Skip to main content

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ

2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ ।

(ସରଳ କୁମାର ଦାସ)

9437038015

saral_das@yahoo.co.in

ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

କ୍ରମିକ ସଂଖ୍ୟାଲେଖକଗଳ୍ପର ନାମକେଉଁଠି(ପତ୍ରିକା ଇତ୍ୟାଦି)ପ୍ରକାଶନ ସଂଖ୍ୟା/ ତାରିଖ
1ଅଜୟ ମହାପାତ୍ରକୋଟାକଥା କଳିକାନଭେମ୍ୱର
2ଅଜୟ ମହାଲାକାଳୀସାହିତ୍ୟ ଚର୍ଚ୍ଚାଅଗଷ୍ଟ
3ଅଜୟ ସ୍ୱାଇଁଠାକୁରାଣୀସମ୍ୱାଦବାର୍ଷିକ ସଂଖ୍ୟା
ମଧୁୁମାଳତୀର ଲୁହକଥାଜୁନ
4ଅଧ୍ୟାପକ ବିଶ୍ୱରଂଜନଶୁଆ କହେ ଶାରୀ ଲୋଝଙ୍କାରଏପ୍ରିଲ
ଜହ୍ନରାତିର ମାୟାଭିିଜାମାଟିପୂଜା ସଂଖ୍ୟା
5ଅନୀଲ କୁମାର ପାଢୀଖାଉଟିଆକାଂକ୍ଷାପୂଜା ସଂଖ୍ୟା
ମୁଖାନନ୍ଦିକାଏପ୍ରିଲ
ରାତିିର ଦାଗପଶ୍ଚି୍ମାପୂଜା ସଂଖ୍ୟା
6ଅନୁକମ୍ପା ପହିଉପହାରନନ୍ଦିକାମାର୍ଚ୍ଚ
7ଅନ୍ନପୂର୍ଣ୍ଣା ମହାନ୍ତିଅଭିମନ୍ୟୁନବଲିପିପୂଜା ସଂଖ୍ୟା
8ଅନ୍ତର୍ଯ୍ୟାମୀ ମିଶ୍ରବାପା ଓ ଦେଶକଥାଅକ୍ଟୋବର
9ଅବନ୍ତୀ ବେହେରାଅରକ୍ଷଣୀୟାପ୍ରାଚୀତାରାବିଷୁବ ସଂଖ୍ୟା
10ଅମରେଶ ବିଶ୍ୱାଳଦୁଇ ବର୍ଷ ଅଠର ଦିନସମ୍ୱାଦବାର୍ଷିକ ସଂଖ୍ୟା
11ଅମିୟ ବେଜ୍ଚିତ୍ରକରକାଦମ୍ୱିନୀଏପ୍ରିଲ
12ଅମୂଲ୍ୟମଣି ମିଶ୍ରପରୀକ୍ଷାକଥାଜୁନ
କର୍ଣ୍ଣର ସିଟକଥାଡିସେମ୍ୱର
13ଅରବିନ୍ଦ ଦାସଆଫଗାନି କବାବଅଗ୍ନିରୂପାଅକ୍ଟୋବର
ପରିଚୟସାଗରିକାଜାନୁଆରୀ-ମାର୍ଚ୍ଚ
14ଅରବିନ୍ଦ ପଟ୍ଟନାୟକକେମିତି ଅଛ ବାସବଦତ୍ତାଝଙ୍କାରଜୁନ
15ଅରବିନ୍ଦ ରାୟଦୁହିତାପକ୍ଷୀଘରପୂଜା ସଂଖ୍ୟା
ଉତ୍ତର ପୁରୁଷଅକ୍ଷଶିଶିର ସଂଖ୍ୟା
ଶୋକ ଅସରନ୍ତିସମ୍ୱାଦବାର୍ଷିକ ସଂଖ୍ୟା
ମଦାଳସାର ଗୀତକଥାଜୁନ
16ଅର୍ଚ୍ଚନା ନାୟକରାଜପୁରୁଷଅମୃତାୟନଫେବୃଆରୀ-ମାର୍ଚ୍ଚ
17ଅର୍ଜୁନ ପୃଷ୍ଟିଯଶୋଦାସତ୍ୟବାଦୀଅକ୍ଟୋବର
18ଅଳକା ଚାନ୍ଦପ୍ରକାଶ ଉତ୍ସବଝଙ୍କାରଜାନୁଆରୀ
19ଅଶୋକ କୁମାର ପଟ୍ଟନାୟକ‘ନୁ’ ଏକ ଆହତ ପ୍ରଜାପତିଚନ୍ଦନଧାରାପୂଜା ସଂଖ୍ୟା
20ଅଶ୍ୱିନୀ କୁମାର ମହାନ୍ତିନର୍କପୁରୀଘାସଫୁଲପୂଜା ସଂଖ୍ୟା
21ଆଦିକନ୍ଦ ସାହୁସମୁଦ୍ର କୂଳ ଗାଁର ଅଭୁଲା ...ପ୍ରାଚୀଧାରାପୂଜା ସଂଖ୍ୟା
ବୃକ୍ଷଦେବତାଅକ୍ଷାଂଶପୂଜା ସଂଖ୍ୟା
22ଆଦିତେଶ୍ୱର ମିଶ୍ରଭୁର୍କୁଣ୍ଡୁ ... ଏ ଭୁର୍କୁଣ୍ଡୁକାଦମ୍ୱିନୀଏପ୍ରିଲ
ତପତ ଭାତସମ୍ୱାଦବାର୍ଷିକ ସଂଖ୍ୟା
କାଗଜ ଫୁଲର ଗପନିତିିଦିନ10 ଅକ୍ଟୋବର
23ଆନନ୍ଦ ଚନ୍ଦ୍ର ପହିଅନ୍ତରଙ୍ଗ ଅଙ୍ଗନଅପୂର୍ବାପୂଜା ସଂଖ୍ୟା
24ଆରତି କରଅନାହୂତସତ୍ୟବାଦୀଅକ୍ଟୋବର
25ଆର୍ଯ୍ୟ ଯଜ୍ଞଦତ୍ତଅଶନିଶୋଭନାଅକ୍ଟୋବର
26ଆଶାରାଣୀ ପଣ୍ଡାଶ୍ରଦ୍ଧାରୁ ଶ୍ରାଦ୍ଧଶ୍ୱେତ ସଙ୍କେତବିଷୁବ ସଂଖ୍ୟା
27ଇନ୍ଦିରା ଦାଶୟୁସୁଫ ମହମଦସମାରୋହପୂଜା ସଂଖ୍ୟା
ସାବିତ୍ରୀଅମୃତାୟନପୂଜା ସଂଖ୍ୟା
28ଇନ୍ଦୁଲତା ମହାନ୍ତିଜାନକୀର ଦୁଃଖ-ସୁଖକଥାମାର୍ଚ୍ଚ
29ଉଦୟ ନାରାୟଣ ଦାସଶୂନ୍ୟସ୍ଥାନରେବତୀଏପ୍ରିଲ
ପ୍ରାପ୍ତିରେବତୀନଭେମ୍ୱର
30ଏକତା ପଣ୍ଡାଅବାସ୍ତବକଥାଅକ୍ଟୋବର
31କଇଳାଶ ପଟ୍ଟନାୟକକାଉ ଓ କୋକି କଥାଶୋଭନାଅକ୍ଟୋବର
32କବିତା ବାରିକସବୁଜ ଦିନର ଫେରନ୍ତି ପୃଷ୍ଠାକାଦମ୍ୱିନୀମାର୍ଚ୍ଚ
ବଇଁଶୀବାଲାକାଦମ୍ୱିନୀଅକ୍ଟୋବର
33କମଳା ଶତପଥୀଅମେରୁଦଣ୍ଡୀକଥାଅଗଷ୍ଟ
ମାଟିବାହୁଡାଝଙ୍କାରଜାନୁଆରୀ
