Skip to main content

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ 

ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍ୟଥା ହୋଇଥାଏ ତେବେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ପରବର୍ତ୍ତୀ ସମୟରେ ଜଣା ପଡିଲେ ସେହି ଭଳି ଗପକୁ ପ୍ରକ୍ରିୟାରୁ ବାଦ ଦିଆଯିବ ।

ସରଳ କୁମାର ଦାସ


କ୍ରମିକ ସଂଖ୍ୟାଲେଖକଗଳ୍ପର ନାମକେଉଁଠି(ପତ୍ରିକା ଇତ୍ୟାଦି)ପ୍ରକାଶନ ସଂଖ୍ୟା/ ତାରିଖ
1ଅଜୟ ମହାପାତ୍ରକୋଟାକଥା କଳିକାନଭେମ୍ୱର
2ଅଜୟ ମହାଲାକାଳୀସାହିତ୍ୟ ଚର୍ଚ୍ଚାଅଗଷ୍ଟ
3ଅଜୟ ସ୍ୱାଇଁମଧୁୁମାଳତୀର ଲୁହକଥାଜୁନ
4ଅଧ୍ୟାପକ ବିଶ୍ୱରଂଜନଶୁଆ କହେ ଶାରୀ ଲୋଝଙ୍କାରଏପ୍ରିଲ
5ଅନୀଲ କୁମାର ପାଢୀମୁଖାନନ୍ଦିକାଏପ୍ରିଲ
6ଅନୁକମ୍ପା ପହିଉପହାରନନ୍ଦିକାମାର୍ଚ୍ଚ
7ଅନ୍ନପୂର୍ଣ୍ଣା ମହାନ୍ତିଅଭିମନ୍ୟୁନବଲିପିପୂଜା ସଂଖ୍ୟା
8ଅନ୍ତର୍ଯ୍ୟାମୀ ମିଶ୍ରବାପା ଓ ଦେଶକଥାଅକ୍ଟୋବର
9ଅବନ୍ତୀ ବେହେରାଅରକ୍ଷଣୀୟାପ୍ରାଚୀତାରାବିଷୁବ ସଂଖ୍ୟା
10ଅମରେଶ ବିଶ୍ୱାଳଦୁଇ ବର୍ଷ ଅଠର ଦିନସମ୍ୱାଦବାର୍ଷିକ ସଂଖ୍ୟା
11ଅମିୟ ବେଜ୍ଚିତ୍ରକରକାଦମ୍ୱିନୀଏପ୍ରିଲ
12ଅମୂଲ୍ୟମଣି ମିଶ୍ରକର୍ଣ୍ଣର ସିଟକଥାଡିସେମ୍ୱର
13ଅରବିନ୍ଦ ଦାସଆଫଗାନି କବାବଅଗ୍ନିରୂପାଅକ୍ଟୋବର
14ଅରବିନ୍ଦ ପଟ୍ଟନାୟକକେମିତି ଅଛ ବାସବଦତ୍ତାଝଙ୍କାରଜୁନ
15ଅରବିନ୍ଦ ରାୟମଦାଳସାର ଗୀତକଥାଜୁନ
16ଅର୍ଚ୍ଚନା ନାୟକରାଜପୁରୁଷଅମୃତାୟନ
ଫେବୃଆରୀ-ମାର୍ଚ୍ଚ
17ଅର୍ଜୁନ ପୃଷ୍ଟିଯଶୋଦାସତ୍ୟବାଦୀଅକ୍ଟୋବର
18ଅଳକା ଚାନ୍ଦପ୍ରକାଶ ଉତ୍ସବଝଙ୍କାରଜାନୁଆରୀ
19ଅଶୋକ କୁମାର ପଟ୍ଟନାୟକ‘ନୁ’ ଏକ ଆହତ ପ୍ରଜାପତିଚନ୍ଦନଧାରାପୂଜା ସଂଖ୍ୟା
20ଅଶ୍ୱିନୀ କୁମାର ମହାନ୍ତିନର୍କପୁରୀଘାସଫୁଲପୂଜା ସଂଖ୍ୟା
21ଆଦିକନ୍ଦ ସାହୁବୃକ୍ଷଦେବତାଅକ୍ଷାଂଶପୂଜା ସଂଖ୍ୟା
22ଆଦିତେଶ୍ୱର ମିଶ୍ରଭୁର୍କୁଣ୍ଡୁ ... ଏ ଭୁର୍କୁଣ୍ଡୁକାଦମ୍ୱିନୀଏପ୍ରିଲ
23ଆନନ୍ଦ ଚନ୍ଦ୍ର ପହିଅନ୍ତରଙ୍ଗ ଅଙ୍ଗନଅପୂର୍ବାପୂଜା ସଂଖ୍ୟା
24ଆରତି କରଅନାହୂତସତ୍ୟବାଦୀଅକ୍ଟୋବର
25ଆର୍ଯ୍ୟ ଯଜ୍ଞଦତ୍ତଅଶନିଶୋଭନାଅକ୍ଟୋବର
26ଇନ୍ଦିରା ଦାଶୟୁସୁଫ ମହମଦସମାରୋହପୂଜା ସଂଖ୍ୟା
27ଇନ୍ଦୁଲତା ମହାନ୍ତିଜାନକୀର ଦୁଃଖ-ସୁଖକଥାମାର୍ଚ୍ଚ
28ଉଦୟ ନାରାୟଣ ଦାସପ୍ରାପ୍ତିରେବତୀନଭେମ୍ୱର
29ଏକତା ପଣ୍ଡାଅବାସ୍ତବକଥାଅକ୍ଟୋବର
