Skip to main content

2024ର ଭଲ ଗପ

 

2024 ମସିହାର ଭଲ ଗପ

ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି ।

ସରଳ କୁମାର ଦାସ
୯୪୩୭୦ ୩୮୦୧୫
saral_das@yahoo.co.in


(କ) ଜାନୁଆରୀ , ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ

କ୍ରମିକ ସଂଖ୍ୟାଲେଖକଗଳ୍ପର ନାମକେଉଁଠି(ପତ୍ରିକା ଇତ୍ୟାଦି)ପ୍ରକାଶନ ସଂଖ୍ୟା/ ତାରିଖ
1ଅଞ୍ଜଳି ସାହୁଆଖି ସେପଟର ଛବିକଥା କଥା କବିତା କବିତାପୂଜା ସଂଖ୍ୟା
2ଆନନ୍ଦ କୁମାର ମାଇତିଦାମ୍ପତ୍ୟଝଙ୍କାରସେପ୍ଟେମ୍ୱର
3ଗିରିଜା ଶଙ୍କର ମିଶ୍ରପ୍ୟାଟରସନରେ ସନ୍ଧ୍ୟାକଥାଡିସେମ୍ୱର
4ଘନଶ୍ୟାମ ପଲେଇସମ୍ୱର୍ଦ୍ଧନାପ୍ରଗତିବାଦୀ-ସୃଜନୀ19 ମେ
5ଚିନ୍ମୟୀ ଏସ ଦେବପ୍ରିୟାଆଣ୍ଡ୍ରୟୁଙ୍କ ଡାଏରୀପ୍ରଜନ୍ମବାର୍ଷିକ ସଂଖ୍ୟା
6ଜୟନ୍ତ କୁମାର ସାହୁସୀମାରେଖାପକ୍ଷୀଘରମହାପୂଜା
7ଜିନତମାମ ଦର୍ଜୀଅନ୍ଧ କୂପରେ ଆତ୍ମହତ୍ୟାଅର୍ପିତାଜୁଲାଇ-ସେପ୍ଟେମ୍ୱର
8ଜୀବନ ପ୍ରଦୀପ ପ୍ରଧାନଶବଶକ୍ତିକଥାଅକ୍ଟୋବର
9ତନ୍ମୟଜ୍ୟୋତି ନାୟକସ୍ୱପ୍ନ ଦେଖୁଥିବା ପିଲାଟିଏଘାସଫୁଲପୂଜା ସଂଖ୍ୟା
10ତନ୍ମୟୀ ପଣ୍ଡାଶେଷ ଦୃଶ୍ୟଶବ୍ଦ ଓ ସ୍ୱରବାର୍ଷିକ
11ତେଜସ୍ୱିନୀ ପଣ୍ଡାଶେଷଦେଖାନିିର୍ଭୟ20 ଅକ୍ଟୋବର
12ଦିଲୀପ ବେହେରାସଉଦାରେବତୀଡିସେମ୍ୱର
13ଦେବଜ୍ୟୋତି ଅବିନାଶପ୍ରଜାପତିର ଛାଇକାଦମ୍ୱିନୀଜୁଲାଇ
14ଦେବବ୍ରତ ଦାସସ୍ଲୋଅର୍ପିତାଜୁଲାଇ-ସେପ୍ଟେମ୍ୱର
15ଧର୍ମରାଜ ମାଝୀସାଇକେଲଚନ୍ଦନଧାରାପୂଜା ସଂଖ୍ୟା
16ପ୍ରଜ୍ଞା ପ୍ରବର୍ତ୍ତିକା ଦାଶକାହାଣୀ କେବେ ସରେ ନାହିଁସୃଜନ ସଳିତା ନବନିତାପୂଜା ସଂଖ୍ୟା
17ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସପାଉଁଜିର ମୂଲକଥା କଳିକାଜୁନ
18ବିଚିତ୍ର ବିଶ୍ୱାଳଅପବିତ୍ରସମ୍ୱାଦ4 ଅଗଷ୍ଟ
19ବିଜୟ କୁମାର ପଣ୍ଡାମୁକ୍ତ ବିହଙ୍ଗଧ୍ୱନି ପ୍ରତିଧ୍ୱନି1 ଜାନୁଆରୀ
20ବିନେଶ ସାମଲକ୍ଷଣଭଙ୍ଗୁର ଆଜିବୈଶିଷ୍ଟ୍ୟଅକ୍ଟୋବର-ଡିସେମ୍ୱର
21ଭାଗ୍ୟଶ୍ରୀ ଲେଙ୍କାଛିନ୍ନମସ୍ତାକଥାଅକ୍ଟୋବର
22ଭାଗ୍ୟଲକ୍ଷ୍ମୀ ସେଠୀକଇଁ ବୁଢ଼ୀକଥାଅକ୍ଟୋବର
23ଭାନୁଶଙ୍କର ମହାନ୍ତିକୁନି କାହିଁ?ଅର୍ପିତାଏପ୍ରିଲ-ଜୁନ୍
24ମନୋଜ କୁମାର କୁଣ୍ଡଦେବୀପକ୍ଷଅଭିନନ୍ଦନଶାରଦୀୟ ସଂଖ୍ୟା
25ମହାଶ୍ୱେତା ସାହୁଚଣ୍ଡାଶୋକକାଦମ୍ୱିନୀଅକ୍ଟୋବର
26ମାଧବାନନ୍ଦ ପାତ୍ରଅନ୍ଧାରର ଆରପାଖଅର୍ପିତାଜାନୁୁଆରୀ-ମାର୍ଚ୍ଚ
27ମିୟୋଗ ରଞ୍ଜନ ପାତ୍ରଉଡ଼ାଣକଥାଅଗଷ୍ଟ
28ଯୋଗେଶ୍ୱର ପଣ୍ଡାଚୋରସତ୍ୟବାଦୀଅକ୍ଟୋବର
29ରଞ୍ଜନ କୁମାର ମହାନ୍ତିଦୂର ପାହାଚବୈଶିିଷ୍ଟ୍ୟଅକ୍ଟୋବର-ଡିସେମ୍ୱର
30ରଶ୍ମି ରଞ୍ଜନ ରାଉତଶୂଳିଆଣୀକଥାଅକ୍ଟୋବର
31ରଶ୍ମି ରଞ୍ଜନ ସାହୁନୂୂଆ ଛତାନିତିଦିନ14 ଜୁଲାଇ
32ରୋଜାଲିନ୍ ମୁଦୁଲିମାଂସକଥାଅକ୍ଟୋବର
33ରୋଜାଲିନି ମହାନ୍ତିସରଜୁରେ ସୂର୍ଯ୍ୟାସ୍ତକାଦମ୍ୱିନୀମାର୍ଚ୍ଚ
34ରୋଜାଲିନି ମିଶ୍ରନୂଆ'ଉଶୋଭନାମାର୍ଚ୍ଚ
35ଶଶାଙ୍କ ପ୍ରିୟସଖାପୁନରପି ଜନନମ୍କଥାଅପ୍ରେଲ
36ଶାକମ୍ୱରୀ ପ୍ରିୟଦର୍ଶିନୀ ସାହୁପ୍ରଶ୍ନକଥାଅକ୍ଟୋବର
37ଶାନ୍ତନୁ କୁମାର ନାୟକଉଚ୍ଛରଣଆଭା12 ଜୁନ
38ଶୀତଲ ମିଶ୍ରଅପରିଚିତାକଥାଅକ୍ଟୋବର
39ଶୁଭଶ୍ରୀ ମହାରଣାଗ୍ରେକଥାଜୁନ
40ଶୁଭଶ୍ରୀ ସ୍ୱର୍ଣ୍ଣପ୍ରଭାସମାଧିକଥାଅକ୍ଟୋବର
41ଶ୍ୱେତପଦ୍ମା ପାଢ଼ୀ ତ୍ରିପାଠୀନିଖୋଜ କୃଷ୍ଣଚୂଡ଼ାର ରହସ୍ୟରତ୍ନଚିରାଅକ୍ଟୋବର
42ଶ୍ରୁତକୀର୍ତ୍ତି ତ୍ରିପାଠୀପୋତାଧନରେବତୀସେପ୍ଟେମ୍ୱର
43ସଂଘମିତ୍ରା ପଣ୍ଡାଦାମ୍ପତ୍ୟକଥାଅକ୍ଟୋବର
44ସଞ୍ଜୟ ପଣ୍ଡାଧୂଆଁକଥାସେପ୍ଟେମ୍ୱର
45ସତ୍ୟରଞ୍ଜନ ମିଶ୍ରଯନ୍ତ୍ରକାଦମ୍ୱିନୀଜୁୁଲାଇ
46ସନ୍ତୋଷ କୁମାର ସାହୁଘରକଥାମାର୍ଚ୍ଚ
47ସନ୍ତୋଷୀ ସ୍ୱାଇଁଭାଉଜକାଦମ୍ୱିନୀମଇ
48ସରୋଜିନୀ ଶଙ୍ଖୁଆଲେଉଟାଣିଅର୍ପିତାଜାନୁଆରୀ-ମାର୍ଚ୍ଚ
49ସୀତାରାମ ଦାଶବୋଉର କାନ ନୋଳିଆଭାପୂଜା ସଂଖ୍ୟା
50ସୁରୋଜ ରୋଶନ ମିଶ୍ରହନିଟ୍ରାପ୍ଅଗ୍ନିରୂପାପୂଜା ସଂଖ୍ୟା
51ସୂର୍ଯ୍ୟସ୍ନାତ ତ୍ରିପାଠୀହଳଦିଆ ହସକଥାସେପ୍ଟେମ୍ୱର
52ସ୍ନିଗ୍ଧା ଶୁଭଦର୍ଶିନୀପାହାଡ଼ିଝରକଥାଏପ୍ରିଲ
53ସ୍ୱାଗତ କୁମାର ପଣ୍ଡାମୃତ୍ୟୁଲୋକଅର୍ପିତାଅକ୍ଟୋବର-ଡିସେମ୍ୱର
54ସ୍ରୋତସ୍ୱିନୀ ପରିଡ଼ାଦାମୀ ଜିନିଷକଥାଅକ୍ଟୋବର
55ହେମନ୍ତ ବିଶ୍ୱାଳରେବତୀର ବାଣୀବିହାରସାହିତ୍ୟ ଚର୍ଚ୍ଚାଫେବୃଆରୀ
56କ୍ଷୀରୋଦ ବିଶ୍ୱାଳଭୋଗକଥାଅପ୍ରେଲ
57ଲୋପାମୁଦ୍ରା ମିଶ୍ରସୁନ୍ଦରୀ ନାନୀସତ୍ୟବାଦୀଅପ୍ରେଲ