34କମଳିନୀ ମଲ୍ଲିକସବୁଜିମା ତଳର ନିଆଁସାହିତ୍ୟ ଗୋଧୂଳିପୂଜା ସଂଖ୍ୟା
ବିଭାଜିତ ପୃଥିବୀପାହାଚପୂଜା ସଂଖ୍ୟା
35କରୁଣାକର ବେହୁରିଆଏକ ସୁଖଦ ସକାଳର ବୃତ୍ତାନ୍ତଗଙ୍ଗଶିଉଳିପାର୍ବଣ ବିଶେଷାଙ୍କ
36କାର୍ତ୍ତିକ ଚନ୍ଦ୍ର ବାରିକସୂର୍ଯ୍ୟାସ୍ତର ରଙ୍ଗସମାରୋହନଭେମ୍ୱର
ସତ୍ୟମ୍ ବଦବର୍ତ୍ତିକାପୂଜା ସଂଖ୍ୟା
37କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଦୁଇଟି ଛେଳିଙ୍କ କାହାଣୀଅର୍ପିତାଜାନୁଆରୀ-ମାର୍ଚ୍ଚ
ବଂଶୀବାଦକଅମୃତାାୟନଏପ୍ରିଲ
38କାଳନ୍ଦୀ ଚରଣ ଭଞ୍ଜଜୀଅନ୍ତା ଭୂତଅକ୍ଷାଂଶପୂଜା ସଂଖ୍ୟା
39କାଳିକିଙ୍କରନଷ୍ଟ ନୀଡର ପକ୍ଷୀଯୁଗଶ୍ରୀ ଯୁଗନାରୀନଭେମ୍ୱର
40କାଳିନ୍ଦୀ ଚରଣ ଜେନାଭୂମିକାପଲକପୂଜା ସଂଖ୍ୟା
41କିଶୋର ଆକାଶଅଦୃଶ୍ୟ ନିଆଁର ତାତିଶୋଭନାମେ
ବଦଳି ଯାଉଥିବା ଦୃଶ୍ୟର ଦଲିଲଝଙ୍କାରଫେବୃଆରୀ
42କୁସୁମ ପଟେଲକ୍ରୋଧଅମୃତାୟନପୂଜା ସଂଖ୍ୟା
43କୃପାସାଗର ସାହୁଦମଦମର ଦିଦି ଗୋକଥାଜୁଲାଇ
ଯାତ୍ରୀଗଣ, ଦୟାକରି ଧ୍ୟାନ ଦିଅନ୍ତୁନନ୍ଦିକାଏପ୍ରିଲ
44କେଶବ ଚନ୍ଦ୍ର ରାଉତରାୟରମା ଅପାଗୋକର୍ଣ୍ଣିକାଜାନୁଆରୀ
45କୈଳାସ ଚନ୍ଦ୍ର ପାତ୍ରଅନୁତ୍ତରିତ ବୋଝସତ୍ୟବାଦୀଜୁଲାଇ
46ଗଂଗାଧର ବିଶ୍ୱାଳସ୍ତନ୍ୟପାୟୀନନ୍ଦିକାଜାନୁଆରୀ
47ଗଣେଶ୍ୱର ଜେନାମହକ ଗୋଲାପରକଥାକଳିକାମାର୍ଚ୍ଚ
48ଗାୟତ୍ରୀ ଆର୍ଯ୍ୟମଦନାସୁନ୍ଦରୀ କଥାକଥାମେ
ଅଲିଅଳି ଝିଅଝଙ୍କାରମେ
49ଗାୟତ୍ରୀ ଦାସଅଳକାନନ୍ଦାର ମାଛକାଦମ୍ୱିନୀଏପ୍ରିଲ
50ଗାୟତ୍ରୀ ସରାଫନିରବତାର ସ୍ୱରସମ୍ୱାଦବାର୍ଷିକ ସଂଖ୍ୟା
ଆଖିକଥାମାର୍ଚ୍ଚ
51ଗିରିଜା ଶଙ୍କର ମିଶ୍ରବଇନିକଥାଡିିସେମ୍ୱର
52ଗିରୀଶ ସାହୁଗ୍ରାହକ ଈଶ୍ୱରଶୋଭନାଅକ୍ଟୋବର
ଆକାଶଦୀପଶୋଭନାଏପ୍ରିଲ
ଗୋଟେ ଫୁଟା ଛତାର କାହାଣୀନନ୍ଦିକାଏପ୍ରିଲ
53ଗୀତା ଦାସମନର ମଣିଷଯୁଗଶ୍ରୀ ଯୁଗନାରୀମାର୍ଚ୍ଚ
54ଗୁରୁଚରଣ ବେହେରାତଦନ୍ତ ଚାଲିଛିଝଙ୍କାରମେ
55ଗୋଲାପ ମଞ୍ଜରୀ କରମୁକ୍ତିକଥାନଭେମ୍ୱର
56ଗୌରହରି ଦାସରାଗ ଶିବରଞ୍ଜନୀଆକାଂକ୍ଷାପୂଜା ସଂଖ୍ୟା
ମୁଁ ତ ଯାଉଛିକାହାଣୀପୂଜା ସଂଖ୍ୟା
57ଘନବିହାରୀ ମହାରଣାଅମ୍ଳଜାନକଥାନଭେମ୍ୱର
58ଚନ୍ଦ୍ରମୋହନ ମହାପାତ୍ରଶବ୍ଦବ୍ରହ୍ମଝଙ୍କାରଡିସେମ୍ୱର
59ଚିତ୍ତରଂଜନ ଚିରଞ୍ଜିତଯୋଗୀସମ୍ୱାଦବାର୍ଷିକ ସଂଖ୍ୟା
ସତୀଚଉରାକଥାଏପ୍ରିଲ
ସନ୍ନ୍ୟାସୀଝଙ୍କାରପୂଜା ସଂଖ୍ୟା
60ଚିତ୍ତରଞ୍ଜନ ତ୍ରିପାଠୀଯିଏ ଯାହା ବାଟରେପଞ୍ଚବଟୀପୂଜା ସଂଖ୍ୟା
61ଚିିନ୍ମୟୀ ବାରିକବାପାଙ୍କ ତିନୋଟି ସ୍କେଚନିତିଦିନ1 ଅଗଷ୍ଟ
62ଚିରଶ୍ରୀ ଇନ୍ଦ୍ରସିଂଚିତ୍ରପୋଥିଆକାଂକ୍ଷାପୂଜା ସଂଖ୍ୟା
ଶୂନ୍ୟମଞ୍ଚନନ୍ଦିକାଏପ୍ରିଲ
ଗପ ପଢୁଥିବା ଝିଅକଥାଫେବୃଆରୀ
63ଛନ୍ଦା ମିଶ୍ରଘାଆକଥାମାର୍ଚ୍ଚ
64ଜନ୍ମେଜୟ ବାବୁବିପ୍ଳବୀସୃଜନ ସ୍ୱପ୍ନପୂଜା ସଂଖ୍ୟା
ଭିନ୍ନ ଏକ ଏକଲବ୍ୟସୃଜନ ସ୍ୱପ୍ନଜୁଲାଇ-ସେପ୍ଟେମ୍ୱର
65ଜୟନ୍ତୀ ରଥନୀଳ ଜହ୍ନକଥାସେପ୍ଟେମ୍ୱର
ଚନ୍ଦ୍ରାତପସମ୍ୱାଦବାର୍ଷିକ ସଂଖ୍ୟା
ସ୍ୱପ୍ନଯାନସତ୍ୟବାଦୀଫେବୃଆରୀ
66ଜାନକୀ ବଲ୍ଲଭ ମହାପାତ୍ରତିଖନନ୍ଦିକାମାର୍ଚ୍ଚ
67ଜାହ୍ନବୀ ମିଶ୍ରସଂସାରଅମୃୃତାୟନଜୁଲାଇ-ଅଗଷ୍ଟ
ଶାଲେ ପୋଲିସୱାଲେକଥାକଳିିକାଜାନୁଆରୀ
68ଜ୍ୟୋତ୍ସ୍ନା ମହାନ୍ତିସରଳତାଅଗ୍ନିରୂପାାପୂଜା ସଂଖ୍ୟା
69ଜ୍ଞାନରଞ୍ଜନ ନାୟକଫୁଲଚୁଇଁକଥାନଭେମ୍ୱର
70ଝରଣା ପଟ୍ଟନାୟକଅତିମୁହୂର୍ତ୍ତକାହାଣୀପୂଜା ସଂଖ୍ୟା