30କଇଳାଶ ପଟ୍ଟନାୟକକାଉ ଓ କୋକି କଥାଶୋଭନାଅକ୍ଟୋବର
31କବିତା ବାରିକବଇଁଶୀବାଲାକାଦମ୍ୱିନୀଅକ୍ଟୋବର
32କମଳା ଶତପଥୀମାଟିବାହୁଡାଝଙ୍କାରଜାନୁଆରୀ
33କମଳିନୀ ମଲ୍ଲିକସବୁଜିମା ତଳର ନିଆଁସାହିତ୍ୟ ଗୋଧୂଳିପୂଜା ସଂଖ୍ୟା
34କାର୍ତ୍ତିକ ଚନ୍ଦ୍ର ବାରିକସତ୍ୟମ୍ ବଦବର୍ତ୍ତିକାପୂଜା ସଂଖ୍ୟା
35କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଦୁଇଟି ଛେଳିଙ୍କ କାହାଣୀଅର୍ପିତାଜାନୁଆରୀ-ମାର୍ଚ୍ଚ
36କାଳନ୍ଦୀ ଚରଣ ଭଞ୍ଜଜୀଅନ୍ତା ଭୂତଅକ୍ଷାଂଶପୂଜା ସଂଖ୍ୟା
37କାଳିକିଙ୍କରନଷ୍ଟ ନୀଡର ପକ୍ଷୀଯୁଗଶ୍ରୀ ଯୁଗନାରୀନଭେମ୍ୱର
38କାଳିନ୍ଦୀ ଚରଣ ଜେନାଭୂମିକାପଲକପୂଜା ସଂଖ୍ୟା
39କିଶୋର ଆକାଶବଦଳି ଯାଉଥିବା ଦୃଶ୍ୟର ଦଲିଲଝଙ୍କାରଫେବୃଆରୀ
40କୁସୁମ ପଟେଲକ୍ରୋଧଅମୃତାୟନପୂଜା ସଂଖ୍ୟା
41କୃପାସାଗର ସାହୁଦମଦମର ଦିଦି ଗୋକଥାଜୁଲାଇ
42କେଶବ ଚନ୍ଦ୍ର ରାଉତରାୟରମା ଅପାଗୋକର୍ଣ୍ଣିକାଜାନୁଆରୀ
43କୈଳାସ ଚନ୍ଦ୍ର ପାତ୍ରଅନୁତ୍ତରିତ ବୋଝସତ୍ୟବାଦୀଜୁଲାଇ
44ଗଂଗାଧର ବିଶ୍ୱାଳସ୍ତନ୍ୟପାୟୀନନ୍ଦିକାଜାନୁଆରୀ
45ଗଣେଶ୍ୱର ଜେନାମହକ ଗୋଲାପରକଥାକଳିକାମାର୍ଚ୍ଚ
46ଗାୟତ୍ରୀ ଆର୍ଯ୍ୟମଦନାସୁନ୍ଦରୀ କଥାକଥାମେ
47ଗାୟତ୍ରୀ ଦାସଅଳକାନନ୍ଦାର ମାଛକାଦମ୍ୱିନୀଏପ୍ରିଲ
48ଗାୟତ୍ରୀ ସରାଫନିରବତାର ସ୍ୱରସମ୍ୱାଦବାର୍ଷିକ ସଂଖ୍ୟା
49ଗିରିଜା ଶଙ୍କର ମିଶ୍ରବଇନିକଥାଡିିସେମ୍ୱର
50ଗିରୀଶ ସାହୁଗ୍ରାହକ ଈଶ୍ୱରଶୋଭନାଅକ୍ଟୋବର
51ଗୀତା ଦାସମନର ମଣିଷଯୁଗଶ୍ରୀ ଯୁଗନାରୀମାର୍ଚ୍ଚ
52ଗୁରୁଚରଣ ବେହେରାତଦନ୍ତ ଚାଲିଛିଝଙ୍କାରମେ
53ଗୋଲାପ ମଞ୍ଜରୀ କରମୁକ୍ତିକଥାନଭେମ୍ୱର
54ଗୌରହରି ଦାସମୁଁ ତ ଯାଉଛିକାହାଣୀପୂଜା ସଂଖ୍ୟା
55ଘନବିହାରୀ ମହାରଣାଅମ୍ଳଜାନକଥାନଭେମ୍ୱର
56ଚନ୍ଦ୍ରମୋହନ ମହାପାତ୍ରଶବ୍ଦବ୍ରହ୍ମଝଙ୍କାରଡିସେମ୍ୱର
57ଚିତ୍ତରଂଜନ ଚିରଞ୍ଜିତସତୀଚଉରାକଥାଏପ୍ରିଲ
58ଚିତ୍ତରଞ୍ଜନ ତ୍ରିପାଠୀଯିଏ ଯାହା ବାଟରେପଞ୍ଚବଟୀପୂଜା ସଂଖ୍ୟା
59ଚିିନ୍ମୟୀ ବାରିକବାପାଙ୍କ ତିନୋଟି ସ୍କେଚନିତିଦିନ1 ଅଗଷ୍ଟ
60ଚିରଶ୍ରୀ ଇନ୍ଦ୍ରସିଂଚିତ୍ରପୋଥିଆକାଂକ୍ଷାପୂଜା ସଂଖ୍ୟା
61ଛନ୍ଦା ମିଶ୍ରଘାଆକଥାମାର୍ଚ୍ଚ
62ଜନ୍ମେଜୟ ବାବୁଭିନ୍ନ ଏକ ଏକଲବ୍ୟସୃଜନ ସ୍ୱପ୍ନ
ଜୁଲାଇ-ସେପ୍ଟେମ୍ୱର
63ଜୟନ୍ତୀ ରଥନୀଳ ଜହ୍ନକଥାସେପ୍ଟେମ୍ୱର
