 | ଅନ୍ନପୂର୍ଣ୍ଣା ମହାନ୍ତି | ସମୟର ଖେଳ | ଗୋକର୍ଣ୍ଣିକା | ବିଷୁବ ସଂଖ୍ୟା |
ଅତଳରୁ ତଳକୁ | ନବଲିପି | ବିଷୁବ ସଂଖ୍ୟା | ||
ସମ୍ଭବା | ସମାରୋହ | ଜୁନ | ||
ଅଭିମନ୍ୟୁ | ନବଲିପି | ପୂଜା ସଂଖ୍ୟା | ||
54 | ଅପରାଜିତା ବେସନ | ଜାତି | ପ୍ରେମ ପୃଥିବୀ | ନବବର୍ଷ ବିଶେଷାଙ୍କ |
ରଙ୍ଗ | ଆହ୍ୱାନ ଆଜିର | ମେ | ||
ଅପରାଧୀର ମାଆ | ଆହ୍ୱାନ ଆଜିର | ଅକ୍ଟୋବର | ||
55 | ଅପରାଜିତା ମହାନ୍ତି | କୋକେଇ | ବେଦାନ୍ତୀ | ଅଗଷ୍ଟ |
56 | ଅବକାଶ ପ୍ରଧାନ | ପାହାଡ ଶିଖରେ ଦିନେ | ଅର୍ପିତା | ଜୁଲାଇ-ସେପ୍ଟେମ୍ୱର |
57 | ଅବନ୍ତୀ ବେହେରା | ଅରକ୍ଷଣୀୟା | ପ୍ରାଚୀତାରା | ବିଷୁବ ସଂଖ୍ୟା |
ଅନୁତପ୍ତ ପାପୀ | ସାଗରିକା | ବିଷୁବ ସଂଖ୍ୟା | ||
ଅନୁରୋଧ | ପ୍ରାଚୀତାରା | ରଥ ସଂଂଖ୍ୟା | ||
ଅଭାଗାର ବାହାଘର | ଶୋଭନା | ଅଗଷ୍ଟ | ||
ଛଅଖଣ୍ଡ ବାଉଁଶ | ସଂବର୍ତକୀ | ପୂଜା ସଂଖ୍ୟା | ||
ଅର୍ଗଳିରେ ବେକ | ପ୍ରାଚୀତାରା | ପୂଜା ସଂଖ୍ୟା | ||
58 | ଅବନ୍ତୀ ମଲ୍ଲିକ | କମଲୀ | ଦିଗବଳୟ | ଶାରଦୀୟ ସଂଖ୍ୟା |
ଧନୀକର ଚିଠି | ସ୍ମୃତି ସାନ୍ତ୍ୱନା | ପୂଜା ସଂଖ୍ୟା | ||
59 | ଅବିନାଶ ସାମଲ | ବୋଉ ପରି କିଏ ହେବ | ଅଭିନନ୍ଦନ | 18 ଏପ୍ରିଲ |
60 | ଅଭୟ ଦାଶ | ଛ’ ଅଣା ଦି’ ପଇସା | ପଲ୍ଲୀବାଣୀ | ସ୍ୱତନ୍ତ୍ର ସଂଖ୍ୟା |
61 | ଅଭୟ କୁମାର ନାୟକ | ପ୍ରାୟଶ୍ଚିତ୍ତ | ସାହିତ୍ୟ ଚର୍ଚ୍ଚା ୱେବ | 3 ମେ |
62 | ଅଭୟ ବାରିକ | ମୃଗୟା ବିନୋଦେ | ନନ୍ଦିକା | ଫେବୃଆରୀ |
63 | ଅଭିଜିତ ଦେବର୍ଷି | ସରଭେଣ୍ଟ | ଓଡିଶା ସମ୍ୱାଦ ୱେବ | 16 ଏପ୍ରିଲ |
64 | ଅଭିମନ୍ୟୁ ପଣ୍ଡା | ନବେ ମିନିଟ ପ୍ରେମ | ସାହିତ୍ୟ ସୁମିିତ୍ର | ମାର୍ଚ୍ଚ |
ବାସ୍, ଆଉ ଥରୁଟିଏ ମାତ୍ର | ଅଗ୍ନିରୂପା | ଅଗଷ୍ଟ | ||
ସ୍ତୁତି | ଅଗ୍ନିରୂପା | ଅକ୍ଟୋବର | ||
65 | ଅଭିମନ୍ୟୁ ବେହେରା | ଜୀବନ ଯମୁନାରେ | ଆହ୍ୱାନ ଇ-ପତ୍ରିକା | ଜୁନ |
66 | ଅମରେଶ ବିଶ୍ୱାଳ | ବାଆଜି | ନନ୍ଦିକା | ଜାନୁୁଆରୀ |
ଜୋତା | ଅର୍ପିତା | ଜାନୁଆରୀ-ମାର୍ଚ୍ଚ | ||
ଏକ ଅନିଚ୍ଛାକୃତ ଦୁର୍ଘଟଣା ସମ୍ପର୍କରେ | କଥା | ଏପ୍ରିଲ | ||
ସରସୀ | କଥାକଳିକା | ମେ | ||
ଚରିତ୍ର | ବାଟୋଇ.କମ | 22 ଜୁନ | ||
ସଂସ୍କାର | ବାଟୋଇ.କମ | 23 ସେପ୍ଟେମ୍ୱର | ||
ଦୁଇବର୍ଷ ଅଠର ଦିନ | ସମ୍ୱାଦ | ବାର୍ଷିକ ବିଶେଷାଙ୍କ | ||
ସରି ନ ଥିବା ଏକ ପ୍ରେମକାହାଣୀ | ପ୍ରେମ ପୃଥିବୀ | ନବବର୍ଷ ବିଶେଷାଙ୍କ | ||
ଉପର ବରଡା ହସୁଛି | ଯୁଗଶ୍ରୀ ଯୁଗନାରୀ | ନଭେମ୍ୱର | ||
67 | ଅମିନୀଲୁ ରାୟ | ମନ୍ଦାକିନୀ | ପ୍ରେମ ପୃଥିବୀ | ପୂଜା ବିଶେଷାଙ୍କ |
68 | ଅମିୟ ବେଜ୍ | ବିକଳ୍ପ | ଆଟବିକ | ନବବର୍ଷ ବିଶେଷାଙ୍କ |
ଘା’ | ସାହିତ୍ୟ ସୁମିତ୍ର | ମାର୍ଚ୍ଚ | ||
ଚିତ୍ରକର | କାଦମ୍ୱିନୀ | ଏପ୍ରିଲ | ||
ବୈଜୟନ୍ତୀ | ଅର୍ପିତା | ବିଷୁବ ସଂଖ୍ୟା | ||
ଇଚ୍ଛାପତ୍ର | ଅର୍ପିତା | ପୂଜା ସଂଖ୍ୟା | ||
ଦେବୀ | ଧରିତ୍ରୀ | 24 ଅକ୍ଟୋବର | ||
69 | ଅମିୟବାଳା ପଟ୍ଟନାୟକ | ଏମିଲିୟେ... ତୁମର ଏକାନ୍ତ ସୁଭାଷ | ସମାରୋହ | ପୂଜା ସଂଖ୍ୟା |
70 | ଅମୂଲ୍ୟମଣି ମିଶ୍ର | ଭଲ ମଣିଷ | କାଦମ୍ୱିନୀ | ମାର୍ଚ୍ଚ |
ପରୀକ୍ଷା | କଥା | ଜୁନ | ||
କର୍ଣ୍ଣର ସିଟ | କଥା | ଡିସେମ୍ୱର | ||
71 | ଅମୃତ ନାରାୟଣ ଶତପଥୀ | ବିରଳ ବ୍ୟକ୍ତିତ୍ୱ | ସାହିତ୍ୟ ଚର୍ଚ୍ଚା ୱେବ | 25 ଅକ୍ଟୋବର |
72 | ଅମ୍ୱିକା ସ୍ୱାଇଁ | ସମାଧି | ବେଦାନ୍ତୀ | ଜାନୁଆରୀ |
ପ୍ରଶ୍ନବାଚୀ | ବେଦାନ୍ତୀ | ଫେବୃଆରୀ | ||
ମମତାର ଦୁଇ ବୁନ୍ଦା ଅଶ୍ରୁ | ବେଦାନ୍ତୀ | ଏପ୍ରିଲ | ||
ଅବ୍ୟକ୍ତ କାହାଣୀ | ଉର୍ବୀ | ପୂଜା ସଂଖ୍ୟା | ||
73 | ଅମ୍ୱୁଜା ମହାନ୍ତି | ଡିଜିଟାଲ ଝିଅ ଦେଖା | ଆହ୍ୱାନ ଆଜିର | ଜୁନ |
74 | ଅମ୍ରିତା ପାଣି | ଡ୍ରାଗନ ଟାଟୁ | ଶୁଭପଲ୍ଲବ | 13 ଜୁନ |
ରଥଯାତ୍ରା | ଶୁଭପଲ୍ଲବ | 29 ଜୁନ | ||