71ତପନ ମହାପାତ୍ରଅଭେଦ୍ୟ ଅନ୍ଧାରପକ୍ଷୀଘରପୂଜା ସଂଖ୍ୟା
72ତରୁୁଣ କୁମାର ସାହୁମକରନବଲିିପିପୂଜା ସଂଖ୍ୟା
73ତରୁଣକାନ୍ତି ମିଶ୍ରସକାଳର ଛାଇସମ୍ୱାଦବାର୍ଷିକ ସଂଖ୍ୟା
ସେଡୋନାସତ୍ୟବାଦୀଅକ୍ଟୋବର
ସୁଲଭାଆକାଂକ୍ଷାପୂଜା ସଂଖ୍ୟା
ସମକାଳନବଲିପିପୂଜା ସଂଖ୍ୟା
74ତ୍ରିନାଥ ପଟ୍ଟନାୟକଶାରୀ ଖୁଡିସତ୍ୟବାଦୀମେ
75ଦାଶ ବେନହୁରପିମ୍ପୁଡିସମ୍ୱାଦବାର୍ଷିକ ସଂଖ୍ୟା
76ଦାଶରଥୀ ଭୂୟାଁସୁରତ ଏକ୍ସପ୍ରେସସତ୍ୟବାଦୀସତ୍ୟବାଦୀ
ଦୁଃଖର ଉତ୍ସବକଥା କଳିକାପୂଜା ସଂଖ୍ୟା
77ଦିଲ୍ଲୀପ ବେହେରାଲଣ୍ଠନଝଙ୍କାରଜୁନ
ଛାଇନନ୍ଦିକାମେ-ଜୁନ
78ଦୀପ୍ତି ପଟ୍ଟନାୟକମିଛ-ସତର ବୃତ୍ତାନ୍ତକଥାନଭେମ୍ୱର
79ଦୀପ୍ତିରଞ୍ଜନ ପଟ୍ଟନାୟକମିରାକ୍ଲଝଙ୍କାରପୂଜା ସଂଖ୍ୟା
ନୀରବତାର ଦିଗବଳୟଝଙ୍କାରବିଷୁବ ସଂଖ୍ୟା
80ଦୁର୍ଯୋଧନ ଦାସଶବ୍ଦର ସବ୍ୟସାଚୀଝଙ୍କାରଫେବୃଆରୀ
81ଦେବପ୍ରସାଦ ଦାଶନିଃଶବ୍ଦଅମୃତାୟନପୂଜା ସଂଖ୍ୟା
ପ୍ରତ୍ନତତ୍ତ୍ୱଚିରସମର୍ଥାପୂଜା ସଂଖ୍ୟା
82ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରବଂଶିକାକଥାଏପ୍ରିଲ
83ଦେବବ୍ରତ ମଦନରାୟମେଘଗୀତସମ୍ୱାଦବାର୍ଷିକ ସଂଖ୍ୟା
ଅପହଞ୍ଚସତ୍ୟବାଦୀବାର୍ଷିକ ସଂଖ୍ୟା
ଅପ୍ରକାଶ୍ୟନବଲିପିପୂଜା ସଂଖ୍ୟା
84ଦେବାଶିଷ ସାମନ୍ତରାୟପ୍ରିୟଶତ୍ରୁସକାଳ23 ମେ
ସତଖୁସିକାଦମ୍ୱିନୀଏପ୍ରିଲ
85ଦେଶବନ୍ଧୁ ସ୍ୱାଇଁଲଳିତା ବିଶାଖା ସମ୍ୱାଦକାହାଣୀପୂଜା ସଂଖ୍ୟା
86ଦ୍ୱିତୀ ଚନ୍ଦ୍ର ସାହୁବାଘ ଡୁମାର ମନ୍ତ୍ରକଥାନଭେମ୍ୱର
87ନାରୁ ମହାନ୍ତିଧୂମଯାତ୍ରା-ଜୟଯାତ୍ରାଅପୂୂର୍ବାପୂଜା ସଂଖ୍ୟା
88ନିତ୍ୟାନନ୍ଦ ପଣ୍ଡାପିତୃଲୋକନନ୍ଦିକାଏପ୍ରିଲ
89ନିବାରଣ ଜେନାଫାନ୍ଦପକ୍ଷୀଘରପୂଜା ସଂଖ୍ୟା
ଭୂତଅକ୍ଷାଂଶପୂଜା ସଂଖ୍ୟା
90ପଞ୍ଚାନନ ଦାଶକିଣା କନିଆସତ୍ୟବାଦୀମେ
91ପଦ୍ମଜ ପାଳସାକ୍ଷୀପକ୍ଷୀଘରପୂଜା ସଂଖ୍ୟା
92ପଦ୍ମନାଭ ସାହୁକାହାଣୀ ହେଲେ ବି ସତଆଇନାନବ ବର୍ଷ ସଂଖ୍ୟା
93ପବିତ୍ର ପାଣିଗ୍ରାହୀମର୍ଣ୍ଣିଂ ଗ୍ଲୋନବଲିପିପୂଜା ସଂଖ୍ୟା
ପାନକାହାଣୀପୂଜା ସଂଖ୍ୟା
94ପରେଶ କୁମାର ପଟ୍ଟନାୟକଠାକୁରାଣୀଅପୂୂର୍ବାପୂଜା ସଂଖ୍ୟା
ଗାନ୍ଧୀବାଦୀକଥାଫେବୃଆରୀ
ଆଜିକାଲିସମ୍ୱାଦବାର୍ଷିକ ସଂଖ୍ୟା
ପ୍ରାର୍ଥନାଶୋଭନାଅକ୍ଟୋବର
ମୃତ୍ୟୁ ଏକ ଅନୁସନ୍ଧାନପକ୍ଷୀଘରପୂଜା ସଂଖ୍ୟା
95ପଲ୍ଲବୀ ବାରିକନିଃଶବ୍ଦ ସ୍ୱରକଥାମେ
96ପାରମିିତା ଶତପଥୀଲକଡାଉନ ଡାଏରୀକଥାଫେବୃଆରୀ
97ପାରମିତା ଷଡଙ୍ଗୀଚାବିଝଙ୍କାରଫେବୃଆରୀ
98ପୀତବାସ ରାଉତରାୟକାର୍ଯ୍ୟାଳୟ ବନାମ ଭାର୍ଯ୍ୟାଳୟକାହାଣୀପୂଜା ସଂଖ୍ୟା
99ପୁଷ୍ପାଞ୍ଜଳି କରସଖୀନାନୀର କାଗଜଡଙ୍ଗାସତ୍ୟବାଦୀମାର୍ଚ୍ଚ
100ପୁଷ୍ପାଞ୍ଜଳି ନାୟକପରକୀୟାସମ୍ୱାଦବାର୍ଷିକ ସଂଖ୍ୟା
କୃଷ୍ଣକଳାକଥାଏପ୍ରିଲ
101ପ୍ରକାଶ ପରିଡାସମ୍ପାଦକ ସମୀପେଷୁକଥାଏପ୍ରିଲ
102ପ୍ରକାଶ ମହାପାତ୍ରପୋଚଶୋଭନାଅକ୍ଟୋବର
103ପ୍ରଜ୍ଞା ମହାନ୍ତିଅନିର୍ବଚନୀୟ ସମ୍ପର୍କଶୋଭନାଡିସେମ୍ୱର
104ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଗୋଟେ କପ କଫିଅମୃତାୟନଜାନୁଆରୀ
105ପ୍ରତାପ ବିଶ୍ୱାଳବଂଶୀସତ୍ୟବାଦୀଜୁଲାଇ
106ପ୍ରତିଭା ରାୟଅକୃତଜ୍ଞସମ୍ୱାଦବାର୍ଷିକ ସଂଖ୍ୟା
କବରସ୍ଥାନର ସନ୍ଥଝଙ୍କାରଏପ୍ରିଲ
କାନ୍ଧ ଫେରାଇ ଦିଅସତ୍ୟବାଦୀବାର୍ଷିକ ସଂଖ୍ୟା
107ପ୍ରଦୀପ ନାୟକଅଚିହ୍ନା ଭାରତବରୀଶ୍ରୀଜାନୁଆରୀ-ଜୁନ