64ଜାନକୀ ବଲ୍ଲଭ ମହାପାତ୍ରତିଖନନ୍ଦିକାମାର୍ଚ୍ଚ
65ଜାହ୍ନବୀ ମିଶ୍ରସଂସାରଅମୃୃତାୟନଜୁଲାଇ-ଅଗଷ୍ଟ
66ଜ୍ୟୋତ୍ସ୍ନା ମହାନ୍ତିସରଳତାଅଗ୍ନିରୂପାାପୂଜା ସଂଖ୍ୟା
67ଜ୍ଞାନରଞ୍ଜନ ନାୟକଫୁଲଚୁଇଁକଥାନଭେମ୍ୱର
68ଝରଣା ପଟ୍ଟନାୟକଅତିମୁହୂର୍ତ୍ତକାହାଣୀପୂଜା ସଂଖ୍ୟା
69ତପନ ମହାପାତ୍ରଅଭେଦ୍ୟ ଅନ୍ଧାରପକ୍ଷୀଘରପୂଜା ସଂଖ୍ୟା
70ତରୁୁଣ କୁମାର ସାହୁମକରନବଲିିପିପୂଜା ସଂଖ୍ୟା
71ତରୁଣକାନ୍ତି ମିଶ୍ରସକାଳର ଛାଇସମ୍ୱାଦବାର୍ଷିକ ସଂଖ୍ୟା
72ତ୍ରିନାଥ ପଟ୍ଟନାୟକଶାରୀ ଖୁଡିସତ୍ୟବାଦୀମେ
73ଦାଶ ବେନହୁରପିମ୍ପୁଡିସମ୍ୱାଦବାର୍ଷିକ ସଂଖ୍ୟା
74ଦାଶରଥୀ ଭୂୟାଁସୁରତ ଏକ୍ସପ୍ରେସସତ୍ୟବାଦୀଅକ୍ଟୋବର
75ଦିଲ୍ଲୀପ ବେହେରାଛାଇନନ୍ଦିକାମେ-ଜୁନ
76ଦୀପ୍ତି ପଟ୍ଟନାୟକମିଛ-ସତର ବୃତ୍ତାନ୍ତକଥାନଭେମ୍ୱର
77ଦୀପ୍ତିରଞ୍ଜନ ପଟ୍ଟନାୟକନୀରବତାର ଦିଗବଳୟଝଙ୍କାରବିଷୁବ ସଂଖ୍ୟା
78ଦୁର୍ଯୋଧନ ଦାସଶବ୍ଦର ସବ୍ୟସାଚୀଝଙ୍କାରଫେବୃଆରୀ
79ଦେବପ୍ରସାଦ ଦାଶନିଃଶବ୍ଦଅମୃତାୟନପୂଜା ସଂଖ୍ୟା
80ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରବଂଶିକାକଥାଏପ୍ରିଲ
81ଦେବବ୍ରତ ମଦନରାୟମେଘଗୀତସମ୍ୱାଦବାର୍ଷିକ ସଂଖ୍ୟା
82ଦେବାଶିଷ ସାମନ୍ତରାୟପ୍ରିୟଶତ୍ରୁସକାଳ23 ମେ
83ଦେଶବନ୍ଧୁ ସ୍ୱାଇଁଲଳିତା ବିଶାଖା ସମ୍ୱାଦକାହାଣୀପୂଜା ସଂଖ୍ୟା
84ଦ୍ୱିତୀ ଚନ୍ଦ୍ର ସାହୁବାଘ ଡୁମାର ମନ୍ତ୍ରକଥାନଭେମ୍ୱର
85ନାରୁ ମହାନ୍ତିଧୂମଯାତ୍ରା-ଜୟଯାତ୍ରାଅପୂୂର୍ବାପୂଜା ସଂଖ୍ୟା
86ନିତ୍ୟାନନ୍ଦ ପଣ୍ଡାପିତୃଲୋକନନ୍ଦିକାଏପ୍ରିଲ
87ନିବାରଣ ଜେନାଫାନ୍ଦପକ୍ଷୀଘରପୂଜା ସଂଖ୍ୟା
88ପଞ୍ଚାନନ ଦାଶକିଣା କନିଆସତ୍ୟବାଦୀମେ
89ପଦ୍ମନାଭ ସାହୁକାହାଣୀ ହେଲେ ବି ସତଆଇନାନବ ବର୍ଷ ସଂଖ୍ୟା
90ପବିତ୍ର ପାଣିଗ୍ରାହୀମର୍ଣ୍ଣିଂ ଗ୍ଲୋନବଲିପିପୂଜା ସଂଖ୍ୟା
91ପରେଶ କୁମାର ପଟ୍ଟନାୟକଠାକୁରାଣୀଅପୂୂର୍ବାପୂଜା ସଂଖ୍ୟା
92ପଲ୍ଲବୀ ବାରିକନିଃଶବ୍ଦ ସ୍ୱରକଥାମେ
93ପାରମିିତା ଶତପଥୀଲକଡାଉନ ଡାଏରୀକଥାଫେବୃଆରୀ
94ପାରମିତା ଷଡଙ୍ଗୀଚାବିଝଙ୍କାରଫେବୃଆରୀ
95ପୀତବାସ ରାଉତରାୟକାର୍ଯ୍ୟାଳୟ ବନାମ ଭାର୍ଯ୍ୟାଳୟକାହାଣୀପୂଜା ସଂଖ୍ୟା
96ପୁଷ୍ପାଞ୍ଜଳି କରସଖୀନାନୀର କାଗଜଡଙ୍ଗାସତ୍ୟବାଦୀମାର୍ଚ୍ଚ
97ପୁଷ୍ପାଞ୍ଜଳି ନାୟକପରକୀୟାସମ୍ୱାଦବାର୍ଷିକ ସଂଖ୍ୟା
98ପ୍ରକାଶ ପରିଡାସମ୍ପାଦକ ସମୀପେଷୁକଥାଏପ୍ରିଲ