75 | ଅରବିନ୍ଦ ଦାସ | ପରିଚୟ | ସାଗରିକା | ଜାନୁଆରୀ-ମାର୍ଚ୍ଚ |
ଖରାଛୁଟି | ଯୁବପ୍ରଭା | ନବବର୍ଷ ସଂଖ୍ୟା | ||
ବାଲିଘର-ବତୀଘର-ଶାମୁକା | ଧ୍ୱନି ପ୍ରତିଧ୍ୱନି | 24 ଜାନୁଆରୀ | ||
ରାକ୍ଷସୀ | ସତ୍ୟବାଦୀ | ଫେବୃଆରୀ | ||
ବେଲୁନ | ସମାରୋହ | ଫେବୃଆରୀ | ||
ଶେଷଇଚ୍ଛା | ସମ୍ୱାଦ | 14 ମାର୍ଚ୍ଚ | ||
ଗାଳି ଖାଉଥିବା ବୁଢାଟିଏ | ଦିଗବଳୟ | ବିଷୁବ ସଂଖ୍ୟା | ||
ଫ୍ୟାନସି ଡ୍ରେସ୍ | କଥା | ମେ | ||
ପ୍ରତୀକ୍ଷା | ସମାରୋହ | ଅଗଷ୍ଟ | ||
ଆଫଗାନି ଜବାବ | ଅଗ୍ନିରୂପା | ଅକ୍ଟୋବର | ||
ଉଜାଣି ସୁଅ | ପଶ୍ଚିମା | ପୂଜା ସଂଖ୍ୟା | ||
ଗଣେଶ ଓ ରିଫ୍ୟୁଜି ମୂଷା | ସମାରୋହ | ପୂଜା ସଂଖ୍ୟା | ||
ବାପା ଓ ସାବିତ୍ରୀ ଭାର | କଥା କଳିକା | ପୂଜା ସଂଖ୍ୟା | ||
ଦାୟାଦ | ଅକ୍ଷର | ପୂଜା ସଂଖ୍ୟା | ||
କେବିସି : ଏକ କୋଟି ଟଙ୍କା ପ୍ରଶ୍ନ | ପାହାଚ | ପୂଜା ସଂଖ୍ୟା | ||
ଧୂମକେତୁ | ଯୁବପ୍ରଭା | ଶରତ ସଂଖ୍ୟା | ||
ଭସାଣିର ଭିନ୍ନ ରୂପ | ଦିଗବଳୟ | ପୂଜା ସଂଖ୍ୟା | ||
କୁଲା | ପରାଗ | ପୂଜା ସଂଖ୍ୟା | ||
ତେନ୍ତୁଳି ଠାକୁରାଣୀ | ପ୍ରେରଣା | ପୂଜା ସଂଖ୍ୟା | ||
ଜୟ ହୋ ହକି – ତେଲୁଣି ପୋକ | ସୀମାନ୍ତ | ପୂଜା ସଂଖ୍ୟା | ||
76 | ଅରବିନ୍ଦ ଧଳ | ଛାଇ ନିଦରେ ସୁନ୍ଦରୀ | କାଦମ୍ୱିନୀ | ଅଗଷ୍ଟ |
ନୀଳ ତିମିର ଖେଳ | ବେଦବ୍ୟାସ | ପୂଜା ସଂଖ୍ୟା | ||
77 | ଅରବିନ୍ଦ ପଟ୍ଟନାୟକ | ଶିଳାଦିତ୍ୟର ସ୍ୱପ୍ନ | ଶୋଭନା | ଏପ୍ରିଲ |
କେମିତି ଅଛ ବାସବଦତ୍ତା | ଝଙ୍କାର | ଜୁନ | ||
ଶିଳାଦିତ୍ୟର ହସ | ଶୋଭନା | ଅକ୍ଟୋବର | ||
78 | ଅରବିନ୍ଦ ରାୟ | ଉତ୍ତର ପୁରୁଷ | ଅକ୍ଷ | ଶିଶିର ସଂଖ୍ୟା |
ମଦାଳସାର ଗୀତ | କଥା | ଜୁନ | ||
ଶୋକ ଅସରନ୍ତି | ସମ୍ୱାଦ | ବାର୍ଷିକ ବିଶେଷାଙ୍କ | ||
ଦୁହିତା | ପକ୍ଷୀଘର | ପୂଜା ସଂଖ୍ୟା | ||
79 | ଅରୁଣ କୁମାର ପଟ୍ଟନାୟକ | ଆଖି | ଶୋଭନା | ଅକ୍ଟୋବର |
80 | ଅରୁଣ କୁମାର ମହାନ୍ତି | ସଂସ୍କାର | ଧ୍ନିନି ପ୍ରତିଧ୍ୱନି | 10 ଜାନୁଆରୀ |
81 | ଅରୁନ୍ଧତି ଜେନା | https://odia.pratilipi.com/user/arundhati-jena-n10h9s0t0y | ପ୍ରତିଲିପି - 135 ଗପ | |
82 | ଅରୂପାନନ୍ଦ ପାଣିଗ୍ରାହୀ | ଗପଟିଏ, କବିତାକୁ | ବାଟୋଇ.କମ | 27 ମେ |
ଗୋଟିଏ କ୍ଷୁଦ୍ରଗଳ୍ପରେ ... | ଆକାଂକ୍ଷା | ପୂଜା ସଂଖ୍ୟା | ||
83 | ଅର୍ଚ୍ଚନା | କଳାଲୋକ | ଅକ୍ଷ | ଶିଶିର ସଂଖ୍ୟା |
84 | ଅର୍ଚ୍ଚନା ନାୟକ | ରାଜପୁରୁଷ | ଅମୃତାୟନ | ଫେବୃଆରୀ-ମାର୍ଚ୍ଚ |
ଶୂନ୍ୟ ପଞ୍ଜୁରି | ଶ୍ୱେତ ସଙ୍କେତ | ବିଷୁବ ସଂଖ୍ୟା | ||
କୁହୁକ ଦର୍ପଣ | ଯୁଗଶ୍ରୀ ଯୁଗନାରୀ | ଅଗଷ୍ଟ | ||
ବିଶ୍ୱାସର ବସୁନ୍ଧରା | ଶତଦ୍ରୁ | ପୂଜା ସଂଖ୍ୟା | ||
ତପତୀ | ସିନ୍ଧୁଜା | ପୂଜା ସଂଖ୍ୟା | ||
ଠାକୁର ଘର | ଯୁଗଶ୍ରୀ ଯୁଗନାରୀ | ନଭେମ୍ୱର | ||
85 | ଅର୍ଚ୍ଚନା ତ୍ରିପାଠୀ | ମୃତ୍ୟୁ କଣ ଏମିତି ଆସେ ? | ଶ୍ୱେତପଦ୍ମା ପରିବାର | ବାର୍ଷିକ ସଂଖ୍ୟା |
86 | ଅର୍ଚ୍ଚନା ପଟ୍ଟନାୟକ | ସ୍ୱୁନନ୍ଦା | ଶିଳାଶ୍ରୀ | ପୂୂଜା ସଂଖ୍ୟା |
87 | ଅର୍ଚ୍ଚନାମୟୀ ପଣ୍ଡା | ସ୍ତିମିତ ସନ୍ଧ୍ୟା | ଚିରସ୍ରୋତା ମହାନଦୀ | ଜାନୁଆରୀ |
88 | ଅର୍ଜୁନ ପୃଷ୍ଟି | ସମ୍ପର୍କ | ସତ୍ୟବାଦୀ | ବାର୍ଷିକ ସଂଖ୍ୟା |
ମୋହ | ଗୋକର୍ଣ୍ଣିକା | ବିଷୁବ ସଂଖ୍ୟା | ||
ଯଶୋଦା | ସତ୍ୟବାଦୀ | ଅକ୍ଟୋବର | ||
ମହାମାନବର ସାଗରତୀରେ | ଗଙ୍ଗଶିଉଳି | ପାର୍ବଣ ବିଶେଷାଙ୍କ | ||
ଗୋପାଳ ପୁଅ | ଗୋକର୍ଣ୍ଣିକା | ପୂଜା ସଂଖ୍ୟା | ||
ଆତ୍ମନେପଦି (ତିନି ପର୍ଯ୍ୟାୟ) | ସମ୍ଭବ | ପୂଜା ସଂଖ୍ୟା | ||
କଳ୍ପବଟ | କସ୍ତୁରୀ | ବାର୍ଷିକ ସଂଖ୍ୟା | ||
89 | ଅର୍ଜୁନ ଚରଣ ବାରିକ | ସାଧୁ ଯେ ମଳୟ ପବନ | ବେଦାନ୍ତୀ | ଏପ୍ରିଲ |
90 | ଅଳକା ଚାନ୍ଦ | ପ୍ରକାଶ ଉତ୍ସବ | ଝଙ୍କାର | ଜାନୁଆରୀ |
ମଣିଷର ରଙ୍ଗ | ଯୁଗଶ୍ରୀ ଯୁଗନାରୀ | ପୂଜା ସଂଖ୍ୟା | ||