ମାତରମ୍ ବନ୍ଦେଶୋଭନାଅକ୍ଟୋବର
108ପ୍ରଦୀପ ମିଶ୍ରଉଡାଣ ଆତୁରତାକଥାମେ
109ପ୍ରଦୋଷ ମିଶ୍ରପରିଚୟନନ୍ଦିକାଏପ୍ରିଲ
110ପ୍ରଦ୍ୟୁମ୍ନ ପଟ୍ଟନାୟକବାଙ୍ମୟସମାରୋହଏପ୍ରିଲ
111ପ୍ରବୀଣା ମହାନ୍ତିବିଶ୍ୱାସର ଡାଳପତ୍ରନୂଆ ସକାଳପୂଜା ସଂଖ୍ୟା
112ପ୍ରବୋଧ ରାଉତଗୋଟେ ଗାଈର କାହାଣୀକଥାସେପ୍ଟେମ୍ୱର
ଭୋ...ଓକାହାଣୀପୂଜା ସଂଖ୍ୟା
113ପ୍ରମିଉମିତା ଜାନାଅଫେରା ପଥକଥାଅକ୍ଟୋବର
114ବନଜ ଦେବୀତିନିଗାରକଥାମେ
ସମୟର ସୂତାଖିଏଅର୍ପିତାପୂଜା ସଂଖ୍ୟା
115ବନମାଳୀ ସେନାପତିଅକଥିତ ପ୍ରେମ କାହାଣୀପଞ୍ଚବଟୀପୂଜା ସଂଖ୍ୟା
116ବାସନ୍ତୀ ମହାନ୍ତିସେଇ ଲାଜକୁଳା ପିଲା ଓ ତିନୋଟି ପ୍ରଶ୍ନଝଙ୍କାରମେ
117ବିକାଶ କୁମାର ଜେନାହନିଟ୍ରାପକଥାଅକ୍ଟୋବର
118ବିଚିତ୍ର ବିଶ୍ୱାଳପ୍ରେମର ଜ୍ୟାମିତିକଥାଜୁଲାଇ
119ବିଜୟ କୁମାର ସାହୁକନ୍ୟାଦାନପଲକପୂଜା ସଂଖ୍ୟା
120ବିଜୟ ନାୟକରୂପାନ୍ତରଝଙ୍କାରପୂଜା ସଂଖ୍ୟା
ବଳିପକ୍ଷୀଘରପୂଜା ସଂଖ୍ୟା
121ବିଜୟଲକ୍ଷ୍ମୀ ତାରେଣିଆକାମିନୀର ମହକଆଇନାପୂଜା ସଂଖ୍ୟା
122ବିଜୟଲକ୍ଷ୍ମୀ ବଳୀୟାରସିଂହଦୂର ସହରରେ ସଂଜବତିଶୋଭନାଜାନୁଆରୀ
123ବିଜୟାନନ୍ଦ ସିଂହଅସମାପ୍ତ ମୋହନବଲିପିପୂଜା ସଂଖ୍ୟା
124ବିଜୟିନୀ ତ୍ରିପାଠୀମାନବିକତାଅମୃତାୟନପୂଜା ସଂଖ୍ୟା
125ବିଦ୍ୟାଧର ଗୁରୁଫୁଲପାଖୁଡାର ନିଆଁସମାରୋହଡିସେମ୍ୱର
126ବିନୋଦଅକ୍ଷରର ଆଶାମହୁରୀପୂଜା ସଂଖ୍ୟା
127ବିନୋଦିନୀ ପାତ୍ରନୀଡ ବାହୁଡାଚିରସମର୍ଥାପୂଜା ସଂଖ୍ୟା
128ବିପ୍ଳବବାପାପ୍ରମେୟ6 ଜୁନ
129ବିବିଧ ବିଶ୍ୱଝଣ୍ଡୁବାମପକ୍ଷୀଘରପୂଜା ସଂଖ୍ୟା
130ବିଭୂତି ପଟ୍ଟନାୟକଉଡାଜାହାଜସମ୍ୱାଦବାର୍ଷିକ ସଂଖ୍ୟା
ଶବ୍ଦ ନିଃଶବ୍ଦସତ୍ୟବାଦୀବାର୍ଷିକ ସଂଖ୍ୟା
131ବିରଜା ମହାପାତ୍ରଗାମୁଛାପଲ୍ଲୀବାଣୀସ୍ୱତନ୍ତ୍ର ସଂଖ୍ୟା
132ବିରଜା ରାଉତରାୟକଭରଷ୍ଟୋରିତୀରତରଙ୍ଗପାର୍ବଣ ବିଶେଷାଙ୍କ
ମୂର୍ଚ୍ଛନାପଶ୍ଚିମାପୂଜା ସଂଖ୍ୟା
133ବିଷ୍ଣୁ ସାହୁପାପର ଦୈର୍ଘ୍ୟପ୍ରସ୍ଥଅକ୍ଷାଂଶପୂଜା ସଂଖ୍ୟା
134ବୈଜୟନ୍ତୀ ମିଶ୍ରନୀଳପରୀବୈଜୟନ୍ତୀପୂଜା ସଂଖ୍ୟା
135ଭାଗୀରଥି ବେହେରାସଂସାର ବାନ୍ଧି ନ ଥିବା ଲୋକଯୁଗଶ୍ରୀ ଯୁଗ ନାରୀମେ
136ଭାନୁମତି ସାହୁମୁଠାଏ ପ୍ରତିଶ୍ରୁତିକଥା କଳିକାଫେବୃଆରୀ
ବେଳାଭୂମିଅକ୍ଷାଂଶପୂଜା ସଂଖ୍ୟା
137ଭାସ୍କର ଜେନାକୌଣସି ଏକ ଜହ୍ନରାତି ପାଇଁଦିଗବଳୟପୂଜା ସଂଖ୍ୟା
138ଭୀମ ପୃଷ୍ଟିକାଗଜ ମଣିଷପାହାଚପୂଜା ସଂଖ୍ୟା
139ଭୁପେନ ମହାପାତ୍ରହାଡିନାଗରାଫେବୃଆରୀ
140ମଞ୍ଜୁବାଳା ପଣ୍ଡାନୂଆ’ଉବୈଜୟନ୍ତୀପୂଜା ସଂଖ୍ୟା
କୁନ୍ତୀଶ୍ୱେତପଦ୍ମା ପରିବାରବାର୍ଷିକ ସଂଖ୍ୟା
141ମଧୁମିତା ମହାନ୍ତି (ମିତୁ)କେତେ ଦୂରେ ମୋହନବଂଶୀକଥା କଳିକାପୂଜା ସଂଖ୍ୟା
142ମଧୁୁସ୍ମିତା ମିଶ୍ରଉଷା କିରଣବେଦାନ୍ତିସେପ୍ଟେମ୍ୱର
143ମନୋଜ ଜେନାସତ୍ୟର କ୍ଷତସତ୍ୟବାଦୀମେ
144ମନୋଜ ଦଳବେହେରାଅଭିଶପ୍ତ ଜତୁଗୃହଗଳ୍ପ ଗଞ୍ଜାମପୂଜା ସଂଖ୍ୟା
145ମନୋଜ ମହାନ୍ତିଦିଅଁ ଗଢାଆକାଂକ୍ଷାପୂଜା ସଂଖ୍ୟା
ସତ୍ୟାନନ୍ଦିକାମେ-ଜୁନ
ପଦ୍ମବଣର ନିଆଁଶୋଭନାଅକ୍ଟୋବର
କିଛିି ଏବେ ଘଟିବାର ନାହିଁପଶ୍ଚିମାପୂଜା ସଂଖ୍ୟା
146ମନୋଜ କୁମାର ମହାପାତ୍ରକାଠବେଙ୍ଗତୀରତରଙ୍ଗପାର୍ବଣ ବିଶେଷାଙ୍କ
147ମମତାମୟୀ ଚୌଧୁରୀଚହଳଶୋଭନାଅକ୍ଟୋବର
ଜହ୍ନରାତିଭିଜାମାଟିପୂଜା ସଂଖ୍ୟା
ଖୁଣ୍ପଶ୍ଚିମାପୂଜା ସଂଖ୍ୟା
ଚକଅମୃତାୟନପୂଜା ସଂଖ୍ୟା