99ପ୍ରକାଶ ମହାପାତ୍ରପୋଚଶୋଭନାଅକ୍ଟୋବର
100ପ୍ରଜ୍ଞା ମହାନ୍ତିଅନିର୍ବଚନୀୟ ସମ୍ପର୍କଶୋଭନାଡିସେମ୍ୱର
101ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଗୋଟେ କପ କଫିଅମୃତାୟନଜାନୁଆରୀ
102ପ୍ରତାପ ବିଶ୍ୱାଳବଂଶୀସତ୍ୟବାଦୀଜୁଲାଇ
103ପ୍ରତିଭା ରାୟକାନ୍ଧ ଫେରାଇ ଦିଅସତ୍ୟବାଦୀବାର୍ଷିକ ସଂଖ୍ୟା
104ପ୍ରଦୀପ ନାୟକଅଚିହ୍ନା ଭାରତବରୀଶ୍ରୀଜାନୁଆରୀ-ଜୁନ
105ପ୍ରଦୀପ ମିଶ୍ରଉଡାଣ ଆତୁରତାକଥାମେ
106ପ୍ରଦୋଷ ମିଶ୍ରପରିଚୟନନ୍ଦିକାଏପ୍ରିଲ
107ପ୍ରଦ୍ୟୁମ୍ନ ପଟ୍ଟନାୟକବାଙ୍ମୟସମାରୋହଏପ୍ରିଲ
108ପ୍ରବୀଣା ମହାନ୍ତିବିଶ୍ୱାସର ଡାଳପତ୍ରନୂଆ ସକାଳପୂଜା ସଂଖ୍ୟା
109ପ୍ରବୋଧ ରାଉତଭୋ...ଓକାହାଣୀପୂଜା ସଂଖ୍ୟା
110ପ୍ରମିଉମିତା ଜାନାଅଫେରା ପଥକଥାଅକ୍ଟୋବର
111ବନଜ ଦେବୀତିନିଗାରକଥାମେ
112ବନମାଳୀ ସେନାପତିଅକଥିତ ପ୍ରେମ କାହାଣୀପଞ୍ଚବଟୀପୂଜା ସଂଖ୍ୟା
113ବାସନ୍ତୀ ମହାନ୍ତିସେଇ ଲାଜକୁଳା ପିଲା ଓ ତିନୋଟି ପ୍ରଶ୍ନଝଙ୍କାରମେ
114ବିକାଶ କୁମାର ଜେନାହନିଟ୍ରାପକଥାଅକ୍ଟୋବର
115ବିଚିତ୍ର ବିଶ୍ୱାଳପ୍ରେମର ଜ୍ୟାମିତିକଥାଜୁଲାଇ
116ବିଜୟ କୁମାର ସାହୁକନ୍ୟାଦାନପଲକପୂଜା ସଂଖ୍ୟା
117ବିଜୟ ନାୟକରୂପାନ୍ତରଝଙ୍କାରପୂଜା ସଂଖ୍ୟା
118ବିଜୟଲକ୍ଷ୍ମୀ ବଳୀୟାରସିଂହଦୂର ସହରରେ ସଂଜବତିଶୋଭନାଜାନୁଆରୀ
119ବିଜୟାନନ୍ଦ ସିଂହଅସମାପ୍ତ ମୋହନବଲିପିପୂଜା ସଂଖ୍ୟା
120ବିଜୟିନୀ ତ୍ରିପାଠୀମାନବିକତାଅମୃତାୟନପୂଜା ସଂଖ୍ୟା
121ବିଦ୍ୟାଧର ଗୁରୁଫୁଲପାଖୁଡାର ନିଆଁସମାରୋହଡିସେମ୍ୱର
122ବିନୋଦଅକ୍ଷରର ଆଶାମହୁରୀପୂଜା ସଂଖ୍ୟା
123ବିନୋଦିନୀ ପାତ୍ରନୀଡ ବାହୁଡାଚିରସମର୍ଥାପୂଜା ସଂଖ୍ୟା
124ବିପ୍ଳବବାପାପ୍ରମେୟ6 ଜୁନ
125ବିବିଧ ବିଶ୍ୱଝଣ୍ଡୁବାମପକ୍ଷୀଘରପୂଜା ସଂଖ୍ୟା
126ବିଭୂତି ପଟ୍ଟନାୟକଉଡାଜାହାଜସମ୍ୱାଦବାର୍ଷିକ ସଂଖ୍ୟା
127ବିରଜା ମହାପାତ୍ରଗାମୁଛାପଲ୍ଲୀବାଣୀସ୍ୱତନ୍ତ୍ର ସଂଖ୍ୟା
128ବିରଜା ରାଉତରାୟକଭରଷ୍ଟୋରିତୀରତରଙ୍ଗ
ପାର୍ବଣ ବିଶେଷାଙ୍କ
129ବୈଜୟନ୍ତୀ ମିଶ୍ରନୀଳପରୀବୈଜୟନ୍ତୀପୂଜା ସଂଖ୍ୟା
130ଭାନୁମତି ସାହୁବେଳାଭୂମିଅକ୍ଷାଂଶପୂଜା ସଂଖ୍ୟା
131ଭାସ୍କର ଜେନାକୌଣସି ଏକ ଜହ୍ନରାତି ପାଇଁଦିଗବଳୟପୂଜା ସଂଖ୍ୟା
132ଭୀମ ପୃଷ୍ଟିକାଗଜ ମଣିଷପାହାଚପୂଜା ସଂଖ୍ୟା
133ଭୁପେନ ମହାପାତ୍ରହାଡିନାଗରାଫେବୃଆରୀ