ନକଲି ଝିଅ | ଗୌରବ | ପୂଜା ସଂଖ୍ୟା | ||
91 | ଅଳକା ମହାନ୍ତି | ପ୍ରତିବିମ୍ୱ | ବେଦାନ୍ତୀ | ଜାନୁଆରୀ |
ସାଥୀ | ସମ୍ୱାଦ | 14 ଫେବୃଆରୀ | ||
ବିବଶତା | ବେଦାନ୍ତୀ | ମାର୍ଚ୍ଚ | ||
ସ୍ୱୟଂସିଦ୍ଧା | ବେଦାନ୍ତୀ | ଏପ୍ରିଲ | ||
ବିଶେଷ ଅତିଥି | ବେଦାନ୍ତୀ | ମେ | ||
ପ୍ରବାସୀ ଓଡିଆ | ବେଦାନ୍ତୀ | ଜୁନ | ||
ଅକ୍ଷୟ ରହୁ ପୁଣ୍ୟ ଏ ଜଗତେ | ଆହ୍ୱାନ ଆଜିର | ଜୁନ | ||
ଜୀବନ ଯାତ୍ରା | ବେଦାନ୍ତୀ | ଜୁଲାଇ | ||
ସାବିତ୍ରୀ ବ୍ରତ ଆଉ ମାଉସୀ | ବେଦାନ୍ତୀ | ଅଗଷ୍ଟ | ||
ବିବାହ ବେଦୀ | ବେଦାନ୍ତୀ | ସେପ୍ଟେମ୍ୱର | ||
କରୋନା ଟିକା | ବେଦାନ୍ତୀ | ଅକ୍ଟୋବର | ||
ସନ୍ତୁଳିତ ନୀରବତା | ବେଦାନ୍ତୀ | ନଭେମ୍ୱର | ||
ପାରନଏଡ ପର୍ସନାଲିଟି | ବେଦାନ୍ତୀ | ଡିିସେମ୍ୱର | ||
ଅପେକ୍ଷା | ନିର୍ଭୟ | 12 ଡିସେମ୍ୱର | ||
92 | ଅଳକା ମହାପାତ୍ର | ଟିକେ ଆଧୁନିକା | ଓଡିଶା ସମ୍ୱାଦ ୱେବ | 29 ନଭେମ୍ୱର |
93 | ଅଶୋକ କୁମାର ପଟ୍ଟନାୟକ | ଝିଅ ପାଇଁ ବର | ମହୁରୀ | ପୂଜା ସଂଖ୍ୟା |
‘ନୁ’ ଏକ ଆହତ ପ୍ରଜାପତି | ଚନ୍ଦନଧାରା | ପୂଜା ସଂଖ୍ୟା | ||
ଦେହାତୀତ | ବୈଜୟନ୍ତୀ | ପୂଜା ସଂଖ୍ୟା | ||
ଗୋଟିଏ ଆତ୍ମହତ୍ୟା ସହ ମୋର ନୀରବ ସମ୍ପର୍କ | ସୌରଭ | ପୂଜା ସଂଖ୍ୟା | ||
94 | ଅଶୋକ ମହାରଣା | ମୋ ପୁଅ ଘର | ବେଦାନ୍ତୀ | ସେପ୍ଟେମ୍ୱର |
95 | ଅଶ୍ୱିନୀ କୁମାର ମହାନ୍ତି | ସତ୍ୟ ଯୁଗ ଆସୁଛି | ଯୁଗଶ୍ରୀ ଯୁଗନାରୀ | ସେପ୍ଟେମ୍ୱର |
10 ‘କ’ | ନବରାଗ | ପୂଜା ସଂଖ୍ୟା | ||
ସାଇକେଲ | ସୁଲେଖା | ପୂଜା ସଂଖ୍ୟା | ||
ପୋଇ | ନୂଆ ସକାଳ | ପୂଜା ସଂଖ୍ୟା | ||
ନର୍କପୁରୀ | ଘାସଫୁଲ | ପୂଜା ସଂଖ୍ୟା | ||
96 | ଅଶ୍ୱିନୀ କୁମାର ସେଠୀ | ଯେସାକୁ ତେସା | ପ୍ରାଚୀ | ନଭେମ୍ୱର |
97 | ଅସିତ କୁମାର ପଣ୍ଡା | ମଧ୍ୟାହ୍ନର ଜହ୍ନ | ଅଭିନନ୍ଦନ | 28 ମାର୍ଚ୍ଚ |
98 | ଅସିତ କୁମାର ସ୍ୱାଇଁ | ମୁଁ ଫେରିଲେ ତୁମର | ଗଳ୍ପ ଗଞ୍ଜାମ | ପୂଜା ସଂଖ୍ୟା |
99 | ଅକ୍ଷୟ ପଣ୍ଡା | ନୂଆ ସକାଳ | ଧ୍ୱନି ପ୍ରତିଧ୍ୱନି | 4 ଜାନୁଆରୀ |
ଚଳନ୍ତି ଭଗବାନ | ପ୍ରତିଭା ମଣ୍ଡଳ | ଶାରଦୀୟ ବିଶେଷାଙ୍କ | ||
99(କ) | ଅକ୍ଷୟ କୁମାର ପଲେଇ | ସ୍ୱପ୍ନ ଆସେ ସ୍ୱପ୍ନ ଯାଏ | ଚନ୍ଦନା | ବାର୍ଷିକ ମୁଖପତ୍ର |
100 | ଅକ୍ଷୟ କୁମାର ବାରିକ | ଶେଷ ସନ୍ଧ୍ୟା | କସ୍ତୁରୀ କୋରାଇ ମୁଖପତ୍ର | ବାର୍ଷିକ ସଂଖ୍ୟା |
101 | ଅକ୍ଷୟ କୁମାର ମିଶ୍ର | ଦଗ୍ଧ ପଦ୍ମବଣ | କଥା କଳିକା | ମାର୍ଚ୍ଚ |
ଉତ୍ତରପୁରୁଷ | ସମାରୋହ | ଜୁଲାଇ | ||
ଲଳିତ ଦାମ୍ପତ୍ୟ | ଏକାମ୍ର ସାରଥି | ବାର୍ଷିକ ସଂଖ୍ୟା | ||
102 | ଅକ୍ଷୟ କୁମାର ହୋତା | ଧଳା ପାରା | ନବଲିପି | ପୂଜା ସଂଖ୍ୟା |
103 | ଅଲେଖ ନନ୍ଦୀ | ମାୟାରେ ବାୟା | ବରୀଶ୍ରୀ | ଜାନୁଆରୀ-ଜୁନ |
104 | ଅଲେଖ ଚନ୍ଦ୍ର ପଢିଆରୀ | କରୋନା ଖୋଲିଦେଲା ମଣିଷ ଆଖି | ବର୍ତ୍ତିକା | ପୂଜା ସଂଖ୍ୟା |
105 | ଅଲେଖ ଚନ୍ଦ୍ର ମିଶ୍ର | ସାହାରା | ଧରିତ୍ରୀ | 17 ଜାନୁଆରୀ |
ପ୍ରେରଣା | ଧରିତ୍ରୀ | 8 ଅଗଷ୍ଟ | ||
ସତ୍ୟତା | ପ୍ରେମ ପୃଥିବୀ | ପୂଜା ସଂଖ୍ୟା | ||
ବକ୍ସିସ | ପ୍ରମେୟ | 17 ଅକ୍ଟୋବର | ||
106 | ଆକାଶ କୁମାର ଭୋଳ | ପୁରୁଣା ଚଷମା | ଶୁଭପଲ୍ଲବ | 6 ଏପ୍ରିଲ |
ମୁଁ ଶୀଘ୍ର ଫେରିବି | ଶୁଭପଲ୍ଲବ | 1 ଜୁଲାଇ | ||
107 | ଆକାଶ ସାହୁ | ଚିରୁଡାଏ କରୋନା ଗପ | ଧରିତ୍ରୀ | ଜନ୍ମଦିନ ବିଶେଷାଙ୍କ |
108 | ଆଦରମଣି ପ୍ରଧାନ | ରାକ୍ଷୀ ପୂର୍ଣ୍ଣିମା | ଆହ୍ୱାନ ଇ-ପ୍ରତିକା | ସେପ୍ଟେମ୍ୱର |
109 | ଆଦିକନ୍ଦ ସାହୁ | ଦାରୀ ପାହାଡ | ଶୋଭନା | ଏପ୍ରିଲ |
ଦୁଃଖ ନଈକୂଳର ରକ୍ତକରବୀ | ଶୋଭନା | ଅକ୍ଟୋବର | ||
ବୃକ୍ଷ ଦେବତା | ଅକ୍ଷାଂଶ | ପୂଜା ସଂଖ୍ୟା | ||
ପୂର୍ବାଳି | ନବନୀତା | ପୂଜା ସଂଖ୍ୟା | ||
ସମୁଦ୍ରକୂଳ ଗାଁର ଅଭୁଲା... | ପ୍ରାଚୀଧାରା | ପୂଜା ସଂଖ୍ୟା | ||
ଅସୁନ୍ଦରୀ ଝିଅକୁ ଭଲ ପାଇବା ସମ୍ପର୍କିତ ପ୍ରଶିକ୍ଷଣ | ଏଇ ସହକାର | ଡିସେମ୍ୱର | ||