148ମଳୟ ମିଶ୍ରଜାର ପୁରୁଷ ଓ ମାୟାଦର୍ପଣର ଚିତ୍ରଲେଖାମାନଙ୍କ କଥାଆକାଂକ୍ଷାପୂଜା ସଂଖ୍ୟା
149ମହାଶ୍ୱେତା ସାହୁଦ୍ୱିତୀୟ ଈଶ୍ୱରକଥା କଳିକାପୂଜା ସଂଖ୍ୟା
150ମାନସୀ ଦାସପଦ୍ମ ପୋଖରୀକଥାଏପ୍ରିଲ
151ମାୟାଧର ସାହୁଗୋଧୂଳିଗୋକର୍ଣ୍ଣିକାଜୁଲାଇ
କୋଳାହଳର ନୀରବ ସ୍ୱରରଜନୀଗନ୍ଧାପୂଜା ସଂଖ୍ୟା
152ମୃଣାଳକରୋନାକାଳରେ ନବଘନକାହାଣୀପୂଜା ସଂଖ୍ୟା
153ମୃତ୍ୟୁଞ୍ଜୟ ଷଢଙ୍ଗୀଡେଣାହୀନ ବିହଙ୍ଗକଥାଡିିସେମ୍ୱର
ବୋଉଙ୍କ ଗାଡିଚଢାସମ୍ୱାଦବାର୍ଷିକ ସଂଖ୍ୟା
154ମୋନାଲିସା ମିଶ୍ରଦାରିଦ୍ର୍ୟକଥାସେପ୍ଟେମ୍ୱର
ମଧୁସିକ୍ତାଶୋଭନାଜାନୁଆରୀ
155ମୌସୁମୀ ଦାସବାହୁଡାବାଟୋଇପୂଜା ସଂଖ୍ୟା
ତନୁଅପାନବନୀତାପୂଜା ସଂଖ୍ୟା
ଏକାନ୍ତବାସର ଦିନସମାରୋହପୂଜା ସଂଖ୍ୟା
156ମୌସୁମୀ ପରିଡାବଉଳ ଫୁଲର ବାସ ଓ ସାୟାହ୍ନର ସଂଗୀତଝଙ୍କାରଜୁନ
157ଯଶୋଧାରା ମିଶ୍ରଡାକମୁନସୀଙ୍କ ମାକଥାଫେବୃଆରୀ
କୁଟାକାଠିର ବସାସମ୍ୱାଦବାର୍ଷିକ ସଂଖ୍ୟା
158ଯଶୋବନ୍ତ ସାମଲଅମରପୋଇଝଙ୍କାରଜୁଲାଇ
159ଯଶୋବନ୍ତ ସେଠୀମମତା ମେସ୍ଅଗ୍ନିରୂୂପାପୂଜା ସଂଖ୍ୟା
160ରଞ୍ଜନ କୁମାର ଦାସଈଶ୍ୱର ଆଲ୍ଲା ତେରୋ ନାମକଥାଡିସେମ୍ୱର
161ରଞ୍ଜନ ପ୍ରଧାନକଲଗାର୍ଲକଥାକଳିକାମେ
162ରଞ୍ଜନ ସାହୁପଙ୍କଝଙ୍କାରଫେବୃଆରୀ
163ରଜନୀକାନ୍ତ ମହାନ୍ତିଆମ୍ୱୁଲାନ୍ସଅର୍ପିତାବିଷୁବ ସଂଖ୍ୟା
କ୍ୟାମେରାଇସ୍ତାହାରଶାରଦୀୟ ସଂଖ୍ୟା
ସଂକେତକାହାଣୀପୂଜା ସଂଖ୍ୟା
164ରବି ନାରାୟଣ ଦାଶଦେଖିଥିବା ଗୋଟେ ନଈବଢିର ଦୃଶ୍ୟକଥାମାର୍ଚ୍ଚ
ପୁନର୍ଜନ୍ମଝଙ୍କାରନଭେମ୍ୱର
ମାସ୍କନବଲିପିପୂଜା ସଂଖ୍ୟା
ନିର୍ବାଣସତ୍ୟବାଦୀଅଗଷ୍ଟ
165ରବି ପଣ୍ଡାଅସୁରଯୁବପ୍ରଭାନବବର୍ଷ ସଂଖ୍ୟା
କସ୍ତୁରୀର ବାସ୍ନାଝଙ୍କାରଏପ୍ରିଲ
ଶିଳା ସୁନ୍ଦରୀନନ୍ଦିକାଏପ୍ରିଲ
ଆବଦ୍ଧଝଙ୍କାରପୂଜା ସଂଖ୍ୟା
166ରବି ସ୍ୱାଇଁଭେଙ୍କଟ ରାଓସମ୍ୱାଦବାର୍ଷିକ ସଂଖ୍ୟା
ମାଟି ଘୋଡାନନ୍ଦିକାଏପ୍ରିଲ
167ରମେଶ ପଟ୍ଟନାୟକବୃକ୍ଷପତିଙ୍କ କାଶରଜନୀଗନ୍ଧାପୂଜା ସଂଖ୍ୟା
ଗନ୍ତବ୍ୟ ସ୍ଥିର କାଳ ଅନିଶ୍ଚିତଶୋଭନାଅକ୍ଟୋବର
168ରାଜୀବ ଗୋପାଳ ସ୍ୱାଇଁଅଣାୟତ୍ତ ସମୁଦ୍ର ଓ ଶବ୍ଦହୀନ ପୃଥିବୀଅର୍ପିତାପୂଜା ସଂଖ୍ୟା
169ରାଜେନ୍ଦ୍ର ରାଉଳମହେନ୍ଦ୍ର କେଳାକଥାଫେବୃଆରୀ
170ରାଜେଶ ପୂଜାରୀକୁହୁ କୁହୁନିଃଶବ୍ଦପୂଜା ସଂଖ୍ୟା
171ରାଜ୍ୟବର୍ଦ୍ଧନ ଧଳମହାପାତ୍ରସ୍ଥାୟୀ ଠିକଣାସମ୍ୱାଦବାର୍ଷିକ ସଂଖ୍ୟା
ଛାୟାରାଜାଝଙ୍କାରଜାନୁଆରୀ
ଦି' ହାତ ଜାଗାନବଲିପିିପୂଜା ସଂଖ୍ୟା
172ରାଧାଶ୍ୟାମ ରାଉଳଛଦ୍ମବେଶୀକଥା କଳିକାମାର୍ଚ୍ଚ
173ରାମଚନ୍ଦ୍ର ବେହେରାନ ଥିଲା ତ ନାଟକରେ ଏ ଦୃଶ୍ୟସମ୍ୱାଦବାର୍ଷିକ ସଂଖ୍ୟା
ଆମେ ଅପେକ୍ଷା କରିବାପକ୍ଷୀଘରପୂଜା ସଂଖ୍ୟା
174ରୁମଝୁମ ନାୟକଶେଷ ପୁଷ୍ପଗୁଚ୍ଛକଥାମେ
175ରୋଜାଲିନି ମିଶ୍ରଗୌତମୀ ଆଉ କାପାଳିକଶୋଭନାଡିସେମ୍ୱର
176ଶକ୍ତିପ୍ରଭା ମିଶ୍ରନଟ ମଉସାସତ୍ୟବାଦୀଜୁଲାଇ
177ଶର୍ମିଷ୍ଠା ମହାପାତ୍ରରାତି ଅନିଦ୍ରାର କାହାଣୀଝଙ୍କାରଜୁଲାଇ
178ଶଶାଙ୍କ ପ୍ରିୟସଖାମୂଷା : ଏକ ପ୍ରେମ କାହାଣୀକଥାଏପ୍ରିଲ
ଫଟିଲିନିଃଶବ୍ଦପୂଜା ସଂଖ୍ୟା
179ଶଶିକାନ୍ତ ରାଉତଷ୍ଟୁଡିଓ ନମ୍ୱର ତିନ୍ପକ୍ଷୀଘରପୂଜା ସଂଖ୍ୟା
ବାଲୁବାୟାର ସଂସାରଶ୍ରୀସାହିତ୍ୟବିଷୁବ ସଂଖ୍ୟା
180ଶାନ୍ତନୁ କୁମାର ଆଚାର୍ଯ୍ୟଗଣତନ୍ତ୍ର ପାଇଁ ଶିଶୁ ବଳିପକ୍ଷୀଘରପୂଜା ସଂଖ୍ୟା