134ମଞ୍ଜୁବାଳା ପଣ୍ଡାକୁନ୍ତୀଶ୍ୱେତପଦ୍ମା ପରିବାରବାର୍ଷିକ ସଂଖ୍ୟା
135ମଧୁମିତା ମହାନ୍ତି (ମିତୁ)କେତେ ଦୂରେ ମୋହନବଂଶୀକଥା କଳିକାପୂଜା ସଂଖ୍ୟା
136ମଧୁୁସ୍ମିତା ମିଶ୍ରଉଷା କିରଣବେଦାନ୍ତିସେପ୍ଟେମ୍ୱର
137ମନୋଜ ଜେନାସତ୍ୟର କ୍ଷତସତ୍ୟବାଦୀମେ
138ମନୋଜ ଦଳବେହେରାଅଭିଶପ୍ତ ଜତୁଗୃହଗଳ୍ପ ଗଞ୍ଜାମପୂଜା ସଂଖ୍ୟା
139ମନୋଜ ମହାନ୍ତିପଦ୍ମବଣର ନିଆଁଶୋଭନାଅକ୍ଟୋବର
140ମନୋଜ କୁମାର ମହାପାତ୍ରକାଠବେଙ୍ଗତୀରତରଙ୍ଗପାର୍ବଣ ବିଶେଷାଙ୍କ
141ମମତାମୟୀ ଚୌଧୁରୀଚହଳଶୋଭନାଅକ୍ଟୋବର
142ମଳୟ ମିଶ୍ରଜାର ପୁରୁଷ ଓ ମାୟାଦର୍ପଣର ଚିତ୍ରଲେଖାମାନଙ୍କ କଥାଆକାଂକ୍ଷାପୂଜା ସଂଖ୍ୟା
143ମହାଶ୍ୱେତା ସାହୁଦ୍ୱିତୀୟ ଈଶ୍ୱରକଥା କଳିକାପୂଜା ସଂଖ୍ୟା
144ମାନସୀ ଦାସପଦ୍ମ ପୋଖରୀକଥାଏପ୍ରିଲ
145ମାୟାଧର ସାହୁଗୋଧୂଳିଗୋକର୍ଣ୍ଣିକାଜୁଲାଇ
146ମୃଣାଳକରୋନାକାଳରେ ନବଘନକାହାଣୀପୂଜା ସଂଖ୍ୟା
147ମୃତ୍ୟୁଞ୍ଜୟ ଷଢଙ୍ଗୀବୋଉଙ୍କ ଗାଡିଚଢାସମ୍ୱାଦବାର୍ଷିକ ସଂଖ୍ୟା
148ମୋନାଲିସା ମିଶ୍ରମଧୁସିକ୍ତାଶୋଭନାଜାନୁଆରୀ
149ମୌସୁମୀ ଦାସତନୁଅପାନବନୀତାପୂଜା ସଂଖ୍ୟା
150ମୌସୁମୀ ପରିଡାବଉଳ ଫୁଲର ବାସ ଓ ସାୟାହ୍ନର ସଂଗୀତଝଙ୍କାରଜୁନ
151ଯଶୋଧାରା ମିଶ୍ରକୁଟାକାଠିର ବସାସମ୍ୱାଦବାର୍ଷିକ ସଂଖ୍ୟା
152ଯଶୋବନ୍ତ ସାମଲଅମରପୋଇଝଙ୍କାରଜୁଲାଇ
153ଯଶୋବନ୍ତ ସେଠୀମମତା ମେସ୍ଅଗ୍ନିରୂୂପାପୂଜା ସଂଖ୍ୟା
154ରଞ୍ଜନ କୁମାର ଦାସଈଶ୍ୱର ଆଲ୍ଲା ତେରୋ ନାମକଥାଡିସେମ୍ୱର
155ରଞ୍ଜନ ପ୍ରଧାନକଲଗାର୍ଲକଥାକଳିକାମେ
156ରଞ୍ଜନ ସାହୁପଙ୍କଝଙ୍କାରଫେବୃଆରୀ
157ରଜନୀକାନ୍ତ ମହାନ୍ତିଆମ୍ୱୁଲାନ୍ସଅର୍ପିତାବିଷୁବ ସଂଖ୍ୟା
158ରବି ନାରାୟଣ ଦାଶଦେଖିଥିବା ଗୋଟେ ନଈବଢିର ଦୃଶ୍ୟକଥାମାର୍ଚ୍ଚ
159ରବି ପଣ୍ଡାକସ୍ତୁରୀର ବାସ୍ନାଝଙ୍କାରଏପ୍ରିଲ
160ରବି ସ୍ୱାଇଁଭେଙ୍କଟ ରାଓସମ୍ୱାଦବାର୍ଷିକ ସଂଖ୍ୟା
161ରମେଶ ପଟ୍ଟନାୟକବୃକ୍ଷପତିଙ୍କ କାଶରଜନୀଗନ୍ଧାପୂଜା ସଂଖ୍ୟା
162ରାଜୀବ ଗୋପାଳ ସ୍ୱାଇଁଅଣାୟତ୍ତ ସମୁଦ୍ର ଓ ଶବ୍ଦହୀନ ପୃଥିବୀଅର୍ପିତାପୂଜା ସଂଖ୍ୟା
163ରାଜେନ୍ଦ୍ର ରାଉଳମହେନ୍ଦ୍ର କେଳାକଥାଫେବୃଆରୀ
164ରାଜେଶ ପୂଜାରୀକୁହୁ କୁହୁନିଃଶବ୍ଦପୂଜା ସଂଖ୍ୟା
165ରାଜ୍ୟବର୍ଦ୍ଧନ ଧଳମହାପାତ୍ରସ୍ଥାୟୀ ଠିକଣାସମ୍ୱାଦବାର୍ଷିକ ସଂଖ୍ୟା
166ରାଧାଶ୍ୟାମ ରାଉଳଛଦ୍ମବେଶୀକଥା କଳିକାମାର୍ଚ୍ଚ