110 | ଆଦିତେଶ୍ୱର ମିଶ୍ର | ଭୁର୍କୁଣ୍ଡୁ ...ଏ ଭୁର୍କୁଣ୍ଡୁ | କାଦମ୍ୱିନୀ | ଏପ୍ରିଲ |
କଫିସପରେ ଆଶିଷ | ନିର୍ଭୟ | 20 ଜୁନ | ||
କପେ କଫିର ଗପ | ସକାଳ | 8 ଅଗଷ୍ଟ | ||
ତପତ ଭାତ | ସମ୍ୱାଦ | ବାର୍ଷିକ ବିଶେଷାଙ୍କ | ||
କୋବିଦ-19 | ନବନୀତା | ପୂଜା ସଂଖ୍ୟା | ||
କାଗଜଫୁଲର ଗପ | ନିତିଦିନ | 10 ଅକ୍ଟୋବର | ||
111 | ଆଦ୍ୟାଶା ମହାପାତ୍ର | ବନ୍ଧୁ ରୂପରେ ଜଗନ୍ନାଥ | ଧ୍ୱନି ପ୍ରତିଧ୍ୱନି | 2 ଅଗଷ୍ଟ |
ସେଦିନ ସ୍ମୃତିରେ | ସମୟ | 8 ଅଗଷ୍ଟ | ||
ରକ୍ଷା ବନ୍ଧନ | ମାତୃଭାଷା | 22 ଅଗଷ୍ଟ | ||
ବୋଉର ଖୁସି | ମାତୃଭାଷା | 3 ଅକ୍ଟୋବର | ||
ପୂଜା ବକସିସ | ଧ୍ୱନି ପ୍ରତିଧ୍ୱନି | 11 ଅକ୍ଟୋବର | ||
ଭବିଷ୍ୟତ | ମାତୃଭାଷା | 21 ନଭେମ୍ୱର | ||
ଶୀତ, ଦୁଇଟି ଅଣୁଗଳ୍ପ | ମାତୃଭାଷା | 26 ଡିସେମ୍ୱର | ||
112 | ଆନନ୍ଦ ଚନ୍ଦ୍ର ପହି | ଖୁସି ପରିବାର | ସତ୍ୟବାଦୀ | ଅଗଷ୍ଟ |
ଅନ୍ତରଙ୍ଗ ଅଙ୍ଗନ | ଅପୂର୍ବା | ପୂଜା ସଂଖ୍ୟା | ||
113 | ଆନନ୍ଦ କୁମାର ମାଇତି | ନେତି, ଏକ ଅଭାଗିନୀ | ଧ୍ୱନି ପ୍ରତିଧ୍ୱନି | 28 ଜୁନ |
114 | ଆନନ୍ଦିକା ସାମନ୍ତରାୟ | ବିଶ୍ୱାସର ବଳୟ | ପ୍ରମେୟ | 12 ସେପ୍ଟେମ୍ୱର |
ଶାଗୁଣାର ଛାଇ | ପ୍ରମେୟ | 28 ନଭେମ୍ୱର | ||
115 | ଆଭା ପ୍ରଧାନ | ଜୀବନ ନଈର ଗୋଟେ ଘାଟ | ଶୁଭପଲ୍ଲବ | 30 ଜୁନ |
116 | ଆଭା ମିଶ୍ର | ଆଧିପତ୍ୟ | ସମାରୋହ | ମେ |
ଗାଁର ମଣିଷ | ସମାରୋହ | ପୂଜା ସଂଖ୍ୟା | ||
117 | ଆଭାଞ୍ଜଳି ଶତପଥୀ | ମମତା କର୍ଫ୍ୟୁ | ଆହ୍ୱାନ ଇ-ପ୍ରତିକା | ମେ |
କରୋନା ଉବାଚ | ବିଶ୍ୱମୁକ୍ତି | |||
ଶ୍ରଦ୍ଧାଞ୍ଜଳି | ଆହ୍ୱାନ ଇ-ପ୍ରତିକା | ଜୁନ | ||
ଅନ୍ତିମ ଯାତ୍ରା | ଆହ୍ୱାନ ଇ-ପ୍ରତିକା | ଜୁଲାଇ | ||
ମଶାଣିରେ ଫଟୋ | ଆହ୍ୱାନ ଇ-ପ୍ରତିକା | ଅଗଷ୍ଟ | ||
ସମର୍ପଣ | କଥାକଳିକା | ଡିସେମ୍ୱର | ||
118 | ଆଭାରାଣୀ ପ୍ରଧାନ | ଧର୍ମ ନୁହେଁ ତାହା ଯଦି ସତ୍ୟ ବିବର୍ଜିତ | ଶ୍ୱେତପଦ୍ମା ପରିବାର | ବାର୍ଷିକ ସଂଖ୍ୟା |
119 | ଆଭାସ କୁମାର ବରାଳ | କାନ୍ଦ 2017 | କଥା କଳିକା | ମାର୍ଚ୍ଚ |
ଆକସ୍ମିକ | ସାହିତ୍ୟ ଗୋଧୂଳି | ପୂଜା ସଂଖ୍ୟା | ||
120 | ଆମ୍ୱୁଜା ମହାନ୍ତି | https://odia.pratilipi.com/user/ambuja-mohanty-00x58j5x18 | ପ୍ରତିଲିପି - 69 ଟି ଗପ | |
121 | ଆର୍ଯ୍ୟକୁମାରୀ ପ୍ରଜ୍ଞା ପରମିତା | ନିଃଶବ୍ଦ ମୁହୂର୍ତ୍ତର ଭିନ୍ନ ସଂପର୍କ | ଆହ୍ୱାନ ଇ-ପ୍ରତିକା | ସେପ୍ଟେମ୍ୱର |
122 | ଆର୍ଯ୍ୟ ଯଜ୍ଞଦତ୍ତ | ଅଶନି | ଶୋଭନା | ଅକ୍ଟୋବର |
ଅପେକ୍ଷା | ବନଫୁଲ | ପୂଜା ସଂଖ୍ୟା | ||
123 | ଆର ଜେ ଅଞ୍ଜଳି | ଅସ୍ତିତ୍ୱ ନାରୀ ନୁହେଁ ମୁଁ ଗୋଟିଏ କାହାଣୀ | ଆରପାଖ | ପୂଜା ସଂଖ୍ୟା |
124 | ଆର ସୁନନ୍ଦା ଚୌଧୁରୀ (ସାହୁ) | ବେଲୁନ | ସୌରଭ | ପୂଜା ସଂଖ୍ୟା |
125 | ଆରତି କର | ଦିବ୍ୟାତ୍ମା | ସତ୍ୟବାଦୀ | ବାର୍ଷିକ ସଂଖ୍ୟା |
ଅନାହୂତ | ସତ୍ୟବାଦୀ | ଅକ୍ଟୋବର | ||
126 | ଆରତୀ ପଟ୍ଟଯୋଶୀ | ଜୀବନର ଶେଷ ସ୍ୱର | ସାହିତ୍ୟ ଚର୍ଚ୍ଚା ୱେବ | 1 ମାର୍ଚ୍ଚ |
ମୋ ଘର | ସାହିତ୍ୟ ଚର୍ଚ୍ଚା | ସେପ୍ଟେମ୍ୱର | ||
ବଞ୍ଚିବାର ମୋହ | ସାହିତ୍ୟ ଚର୍ଚ୍ଚା | ନଭେମ୍ୱର | ||
127 | ଆରତୀ ସାହୁ (ଆଶା) | କେଶବତୀ କନ୍ୟା | ବେଦାନ୍ତୀ | ଜାନୁଆରୀ |
ଶଙ୍ଖ | ବେଦାନ୍ତୀ | ଫେବୃଆରୀ | ||
କାଚ | ବେଦାନ୍ତୀ | ମାର୍ଚ୍ଚ | ||
ଶୂନ୍ୟସ୍ଥାନ | ପ୍ରଜାତନ୍ତ୍ର | 21 ମାର୍ଚ୍ଚ | ||
ଇଚ୍ଛାପୂର୍ତ୍ତି | ବେଦାନ୍ତୀ | ଏପ୍ରିଲ | ||
କୌଆ ଉଡ୍ | ବେଦାନ୍ତୀ | ମେ | ||
ଛ ରେ ଛଉ | ଆହ୍ୱାନ ଆଜିର | ମେ | ||
ଟିକିଲି ଗଛ | ବେଦାନ୍ତୀ | ଜୁନ | ||
ଏକ୍ୟୁରିଅମ | ଆହ୍ୱାନ ଆଜିର | ଜୁନ | ||
ଅନୁର୍ବରା | ବେଦାନ୍ତୀ | ଜୁଲାଇ | ||
ପଜିଟିଭିଟି | ବେଦାନ୍ତୀ | ଅଗଷ୍ଟ | ||
ମଞ୍ଜୁଆତି | ସମ୍ୱାଦ କଳିକା | 12 ନଭେମ୍ୱର | ||