(ଖ) ଅନ୍ୟ କଥାକାରଙ୍କ ଗଳ୍ପ

କ୍ରମିକ ସଂଖ୍ୟାଲେଖକଗଳ୍ପର ନାମକେଉଁଠି(ପତ୍ରିକା ଇତ୍ୟାଦି)ପ୍ରକାଶନ ସଂଖ୍ୟା/ ତାରିଖ
1ଅଜୟ ମହାପାତ୍ରଭଲ ମଣିଷଶାଶ୍ୱତ ପାହାଚଅକ୍ଟୋବର
2ଅଜୟ ମହାଲାବନ୍ୟାର ଉପକାରିତାଆଇନାପୂଜା ସଂଖ୍ୟା
3ଅଜୟ ସ୍ୱାଇଁବୀରେନ ଧାଉଡ଼ିଆ ଓ ଶିରୀନାନୀକଥାଜୁନ
4ଅଞ୍ଜନ ଚାନ୍ଦଡାଆଣୀ ଘରକଥାଏପ୍ରିଲ
5ଅନୀଲ ପାଢ଼ୀଅଶୁଭଚନ୍ଦନଧାରାପୂଜା ସଂଖ୍ୟା
6ଅନୁକଂପା ପହିଖୁସିର ଲୁହସତ୍ୟବାଦୀମେ
7ଅନୁପମା ପଟ୍ଟନାୟକଅନନ୍ୟା ଅର୍ଦ୍ଧାଙ୍ଗିନୀକାଦମ୍ୱିନୀମାର୍ଚ୍ଚ
8ଅମରେଶ ବିଶ୍ୱାଳସେବାରହିତଅର୍ପିତାଜାନୁଆରୀ-ମାର୍ଚ୍ଚ
9ଅମିୟ ବେଜ୍ଗତିପଥପ୍ରାଚୀଧାରାପୂଜା ସଂଖ୍ୟା
10ଅମୂଲ୍ୟମଣି ମିଶ୍ରଆତତାୟୀ ପ୍ରଶ୍ନକଥାଜୁନ୍
11ଅମ୍ୱିକା ସ୍ୱାଇଁପ୍ରତୀକ୍ଷାକଥା କଳିିକାଭାଦ୍ରବ
12ଅର୍ଜୁନ ପୃଷ୍ଟିକେଲୁଣିସତ୍ୟବାଦୀପୂଜା ସଂଖ୍ୟା
13ଅରବିନ୍ଦ ଦାସପ୍ଲାଷ୍ଟିକ୍ ମଣିଷସତ୍ୟବାଦୀପୂଜା ସଂଖ୍ୟା
14ଅରବିନ୍ଦ ରାୟସତ-ମିଛଘାସଫୁଲପୂଜା ସଂଖ୍ୟା
15ଅଳକା ଚାନ୍ଦମଣିଷର ରଙ୍ଗଗୌରବପୂଜା ସଂଖ୍ୟା
16ଅଶୋକ ବିଶ୍ୱାଳଅନନ୍ୟ ନାରୀ ଚିତ୍ରପଟ୍ଟକଥା କଳିକାଅଗଷ୍ଟ-ସେପ୍ଟେମ୍ୱର
17ଅଶୋକ ମିଶ୍ରବଜ୍ରବହ୍ନିକଥା କଳିକାଏପ୍ରିଲ
18ଅସିତ କୁମାର ପଟ୍ଟନାୟକଅପହଞ୍ଚ ଇଲାକାଜନସୁଧାମହାପୂଜା ସଂଖ୍ୟା
19ଅକ୍ଷୟ ମିଶ୍ରଗୁଲିଖଟି ଗପନବଲିପିଶାରଦୀୟ ବିଶେଷାଙ୍କ
20ଆଦିତେଶ୍ୱର ମିଶ୍ରବଧଦଣ୍ଡକଥାମାର୍ଚ୍ଚ
21ଆନନ୍ଦ ଚନ୍ଦ୍ର ପହିଏକାନ୍ତ ବ୍ୟକ୍ତିଗତ ଇଲାକାଅପୂର୍ବାଶାରଦୀୟ ସଂଖ୍ୟା
22ଆଭାସ କୁମାର ବରାଳପରିିଚୟଅନନ୍ତ ନିର୍ଝରପୂଜା ସଂଖ୍ୟା
23ଆରତି କରଘରଛଡ଼ାସତ୍ୟବାଦୀଜୁନ
24ଆରତୀ ସାହୁକେନ୍ଦେରାରତ୍ନଚିରାଡିସେେମ୍ୱର
25ଆଶୁତୋଷ ମେହେରମୂର୍ତ୍ତିଚୋରୀ କଥାରାଜଭୂମିଶାରଦୀୟ ବିଶେଷାଙ୍କ
26ଇନ୍ଦିରା ଦତ୍ତକହି ତ ନୋହିଲାତୀରତରଙ୍ଗପାର୍ବଣ ସଂଖ୍ୟା
27ଇନ୍ଦୁଲତା ମହାନ୍ତିମଣିିଷର ମଣିଷପଣିଆଶୋଭନାପୂଜା ସଂଖ୍ୟା
28ଉଦୟ ନାରାୟଣ ଦାସଦାସୀକାଦମ୍ୱିନୀଅଗଷ୍ଟ
29ଉମାକାନ୍ତ ରାଉତସଁବାଳୁଆରତ୍ନଚିରାସେପ୍ଟେମ୍ୱର-ଅକ୍ଟୋବର
30କବିିତା କୁମୁଦ ମେହେରପ୍ରେମ: ଏକ ଅନାକାଂକ୍ଷିତ ଝଡ଼ଅର୍ପିତାଅକ୍ଟୋବର-ଡିିସେମ୍ୱର
31କବିତା ବାରିକଜୀବନର ଚିତ୍ରପଟସତ୍ୟବାଦୀଅକ୍ଟୋବର
32କମଳ କୁମାରୀ ଦାଶଉଦୟରାଗରତ୍ନଚିରାଡିିସେମ୍ୱର
33କମଳା ଶତପଥୀକଖାରୁ ଭଜାଶୋଭନାପୂଜା ସଂଖ୍ୟା
34କମଳିନୀ ମଲ୍ଲିକଅଳନ୍ଧୁ ଝାଡ଼ିଦେଲା ପରେକଥାମେ
35କାର୍ତ୍ତିକ ଚନ୍ଦ୍ର ବାରିକଅନାକାଂକ୍ଷିତଗୋକର୍ଣ୍ଣିକାପୂଜା ସଂଖ୍ୟା
36କାଳିକିଙ୍କରଦୋଷଯୁୁଗଶ୍ରୀ ଯୁଗନାରୀସେପ୍ଟେମ୍ୱର
37କାଶୀନାଥ ନନ୍ଦୀମୋହ ମୁହୂର୍ତ୍ତଝଙ୍କାରନଭେମ୍ୱର
38କିରଣ ମିଶ୍ରଦାଗକଥାଫେବୃଆରୀ
39କୃପାସାଗର ସାହୁସପ୍ତପଦୀର ସ୍ୱରସମ୍ୱାଦବାର୍ଷିକ ବିଶେଷାଙ୍କ