167ରାମଚନ୍ଦ୍ର ବେହେରାଆମେ ଅପେକ୍ଷା କରିବାପକ୍ଷୀଘରପୂଜା ସଂଖ୍ୟା
168ରୁମଝୁମ ନାୟକଶେଷ ପୁଷ୍ପଗୁଚ୍ଛକଥାମେ
169ରୋଜାଲିନି ମିଶ୍ରଗୌତମୀ ଆଉ କାପାଳିକଶୋଭନାଡିସେମ୍ୱର
170ଶକ୍ତିପ୍ରଭା ମିଶ୍ରନଟ ମଉସାସତ୍ୟବାଦୀଜୁଲାଇ
171ଶର୍ମିଷ୍ଠା ମହାପାତ୍ରରାତି ଅନିଦ୍ରାର କାହାଣୀଝଙ୍କାରଜୁଲାଇ
172ଶଶାଙ୍କ ପ୍ରିୟସଖାମୂଷା : ଏକ ପ୍ରେମ କାହାଣୀକଥାଏପ୍ରିଲ
173ଶଶିକାନ୍ତ ରାଉତଷ୍ଟୁଡିଓ ନମ୍ୱର ତିନ୍ପକ୍ଷୀଘରପୂଜା ସଂଖ୍ୟା
174ଶାନ୍ତନୁ କୁମାର ଆଚାର୍ଯ୍ୟଗଣତନ୍ତ୍ର ପାଇଁ ଶିଶୁ ବଳିପକ୍ଷୀଘରପୂଜା ସଂଖ୍ୟା
175ଶାନ୍ତନୁ କୁମାର ମହାପାତ୍ରମାଣିକକଥାମାର୍ଚ୍ଚ
176ଶିବ ମିଶ୍ରବିଭଙ୍ଗ ବସୁଧାର ଚିତ୍ରକଥାମେ
177ଶିବପଦ ସ୍ୱାଇଁଅଜାଙ୍କ ଗୁମରଅମୃତାୟନଡିସେମ୍ୱର
178ଶିବାଶିଷ ପାଢୀପଜିଟିବସମ୍ୱାଦ କଳିକା18 ଜୁନ
179ଶୁଭଶ୍ରୀ ତନିମା ନାୟକଗୋଟେ ଲମ୍ୱା ଗ୍ରୀଷ୍ମ ଛୁଟିକଥାଅକ୍ଟୋବର
180ଶୁଭଶ୍ରୀ ମହାରଣାମାଉଜରକଥାଫେବୃଆରୀ
181ଶୁଭସ୍ମିତା ସାହୁପ୍ରେମର ବୟସପ୍ରତିଲିପି18 ଜୁନ
182ଶୁଭ୍ରାଂଶୁ ପଣ୍ଡାବୁଢା ରଜାକଥାଡିସେମ୍ୱର
183ଶୈଳେନ୍ଦ୍ର କୁମାର ଜେନାଚନ୍ଦ୍ରଛାୟାସୌରଭପୂଜା ସଂଖ୍ୟା
184ଶ୍ରୀନିବାସ ପଣ୍ଡାଅସ୍ତାଚଳର ଅରୁଣିମାଶୋଭନାମେ
185ଶ୍ରୀନିବାସ ସେଠୀଆସ୍ଥାସତ୍ୟବାଦୀଡିସେମ୍ୱର
186ଶ୍ରୀପ୍ରସାଦ ମହାନ୍ତିବାଟ ଖୋଜୁଥିବା ଲୋକମାନେକଥାଫେବୃଆରୀ
187ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକବୁଢାଟା ଚାଲିଗଲା ବୋଧେକଥାଅକ୍ଟୋବର
188ସଂଘମିତ୍ରା ଭଞ୍ଜବାମନର ଆତ୍ମାକଥାଜୁଲାଇ
189ସଂଜୟ ପଣ୍ଡାଜହ୍ଲାଦକାଦମ୍ୱିନୀସେପ୍ଟେମ୍ୱର
190ସଂଜୟ ଭଟ୍ଟଧୂଳିପକ୍ଷୀଘରପୂଜା ସଂଖ୍ୟା
191ସଂଜୀବ ଚନ୍ଦ୍ର ହୋତାନାଗ ମାୟାକାହାଣୀପୂଜା ସଂଖ୍ୟା
192ସଂପ୍ରୀତି ଶତଭିଷାମନ ସେପାଖ ଅନ୍ଧକାରପଶ୍ଚିମାପୂଜା ସଂଖ୍ୟା
193ସଂଯୁକ୍ତା ମହାନ୍ତିଏକ ବାସ୍ନାୟିତ ରାତିର ଅପେକ୍ଷାରେସମାରୋହପୂଜା ସଂଖ୍ୟା
194ସଚ୍ଚିଦାନନ୍ଦ କରପାପ ସବୁ ଧୋଇଗଲା ପରେପଞ୍ଚବଟୀପୂଜା ସଂଖ୍ୟା
195ସତ୍ୟ ମିଶ୍ରମରି ନଥିବା ମଣିଷସମ୍ୱାଦବାର୍ଷିକ ସଂଖ୍ୟା
196ସତ୍ୟରଞ୍ଜନ ମିଶ୍ରଲେଉଟିଆ ଶାଗକଥାଅକ୍ଟୋବର
197ସଦାନନ୍ଦ ତ୍ରିପାଠୀନଟୁଝଙ୍କାରପୂଜା ସଂଖ୍ୟା
198ସମରେନ୍ଦ୍ର ବଳିଆରସିଂହଅନ୍ତଃସ୍ୱରସାହିିତ୍ୟ ଦର୍ପଣବିଷୁୁବ ସଂଖ୍ୟା
199ସରସ୍ୱତୀ ବେହେରାଆଶାକାଦମ୍ୱିନୀମାର୍ଚ୍ଚ