128 | ଆରତୀ ସାହୁ | କଦଳୀ ବାଞ୍ଝ | ସୀମାନ୍ତ | ପୂଜା ସଂଖ୍ୟା |
ବଣ ଭୋଜି | ଅଭିଯାନ | ପୂଜା ସଂଖ୍ୟା | ||
129 | ଆଶା ମିଶ୍ର | ନୂଆ ପାଗଳୀ | ସୁଧନ୍ୟା | ପୂଜା ସଂଖ୍ୟା |
130 | ଆଶାରାଣୀ ପଣ୍ଡା | ଅଫେରା ଦିନ ସବୁ | ଯୁଗଶ୍ରୀ ଯୁଗନାରୀ | ଜାନୁଆରୀ |
ତଫାତ୍ | ଶ୍ୱେତ ସଙ୍କେତ | ମକର ସଂଖ୍ୟା | ||
କରୋନାର ଉପକାରିତା | ଚିହ୍ନ | ମାର୍ଚ୍ଚ | ||
କେବଳ ତୁ ନୁହଁରେ | କଥା କଳିକା | ମାର୍ଚ୍ଚ | ||
ମିଛ ଅହମିକା | ସ୍ମୃତି ସାନ୍ତ୍ୱନା | ବିଷୁବ ସଂଖ୍ୟା | ||
ଶ୍ରଦ୍ଧାରୁ ଶ୍ରାଦ୍ଧ | ଶ୍ୱେତ ସଙ୍କେତ | ବିଷୁବ ସଂଖ୍ୟା | ||
ମଣିଷ ପଣିଆ | ସ୍ମୃତି ସାନ୍ତ୍ୱନା | ପୂଜା ସଂଖ୍ୟା | ||
ଫଟୋଟିଏ | କଥା କଳିକା | ପୂଜା ସଂଖ୍ୟା | ||
ଅଦେଖା ବନ୍ଧନ | ଚିରସମର୍ଥା | ପୂଜା ସଂଖ୍ୟା | ||
ଭିନ୍ନ ଏକ ବ୍ୟକ୍ତିତ୍ୱ | ସୁଲେଖା | ପୂଜା ସଂଖ୍ୟା | ||
ମହାଳୟା | ଗୋଧୂଳି | ପୂଜା ସଂଖ୍ୟା | ||
ଭୁଲ ବୁଝାମଣା | ଅଗ୍ନିରୂପା | ପୂଜା ସଂଖ୍ୟା | ||
131 | ଆଶିଷ କୁମାର ମିଶ୍ର | ସଜ | କାଦମ୍ୱିନୀ | ଅଗଷ୍ଟ |
132 | ଆଶିଷ ରଂଜନ ସ୍ୱାଇଁ | ସାକ୍ଷାତକାର | ପ୍ରତିଭା ମଣ୍ଡଳ | ଶାରଦୀୟ ବିଶେଷାଙ୍କ |
133 | ଆଶୁତୋଷ ଆଚାର୍ଯ୍ୟ | ଧର୍ମର ରଙ୍ଗ ଲାଲ | ବାଟୋଇ.କମ | 3 ଜୁନ |
134 | ଆଶୁତୋଷ ଧଳ | ବାବୁଲା ରିକ୍ସାବାଲା | ଚିହ୍ନ | ମାର୍ଚ୍ଚ |
ସ୍ୱୀକାରୋକ୍ତି | ଚିହ୍ନ | ଡିସେମ୍ୱର | ||
135 | ଆଶୁତୋଷ ମେହେର | ଆଦ୍ୟ ପ୍ରେମର କାବ୍ୟଧାରା | ଆହ୍ୱାନ ଇ-ପ୍ରତିକା | ଏପ୍ରିଲ |
ମାମୁଁଘର | ବେଦାନ୍ତୀ | ଏପ୍ରିଲ | ||
ତ୍ୟାଗର ରଙ୍ଗ | ବେଦାନ୍ତୀ | ମେ | ||
ଦୁଇଟି ଛୋଟ ଗପ | ଆହ୍ୱାନ ଇ-ପ୍ରତିକା | ଜୁନ | ||
ପାଳଭୂତ | ଆହ୍ୱାନ ଇ-ପ୍ରତିକା | ଜୁଲାଇ | ||
ମାଷ୍ଟ୍ରେଙ୍କ ଚା | ବେଦାନ୍ତୀ | ଅଗଷ୍ଟ | ||
ଔଷଧ | ଆହ୍ୱାନ ଇ-ପ୍ରତିକା | ସେପ୍ଟେମ୍ୱର | ||
ବିଷ ବଳୟର ଅମୃତ | ବନଫୁଲ | ପୂଜା ସଂଖ୍ୟା | ||
ତଫାତ୍ | ଆହ୍ୱାନ ଇ-ପ୍ରତିକା | ନଭେମ୍ୱର | ||
ଶେଷ ଇଚ୍ଛାର ପ୍ରେମ | ଆହ୍ୱାନ ଇ-ପ୍ରତିକା | ଡିସେମ୍ୱର | ||
136 | ଆର୍ଷୀ ଉପାସନା କର | ଗୋଲାପ | ଆହ୍ୱାନ ଇ-ପ୍ରତିକା | ଜୁନ |
137 | ଆୟୁଷ୍ମାନ ତ୍ରିପାଠୀ | ଭୂତ ବଙ୍ଗଳାରେ ତିନି ସାଙ୍ଗ | ଶୁଭପଲ୍ଲବ | 23 ଜୁନ |
138 | ଆଲୋକ କୁମାର ବାରିକ | ଅନୁତାପ | ରେବତୀ | ଜୁଲାଇ |
139 | ଇତିଶ୍ରୀ ଜାନା | ବାସ୍ତବତାର ଛବି | ଆହ୍ୱାନ ଇ-ପ୍ରତିକା | ମେ |
140 | ଇତିଶ୍ରୀ ଦାସ | ପଦିଏ କଥା | ଓଡିଶା ଭାସ୍କର | 18 ଏପ୍ରିଲ |
141 | ଇତୁସ୍ମିତା ବେହେରା | ମୋ ବାପା ମୋ ହିରୋ | ଆହ୍ୱାନ ଇ-ପ୍ରତିକା | ନଭେମ୍ୱର |
142 | ଇନ୍ଦିରା ଚରଣ | ପରିସ୍ଥିତିର ଚାପ | ଆହ୍ୱାନ ଇ-ପ୍ରତିକା | ଅକ୍ଟୋବର |
143 | ଇନ୍ଦିରା ଦାଶ | ୟୁସୁଫ ମହମଦ | ସମାରୋହ | ପୂଜା ସଂଖ୍ୟା |
ସାବିତ୍ରୀ | ଅମୃତାୟନ | ପୂଜା ସଂଖ୍ୟା | ||
ସେକାଳ, ଏକାଳ | ବାଟୋଇ | ପୂଜା ସଂଖ୍ୟା | ||
ଈଶାନ ଓ ଭଗବାନ | ଶତଦ୍ରୁ | ପୂଜା ସଂଖ୍ୟା | ||
ସାରୀଆର ଇତିକଥା | ପ୍ରାଚୀତାରା | ପୂଜା ସଂଖ୍ୟା | ||
ମିସେସ ଭାନୁମତୀ ନାୟକ | ଯୁଗଶ୍ରୀ ଯୁଗନାରୀ | ପୂଜା ସଂଖ୍ୟା | ||
144 | ଇନ୍ଦିରା ଶୁଭଦର୍ଶିନୀ ତ୍ରିପାଠୀ | ମୋ ବୋଉ ଓ ପିଲାଦିନ | ଆଇନା | ପୂଜା ସଂଖ୍ୟା |
145 | ଇନ୍ଦୁରେଖା ପଣ୍ଡା | ଅଭିନେତ୍ରୀ | ଚିରସମର୍ଥା | ପୂଜା ସଂଖ୍ୟା |
146 | ଇନ୍ଦୁଲତା ମହାନ୍ତି | ଜାନକୀର ଦୁଃଖ-ସୁଖ | କଥା | ମାର୍ଚ୍ଚ |
ରାଖୀ ଅପା | ସତ୍ୟବାଦୀ | ବାର୍ଷିକ ସଂଖ୍ୟା | ||
ଦେବଦାସୀ | ମହାନଦୀ | ଜୁଲାଇ | ||
ଭୋଗ୍ୟା | ଶୋଭନା | ଅକ୍ଟୋବର | ||
ଅନ୍ତିମ ଇଚ୍ଛା | ଚିରସମର୍ଥା | ପୂଜା ସଂଖ୍ୟା | ||
147 | ଇନ୍ଦ୍ରମଣି ଜେନା | ସମ୍ୱର୍ଦ୍ଧନା | ସମ୍ୱାଦ | 3 ଜାନୁଆରୀ |
ସୁବର୍ଣ୍ଣକାନ୍ତି | ନନ୍ଦିକା | ଏପ୍ରିଲ | ||
148 | ଈପସିତା ପ୍ରଧାନ | ଷ୍ଟାଟସ୍ | ନନ୍ଦିକା | ଫେବୃଆରୀ |