40ଗଂଗାଧର ବିଶ୍ୱାଳଏକ ଡାଇନୋସର ଦମ୍ପତିଙ୍କ ପ୍ରେମକଥାଅପୂୂର୍ବାଶାରଦୀୟ ବିିଶେଷାଙ୍କ
41ଗାୟତ୍ରୀ ଦାସଯାତ୍ରାକାଦମ୍ୱିନୀଅପ୍ରେଲ
42ଗାୟତ୍ରୀ ସରାଫସଂପର୍କର ମହୋଦଧିକଥାଫେବୃଆରୀ
43ଗିରୀଶ ଚନ୍ଦ୍ର ସାହୁଦ୍ୱିତୀୟ ଈଶ୍ୱରସମ୍ୱାଦବାର୍ଷିକ ବିଶେଷାଙ୍କ
44ଗୀତାଞ୍ଜଳି ମିଶ୍ରନିକମା ମଣିଷର କାହାଣୀଟିଏଯୁଗଶ୍ରୀ ଯୁଗନାରୀଫେବୃଆରୀ
45ଗୋଲାପ ମଞ୍ଜରୀ କରଅସ୍ମିତାଅପୂର୍ବାଶାରଦୀୟ ବିିଶେଷାଙ୍କ
46ଗୌରହରି ଦାସଅବଲମ୍ୱନସମ୍ୱାଦବାର୍ଷିକ ବିଶେଷାଙ୍କ
47ଘନବିହାରୀ ମହାରଣାଗୁପତ ଗଙ୍ଗାର ଢେଉଅର୍ପିତାଅକ୍ଟୋବର-ଡିିସେମ୍ୱର
48ଚନ୍ଦ୍ରମୋହନ ମହାପାତ୍ରବାଣୁଆପକ୍ଷୀଘରପୂଜା ସଂଖ୍ୟା
49ଚିତ୍ତରଞ୍ଜନ ଚିରଞ୍ଜିତକୁହୁୁଡ଼ିଅର୍ପିତାଜାନୁଆରୀ-ମାର୍ଚ୍ଚ
50ଚିନ୍ମୟୀ ବାରିକଦ୍ୱନ୍ଦଯୁଗ ପ୍ରବର୍ତ୍ତକଫେବୃଆରୀ-ଏପ୍ରିଲ
51ଚିନ୍ମୟୀ ମହାନ୍ତିଭିଡ଼ ଭିତରେ ଏକାକୀ ସେଇ ଝିଅଟିଗୌରବଶାରଦୀୟ ସଂଖ୍ୟା
52ଚିନ୍ମୟୀ ମହାପାତ୍ରମାଷ୍ଟରକାଦମ୍ୱିନୀମଇ
53ଚିରଶ୍ରୀ ଇନ୍ଦ୍ରସିଂବଗ ବଗୁଲିକାଦମ୍ୱିନୀଅକ୍ଟୋବର
54ଛନ୍ଦା ମିଶ୍ରକୁକୁର...ସମ୍ୱାଦ14 ଜାନୁଆରୀ
55ଜଗନ୍ନାଥ ଦାଶଧୁଡୁରୁଚମ୍ପାରେ ସେଇ ରାତିକଥାଡିସେମ୍ୱର
56ଜନ୍ମେଜୟ ବାବୁସ୍ୱୀକାରୋକ୍ତିଅମ଼ୃତାୟନଅଗଷ୍ଟ
57ଜୟନ୍ତୀ ରଥଫୁଲ ତୁ ଝଡ଼ନା ରେ...କଥାଫେବୃଆରୀ
58ଜାକିର ଖାନ୍ଅବିରାମ ଭାବୁଥିବା ସେ ଲୋକଟିସାହିତ୍ୟ ଚର୍ଚ୍ଚାନଭେମ୍ୱର
59ଜାନକୀ ବଲ୍ଲଭ ମହାପାତ୍ରସ୍ୱର୍ଣ୍ଣଗର୍ଭାଶୋଭନାଡିସେମ୍ୱର
60ଜାହ୍ନବୀ ମିଶ୍ରକୀଟଦ୍ରଂଷ୍ଟ ଗୋଲାପରେବତୀଡିସେମ୍ୱର
61ଝରଣା ପଟ୍ଟନାୟକନୂଆ ଠିକଣାପକ୍ଷୀଘରମହାପୂଜା
62ଡୋଳାମଣି ତ୍ରିପାଠୀଏଥର ନିରବି ଯାଅ ବିଷ୍ଣୁଶର୍ମାବୈଶିିଷ୍ଟ୍ୟଅକ୍ଟୋବର-ଡିସେମ୍ୱର
63ତପସ୍ୱିନୀ କରଦେବୀ ସଦା ବନ୍ଦିତାକଥାମାର୍ଚ୍ଚ
64ତରଙ୍ଗିଣୀ ମିଶ୍ରଅଭିନବ ଅବସର ବିନୋଦନସତ୍ୟବାଦୀସେପ୍ଟେମ୍ୱର
65ତରୁଣକାନ୍ତି ମିଶ୍ରସିତ-ପକ୍ଷସମ୍ୱାଦବାର୍ଷିକ ବିଶେଷାଙ୍କ
66ତରୁଣ କୁମାର ସାହୁଅନ୍ତଃସ୍ଥନବଲିିପିପୂଜା ସଂଖ୍ୟା
67ତାପସ କୁମାର ସାହାଖଡ଼ଗପୁର ଫାଷ୍ଟ ପାସେଞ୍ଜରଅମୃୃତାୟନଅପ୍ରେଲ
68ଦାଶ ବେନହୁରବାସ୍ନାସମ୍ୱାଦବାର୍ଷିକ ବିଶେଷାଙ୍କ
69ଦାଶରଥୀ ଭୂୟାଁଧୋକାକାଦମ୍ୱିନୀଅଗଷ୍ଟ
70ଦୀପକ କୁମାର ମହାନ୍ତିକାଳି ବୋହୂଧରିତ୍ରୀ-ସାହିତ୍ୟାୟନ6 ଏପ୍ରିଲ
71ଦୀପ୍ତି ପଟ୍ଟନାୟକଆଦି କାଳର କଥାକଥାନଭେମ୍ୱର
72ଦୀପ୍ତିରଞ୍ଜନ ପଟ୍ଟନାୟକଅଜାମିଳଶ୍ରୀ ସାହିତ୍ୟପୂଜା ସଂଖ୍ୟା
73ଦେବବ୍ରତ ମଦନରାୟନିଜ ନିଜର ଆକାଶସମ୍ୱାଦବାର୍ଷିକ ବିଶେଷାଙ୍କ
74ନନ୍ଦକିଶୋର ସିଂହସତ୍ୟପାଠରୁ ପୃଷ୍ଟାଟିଏବର୍ତ୍ତିକାପୂଜା ସଂଖ୍ୟା
75ନନ୍ଦିତା ମହାନ୍ତିଅବଦୁଲ୍ଲାସମୟର ଆକାଂକ୍ଷାପୂଜା ସଂଖ୍ୟା
76ନମିତା ପାଇକରାୟମାନବିକତାମାନବୀନଭେମ୍ୱର