181ଶାନ୍ତନୁ କୁମାର ମହାପାତ୍ରମାଣିକକଥାମାର୍ଚ୍ଚ
182ଶିବ ମିଶ୍ରବିଭଙ୍ଗ ବସୁଧାର ଚିତ୍ରକଥାମେ
ସହଧର୍ମିଣୀଚାହାଣିପୂଜା ସଂଖ୍ୟା
183ଶିବପଦ ସ୍ୱାଇଁଅଜାଙ୍କ ଗୁମରଅମୃତାୟନଡିସେମ୍ୱର
ଅଜଣା ମଣିଷନବଲିପିପୂଜା ସଂଖ୍ୟା
184ଶିବାଶିଷ ପାଢୀପଜିଟିବସମ୍ୱାଦ କଳିକା18 ଜୁନ
185ଶୁଭଶ୍ରୀ ତନିମା ନାୟକଗୋଟେ ଲମ୍ୱା ଗ୍ରୀଷ୍ମ ଛୁଟିକଥାଅକ୍ଟୋବର
186ଶୁଭଶ୍ରୀ ମହାରଣାମାଉଜରକଥାଫେବୃଆରୀ
ବଜେଟସମ୍ୱାଦବାର୍ଷିକ ସଂଖ୍ୟା
187ଶୁଭସ୍ମିତା ସାହୁପ୍ରେମର ବୟସପ୍ରତିଲିପି18 ଜୁନ
188ଶୁଭ୍ରାଂଶୁ ପଣ୍ଡାବୁଢା ରଜାକଥାଡିସେମ୍ୱର
189ଶୈଳେନ୍ଦ୍ର କୁମାର ଜେନାଚନ୍ଦ୍ରଛାୟାସୌରଭପୂଜା ସଂଖ୍ୟା
190ଶ୍ରୀନିବାସ ପଣ୍ଡାଅସ୍ତାଚଳର ଅରୁଣିମାଶୋଭନାମେ
191ଶ୍ରୀନିବାସ ସେଠୀଆସ୍ଥାସତ୍ୟବାଦୀଡିସେମ୍ୱର
192ଶ୍ରୀପ୍ରସାଦ ମହାନ୍ତିବାଟ ଖୋଜୁଥିବା ଲୋକମାନେକଥାଫେବୃଆରୀ
193ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକବୁଢାଟା ଚାଲିଗଲା ବୋଧେକଥାଅକ୍ଟୋବର
194ସଂଘମିତ୍ରା ଭଞ୍ଜବାମନର ଆତ୍ମାକଥାଜୁଲାଇ
195ସଂଜୟ ପଣ୍ଡାଜହ୍ଲାଦକାଦମ୍ୱିନୀସେପ୍ଟେମ୍ୱର
196ସଂଜୟ ଭଟ୍ଟଧୂଳିପକ୍ଷୀଘରପୂଜା ସଂଖ୍ୟା
197ସଂଜୀବ ଚନ୍ଦ୍ର ହୋତାନାଗ ମାୟାକାହାଣୀପୂଜା ସଂଖ୍ୟା
198ସଂପ୍ରୀତି ଶତଭିଷାମନ ସେପାଖ ଅନ୍ଧକାରପଶ୍ଚିମାପୂଜା ସଂଖ୍ୟା
199ସଂଯୁକ୍ତା ମହାନ୍ତିଏକ ବାସ୍ନାୟିତ ରାତିର ଅପେକ୍ଷାରେସମାରୋହପୂଜା ସଂଖ୍ୟା
200ସଚ୍ଚିଦାନନ୍ଦ କରପାପ ସବୁ ଧୋଇଗଲା ପରେପଞ୍ଚବଟୀପୂଜା ସଂଖ୍ୟା
201ସତ୍ୟ ମିଶ୍ରମରି ନଥିବା ମଣିଷସମ୍ୱାଦବାର୍ଷିକ ସଂଖ୍ୟା
ଦୁଷ୍ଟ ଯାଦୁକରର କଥାକଥାଫେବୃଆରୀ
ଜଟିଆ ବୁଢୀଝଙ୍କାରଏପ୍ରିଲ
ସୁବର୍ଣ୍ଣ ଜୟନ୍ତୀଝଙ୍କାରପୂଜା ସଂଖ୍ୟା
202ସତ୍ୟପ୍ରିୟ ମହାଳିକସୁନାକରର ପୁଅ ଓ ତାର ସତ ଗପଗଙ୍ଗଶିଉଳିପାର୍ବଣ ବିଶେଷାଙ୍କ
203ସତ୍ୟରଞ୍ଜନ ମିଶ୍ରଲେଉଟିଆ ଶାଗକଥାଅକ୍ଟୋବର
204ସଦାନନ୍ଦ ତ୍ରିପାଠୀନଟୁଝଙ୍କାରପୂଜା ସଂଖ୍ୟା
ଭବଭୁତିର ଭାରିଯାସମ୍ୱାଦବାର୍ଷିକ ସଂଖ୍ୟା
ଭିକାରିଆକାଂକ୍ଷାପୂଜା ସଂଖ୍ୟା
ପୁରୁଷଓଡ୍ରଭାଷବାର୍ଷିକ ସଂଖ୍ୟା
205ସମରେନ୍ଦ୍ର ବଳିଆରସିଂହଅନ୍ତଃସ୍ୱରସାହିିତ୍ୟ ଦର୍ପଣବିଷୁୁବ ସଂଖ୍ୟା
206ସରସ୍ୱତୀ ବେହେରାଆଶାକାଦମ୍ୱିନୀମାର୍ଚ୍ଚ
207ସରୋଜିନୀ ମିଶ୍ରପରିଚୟଯୁଗଶ୍ରୀ ଯୁଗନାରୀଜାନୁଆରୀ
208ସରୋଜିନୀ ଷଡଙ୍ଗୀଜୀବନପୃଷ୍ଠାସମାରୋହପୂଜା ସଂଖ୍ୟା
209ସରୋଜିନୀ ସାହୁଦୁଃସମୟକାଦମ୍ୱିନୀଏପ୍ରିଲ
ଗୋଟିଏ ନାଟକର ଶେଷ ଦୃଶ୍ୟ ଏମିତି ଥିଲାକଥାଫେବୃଆରୀ
210ସହଦେବ ସାହୁଜିଗୋଲୋଝଙ୍କାରବିଷୁବ ସଂଖ୍ୟା
ଜାରଜସମ୍ୱାଦବାର୍ଷିକ ସଂଖ୍ୟା
211ସାଇଜ୍ୟୋତି ପ୍ରଧାନବଣଫୁଲକାଦମ୍ୱିନୀଏପ୍ରିଲ
212ସୀତେଶ ତ୍ରିପାଠୀଜୀବନ୍ୟାସକଥାଫେବୃଆରୀ
ବୁଦ୍ଦୁଝଙ୍କାରପୂଜା ସଂଖ୍ୟା
213ସୁକାନ୍ତ ସାହୁକଣ୍ଟାକ୍ଟଟ୍ରେସିଂଧରିତ୍ରୀ2 ମେ
214ସୁଜାତା ମହାପାତ୍ରକୁନ୍ଦନାନୀସାହିତ୍ୟ ଦର୍ପଣପୂଜା ସଂଖ୍ୟା
215ସୁନନ୍ଦା ପ୍ରଧାନଦେବୀସକାଳ10 ଅକ୍ଟୋବର
216ସୁନୀତି ଦେବୀଅନ୍ୟ ଏକ ସିଦ୍ଧାର୍ଥଚନ୍ଦନଧାରାପୂଜା ସଂଖ୍ୟା
217ସୁନୀଲ ବୋଷଗାନ୍ଧୀଙ୍କ ଚଷମାଓଡିଶା ଏକ୍ସପ୍ରେସ25 ମାର୍ଚ୍ଚ
218ସୁନୀଲ ମିଶ୍ର ‘ମୈତ୍ରେୟ’ଗଣିକା ବଧୂଶୋଭନାଜାନୁୁଆରୀ
ଏକ ସମ୍ଭ୍ରାନ୍ତ ଷଣ୍ଢର ମୃତ୍ୟୁ ପାଇଁ ଶୋକଦିବସପାହାଚପୂଜା ସଂଖ୍ୟା
219ସୁପ୍ରିୟା ପଣ୍ଡାଲାଇଟ କ୍ୟାମେରା, ଆକ୍ସନଶୋଭନାଅକ୍ଟୋବର