ପର୍ପଲ ଡ୍ରେସ | ବାଟୋଇ.କମ | 29 ମେ | ||
ରିଭାଇଭ୍ : ଜଣେ ନର୍ସର କାହାଣୀ | ଓଟିଭି ଖବର.ଇନ | 27 ନଭେମ୍ୱର | ||
149 | ଈପସିତା ମହାନ୍ତି | ସେଲଫି | ପ୍ରଜାତନ୍ତ୍ର | 28 ମାର୍ଚ୍ଚ |
ସିନ୍ଦୂକ ସାଇତା ସ୍ୱପ୍ନ | ସାହିତ୍ୟ ଗୋଧୂଳି | ପୂଜା ସଂଖ୍ୟା | ||
150 | ଈପସିତା ପ୍ରିୟଦର୍ଶିନୀ ପରିଡା | https://odia.pratilipi.com/user/dipa-parida-8k3rs7729i | ପ୍ରତିଲିପି - 63ଟି ଗପ | |
151 | ଉତ୍କଳିକା ଦାଶ | ଡର | ଓଡିଶା ଭାସ୍କର | 25 ଜୁଲାଇ |
152 | ଉତ୍ତମ ମହାପାତ୍ର | ଅକୁହା କଥାରୁ କିଛି | ଆହ୍ୱାନ ଇ-ପ୍ରତିକା | ଜୁନ |
153 | ଉଦୟନାଥ ତ୍ରିପାଠୀ | ସୃଷ୍ଟିର ଅଦ୍ଭୁତ ଜୀବ | ସମାରୋହ | ସେପ୍ଟେମ୍ୱର |
ବିଷକନ୍ୟା | ସମାରୋହ | ନଭେମ୍ୱର | ||
154 | ଉଦୟ ନାରାୟଣ ଦାସ | ଶରଣ | କଥା | ମାର୍ଚ୍ଚ |
ଖୁସି ଓଡିଶା | ସେଇଠୁ ଆରମ୍ଭ | ମାର୍ଚ୍ଚ | ||
ଶୂନ୍ୟସ୍ଥାନ | ରେବତୀ | ଏପ୍ରିଲ | ||
ମଶାଣି ସତ | କ୍ରାନ୍ତିଧାରା | 26 ଜୁନ | ||
ଆସକ୍ତ | କାହାଣୀ | ପୂଜା ସଂଖ୍ୟା | ||
ପଣତ ଆଶ୍ଳେଷ | କ୍ରାନ୍ତିଧାରା | ଅକ୍ଟୋବର | ||
ପ୍ରାପ୍ତି | ରେବତୀ | ନଭେମ୍ୱର | ||
ଶ୍ରୀକ୍ଷେତ୍ର | କ୍ରାନ୍ତିଧାରା | ଡିସେମ୍ୱର | ||
155 | ଉପମା ପଣ୍ଡା | ବିଦଗ୍ଧ ଫାଲଗୁନ | ବ୍ରତତୀ | ମେ |
ଅମୃତ ସନ୍ତାନ | ବ୍ରତତୀ | ସେପ୍ଟେମ୍ୱର | ||
156 | ଉମାକାନ୍ତ ଦାସ | ତା’ ଆଖିର ଲୁହ | ପ୍ରତିଶ୍ରୁତି | ବାର୍ଷିକ ସଂଖ୍ୟା |
157 | ଉମାକାନ୍ତ ଧଳ | ଯୋଗାଡିଆ ସାହିତ୍ୟିକ | ସାହିତ୍ୟ ଫର୍ଦ୍ଦ | ଅକ୍ଟୋବର-ନଭେମ୍ୱର |
ଅନନ୍ୟା | ନିର୍ଭୟ | 28 ନଭେମ୍ୱର | ||
158 | ଉମାକାନ୍ତ ନାଥ | କାଗଜଡଙ୍ଗା | ପର୍ଯ୍ୟବେକ୍ଷକ | 28 ନଭେମ୍ୱର |
159 | ଉମାକାନ୍ତ ମିଶ୍ର | ଆଖିରୁ ଆକାଶ | ଘାସଫୁଲ | ପୂଜା ସଂଖ୍ୟା |
ଭିନ୍ନ ଏକ ଚନ୍ଦ୍ରସେଣା | ସୃଜନ ସ୍ୱପ୍ନ | ପୂଜା ସଂଖ୍ୟା | ||
ଦୃଷ୍ଟିପାତ | ଶାନ୍ତିଧାରା | ବାର୍ଷିକ ସଂଖ୍ୟା | ||
160 | ଉମାକାନ୍ତ ରାଉତ (ଅରୂପ) | ଏୟାର୍ ଲିଫ୍ଟିଙ୍ଗରେ ଚୈତନ | ସାଗରିକା | ପୂଜା ସଂଖ୍ୟା |
ବିଶ୍ୱଭାରତୀର ସାହାଡା ଗଛ ଉପାଖ୍ୟାନ | ଧ୍ୱନି ପ୍ରତିଧ୍ୱନି | 25 ଅକ୍ଟୋବର | ||
161 | ଉମାଶଙ୍କର ପଣ୍ଡା | ଅଗ୍ନିରାଗ | ପ୍ରେମ ପୃଥିବୀ | ନବବର୍ଷ ବିଶେଷାଙ୍କ |
162 | ଉମାଶଙ୍କର ପାଳ | ପଦ୍ମ ପୋଖରୀ | ସତ୍ୟବାଦୀ | ଅକ୍ଟୋବର |
163 | ଉମାଶଙ୍କର ଷଡଙ୍ଗୀ | ଆତ୍ମା | ସମାରୋହ | ମାର୍ଚ୍ଚ |
କ୍ଷତାକ୍ତ ଆଶା | ସମାରୋହ | ଜୁନ | ||
ଜେଜେ | ସମାରୋହ | ପୂଜା ସଂଖ୍ୟା | ||
164 | ଉର୍ମିଳା ମହାପାତ୍ର | ପାଉଁଜି | ଓଡିଶା ସମ୍ୱାଦ ୱେବ | 23 ଡିସେମ୍ୱର |
165 | ଉଷାରାଣୀ ଦାଶ | ଶତାବ୍ଦୀର ଅନ୍ଧାର, ନୁଙ୍ଗୁ ଓ ଚିଙ୍ଗୁଡି | ଆହ୍ୱାନ ଇ-ପ୍ରତିକା | ଜୁନ |
ଝୁଣ୍ଟିଆ | ଆହ୍ୱାନ ଇ-ପ୍ରତିକା | ଜୁଲାଇ | ||
ଧୋ’ ରେ ବାଇୟା ଧୋ’ | ଆହ୍ୱାନ ଇ-ପ୍ରତିକା | ଅଗଷ୍ଟ | ||
ଜନ୍ମଦିନ | ଆହ୍ୱାନ ଇ-ପ୍ରତିକା | ସେପ୍ଟେମ୍ୱର | ||
166 | ଉଷା ଶତପଥୀ | ନିର୍ଣ୍ଣୟିକା | ସମାରୋହ | ମାର୍ଚ୍ଚ |
167 | ଋତୁପର୍ଣ୍ଣା ମହାପାତ୍ର | ଠିକଣା | ଚିହ୍ନ | ମାର୍ଚ୍ଚ |
168 | ଏକତା ପଣ୍ଡା | ଅବାସ୍ତବ | କଥା | ଅକ୍ଟୋବର |
169 | ଏମ. ମଧୁଛନ୍ଦା | ସ୍ୱାଭିମାନ | ଅର୍ପଣ | ବାର୍ଷିକ ସଂଖ୍ୟା |
170 | ଏସ କେ ମୁନି | ଛାତି ତଳର ଗୁପ୍ତ ସ୍ମୃତି | ପ୍ରତିଲିପି | 9 ମାର୍ଚ୍ଚ |
171 | ଓଁ ଅଭିଜ୍ଞାନ ସାହୁ | ହାପି ସନଡେ | ଧରିତ୍ରୀ | 31 ଜାନୁଆରୀ |
ରଙ୍ଗ ନମ୍ୱର | ଓଡିଶା ସମ୍ୱାଦ ୱେବ | 14 ଫେବୃଆରୀ | ||
ଗପି ଗପି ଗାଳ୍ପିକ | ଓଡିଶା ସମ୍ୱାଦ ୱେବ | 28 ଫେବୃଆରୀ | ||
ସ୍ୱାମୀ ନିବୃତ୍ତାନନ୍ଦଙ୍କ ଭିତିରି କଥା | ଧରିତ୍ରୀ | 11 ଏପ୍ରିଲ | ||
ଝର୍କା ସେପାଖର ଆକାଶ | ଧରିତ୍ରୀ | 30 ମେ | ||
ଝଣ୍ଡା ଉଚ୍ଚା ରହେ ହମାରା | ଧରିତ୍ରୀ | 15 ଅଗଷ୍ଟ | ||
କରୋନା କେଳେଙ୍କାରୀ | ସୀମାନ୍ତ | ପୂଜା ସଂଖ୍ୟା | ||