77ନାରାୟଣ ମହାଳିକମଣିଷ ମାଙ୍କଡ଼ଅପୂର୍ବାଶାରଦୀୟ ସଂଖ୍ୟା
78ନାରାୟଣ ଚନ୍ଦ୍ର ଶତପଥୀରକ୍ତ ସମ୍ପର୍କସୃଜନତୃତୀୟ ସଂଖ୍ୟା
79ନିତ୍ୟାନନ୍ଦ ପଣ୍ଡାସିନ୍ଦୂରମୁଣ୍ଡୀ ବରଗଛଅମୃତାୟନପୂଜା ସଂଖ୍ୟା
80ନିବାରଣ ଜେନାମୃତ ସମୟର ଶୋଭାଯାତ୍ରାଅର୍ପିତାପୂଜା ସଂଖ୍ୟା
81ପଦ୍ମାଳୟା ପାଢ଼ୀହାଉସ୍ ହଜବ୍ୟାଣ୍ଡ୍ସାହିତ୍ୟ ମାଧୁର୍ଯ୍ୟ24 ଅଗଷ୍ଟ
82ପରେଶ ପଟ୍ଟନାୟକପାଚେରୀଶୋଭନାପୂଜା ସଂଖ୍ୟା
83ପାରମିତା ଶତପଥୀଉଡ଼ନ୍ତା କପୋତସମ୍ୱାଦବାର୍ଷିକ ବିଶେଷାଙ୍କ
84ପୁଷ୍ପାଞ୍ଜଳି କରସ୍ୱପ୍ନଭଙ୍ଗପକ୍ଷୀଘରମହାପୂଜା
85ପୁଷ୍ପାଞ୍ଜଳି ନାୟକଗଣେଶରାମର ଅଙ୍କକଷାସମ୍ୱାଦବାର୍ଷିକ ବିଶେଷାଙ୍କ
86ପୁଷ୍ପାରାଣୀ ପଟେଲପ୍ରିୟତମେଷୁକାଦମ୍ୱିନୀମାର୍ଚ୍ଚ
87ପୁଷ୍ପିତା ଜେନାଅସରନ୍ତି ସ୍ୱପ୍ନଯୁଗଶ୍ରୀ ଯୁଗନାରୀଅକ୍ଟୋବର-ଡିସେମ୍ୱର
88ପ୍ରକାଶ ପରିଡ଼ାରସାବଳିକଥା
89ପ୍ରକାଶ ମହାପାତ୍ରମୋକ୍ଷମୁଦ୍ରାଅର୍ପିତାଅକ୍ଟୋବର-ଡିସେମ୍ୱର
90ପ୍ରଜ୍ଞା ପରିମିତା ଆଚାର୍ଯ୍ୟଅଜ୍ଞାତବାସସତ୍ୟବାଦୀମେ
91ପ୍ରଜ୍ଞା ମହାନ୍ତିଏକ ଅନାଲୋଚିତ ପ୍ରେମକଥାଅର୍ପିତାପୂଜା ସଂଖ୍ୟା
92ପ୍ରତାପ ବିଶ୍ୱାଳବାଗୁଡ଼ି ଖେଳସତ୍ୟବାଦୀସେପ୍ଟେମ୍ୱର
93ପ୍ରତିଭା ରାୟସ୍ୱପ୍ନଦଗ୍ଧସମ୍ୱାଦବାର୍ଷିକ ବିଶେଷାଙ୍କ
94ପ୍ରଦୀପ ନାୟକବାହାଘର, ବର୍ଷା ଓ ବାର୍ଷିକୀଝଙ୍କାରଅଗଷ୍ଟ
95ପ୍ରଦୀପ ମିଶ୍ରପରିକ୍ରମାସତ୍ୟବାଦୀଏପ୍ରିଲ
96ପ୍ରଦୀପ୍ତ କୁମାର ମିଶ୍ରହେମର ଦରମାକଥାସେପ୍ଟେମ୍ୱର
97ପ୍ରଦୋଷ ମିଶ୍ରପ୍ରହସନସତ୍ୟବାଦୀପୂଜା ସଂଖ୍ୟା
98ପ୍ରଦ୍ୟୁମ୍ନ ପଟ୍ଟନାୟକପାପନବଲିପିରଥ ସଂଖ୍ୟା
99ପ୍ରଫୁଲ୍ଲ ବାରିକମନପକ୍ଷୀ ଝୁରେମହୁରିପୂଜା ସଂଖ୍ୟା
100ପ୍ରବୀଣା ମହାନ୍ତିଦୃଶ୍ୟାନ୍ତରପକ୍ଷୀଘରମହାପୂଜା
101ପ୍ରଶାନ୍ତ ନନ୍ଦବାପାଙ୍କ ଚିଠିସତ୍ୟବାଦୀଏପ୍ରିଲ
102ବନଜ ଦେବୀଭାବପଲ୍ଲବଶୋଭନାପୂଜା ସଂଖ୍ୟା
103ବାସନ୍ତୀ ମହାନ୍ତିସୁଆତୀ ମାଝୀ ବନାମ ମିସ୍ ସ୍ୱାତୀବାଟୋଇମହାପୂଜା ସଂଖ୍ୟା
104ବିଜୟ ନାୟକଛତାଝଙ୍କାରବିଷୁବ ସଂଖ୍ୟା
105ବିଜୟ ପ୍ରଧାନ, ଭବାନୀପାଟଣାବାଉଁଶ ଫୁଲର ବାସ୍ନାନବରାଗପୂଜା ସଂଖ୍ୟା
106ବିଜୟ ପ୍ରଧାନ, ବରଗଡ଼ଲାଲମାଛବୈଶିଷ୍ଟ୍ୟଜାନୁଆରୀ-ମାର୍ଚ୍ଚ
107ବିଜୟା ପାତ୍ର ସ୍ୱାଇଁଦଲକାଏ ଘୂର୍ଣ୍ଣିଝଡ଼ଗୋଧୂଳିପାର୍ବଣ ସଂଖ୍ୟା
108ବିଜୟାନନ୍ଦ ସିଂହଅନୁୁରାଗର ଛାଇନବଲିପିଶାରଦୀୟ ବିଶେଷାଙ୍କ
109ବିଦ୍ୟାଧର ଗୁରୁପୃଷ୍ଠଭଙ୍ଗସତ୍ୟବାଦୀନଭେମ୍ୱର
110ବିନୟ ଭୂଷଣ ପାଣିଗ୍ରାହୀଅଙ୍କୁରୋଦଗମସତ୍ୟବାଦୀଅଗଷ୍ଟ
111ବିପ୍ଳବଏକଲା ପକ୍ଷୀର ଗୀତପରାଗପୂଜା ସଂଖ୍ୟା
112ବିବୁ ଦାସସିଲଭର୍ ଗିନାକଥାମାର୍ଚ୍ଚ
113ବିଭୁଦତ୍ତ ନାୟକନଷ୍ଟ ପ୍ରଜାପତିଆଭାଜୁନ୍
114ବିଭୁତି ପଟ୍ଟନାୟକଦେଶଦ୍ରୋହୀର ପାପପୁଣ୍ୟସମ୍ୱାଦବାର୍ଷିକ ବିଶେଷାଙ୍କ
115ବିରଜା ରାଉତରାୟମଲାମେଘରେବତୀଜୁୁଲାଇ
116ବିିଶ୍ୱ ଭାରତୀ ଦାଶକୈବଲ୍ୟଆଦ୍ୟାକାଳୀମନ୍ଦିର ଦୁର୍ଗାପୂଜା କମିଟି ମୁଖପତ୍ର
117ବିଷ୍ଣୁ ସାହୁପାପର ଦୈର୍ଘ୍ୟପ୍ରସ୍ଥପ୍ରତିବେଶୀଅକ୍ଟୋବର-ଡିସେମ୍ୱର
118ବିୟତପ୍ରଜ୍ଞା ତ୍ରିପାଠୀପ୍ରଜାପତିସମ୍ୱାଦବାର୍ଷିକ ବିଶେଷାଙ୍କ
119ବୀରେଶ୍ୱର ମହାନ୍ତିମଧୁମାଳତୀଅପୂର୍ବାଶାରଦୀୟ ବିଶେଷାଙ୍କ
120ବୈଜୟନ୍ତୀ ମିଶ୍ରଟାଟୁଅପୂର୍ବାଶାରଦୀୟ ବିଶେଷାଙ୍କ
121ଭବାନୀ ଶଙ୍କର ପଟ୍ଟନାୟକପୁରୁଣା ଘରନିଶିଗନ୍ଧାବାର୍ଷିକ ବିଶେଷାଙ୍କ
122ଭାନୁମତି ସାହୁକଥା ଦେଇଛି ମୃତ୍ୟୁକୁଅପୂର୍ବାଶାରଦୀୟ ବିଶେଷାଙ୍କ
123ଭୀମ ପୃଷ୍ଟିଫେମିନିଜିମ୍ଶୋଭନାପୂଜା ସଂଖ୍ୟା
124ମଞ୍ଜୁବାଳା ପଣ୍ଡାପୋଷ୍ଟମର୍ଟମ୍ଚତୁରଙ୍ଗତୃତୀୟ-ଚତୁର୍ଥ ସଂଖ୍ୟା
125ମଣୀନ୍ଦ୍ର କୁମାର ମେହେରପୁନର୍ଜନ୍ମଧରିତ୍ରୀ2 ନଭେମ୍ୱର
126ମଧୁମିତା ମିଶ୍ରକସ୍ତୁରୀନିର୍ଭୟ18 ଫେବୃଆରୀ
127ମନସ୍ୱିନୀ ଦାଶବୋଉର ରୁମ୍ସତ୍ୟବାଦୀଅକ୍ଟୋବର
128ମନୋଜ କୁମାର ଜେନାମନିଅର୍ଡରସ୍ମୃତି ସାନ୍ତ୍ୱନାବିଷୁବ ସଂଖ୍ୟା
129ମନୋଜ ଦଳବେହେରାସର୍ତ୍ତମକରମଣ୍ଡାବାର୍ଷିକ ସଂଖ୍ୟା
130ମନୋଜ ମହାନ୍ତିତରୁଲତାଶୋଭନାପୂଜା ସଂଖ୍ୟା
131ମନୋଜ ମହାପାତ୍ରକକ୍ଷଚ୍ୟୁତ ଉଲକାସତ୍ୟବାଦୀଅକ୍ଟୋବର
132ମନୋରଞ୍ଜନ ବେହୁରାସ୍ୱର୍ଗାଦପିଝଙ୍କାରଅଗଷ୍ଟ
133ମମତା ବିଷୋଇଆତ୍ମିକ ବନ୍ଧନର ଆବେଗପକ୍ଷୀଘରମହାପୂଜା
134ମାନସ ପଣ୍ଡାପ-ର-ଜା-ପ-ତି ତ-ର-କା ଅ-ତିକଥାଜୁଲାଇ
135ମାନସ ରଞ୍ଜନ ମହାପାତ୍ରନନାଙ୍କ କୁଞ୍ଚ ଲାଗିଥିବା ପଞ୍ଜାବୀପକ୍ଷୀଘରମହାପୂଜା
136ମାନସୀ ଦାସନଈ ଶୁଖିଯିବା ପରେକଥାସେପ୍ଟେମ୍ୱର
137ମାୟାଧର ସାହୁଶୀତଝଙ୍କାରବିଷୁବ ସଂଖ୍ୟା
138ମୃଣାଳକଳା କୁକୁରଅର୍ପିତାଜୁଲାଇ-ସେପ୍ଟେମ୍ୱର
139ମୃତ୍ୟୁଞ୍ଜୟ ଷଡ଼ଙ୍ଗୀତପସ୍ୱିନୀକଥାଜୁନ୍
140ମୈତ୍ରେୟୀ କମିଳାମିଛେଇ ମାଧରିତ୍ରୀ- ସାହିତ୍ୟାୟନ25 ମେ
141ମୋନାଲିସା ଜେନାରଂଗରାତ୍ରିନିଃଶବ୍ଦଅକ୍ଟୋବର-ଡିସେମ୍ୱର
142ମୋନାଲିସା ମିଶ୍ରଉପାଦାନରେବତୀପୂଜା ସଂଖ୍ୟା
143ମୌସୁମୀ ଦାସନିଜକୁ ଚରିତ୍ର ମନେ କରିମହୁରିପୂଜା ସଂଖ୍ୟା
144ମୌସୁମୀ ପରିଡ଼ାଜୀବନର କାନଭାସରେ ଶବଖଣିନବଲିପିଶାରଦୀୟ ବିଶେଷାଙ୍କ
145ଯଦୁନାଥ ପଣ୍ଡାଚନ୍ଦ୍ରସାହିତ୍ୟ ଚର୍ଚ୍ଚାମାର୍ଚ୍ଚ
146ଯଶୋଧାରା ମିଶ୍ରଆଜିକ ଫସଲକଥାମାର୍ଚ୍ଚ
147ଯଶୋବନ୍ତ ସାମଲଅନ୍ତିମ ସଂସ୍କାରତୀରତରଙ୍ଗପୂଜା ସଂଖ୍ୟା
148ଯାଜ୍ଞସେନୀ ହୋତାରୌପ୍ୟସିନ୍ଦୁକରତ୍ନଚିରାଏପ୍ରିଲ
149ରଂଜନ କୁମାର ଦାସକିଏ କହେ ଈଶ୍ୱର ନାହାନ୍ତିରେବତୀଜୁଲାଇ
150ରଜନୀକାନ୍ତ ମହାନ୍ତିମ୍ୟାଜିକ୍ ଷ୍ଟ୍ରୀଟ୍ କଥାଶୋଭନାଅକ୍ଟୋବର
151ରବି ପଣ୍ଡାଉଧାର ଜୀବନଝଙ୍କାରଅକ୍ଟୋବର
152ରବିି ସ୍ୱାଇଁପ୍ରତ୍ନତତ୍ତ୍ୱସମ୍ୱାଦବାର୍ଷିକ ବିଶେଷାଙ୍କ