220ସୁପ୍ରିୟା ମଲ୍ଲିକଅଦୃୂରନିତିିଦିନ10 ଜାନୁଆରୀ
ଉପହାରସମାରୋହପୂଜା ସଂଖ୍ୟା
221ସୁବାସ ଚନ୍ଦ୍ର ଜେନାଅସ୍ତରାଗଅକ୍ଷାଂଶପୂଜା ସଂଖ୍ୟା
222ସୁବାସିନୀ ଲେଙ୍କାସମର୍ପିତ ଜୀବନଝଙ୍କାରଜୁଲାଇ
223ସୁବିଦ୍ୟା ଦେବୀଅପତ୍ୟସୁଲେଖାପୂଜା ସଂଖ୍ୟା
224ସୁବ୍ରତ କୁମାର ସେନାପତିଖୁଚୁରାପଶ୍ଚିମାପୂଜା ସଂଖ୍ୟା
225ସୁମିତ୍ରା ମିଶ୍ରଚକ୍ଷୁଦାନକାହାଣୀପୂଜା ସଂଖ୍ୟା
226ସୁରେନ୍ଦ୍ର ମିଶ୍ରକୁଆଁତାରାନନ୍ଦିକାଜାନୁଆରୀ
227ସୁରେଶ ଛୋଟରାୟମୁଠାଏ ପ୍ରଜାପତିର ଡେଣାଶୋଭନାଏପ୍ରିଲ
228ସୁଶୀଳ କୁମାର ନନ୍ଦରାଗବୈରାଗ୍ୟଚିରସ୍ରୋତା ମହାନଦୀଜାନୁଆରୀ
229ସୁଶିଳ ପ୍ରଧାନମାଛିକଥାସେପ୍ଟେମ୍ୱର
230ସୁଶୀଲ କୁମାର ପ୍ରଧାନନିରବତାର ଝଙ୍କାରସତ୍ୟବାଦୀଅକ୍ଟୋବର
231ସୁଷମା ପରିଜାପ୍ରାୟଶ୍ଚିତନନ୍ଦିକାଫେବୃଆରୀ
232ସୁଲେଖା ସାମନ୍ତରାୟମୃତ୍ୟୁ ଘେରରେ ଅପେକ୍ଷାରତ ମାଶ୍ୱେତ ସଙ୍କେତପୂଜା ସଂଖ୍ୟା
233ସୁଲେଚନା ଦାସନିରୁଦ୍ଦିଷ୍ଟଗୌରବପୂଜା ସଂଖ୍ୟା
234ସୂର୍ଯ୍ୟସ୍ନାତ ତ୍ରିପାଠୀପଞ୍ଜୁରି ଖୋଲି ଉଡିଯାଇଥିବା କିଛି ପକ୍ଷୀଙ୍କ ଗପକଥାଅଗଷ୍ଟ
235ସୋମାନାଥ ବିଷୋୟୀପ୍ରତିବିମ୍ୱଝଙ୍କାରଡିସେମ୍ୱର
236ସୋମା ଚାନ୍ଦକୁହୁଡିର ଘରକଥା କଳିକାପୂଜା ସଂଖ୍ୟା
237ସୌମ୍ୟରଞ୍ଜନ କ୍ଷେତୀବଏଲାରେକଥାଅକ୍ଟୋବର
238ସ୍ଥିତପ୍ରଜ୍ଞା ପାଣିଗ୍ରାହୀମୋ ବୋଉର ଶାଶୁକଥାଅକ୍ଟୋବର
239ସ୍ନେହଲତା ନାୟକବଦଳି ଯାଇଥିବା ପୃଥିବୀପଲକପୂଜା ସଂଖ୍ୟା
240ସ୍ନେହଲତା ପୃଷ୍ଟିଚୂଲିମୁଣ୍ଡରେ ଚଇତିକଥାସେପ୍ଟେମ୍ୱର
241ସ୍ୱର୍ଣ୍ଣଲତା ମହାପାତ୍ରଅର୍ଦ୍ଧସତ୍ୟକଥାଡିିସେମ୍ୱର
242ସ୍ୱପ୍ନା ମିଶ୍ରଉଦବାସ୍ତୁରେବତୀଫେବୃଆରୀ
243ସ୍ୱାଗତ କୁମାର ପଣ୍ଡାଚୁକ୍ତିଅର୍ପିତାପୂଜା ସଂଖ୍ୟା
244ସ୍ୱାଗତିକା ମିଶ୍ରନିରୁଦ୍ଦିଷ୍ଟ ନାୟିକାକଥାଅକ୍ଟୋବର
245ସ୍ୱାଗତିକା ସେଠୀଅପାସୋରାମହୁରୀପୂଜା ସଂଖ୍ୟା
246ସ୍ମୃତି ଦାସମନପକ୍ଷୀଯୁଗଶ୍ରୀ ଯୁଗନାରୀପୂଜା ସଂଖ୍ୟା
247ସ୍ମୃୃତି ପଟ୍ଟନାୟକକିଛି କିଛି ମୁହୂର୍ତ୍ତର ଅନ୍ତରାଳରେଅମୃୃତାୟନପୂଜା ସଂଖ୍ୟା
ପ୍ରତୀକ୍ଷାପକ୍ଷୀୀଘରପୂଜା ସଂଖ୍ୟା
248ହରିପ୍ରିୟା ପଟ୍ଟନାୟକନିର୍ବାଣଅର୍ପିତାବିଷୁବ ସଂଖ୍ୟା
249ହଳଧର ପଣ୍ଡାଗାନ୍ଧିଟୋପିବୈଜୟନ୍ତୀପୂଜା ସଂଖ୍ୟା
250ହିରଣ୍ମୟୀ ମିଶ୍ରଅଭିସାରକଥାଜୁନ
ଦୂର ଅନ୍ଧାରଆଟବିକଜାନୁଆରୀ
ମିଛ ସତକଥାଫେବୃଆରୀ
251ହେମନ୍ତ କୁମାର ଘୋଷାଲରାତ୍ରି ଯେତେ ଭୟଙ୍କର ହେଉନା କାହିଁକି, ସକାଳର କଥା ତା’ଠାରୁ ଭିନ୍ନନନ୍ଦିକାମାର୍ଚ୍ଚ
252କ୍ଷୀରାବ୍ଧି ତନୟା ବିଶ୍ୱାଳଧୋକାକଥାମାର୍ଚ୍ଚ
253କ୍ଷୀରୋଦ ଦାସଗୋଟିଏ ଭଲ ଦିନସମ୍ୱାଦବାର୍ଷିକ ସଂଖ୍ୟା
ଅବତାର ଲୋଡା ନାହିଁକଥା କଳିିକାପୂଜା ସଂଖ୍ୟା
254କ୍ଷୀରୋଦ ବିଶ୍ୱାଳଶ୍ରୀକୃଷ୍ଣଙ୍କ ହସଶାଳନ୍ଦୀ.ଇନଅକ୍ଟୋବର-ଡିସେମ୍ୱର
ଅତଏବକଥାମେ
ମୁଠାଏ ବାଲି ଦୁଇ ମୁଠା ଅନ୍ଧାରଅର୍ପିତାପୂଜା ସଂଖ୍ୟା
255ଲକ୍ଷ୍ମଣ କୁମାରକାଗଜଡଙ୍ଗାର ଦିନ ସବୁକଥାଅଗଷ୍ଟ
256ଲକ୍ଷ୍ମୀ ଚାନ୍ଦଅକଡତୀରତରଙ୍ଗପାର୍ବଣ ସଂଖ୍ୟା
257ଲକ୍ଷ୍ମୀ ନାରାୟଣ ପଣ୍ଡାନଡିଆସୃଜନସ୍ୱପ୍ନନଭେମ୍ୱର
258ଲକ୍ଷ୍ମୀପ୍ରିୟା ଓଝାକିନୋରର କଳାଦାଗଯୁୁବପ୍ରଭାଶରତ ସଂଖ୍ୟା
259ଲିପସା ପଟେଲଆଜନ୍ମ ପ୍ରେମରେଅମୃତାୟନଏପ୍ରିଲ
260ଲୋପାମୁଦ୍ରା ପରିଡାଗୋଟେ ଭୋରପ୍ରଜାତନ୍ତ୍ର28 ଫେବୃଆରୀ