200ସରୋଜିନୀ ମିଶ୍ରପରିଚୟଯୁଗଶ୍ରୀ ଯୁଗନାରୀଜାନୁଆରୀ
201ସରୋଜିନୀ ଷଡଙ୍ଗୀଜୀବନପୃଷ୍ଠାସମାରୋହପୂଜା ସଂଖ୍ୟା
202ସରୋଜିନୀ ସାହୁଗୋଟିଏ ନାଟକର ଶେଷ ଦୃଶ୍ୟ ଏମିତି ଥିଲାକଥାଫେବୃଆରୀ
203ସହଦେବ ସାହୁଜିଗୋଲୋଝଙ୍କାରବିଷୁବ ସଂଖ୍ୟା
204ସାଇଜ୍ୟୋତି ପ୍ରଧାନବଣଫୁଲକାଦମ୍ୱିନୀଏପ୍ରିଲ
205ସୀତେଶ ତ୍ରିପାଠୀଜୀବନ୍ୟାସକଥାଫେବୃଆରୀ
206ସୁକାନ୍ତ ସାହୁକଣ୍ଟାକ୍ଟଟ୍ରେସିଂଧରିତ୍ରୀ2 ମେ
207ସୁଜାତା ମହାପାତ୍ରକୁନ୍ଦନାନୀସାହିତ୍ୟ ଦର୍ପଣପୂଜା ସଂଖ୍ୟା
208ସୁନନ୍ଦା ପ୍ରଧାନଦେବୀସକାଳ10 ଅକ୍ଟୋବର
209ସୁନୀତି ଦେବୀଅନ୍ୟ ଏକ ସିଦ୍ଧାର୍ଥଚନ୍ଦନଧାରାପୂଜା ସଂଖ୍ୟା
210ସୁନୀଲ ବୋଷଗାନ୍ଧୀଙ୍କ ଚଷମାଓଡିଶା ଏକ୍ସପ୍ରେସ25 ମାର୍ଚ୍ଚ
211ସୁନୀଲ ମିଶ୍ର ‘ମୈତ୍ରେୟ’ଗଣିକା ବଧୂଶୋଭନାଜାନୁୁଆରୀ
212ସୁପ୍ରିୟା ପଣ୍ଡାଲାଇଟ କ୍ୟାମେରା, ଆକ୍ସନଶୋଭନାଅକ୍ଟୋବର
213ସୁପ୍ରିୟା ମଲ୍ଲିକଅଦୃୂରନିତିିଦିନ10 ଜାନୁଆରୀ
214ସୁବାସ ଚନ୍ଦ୍ର ଜେନାଅସ୍ତରାଗଅକ୍ଷାଂଶପୂଜା ସଂଖ୍ୟା
215ସୁବାସିନୀ ଲେଙ୍କାସମର୍ପିତ ଜୀବନଝଙ୍କାରଜୁଲାଇ
216ସୁବିଦ୍ୟା ଦେବୀଅପତ୍ୟସୁଲେଖାପୂଜା ସଂଖ୍ୟା
217ସୁବ୍ରତ କୁମାର ସେନାପତିଖୁଚୁରାପଶ୍ଚିମାପୂଜା ସଂଖ୍ୟା
218ସୁମିତ୍ରା ମିଶ୍ରଚକ୍ଷୁଦାନକାହାଣୀପୂଜା ସଂଖ୍ୟା
219ସୁରେନ୍ଦ୍ର ମିଶ୍ରକୁଆଁତାରାନନ୍ଦିକାଜାନୁଆରୀ
220ସୁରେଶ ଛୋଟରାୟମୁଠାଏ ପ୍ରଜାପତିର ଡେଣାଶୋଭନାଏପ୍ରିଲ
221ସୁଶୀଳ କୁମାର ନନ୍ଦରାଗବୈରାଗ୍ୟଚିରସ୍ରୋତା ମହାନଦୀଜାନୁଆରୀ
222ସୁଶିଳ ପ୍ରଧାନମାଛିକଥାସେପ୍ଟେମ୍ୱର
223ସୁଶୀଲ କୁମାର ପ୍ରଧାନନିରବତାର ଝଙ୍କାରସତ୍ୟବାଦୀଅକ୍ଟୋବର
224ସୁଷମା ପରିଜାପ୍ରାୟଶ୍ଚିତନନ୍ଦିକାଫେବୃଆରୀ
225ସୁଲେଖା ସାମନ୍ତରାୟମୃତ୍ୟୁ ଘେରରେ ଅପେକ୍ଷାରତ ମାଶ୍ୱେତ ସଙ୍କେତପୂଜା ସଂଖ୍ୟା
226ସୂର୍ଯ୍ୟସ୍ନାତ ତ୍ରିପାଠୀପଞ୍ଜୁରି ଖୋଲି ଉଡିଯାଇଥିବା କିଛି ପକ୍ଷୀଙ୍କ ଗପକଥାଅଗଷ୍ଟ
227ସୋମନାଥ ବିଷୋୟୀପ୍ରତିବିମ୍ୱଝଙ୍କାରଡିସେମ୍ୱର
228ସୋମା ଚାନ୍ଦକୁହୁଡିର ଘରକଥା କଳିକାପୂଜା ସଂଖ୍ୟା
229ସୌମ୍ୟରଞ୍ଜନ କ୍ଷେତୀବଏଲାରେକଥାଅକ୍ଟୋବର
230ସ୍ଥିତପ୍ରଜ୍ଞା ପାଣିଗ୍ରାହୀମୋ ବୋଉର ଶାଶୁକଥାଅକ୍ଟୋବର
231ସ୍ନେହଲତା ନାୟକବଦଳି ଯାଇଥିବା ପୃଥିବୀପଲକପୂଜା ସଂଖ୍ୟା
232ସ୍ନେହଲତା ପୃଷ୍ଟିଚୂଲିମୁଣ୍ଡରେ ଚଇତିକଥାସେପ୍ଟେମ୍ୱର