153ରମେଶ ପଟ୍ଟନାୟକଭୂକମ୍ପର ଆଗପଛକଥା କଥା କବିତା କବିତାପାର୍ବଣ ସଂଖ୍ୟା
154ରାଜଲକ୍ଷ୍ମୀ ତ୍ରିପାଠୀମିଞ୍ଜିମିଞ୍ଜି ତାରା କଥା କହେଅର୍ପିତାଅକ୍ଟୋବର-ଡିସେମ୍ୱର
155ରାଜ୍ୟବର୍ଦ୍ଧନ ଧଳମହାପାତ୍ରଆଦ୍ୟ ଓଁକାରସତ୍ୟବାଦୀପୂଜା ସଂଖ୍ୟା
156ରାମଚନ୍ଦ୍ର ଦାଶନପୁଂସକମହୁୁରିପୂଜା ସଂଖ୍ୟା
157ରାମଚନ୍ଦ୍ର ବେହେରାଯମୁନା: ଦୁଇଟି ରହସ୍ୟ ଘେରରେସମ୍ୱାଦବାର୍ଷିକ ବିଶେଷାଙ୍କ
158ରୁମଝୁମ ନାୟକସେଇ ଆଖିଅପୂର୍ବାଶାରଦୀୟ ସଂଖ୍ୟା
159ରୋହିତ ଦାଶଦେବୀଅର୍ପିତାଅକ୍ଟୋବର-ଡିସେମ୍ୱର
160ଶକ୍ତିପ୍ରଭା ମିଶ୍ରତାରଜାଲିଝଙ୍କାରମେ
161ଶରତ ଚନ୍ଦ୍ର ଶତପଥୀନିଷିଦ୍ଧ ନିରାଜନାସତ୍ୟବାଦୀଅକ୍ଟୋବର
162ଶୁଭଶ୍ରୀ ଶୁଭସ୍ମିତା ମିଶ୍ରପାଗକଥା
163ଶୁଭେନ୍ଦୁ କୁମାର ମହାପାତ୍ରମ୍ଳାନ ଅପରାହ୍ଣସତ୍ୟବାଦୀଅକ୍ଟୋବର
164ଶୈଳେନ୍ଦ୍ର କୁମାର ଜେନାଶାପାନ୍ତସତ୍ୟବାଦୀଡିସେମ୍ୱର
165ଶ୍ୟାମାପ୍ରସାଦ ଚୌଧୁରୀକୁମ୍ଭୀରସମ୍ୱାଦବାର୍ଷିକ ବିଶେଷାଙ୍କ
166ଶ୍ରୀନିବାସ ପଣ୍ଡାମଲ୍ଲୀକାଶପୁରର ଝିଅନବରାଗପୂଜା ସଂଖ୍ୟା
167ଶ୍ରୀନିବାସ ସେଠୀଈଷତ୍ ଅନ୍ଧାରସାଗରିକାପୂଜା ସଂଖ୍ୟା
168ଶ୍ରୀପ୍ରସାଦ ମହାନ୍ତିନାର୍ସିସିଷ୍ଟର ମନଅର୍ପିତାଏପ୍ରିଲ-ଜୁନ
169ସଂଘମିତ୍ରା ଭଞ୍ଜଅପାଂକ୍ତେୟସିନ୍ଧୁଜାପୂଜା ସଂଖ୍ୟା
170ସଂଯୁକ୍ତା ତ୍ରିପାଠୀଶୂନ୍ୟ ଶୃଙ୍ଗାରଅର୍ପିତାଜୁଲାଇ-ସେପ୍ଟେମ୍ୱର
171ସଞ୍ଜୟ ଭଟ୍ଟବିସର୍ଜନଆମ ପଞ୍ଚବଟୀପୂଜା ବିଶେଷାଙ୍କ
172ସଞ୍ଜିବ ଚନ୍ଦ୍ର ହୋତାଇକବଲ୍କଥା
173ସତ୍ୟ ମିଶ୍ରମଲା ଚିଠିର ମାୟାକଥାପ୍ରେମକଥା ବିଶେଷାଙ୍କ
174ସଦାନନ୍ଦ ତ୍ରିପାଠୀପ୍ରତିକାରରତ୍ନଚିରାପୂଜା ସଂଖ୍ୟା
175ସନ୍ଧ୍ୟା ଦାସଭାଜ୍ୟ ଭାଜକ ଭାଗଫଳ ଭାଗଶେଷକଥା କଥାା କବିତା କବିତାପାର୍ବଣ ସଂଖ୍ୟା
176ସରୋଜ ଦାସଘୋ ଘୋ ରାଣୀକଥାନଭେମ୍ୱର
177ସରୋଜିନୀ ଷଡ଼ଙ୍ଗୀଅଦୃ୍ଭୁତ ସେ ପ୍ରୀତିଫୁଲସତ୍ୟବାଦୀଅକ୍ଟୋବର
178ସରୋଜିନୀ ସାହୁଫେରନ୍ତା ରାସ୍ତାସମ୍ୱାଦବାର୍ଷିକ ବିଶେଷାଙ୍କ
179ସସ୍ମିତା ମହାନ୍ତିପ୍ରତିଜ୍ଞାଚନ୍ଦନଧାରାଜାନୁୁଆରୀ
180ସସ୍ମିତା ସାହୁନିୟମ' ବ୍ୟତିରେକଦୀପ୍ତିସୁଧାବାର୍ଷିକ ବିଶେଷାଙ୍କ
181ସହଦେବ ସାହୁଅଦୃଶ୍ୟ ଆକାଶସମ୍ୱାଦବାର୍ଷିକ ବିଶେଷାଙ୍କ
182ସାଇଜ୍ୟୋତି ପ୍ରଧାନଦିଗବଳୟର ଆରପାରେଶୋଭନାଡିସେମ୍ୱର
183ସାଗରିକା ପାଣିଗ୍ରାହୀପୁନଶ୍ଚ ରେବତୀଅର୍ପିତାଜାନୁଆରୀ-ମାର୍ଚ୍ଚ
184ସାର୍ଥକ ରାୟଗୁଣିଆଶୋଭନାପୂଜା ସଂଖ୍ୟା
185ସୀତେଶ ତ୍ରିପାଠୀଆଲେକଜାଣ୍ଡାରସମ୍ୱାଦବାର୍ଷିକ ବିଶେଷାଙ୍କ
186ସୁକାନ୍ତ ସାହୁଘର ଜ୍ୱାଇଁଧରିିତ୍ରୀ-ଛୁଟିଦିନ8 ଡିସେମ୍ୱର
187ସୁଜାତା ମହାପାତ୍ର (କଟକ)ତଥାପି ଜୀବନସୁଧନ୍ୟାପୂଜା ସଂଖ୍ୟା
188ସୁଜାତା ମହାପାତ୍ର (ଭୁବନେଶ୍ୱର)ଫେରିିଆ ସାରିପୁତ୍ତପକ୍ଷୀଘରପୂଜା ସଂଖ୍ୟା