Comments

  1. Seems to be a very big task and time bound. I am available to extend any befitting services in furtherance of the ambitious objective you have contemplated to accomplish. T Maharana

    ReplyDelete
  2. ଏକ ଉତ୍ତମ ଏବଂ ଅଭିନବ ପ୍ରୟାସ।

    ReplyDelete
  3. Nice initiative

    ReplyDelete
  4. ଏହା ଆପଣଙ୍କର ଏକ ପ୍ରଶଂଶନୀୟ ଉଦ୍ୟମ
    ସାଧୁବାଦ ଜଣାଉଛି

    ReplyDelete
  5. ଖୁବ୍ ସୁନ୍ଦର ପ୍ରୟାସ। କୃତଜ୍ଞତା ଜ୍ଞାପନ କରୁଛି।

    ReplyDelete
  6. Great sir, you are doing an innovative work which is highly praiseworthy. ❤🙏❤

    ReplyDelete
  7. Great sir.. you are doing an innovative work which is highly praiseworthy.
    I also thanks to my loveble readers who have gone through my three tremendous stories.
    RABI PANDA

    ReplyDelete
  8. A material benefit extended to literature !

    ReplyDelete
  9. ମୁଁ ପଢିନଥିବା ଅନେକ ଗଳ୍ପର ନାମ ଏବେ ମୋ ସାମନାରେ , ସେଇଥି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ ।‌‌ ଅଭିନବ ପ୍ରୟାସ । ଶେଷରେ ଗୋଟିଏ ଭଲ ଗପ ବହି ସମସ୍ତଙ୍କ ସାମ୍ନାରେ ଆସି ପହଞ୍ଚିବ ।

    ReplyDelete
  10. ସୁନ୍ଦର ପ୍ରୟାସ,ଭାଇ ।

    ReplyDelete
  11. ଖୁବ୍ ସାହାସିକ ପଦକ୍ଷେପ ଓ ସୁନ୍ଦର ପ୍ରୟାସ । ଅଶେଷ ଧନ୍ୟବାଦ।

    ReplyDelete
  12. ମଦନ ମୋହନ ମହାକୁଡ଼16 May 2022 at 22:49

    ଓଡ଼ିଆ ଗଳ୍ପ ସାହିତ୍ୟକୁ ଏକ ଅଭିନଵ ଉପାୟରେ ମୂଲ୍ୟାଙ୍କନ କରିବା ଓ ଜନପ୍ରିୟ ତଥା ପାଠକପ୍ରିୟ କରିବାରେ ଆପଣଙ୍କ ଏ ପ୍ରୟାସ ଫଳପ୍ରଦ ହେବା କାମନା କରି ଆପଣକୁ କୃତଜ୍ଞତା ଜଣାଉଛି..

    ReplyDelete
    Replies
    1. ଧନ୍ୟବାଦ ମଦନ ବାବୁ

      Delete
  13. Painstaking effort. Such a scheme generally buries the trend -setters underground, to be unearthed by future generations.

    ReplyDelete
    Replies
    1. Thanks. The objective of the scheme is to find out the best stories of the year with the participation of readers and writers. The focus is on the creation and not on the creator.

      Delete
    2. Excuse. I have talked here about creations only. Nothing else.

      Delete
  14. ଆପଣଙ୍କର ଏହି ଅଭିନବ ପ୍ରୟାସ ପାଇଁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି ।

    ReplyDelete
  15. ଭଲ ପଦକ୍ଷେପ। ମାତ୍ର ସମୟସାପେକ୍ଷ। ଆପଣଙ୍କ ଦୃଢ ମନୋଭାବ ଓ ଅନ୍ୟ ମାନଙ୍କ ସହଯୋଗ ଏହାକୁ ଲକ୍ଷ୍ୟ ସ୍ଥଳରେ ପହଂଚାଇବ ଆଶା।

    ReplyDelete
  16. ଭଲ ପଦକ୍ଷେପ। ମାତ୍ର ସମୟସାପେକ୍ଷ। ଆପଣଙ୍କ ଦୃଢ ମନୋଭାବ ଓ ଅନ୍ୟ ମାନଙ୍କ ସହଯୋଗ ଏହାକୁ ଲକ୍ଷ୍ୟ ସ୍ଥଳରେ ପହଂଚାଇବ ଆଶା।- ନିବାରଣ ଜେନା।

    ReplyDelete
  17. Would like to read the stories!!

    ReplyDelete
    Replies
    1. Thanks. The names of the magazines etc, where the stories have been published, have been given. Plans are there to publish some shortlisted stories in a magazine in near future.

      Delete
  18. What an innovative and incredible way to find out the list of good stories! Now the liability is on the readers to search for the stories and go through them. Thanks for all the effort Mr Saral.

    ReplyDelete
  19. Shasikanta Rout

    ReplyDelete
    Replies
    1. There should be uniformity and same standard for one and all-- a single best story of every writer so nominated. This would balance the process of competition.

      Delete
    2. There is uniformity and same standard being followed for one and all. One story considered to be best by each writer has been included. However, readers may consider some other story to be a good one. Since lot of importance is attached to the opinion of the readers, all the stories liked and nominated by them have been included. In some cases the readers have suggested the same story as has been indicated by the author. As stated, these are all good stories suggested by writers and readers. No shortlisting or reading of the stories has been done at our end at this stage. We have kept the process of nomination open for readers and those writers who have not submitted, upto May 31, just to provide adequate opportunity to one and all to ensure that no good story is left . After that the quest for finding the best stories will begin with a series of reading of the stories by some enlightened readers. Such readers will read and evaluate each story without knowing the names of the stories and authors. Special emphasis is being laid on making the process not only transparent and credible but also fair to everyone.

      Delete
    3. That's all right. However, since the stories and their writers and the magazines in which published is well known in the process , whoever sits on judgement could easily know the story writers. And there's the windows for maneuveuring in favour of near and dear.
      I would be happy if the whole process is transparent from beginning to the end, unlike prevailing standards of various hues.
      Let not a noble endeavour be thwarted at any level before its final fruition.

      Delete
    4. The whole process is transparent from the beginning. Otherwise names of the shortlisted stories would not have been made public. Further, nomination process has been kept open till 31 May to ensure wider participation and involvement. We can't prevent readers from suggesting stories of their choice since the objective is to involve more and more readers. Needless to say that it is a reader centric process. A large number of enlightened readers from various parts of the State and outside will participate in the story reading and evaluation process which may result in obviating the likelihood of nepotism. We have full faith in the process and we will try to ensure same level of transparency till the end. Let's see how the process works. If there are problems the same can be addressed and rectified in future.

      Delete
  20. ଏକ ଅନନ୍ୟ ଜଟିଳ ପ୍ରୟାସ। ଏଥି ପୂର୍ବରୁ ଏ ଭଳି ପ୍ରୟାସ କେହି କରି ନାହାନ୍ତି। ପ୍ରଶଂସନୀୟ ପ୍ରୟାସ।

    ReplyDelete
  21. ଅନ୍ୟମାନେ କରି ପାରିନଥିବା, ସାହସ କୁଳେଇ ପାରିନଥିବା ଜଟିଳ ସାହିତ୍ୟ କର୍ମ ସଂପାଦନ କରିବା ନିଷ୍କାମ ପ୍ରୟାସକୁ ସରଳ ଅଭିବାଦନ। ପରମାତ୍ମା ଆପଣଙ୍କୁ ସହାୟତା କରନ୍ତୁ ।

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