ଯ ଜାନାତି ସଃ ଜାନାତି | ଯୁବପ୍ରଭା | ପୂଜା ସଂଖ୍ୟା | ||
ମହାତ୍ମାଙ୍କ ଛାଇ | ଧରିତ୍ରୀ | 3 ଅକ୍ଟୋବର | ||
ଏକ ଉଦୟାସ୍ତର କାହାଣୀ | ଝଙ୍କାର | ନଭେମ୍ୱର | ||
172 | କଇଳାଶ ପଟ୍ଟନାୟକ | କାଉ ଓ ମାଠିଆ କଥା | ଚତୁରଙ୍ଗ | ଏପ୍ରିଲ |
କାଉ ଓ କୋକି କଥା | ଶୋଭନା | ଅକ୍ଟୋବର | ||
ଅନ୍ୟ ଜଣେ ସାରଦାପ୍ରସାଦ ମିଶ୍ର | ସାହିତ୍ୟ ପତ୍ର – 2021 | ବାର୍ଷିକ ମୁଖପତ୍ର | ||
173 | କଣ୍ଡୁରୀ ଚରଣ ରାଉତ | ଜରାଶ୍ରମ | ପ୍ରଜାତନ୍ତ୍ର | 8 ଅଗଷ୍ଟ |
174 | କନକ ମଞ୍ଜରୀ ପଟ୍ଟନାୟକ | ବିସ୍ତୃତ | ରଜନୀଗନ୍ଧା | ପୂଜା ସଂଖ୍ୟା |
ତୁମେ କେବେ ଯିବ ଅତିଥି | ସଂବର୍ତକୀ | ପୂଜା ସଂଖ୍ୟା | ||
ଦର୍ପଣ | ଶ୍ୱେତପଦ୍ମା ପରିବାର | ବାର୍ଷିକ ସଂଖ୍ୟା | ||
175 | କନକ ମଞ୍ଜରି ମିଶ୍ର | ଭୁଲ ନିଷ୍ପତ୍ତି | କଥାକଳିକା | ଡିସେମ୍ୱର |
176 | କନକ ମଞ୍ଜରୀ ସାହୁ | ନିସ୍ତବ୍ଧ ପୃଥିବୀ | ଦିଗବଳୟ | ଶାରଦୀୟ ସଂଖ୍ୟା |
177 | କନିଷ୍କ | ଝିମିଟି ଖେଳ | ଶୋଭନା | ଏପ୍ରିଲ |
ଚିତ୍ର | ଶୋଭନା | ଅକ୍ଟୋବର | ||
178 | କବିତା ଦେବୀ (ମିଶ୍ର) | ଏଇତ ଜୀବନ | ସ୍ମୃତି ସାନ୍ତ୍ୱନା | ବିଷୁବ ସଂଖ୍ୟା |
ଅମୃତ ଫଳ | ଶ୍ୱେତ ସଙ୍କେତ | ବିଷୁବ ସଂଖ୍ୟା | ||
କଳ୍ପବଟ | ସୁଲେଖା | ପୂଜା ସଂଖ୍ୟା | ||
179 | କବିତା ବାରିକ | ସବୁଜ ଦିନର ଫେରନ୍ତି ପୃଷ୍ଠା | କାଦମ୍ୱିନୀ | ମାର୍ଚ୍ଚ |
ରାତିର ବାସନ୍ତୀ | ଶୋଭନା | ମାର୍ଚ୍ଚ | ||
ଅପେକ୍ଷାର ଅନ୍ତରାଳେ | ଚତୁରଙ୍ଗ | ଏପ୍ରିଲ | ||
ବଇଁଶୀବାଲା | କାଦମ୍ୱିନୀ | ଅକ୍ଟୋବର | ||
ଭେକସିନ୍ | ଇସ୍ତାହାର | ପୂଜା ସଂଖ୍ୟା | ||
ଆଶା ରଖନାରେ ମନପକ୍ଷୀ | ଶୋଭନା | ଅକ୍ଟୋବର | ||
ଆଉ ଜଣେ ବଳିଦତ୍ତ | ଗୌରବ | ପୂଜା ସଂଖ୍ୟା | ||
ନାଁ ନ ଥିବା ସମ୍ପର୍କ | ପ୍ରେମ ପୃଥିବୀ | ପୂଜା ସଂଖ୍ୟା | ||
ଟେଲିପାଥି | ମହୁରୀ | ପୂଜା ସଂଖ୍ୟା | ||
ଅବଶିଷ୍ଟ ଜୀବନ | ଗୋକର୍ଣ୍ଣିକା | ପୂଜା ସଂଖ୍ୟା | ||
ନୂଆ ବୃନ୍ଦାବନ | ଯୁଗଶ୍ରୀ ଯୁଗନାରୀ | ପୂଜା ସଂଖ୍ୟା | ||
180 | କବିତା ମିଶ୍ର | ଆମ କର୍ମ ଆମ ଧର୍ମ | ଶ୍ୱେତ ସଙ୍କେତ | ମକର ସଂଖ୍ୟା |
ଦୁଃଖିନୀ କପୋତି | ଆହ୍ୱାନ ଇ-ପତ୍ରିକା | ଫେବୃଆରୀ | ||
ମା’ | ଯୁଗଶ୍ରୀ ଯୁଗନାରୀ | ମେ | ||
ଆଶାର ଆଲୋକ | ସ୍ମୃତି ସାନ୍ତ୍ୱନା | ପୂଜା ସଂଖ୍ୟା | ||
ଡଲାର | ଅଗ୍ନିରୂପା | ଡିସେମ୍ୱର | ||
181 | କମଳ କୁମାର ପରିଜା | ପ୍ରେମର ବୟସ | କଥାକଳିକା | ଜାନୁୁଆରୀ |
182 | କମଳାକାନ୍ତ ଦାଶ | ପ୍ରାପ୍ତି ପାଇଁ ସୂଚନା | ଯୁଗଶ୍ରୀ ଯୁଗନାରୀ | ମେ |
183 | କମଳା ଶତପଥୀ | ମାଟି ବାହୁଡା | ଝଙ୍କାର | ଜାନୁଆରୀ |
ସଫଳ ମଣିଷ | ଶୋଭନା | ମାର୍ଚ୍ଚ | ||
ଫଟା ଧୋତି | କଥାକଳିକା | ମାର୍ଚ୍ଚ | ||
ପ୍ରାୟଶ୍ଚିତ | କଥାକଳିକା | ମେ | ||
ଅମେରୁଦଣ୍ଡୀ | କଥା | ଅଗଷ୍ଟ | ||
ତୋଫାନ ପରେ | ଶୋଭନା | ଅଗଷ୍ଟ | ||
‘କିନ୍ତୁ’ର ସେପାଖେ | ଦିଗବଳୟ | ପୂଜା ସଂଖ୍ୟା | ||
184 | କମଳିନୀ ଦାଶ | ଭଙ୍ଗା ଘରେ ଚକା ଜହ୍ନ | ଭୂମାଶ୍ରୀ | ପୂଜା ସଂଖ୍ୟା |
185 | କମଳିନୀ ଦେବୀ | ଅଭିଶପ୍ତ ସାବିତ୍ରୀ | ସୃଜନ ସ୍ୱପ୍ନ | ଜୁଲାଇ-ସେପ୍ଟେମ୍ୱର |
ଉଦୟ ରାଗର ଅସ୍ତ | ସୁଲେଖା | ପୂଜା ସଂଖ୍ୟା | ||
186 | କମଳିନୀ ମଲ୍ଲିକ | ଭିଜାମାଟିର ବେଦନା | ପ୍ରାଚୀଧାରା | ପୂଜା ସଂଖ୍ୟା |
ଆବାହନ ଓ ବିସର୍ଜନରେ : ଦେବୀ | ସମାରୋହ | ପୂଜା ସଂଖ୍ୟା | ||
ଭସାଣିଯାତ୍ରା | କଥାକଳିକା | ପୂଜା ସଂଖ୍ୟା | ||
ବିଭାଜିତ ପରିଧି | ପାହାଚ | ପୂଜା ସଂଖ୍ୟା | ||
ଛିନ୍ନ ବୀଣାର ଦକ୍ଷ ବାଦକ | ଶ୍ୱେତପଦ୍ମା ପରିବାର | ବାର୍ଷିକ ସଂଖ୍ୟା | ||
ସବୁଜିମା ତଳର ନିଆଁ | ସାହିତ୍ୟ ଗୋଧୂଳି | ପୂଜା ସଂଖ୍ୟା | ||
କନ୍ୟାରତ୍ନ | ଶୋଭନା | ଡିସେମ୍ୱର | ||
187 | କରୁଣାକର ବେହୁରିଆ | ପ୍ରତିଦାନ | କାହାଣୀ | ପୂଜା ସଂଖ୍ୟା |
ଏକ ସୁଖଦ ସକାଳର ବୃତ୍ତାନ୍ତ | ଗଙ୍ଗଶିଉଳି | ପୂଜା ସଂଖ୍ୟା | ||
ସମର୍ପିତା | ପ୍ରେମ ପୃଥିବୀ | ପୂଜା ସଂଖ୍ୟା | ||
ବାପା | ଅକ୍ଷାଂଶ | ପୂଜା ସଂଖ୍ୟା | ||
188 | କରୁଣାସିନ୍ଧୁ ଭଞ୍ଜ ଦେଓ | ରଙ୍ଗା | ସତ୍ୟବାଦୀ | ସେପ୍ଟେମ୍ୱର |
189 | କଳ୍ପନା ମିଶ୍ର | ଏମିତି ଗୋଟେ ଜହ୍ନରାତି | ଭିଜାମାଟି | ପୂଜା ସଂଖ୍ୟା |
190 | କଳ୍ପଲତା ଦାସ | ଅପହଞ୍ଚ ଦୁନିଆ | ଗୋକର୍ଣ୍ଣିକା | ଜାନୁଆରୀ |
ଭିନ୍ନ ଏକ ଚିନ୍ତାଧାରା | ସମାରୋହ | ଫେବୃଆରୀ | ||
ଛଳନା | ସମାରୋହ | ପୂଜା ସଂଖ୍ୟା | ||
191 | କଲ୍ୟାଣୀ ଦାଶ | ଲୋଭ | ଆହ୍ୱାନ ଇ-ପତ୍ରିକା | ଅକ୍ଟୋବର |
192 | କଲ୍ୟାଣୀ ମିଶ୍ର | କାହାଣୀ ଆଶା | ପଲ୍ଲୀବାଣୀ | ସ୍ୱତନ୍ତ୍ର ସଂଖ୍ୟା |
193 | କାଜଲ କାଦମ୍ୱିନୀ ଖୁଣ୍ଟିଆ | ଅସୁନ୍ଦରୀର ଅଶ୍ରୁନୀଡ | ଧ୍ୱନି ପ୍ରତିଧ୍ୱନି | 22 ମାର୍ଚ୍ଚ |
194 | କାଞ୍ଚନ ମଲ୍ଲିକ | ରମାର ବର | ଚନ୍ଦନଧାରା | ପୂଜା ସଂଖ୍ୟା |
ରାମଚନ୍ଦ୍ର ହାଁସଦା | ସିନ୍ଧୁଜା | ପୂଜା ସଂଖ୍ୟା | ||
195 | କାଞ୍ଚି ନାରାୟଣ ମହାନ୍ତି | ଖଡମା | ଯୁବପ୍ରଭା | ଶରତ ସଂଖ୍ୟା |
196 | କାଦମ୍ୱିନୀ ବେଶ୍ରା | ବୁନ୍ଦାଏ ପ୍ରେମ | ସମ୍ୱାଦ କଳିକା | 10 ଡିସେମ୍ୱର |
197 | କାନ୍ତା ମହାନନ୍ଦ | https://odia.pratilipi.com/user/kanta-mahanand-d896c090kl | ପ୍ରତିଲିପି - 22ଟି ଗପ | |
ଗୋଧୂଳି | ଆହ୍ୱାନ ଆଜିର, ୱେବ | ମେ | ||
ଦେବୀ ମା’ | ଆହ୍ୱାନ ଆଜିର, ୱେବ | ଅକ୍ଟୋବର | ||
198 | କାବେରୀ ମିଶ୍ର | ପରାଜିତ | ମକର ମଣ୍ଡା | ଜାନୁଆରୀ |
199 | କାମଦେବ ମହାରଣା | ହିହି ଟିଭି ଫ୍ରମ ସୁନାବାଲି, ଧାମରା | ଧ୍ୱନି ପ୍ରତିଧ୍ୱନି | 27 ଜୁନ |
200 | କାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ | ଭିନ୍ନ ଏକ ପ୍ରେମ କଥା | ବେଦାନ୍ତୀ | ଜୁନ |
ତିନୋଟି ଡାଏରୀର କାହାଣୀ | ବେଦାନ୍ତୀ | ଜୁଲାଇ | ||
201 | କାର୍ତ୍ତିକ ଚନ୍ଦ୍ର ବାରିକ | ନୀଳତୃଷ୍ଣା | ଗୋକର୍ଣ୍ଣିକା | ପୂଜା ସଂଖ୍ୟା |
ପ୍ରଥମ ପ୍ରେମ | କଥାକଳିକା | ପୂଜା ସଂଖ୍ୟା | ||
ସତ୍ୟମ୍ ବଦ | ବର୍ତ୍ତିକା | ପୂଜା ସଂଖ୍ୟା | ||
ନୀଳପରୀର ଇତିକଥା | ଜନସୁଧା | ପୂଜା ସଂଖ୍ୟା | ||
ସୁଖ ସନ୍ଧାନରେ ମଣିଷ | ସାହିତ୍ୟର ସ୍ୱର | ପାର୍ବଣ ସଂଖ୍ୟା | ||
କ୍ଷମା ଯାଚନା | ଉର୍ବୀ | ପୂଜା ସଂଖ୍ୟା | ||
ଏକ ଜନ୍ମୋତ୍ସବର ବୃତ୍ତାନ୍ତ | ଯୁଗଶ୍ରୀ ଯୁଗନାରୀ | ପୂଜା ସଂଖ୍ୟା | ||
ସୂର୍ଯ୍ୟାସ୍ତର ରଙ୍ଗ | ସମାରୋହ | ନଭେମ୍ୱର | ||
ମାୟାବର୍ତ୍ତ | ସାହିତ୍ୟ ପତ୍ର | ବାର୍ଷିକ ମୁଖପତ୍ର | ||
202 | କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ | ଲୁଟ | ବର୍ତ୍ତିକା | ପୂଜା ସଂଖ୍ୟା |
203 | କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀ | ଡବଲ ରୋଲ | ଅନନ୍ତ ନିର୍ଝର | ପୂଜା ସଂଖ୍ୟା |
204 | କାର୍ତ୍ତିକ ଚନ୍ଦ୍ର ସେଠୀ | ଲୋକ ହିତଂ ମମ କରଣୀୟ | ଅଭିଯାନ | ଜାନୁଆରୀ-ମାର୍ଚ୍ଚ |
205 | କାର୍ତ୍ତିକ ସ୍ୱାଇଁ | ଦୁଇଟି ଛେଳିଙ୍କ କାହାଣୀ | ଅର୍ପିତା | ଜାନୁଆରୀ-ମାର୍ଚ୍ଚ |
ଅଦୃଶ୍ୟ ବଂଶୀ | କଥାକଳିକା | ମାର୍ଚ୍ଚ | ||
ବଂଶୀବାଦକ | ଅମୃତାୟନ | ଏପ୍ରିଲ | ||
ବର୍ଷ ଶେଷରେ ଈଶ୍ୱରଙ୍କୁ ଚିଠି | ଦିଗବଳୟ | ବିଷୁବ ସଂଖ୍ୟା | ||
ମୁଁ ଓ ମୋ’ ସାଙ୍ଗମାନେ | ସାହିତ୍ୟ ଦର୍ପଣ | ବିଷୁବ ସଂଖ୍ୟା | ||
ନୀଳନଦୀର ଆରପାଖ | ସମାରୋହ | ମେ | ||
ଖୁସିର ରଙ୍ଗ ଫିକା | ଅମୃତାୟନ | ସେପ୍ଟେମ୍ୱର | ||
କାହ୍ନାର କଣ୍ଢେଇ | ପକ୍ଷୀଘର | ପୂଜା ସଂଖ୍ୟା | ||
ବିଜୟିନୀର ସ୍ୱର | ଅକ୍ଷାଂଶ | ପୂଜା ସଂଖ୍ୟା | ||
ମାଟିଘର | କାହାଣୀ | ପୂଜା ସଂଖ୍ୟା | ||
ନଦୀର ନାମ ନୀଳା | ତୀରତରଙ୍ଗ | ପୂଜା ସଂଖ୍ୟା | ||
କରି କରାଉ ଥାଉ ତୁହି | ଆଇନା | ପୂଜା ସଂଖ୍ୟା | ||
ବିକ୍ରମ ଗଲା କୁଆଡେ | ଆକାଂକ୍ଷା | ପୂଜା ସଂଖ୍ୟା | ||
ପ୍ରତିବିମ୍ୱ | ପଲକ | ପୂଜା ସଂଖ୍ୟା | ||
ଘର | ସାଗରିକା |