189ସୁନନ୍ଦା ପ୍ରଧାନଏନକାଉଣ୍ଟରସମ୍ୱାଦବାର୍ଷିକ ସଂଖ୍ୟା
190ସୁନନ୍ଦା ବି ମହାପାତ୍ରତ୍ୟାଗଭାରତ ପର୍ଯ୍ୟଟନଚତୁର୍ଥ ସଂଖ୍ୟା
191ସୁନନ୍ଦା ମିଶ୍ର ପଣ୍ଡାଦର୍ପଣକଥାନଭେମ୍ୱର
192ସୁନୀଲ ମିଶ୍ର 'ମୈତ୍ରେୟ'ମଲାନଈର ଢେଉଶୋଭନାପୂଜା ସଂଖ୍ୟା
193ସୁପ୍ରଭା ସାମଲନାଆଁଟିଏ ସମ୍ପର୍କରରତ୍ନଚିରାନଭେମ୍ୱର
194ସୁପ୍ରିୟା ପଣ୍ଡାପୋଷ୍ଟରଆମ ସମୟର ସୃଜନୀପୂଜା ସଂଖ୍ୟା
195ସୁବ୍ରତ ଦାଶଭଦ୍ରଲୋକିର ଭାରଅର୍ପିତାଏପ୍ରିଲ-ଜୁନ
196ସୁମିତ୍ରା ମିଶ୍ରବିକଳାଙ୍ଗସ୍ମୃତି ସାନ୍ତ୍ୱନାପାର୍ବଣ ସଂଖ୍ୟା
197ସୁରେନ୍ଦ୍ର ମିଶ୍ରଠାକୁରାଣୀଶୋଭନାପୂଜା ସଂଖ୍ୟା
198ସୁରେଶ ଛୋଟରାୟଫର୍ଦ୍ଦେ ପ୍ରେମର ସୂଚୀପତ୍ରଶୋଭନାପୂଜା ସଂଖ୍ୟା
199ସୁରେଶ ଚନ୍ଦ୍ର ପଣ୍ଡାବିଷବୃକ୍ଷବୈଜୟନ୍ତୀପୂଜା ସଂଖ୍ୟା
200ସୁୁଶୀଳ ପ୍ରଧାନମରୁଭୂମିରେ ମୌସୁମୀକାଦମ୍ୱିନୀସେପ୍ଟେମ୍ୱର
201ସୁଷମା ଚୌଧୁରୀସମ୍ୱେଦନାକାଦମ୍ୱିନୀମାର୍ଚ୍ଚ
202ସୁସ୍ମିତା ରଥକଳାକାଠର ଆଲମାରୀନବଲିପିଶାରଦୀୟ ବିଶେଷାଙ୍କ
203ସୋମା ଚାନ୍ଦକପିରାଇଟ୍ଅପୂର୍ବାଶାରଦୀୟ ସଂଖ୍ୟା
204ସୌଭାଗିନୀ ପରିଡ଼ାବାପାଙ୍କ ଚାଦରବର୍ତ୍ତିକାପୂଜା ସଂଖ୍ୟା
205ସ୍ୱଦେଶ ସୁନ୍ଦର ପଟ୍ଟନାୟକବାଟ ଅବାଟ, ଅମଡ଼ାବାଟକାଦମ୍ୱିନୀଡିସେମ୍ୱର
206ସ୍ୱର୍ଣ୍ଣଲତା ମହାପାତ୍ରମୋର ନାମ କୋଇଲିକଥାସେପ୍ଟେମ୍ୱର
207ସ୍ୱୟଂପ୍ରଭା ସାହୁକୁହୁଡ଼ିଗୌରବପୂଜା ସଂଖ୍ୟା
208ସ୍ୱାଗତିକା ସ୍ୱାଇଁସମଗ୍ର ମନସମତା ୱେବ୍5 ଫେବୃଆରୀ
209ସ୍ମୃତି ପଟ୍ଟନାୟକଯେ ପକ୍ଷୀ ଉଡ଼େ...ମହୁରିଶାରଦୀୟ ବିଶେଷାଙ୍କ
210ହର ବାରିକଦେହ ସୁଖଅର୍ପିତାଜୁଲାଇ-ସେପ୍ଟେମ୍ୱର
211ହରପ୍ରିୟା ସାମଲସେଇ ହାତପ୍ରଜାତନ୍ତ୍ର ସାହିତ୍ୟ1 ଡିସେମ୍ୱର
212ହରିପ୍ରିୟା ପଟ୍ଟନାୟକବଉଳକୁ ଚିଠିଅର୍ପିତାପୂଜା ସଂଖ୍ୟା
213ହିରଣ୍ମୟୀ ମିଶ୍ରଜୀବନ ବର୍ଣ୍ଣାଳୀସମ୍ୱାଦବାର୍ଷିକ ବିଶେଷାଙ୍କ
214ହୃଷୀକେଶ ପଣ୍ଡାନୀଳ ଅନ୍ଧକାରେ ତିଳୋତ୍ତମାନିଃଶବ୍ଦପୂଜା ସଂଖ୍ୟା
215ହେମନ୍ତ ଘୋଷାଲବେଳେ ବେଳେ ଆମ ଓଠରୁ ଖସୁଥିବା ଶବ୍ଦ, ଦେଇଥାଏ ଆମକୁ 'କୋଇଲାର ଖେତ' ଅବା 'ଫୁଲର ଫସଲ'ସମୟର ଆକାଂକ୍ଷାପୂଜା ସଂଖ୍ୟା
216ହେମାଙ୍ଗିନୀ ଦାଶତୁ ମେଘ ହେଇଥାମୈତ୍ରେୟୀବାର୍ଷିକ ସଂଖ୍ୟା
217କ୍ଷୀରୋଦ ଦାସସଜ ସକାଳନବଲିପିିପୂଜା ସଂଖ୍ୟା
218ଲତିକା ବିଳାସଶୀତଳ ଭଣ୍ଡାରଚନ୍ଦନଧାରାନବବର୍ଷ ବିଶେଷାଙ୍କ
219ଲଳିତ ମୋହନ ମିଶ୍ରପ୍ରାପ୍ତିର ପିୟୂଷସୌରଭପୂଜା ସଂଖ୍ୟା
220ଲକ୍ଷ୍ମୀ ଚାନ୍ଦନାକଫୁଲତୀରତରଙ୍ଗପୂଜା ସଂଖ୍ୟା
221ଲକ୍ଷ୍ମୀପ୍ରିୟା ଓଝାଦୀପ ତଳ ଅନ୍ଧାରଯୁବପ୍ରଭାଶାରଦୀୟ ବିଶେଷାଙ୍କ
222ଲୋପାମୁଦ୍ରା ପରିଡ଼ାପାଗଳକଥା ଉତ୍କଳବାର୍ଷିକ ସଂଖ୍ୟା
223ଲୋପାମୁଦ୍ରା ମୈକାପଅନ୍ତର୍ଦାହନବଲିପିରଥ ସଂଖ୍ୟା


Comments

  1. Dr. Binayak Prasad Pradhan9 April 2025 at 12:06

    Mala Megha by Dr. Biraja Routray touches upon a pertinent issue of the society. By shedding light on the live-in relationship between Aman and Tanima, it exposes the frustration and agony of the youths of the current generation who hardly care for the repercussions of their acts. Further, this story mirrors a deeper sense of insecurity and social stigma associated with this live-in relationship. The unique narrative style holds the readers in a tight grip from the beginning to end.

    ReplyDelete
    Replies
    1. ଧନ୍ୟବାଦ । ଗପଗୁଡ଼ିକର ନାମ, ଲେଖକ ଓ ପତ୍ରିକାର ନାମ ବାଦ ଦେଇ କୋଡ ମାଧ୍ୟମରେ ପାଠକମାନଙ୍କ ନିକଟକୁ ସେମାନଙ୍କ ବିବେଚନା ପାଇଁ ପଠାଯାଇଥାଏ । ଆପଣ ଏହି Blind Reading ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ କି ? 9437038015 ରେ ଯୋଗାଯୋଗ କରିବାକୁ ଅନୁରୋଧ ।

      Delete
  2. ସରଳ ସାର,
    ମୁଁ ଏଥିରେ ଅଂଶ ଗ୍ରହଣ କରିବାକୁ ଚାହେଁ ।

    ReplyDelete
    Replies
    1. ଫୋନରେ ଯୋଗାଯୋଗ କରନ୍ତୁ

      Delete
  3. ସାର୍ , ନମସ୍କାର । ମୋ ନାମଟି ଆରତି ହେବ ,ଦୀର୍ଘ ଈ କାର ହୋଇଛି ,ସଂଶୋଧନ କରି ଦେଲେ ଖୁସି ହେବି ।
    ଆରତି କର , ଭୁବନେଶ୍ୱର

    ReplyDelete
    Replies
    1. ନମସ୍କାର। ସଂଶୋଧନ କରାଯାଇଛି।

      Delete
  4. ପ୍ରଣାମ ସାର୍. ବହୁତ ବହୁତ ଧନ୍ୟବାଦ 🙏

    ReplyDelete
  5. ଅଜସ୍ର ଧନ୍ୟବାଦ ସାର୍ 🙏🙏🙏🌹🌹🌹

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...