233ସ୍ୱର୍ଣ୍ଣଲତା ମହାପାତ୍ରଅର୍ଦ୍ଧସତ୍ୟକଥାଡିିସେମ୍ୱର
234ସ୍ୱପ୍ନା ମିଶ୍ରଉଦବାସ୍ତୁରେବତୀଫେବୃଆରୀ
235ସ୍ୱାଗତ କୁମାର ପଣ୍ଡାଚୁକ୍ତିଅର୍ପିତାପୂଜା ସଂଖ୍ୟା
236ସ୍ୱାଗତିକା ମିଶ୍ରନିରୁଦ୍ଦିଷ୍ଟ ନାୟିକାକଥାଅକ୍ଟୋବର
237ସ୍ୱାଗତିକା ସେଠୀଅପାସୋରାମହୁରୀପୂଜା ସଂଖ୍ୟା
238ସ୍ମୃତି ଦାସମନପକ୍ଷୀଯୁଗଶ୍ରୀ ଯୁଗନାରୀପୂଜା ସଂଖ୍ୟା
239ସ୍ମୃୃତି ପଟ୍ଟନାୟକକିଛି କିଛି ମୁହୂର୍ତ୍ତର ଅନ୍ତରାଳରେଅମୃୃତାୟନପୂଜା ସଂଖ୍ୟା
240ହରିପ୍ରିୟା ପଟ୍ଟନାୟକନିର୍ବାଣଅର୍ପିତାବିଷୁବ ସଂଖ୍ୟା
241ହଳଧର ପଣ୍ଡାଗାନ୍ଧିଟୋପିବୈଜୟନ୍ତୀପୂଜା ସଂଖ୍ୟା
242ହିରଣ୍ମୟୀ ମିଶ୍ରଦୂର ଅନ୍ଧାରଆଟବିକଜାନୁଆରୀ
243ହେମନ୍ତ କୁମାର ଘୋଷାଲରାତ୍ରି ଯେତେ ଭୟଙ୍କର ହେଉନା କାହିଁକି, ସକାଳର କଥା ତା’ଠାରୁ ଭିନ୍ନନନ୍ଦିକାମାର୍ଚ୍ଚ
244କ୍ଷୀରାବ୍ଧି ତନୟା ବିଶ୍ୱାଳଧୋକାକଥାମାର୍ଚ୍ଚ
245କ୍ଷୀରୋଦ ଦାସଗୋଟିଏ ଭଲ ଦିନସମ୍ୱାଦବାର୍ଷିକ ସଂଖ୍ୟା
246କ୍ଷୀରୋଦ ବିଶ୍ୱାଳଅତଏବକଥାମେ
247ଲକ୍ଷ୍ମଣ କୁମାରକାଗଜଡଙ୍ଗାର ଦିନ ସବୁକଥାଅଗଷ୍ଟ
248ଲକ୍ଷ୍ମୀ ଚାନ୍ଦଅକଡତୀରତରଙ୍ଗପାର୍ବଣ ସଂଖ୍ୟା
249ଲକ୍ଷ୍ମୀ ନାରାୟଣ ପଣ୍ଡାନଡିଆସୃଜନସ୍ୱପ୍ନନଭେମ୍ୱର
250ଲକ୍ଷ୍ମୀପ୍ରିୟା ଓଝାକିନୋରର କଳାଦାଗଯୁୁବପ୍ରଭାଶରତ ସଂଖ୍ୟା
251ଲିପସା ପଟେଲଆଜନ୍ମ ପ୍ରେମରେଅମୃତାୟନଏପ୍ରିଲ
252ଲୋପାମୁଦ୍ରା ପରିଡାଗୋଟେ ଭୋରପ୍ରଜାତନ୍ତ୍ର28 ଫେବୃଆରୀ

Comments

  1. ସୁନ୍ଦର ପ୍ରୟାସ..ଶୁଭକାମନା

    ReplyDelete
  2. ବହୁତ ସୁନ୍ଦର ପ୍ରୟାସ ସାର୍🙏

    ReplyDelete
  3. ଆପଣଙ୍କର ଏ ପ୍ରୟାସ ଅତ୍ଯନ୍ତ ପ୍ରଶଂସନୀୟ ଏବଂ ବେଶ୍ ଉପାଦେୟ । ଏହି ବିରଳ ତଥ୍ଯଭିତ୍ତିକ କାର୍ଯ୍ୟ ପାଇଁ ସରଳ ସାର୍ ଙ୍କୁ ପ୍ରଣାମ।

    ReplyDelete
  4. ସୁନ୍ଦର ପ୍ରୟାସ , ଅଭିନନ୍ଦନ

    ReplyDelete
    Replies
    1. ଅତି ସୁନ୍ଦର ମହତ ଉଦ୍ୟମ।ସାଧୁବାଦ ସରଳ ସାର୍ ନମସ୍କାର

      Delete
  5. ବହୁତ ଭଲ। ପ୍ରବନ୍ଧ, ନିବନ୍ଧ ପ୍ରତି ମଧ୍ୟ ଶୁଭ ଦୃଷ୍ଟି ଦେବାକୁ ଅନୁରୋଧ ।

    ReplyDelete
  6. ବହୁ ଦୃଷ୍ଟିରୁ ଏହା ଓଡିଆ କଥା ସାହିତ୍ୟର ଷ୍ଟାଟିଷ୍ଟିକସ ଓ ପ୍ରେରଣାଦାୟୀ ପ୍ରୋଜେକ୍ଟ... ଅଭିନନ୍ଦନ ଓ ଶୁଭେଚ୍ଛା ସରଳବାବୁ....!

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର